uz
Feedback
ଚତୁର୍ଥ ସେମିଷ୍ଟାର 2022-24(ଓଡ଼ିଆ ସ୍ନାତକୋତ୍ତର)

ଚତୁର୍ଥ ସେମିଷ୍ଟାର 2022-24(ଓଡ଼ିଆ ସ୍ନାତକୋତ୍ତର)

Kanalga Telegram’da o‘tish
1 639
Obunachilar
-224 soatlar
-47 kunlar
-2630 kunlar
Postlar arxiv
ଯେଉଁ ମାନେ paid CLS କରିବାକୁ ଚାହୁଁଛ କରି ପାରିବ

Scholarship apply କରିବା ଆରମ୍ଭ କର ପିଲା ମାନେ ଯେଉଁ ମାନଙ୍କ confirmation letter ଆସି ଯାଇଛି ଯେଉଁ ମାନେ ଜାଣି ପାରୁ ନାହାଁନ୍ତି ସେମାନେ ମୋତେ personal ଡକ୍ୟୁମେଣ୍ଟ ପଠେଇ ବି ପାରିବେ apply କରି ଦେବି

ଏଇଟା ବାହାପ ନେଇ କହୁନି experience ରୁ କହୁଚି

Tama ମାନଙ୍କ cls ହେଲେ ତ ତମେ ମାନେ 20% କି 50% attend କରିବ ଯେତେବେଳେ cls hin ହେବ ନାହିଁ ତ 20 % ଦେବ କେମିତି

ଆମର ବର୍ଷା ହଉଚି ରେ ମୁଁ leave ହଉଚି

ପବିତ୍ର ପଂଚୁକ ଅବସରରେ ସମସ୍ତଙ୍କୁ ହାର୍ଦ୍ଧିକ ଶୁଭେଚ୍ଛା ଓ ଅଭିନନ୍ଦନ

ଯେଉଁ ମାନଙ୍କ money problems ଅଛି ସେମାନେ 200 ଦେଇ ଆମ paid CLS ରେ join କରି ପାରିବେ କିନ୍ତୁ ବାକି ଥିବା 200 ଟଙ୍କା କୁ 20 ଦିନ ଭିତରେ pay କରିବାକୁ ପଡ଼ିବ ଆମ paid CLS ରେ join କରିବା ପାଇଁ କେବଳ 400 ଟଙ୍କା ରେ ସଂପୂର୍ଣ୍ଣ ପ୍ରଥମ ସେମିଷ୍ଟର ସାରିବା ଯାଏଁ ପଢା ଯିବ ତା ସହ ଆପଣକୁ personal guide କରା ଯିବ notes ଲେଖିବା ପାଇଁ ସାହାଯ୍ୟ ମଧ୍ୟ କରା ଯିବ ଏବଂ ଯଦି assignment exam online ରେ ହୁଏ ତାହେଲେ ସେଥିରେ 400 ରୁ 400 ରହିବ ନିଶ୍ଚୟ ଏହି ସବୁ ସୁବିଧା ପାଇ ପାରିବେ ତେଣୁ ଏବେ ହିଁ join କରନ୍ତୁ ଆମ paid GROUP ରେ

ବହୁତ୍ ଶୀଘ୍ର ଖୁସି ଖବର ମିଳିବା ପାଇଁ ଯାଉଚି
ବହୁତ୍ ଶୀଘ୍ର ଖୁସି ଖବର ମିଳିବା ପାଇଁ ଯାଉଚି

ଚତୁର୍ଥ ସେମିଷ୍ଟାର 2022-24(ଓଡ଼ିଆ ସ୍ନାତକୋତ୍ତର) - Telegram kanali @osou4thsem statistikasi va tahlili