ଚତୁର୍ଥ ସେମିଷ୍ଟାର 2022-24(ଓଡ଼ିଆ ସ୍ନାତକୋତ୍ତର)
Kanalga Telegram’da o‘tish
Ko'proq ko'rsatish
1 643
Obunachilar
Ma'lumot yo'q24 soatlar
-37 kunlar
-3130 kunlar
Postlar arxiv
ଆସନ୍ତା କାଲି ସକାଳୁ 8 am ଠାରୁ ଯେଉଁ ମାନଙ୍କ ଫର୍ମ ପୂରଣ ହେଇନି
କରିଦେବା କାରଣ ଏବେ ବହୁତ୍ ବର୍ଷା ହଉଚି
ମୁଁ ବାହାରକୁ ଯାଇ ପାରିବି ନାହିଁ
କାଲି କରିବା
9078507424 ରେ contacts କରିବ ଯେଉଁ ମାନେ କରିବାକୁ ଥିବ
Jeun ମାନଂକ payment ହେଇ ନାହି mote 9078507424 re contact କର କରିଦେବା
5 PM ରେ ରୁହ ସବୁ FORM FILLUP କୁ ଆଉ PAID CLS କୁ ନେଇ ଆଲୋଚନା କରିବା
ବିଶେଷ ସୂଚନା
ସମସ୍ତ ଙ୍କୁ କହି ରଖୁଛି କେହି ଯଦି ଯେଉଁ ମାନେ PAYMENT କରିଛନ୍ତି ଆଉ PAYMENT କରିବେ ନାହିଁ
କାରଣ OSOU ର PAYMENT SITE PROBELM ଅଛି ଅପେକ୍ଷା କରିବେ
AUTOMATIC 5 ରୁ 6 ଦିନ ଭିତରେ ହେଇଯିବ
DATE EXTENDED ହବ
ଆଉ ଯେଉଁ ମାନେ PAYMENT କରି ନାହାନ୍ତି ଦେଖି ଚାହିଁ ଠିକ୍ NETWORK ରହିଲା ଜାଗା ରେ କରିବେ
TQ SO MUCH DEARS FOR THIS❤️
(Teacher day special gift)
SCHOLARSHIP
RENEWAL ପାଇଁ ବର୍ତ୍ତମାନ OPTION ଅଛି ଯେଉଁ ମାନେ NEW ରେ REGISTRATION କରି ଆବେଦନ କରିବା କୁ ଚାହୁଁଛନ୍ତି ସେମାନେ କିଛି ଦିନ ଅପେକ୍ଷା କରିବାକୁ ହେବ
କାରଣ NEW APPLY DATE ଆସି ନାହି ବର୍ତ୍ତମାନ RENEWAL PAIN ହିଁ ଆସିଚି
Endi mavjud! Telegram Tadqiqoti 2025 — yilning asosiy insaytlari 
