ଚତୁର୍ଥ ସେମିଷ୍ଟାର 2022-24(ଓଡ଼ିଆ ସ୍ନାତକୋତ୍ତର)
Kanalga Telegram’da o‘tish
Ko'proq ko'rsatish
1 643
Obunachilar
Ma'lumot yo'q24 soatlar
-37 kunlar
-3130 kunlar
Postlar arxiv
କେଉଁ ମାନଙ୍କ RESULT show ହଉନି mote personal ରେ MSG କର
କେଉଁ ମାନଙ୍କ RESULT SHOW ହଉନି ମୋତେ PERSONAL ରେ MSG କର
ଅଯଥା ରେ କେହି କିନ୍ତୁ
ତଳେ ଦିଆ ଯାଇଥିବା GROUP RE JOIN କରିବେ ନାହିଁ
ଯେଉଁ ମାନେ ସମ୍ବଲପୁର ଯିବେ ସେଇ ମାନେ ହିଁ JOIN କରିବେ
https://t.me/+zqF_POlyVcBkZjQ9
ଆଜି ସନ୍ଧ୍ୟା 5 PM ରେ ସମସ୍ତେ ରହିବେ
SAMBALPUR ଯିବା ପାଇଁ DATE FIX କରିବା
ପିଲା ମାନେ ଏବେ ଯଦି ସଜାଗ ହବ ନାହି ତାହେଲେ
ଆଉ 2ଟି ସେମିଷ୍ଟର ରହିଛି ନାମ ନେଉ ଥିବ ତେଣୁ ବେଳ ଥାଉ ଣୁ ସଜାଗ ହୁଅ
ଯେଉଁ ମାନେ ବି ଭଲ ଲେଖିଛ କିନ୍ତୁ MARK ଠିକ୍ ସେ ଆସୁନି 40 ରୁ 50 ଆଉ ଯେଉଁ ମାନେ ଠିକ୍ ସେ ଲେଖିଲେ ମଧ୍ୟ BACK ଲାଗୁଚି ତ ସମସ୍ତେ ଚାଲ ଥରେ ଯାଇ କି ଆସିବା ଦେଖିବ ତମ RESULT ରେ କେବେ କିଛି ଭୁଲ ହବ ନାହି
ଆଉ ତମେ ମାନେ ଯଦି AGREE ଅଛ ଯାହା ବି OSOU କରୁ ତମର କିଛି ଅସୁବିଧା ନାହି ତେବେ ମୋର କିଛି କହିବାର ନାହି
5 PM ରେ ସମସ୍ତ ଙ୍କୁ TELEGRAM RA VOICE CHAT ରେ JOIN ହେବା କୁ ଅନୁରୋଧ
ଆପଣ ଙ୍କ ପ୍ରିୟ KRISHNA SIR
କେଉଁ ମାନଙ୍କ RESULT ଖରାପ ହେଇଚି
ଭଲ ଲେଖିଛନ୍ତି କିନ୍ତୁ 30 ରୁ 45 ମଧ୍ୟରେ ଦେଇଛନ୍ତି
ଯଦି ନିଜର ମାର୍କ ବଢେଇବା ପାଇଁ କିଛି STEP ନେବାକୁ ଚାହୁଁଛନ୍ତି ତାହେଲେ
ଥରେ ବାହାରନ୍ତୁ ସମ୍ବଲପୁର ନିଶ୍ଚୟ ଆପଣ ମାନଙ୍କ MARK ବଢିବ ଯେଉଁ ମାନଙ୍କ BACK ଲାଗିଚି ତାହା CLEAR ହବ ଏତିକି ମୁ GUARANTEE ଦେବି
କାରଣ ଆମ ସମୟ ରେ ମଧ୍ୟ MAOD 11 ରେ ଏମିତି ହେଇଥିଲା ପିଲା 50 ଜଣ ଯାଇଥିଲେ ଯେଉଁ ଥିରେ କି ସମସ୍ତ ଙ୍କ MARK ବଢ଼ିଛି ଏମିତି ରେ କି ମୋର 40 ଥିଲା ସେଇ ଜାଗା ରେ 50 ହେଇଥିଲା ASSIGNMENT ଛାଡ଼ି
ତେଣୁ କହୁଚି ଥରେ ବାହାର ବେଶୀ ନୁହ 50 ଜଣ ଦେଖିବ ନିଶ୍ଚୟ MARK ବଢିବ
ଯେଉଁ ମାନେ ଅଧିକ ଜାଣିବା ପାଇଁ ଚାହୁଁଛନ୍ତି
ମୋତେ DM/MSG କରନ୍ତୁ
@KRISHNASIROSOU କିମ୍ବା WP କରନ୍ତୁ 9078507424 ରେ
Endi mavjud! Telegram Tadqiqoti 2025 — yilning asosiy insaytlari 
