uz
Feedback
STUDY WITH KRISHNA SIR ( OSOU)

STUDY WITH KRISHNA SIR ( OSOU)

Kanalga Telegram’da o‘tish

ଏହି CHANNEL ରେ ସମସ୍ତ OSOU ର ଅଫିସିଆଲ୍ ନୋଟିସ, SSB CLS,UGC NET ଏହି ଭଳି ସମସ୍ତ JOB ର ତଥ୍ୟ ମଧ୍ୟ ପାଇ ପାରିବେ

Ko'proq ko'rsatish
2 140
Obunachilar
Ma'lumot yo'q24 soatlar
-17 kunlar
-1430 kunlar
Postlar arxiv
"ଘ "ଏକ କେଉଁ ବର୍ଗ ଅନ୍ତର୍ଭୁକ୍ତ ବ୍ୟଞ୍ଜନ ବର୍ଣ୍ଣ
Anonymous voting

ବର୍ଗ ବ୍ୟଞ୍ଜନ ର ସଂଖ୍ୟା କେତେ
Anonymous voting

ବର୍ଗ ବ୍ୟଞ୍ଜନ କେତେ ଭାଗରେ ବିଭକ୍ତ
Anonymous voting

ବ୍ୟଞ୍ଜନ ବର୍ଣ୍ଣ କେତେ ଭାଗ ରେ ବିଭକ୍ତ
Anonymous voting

କ୍ଷ ଏକ କେଉଁ ପ୍ରକାର ବର୍ଣ୍ଣ
Anonymous voting

ବ୍ୟଞ୍ଜନ ବର୍ଣ୍ଣ ମାନଙ୍କ ମଧ୍ୟରେ କେତୋଟି ବ୍ୟଞ୍ଜନ ବର୍ଣ୍ଣ ମାନଙ୍କ ର ଧ୍ଵନି ରହିଛି
Anonymous voting

ବ୍ୟଞ୍ଜନ ବର୍ଣ୍ଣ ର ସଂଖ୍ୟା କେତେ
Anonymous voting

ଯେଉଁ ବର୍ଣ୍ଣ ସ୍ୱର ବର୍ଣ୍ଣ ର ସାହାଯ୍ୟ ବିନା ଉଚ଼ାରିତ ହେଇ ନ ପାରନ୍ତି ତାହାକୁ କେଉଁ ବର୍ଣ୍ଣ କୁହା ଯାଏ
Anonymous voting

ଯେ କୌଣସି ବର୍ଣ୍ଣ ର ସାହାଯ୍ୟ ନ ନେଇ ଉଚ୍ଚାରିତ ହେଉଥିବା ବର୍ଣ୍ଣ କୁ kn ବୋଲି କୁହା ଯାଏ
Anonymous voting

ଦୀର୍ଘ ସ୍ୱର ବର୍ଣ୍ଣ ର ସଂଖ୍ୟା କେତେ
Anonymous voting

ହ୍ରସ୍ଵ ସ୍ୱର ବର୍ଣ୍ଣ ର ସଂଖ୍ୟା କେତେ
Anonymous voting

ସ୍ୱର ବର୍ଣ୍ଣ କୁ କେତେ ଭାଗରେ ବିଭକ୍ତ କରା ଯାଇଛି
Anonymous voting

11 ଟି ସ୍ୱର ବର୍ଣ୍ଣ ମଧ୍ୟରୁ କେତୋଟି ବର୍ଣ୍ଣ ର ଧ୍ଵନି ରହିଛି
Anonymous voting

ଓଡ଼ିଆ ରେ ସ୍ଵରବର୍ଣ୍ଣ ର ସଂଖ୍ୟା କେତେ
Anonymous voting

ଓଡ଼ିଆ ରେ ବର୍ଣ୍ଣ କେତେ ଭାଗରେ ବିଭକ୍ତ କରା ଯାଇଚି
Anonymous voting

ଓଡ଼ିଆ ଭାଷା ରେ ଲେଖା ପଢା ପାଇଁ ସର୍ବମୋଟ କେତୋଟି ବର୍ଣ୍ଣ ର ବ୍ୟବହାର କରାଯାଏ
Anonymous voting

ଆଜି ଟିକେ ଗ୍ରାମର ର QUIZ ଟିକେ ହଉ

23512.pdf

ଆଜି ପାଇଁ ଏତିକି ଥାଉ

ଶରତ ବାବୁ ଙ୍କ ଗଳି କେବେ ରଚନା କରିଥିଲେ
Anonymous voting