uz
Feedback
Competitive Exam

Competitive Exam

Kanalga Telegram’da o‘tish

🙏Hello Friends Welcome to Our Telegram Channel. ଆପଣ ମାନେ ଏହି Channel ରେ Competitive Exam ର ସମସ୍ତ Previous Year Question Paper,Book,Guide & Hand Writing Note ପାଇପାରିବେ। ତେଣୁ ଆମ Telegram Channel କୁ Subscribe କରି ଆମକୁ Support କରନ୍ତୁ। ଧନ୍ୟବାଦ।

Ko'proq ko'rsatish
1 038
Obunachilar
-124 soatlar
-37 kun
+530 kun
Postlar arxiv
Hello Karan , Welcome to the Exam & Job Notification!

🔴 ୬୦୨୫ Regular ହାଇସ୍କୁଲ ଶିକ୍ଷକ(LTR) ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ: ନିଯୁକ୍ତ ହେବେ ୧୦୨୦ PCM ଶିକ୍ଷକ , ୮୮୦ CBZ ଶିକ୍ଷକ , ୧୯୮୪ Arts ଶିକ୍ଷକ , ୭୧୧ Hindi ଶିକ୍ଷକ , ୭୨୯ Sanskrit ଶିକ୍ଷକ , ୬୮୧ PET , ୬ Telugu ଶିକ୍ଷକ ଓ ୧୪ Urdu ଶିକ୍ଷକ ରାଜ୍ୟର ବିଭିନ୍ନ ସରକାରୀ ଉଚ୍ଚ ବିଦ୍ୟାଳୟରେ ୬୦୨୫ ନିୟମିତ ଶିକ୍ଷକ(LTR) ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏ ନେଇ OSSC ର Indicative Advertisement (ସଙ୍କେତପୂର୍ଣ୍ଣ ବିଜ୍ଞାପନ) ପ୍ରକାଶ ପାଇଛି। ସେହିପରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ସୋସିଆଲମିଡିଆ ‘ଏକ୍ସ’ରେ ସୂଚନା ଦେଇଛି। ୬୦୨୫ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ନିଯୁକ୍ତି ପ୍ରକ୍ରିୟାକୁ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (OSSC) ପରିଚାଳନା କରିବ। ୬ ,୦୨୫ ପଦ ମଧ୍ୟରେ ଟିଜିଟି ବର୍ଗରେ ୩ ହଜାର ୮୮୪ ପଦ ରହିଛି। ସେଥିମଧ୍ୟରୁ ପିସିଏମ(ବିଜ୍ଞାନ)ର ୧୦୨୦ , ସିବିଜେଡ୍(ବିଜ୍ଞାନ) ବର୍ଗର ୮୮୦ଟି ପଦ ରହିଛି। ସେହିପରି ଟିଜିଟି ଆର୍ଟସରେ ୧୯୮୪ଟି ପଦ ରହିଛି। ସେହିପରି ଉଚ୍ଚ ବିଦ୍ୟାଳୟଗୁଡ଼ିକ ପାଇଁ ହିନ୍ଦୀରେ ୭୭୧ ପଦରେ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇ ଥିବାବେଳେ ୭୨୯ ସଂସ୍କୃତ , ୬ ତେଲୁଗୁ , ୬୮୧ ପିଇଟି , ୧୪ଟି ଉର୍ଦୁ ଶିକ୍ଷକ ଓ ୬ ତେଲୁଗୁ ଶିକ୍ଷକ ପଦ ରହିଛି। ନୂଆ ନିଯୁକ୍ତି ପ୍ରକ୍ରିୟା ଓଏସଏସସି(ଓଡ଼ିଶା କର୍ମଚାରୀ ଚୟନ ଆୟୋଗ) ଦ୍ୱରା ତ୍ୱରାନ୍ୱିତ ହେବ। ନିଯୁକ୍ତି ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ବଜାୟ ରଖିବା ନେଇ ବିଭାଗ ବିଶେଷ ଗୁରୁତ୍ୱ ଦେଉଛି। @PDF_MARKET

photo content

photo content

photo content

BERHAMPUR UNIVERSITY RECRUITMENT 2024 @PDF_MARKET
BERHAMPUR UNIVERSITY RECRUITMENT 2024 @PDF_MARKET

🔴ହାଇସ୍କୁଲ ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ: ନିଯୁକ୍ତ ହେବେ ୧୯୮୪ କଳା, ୧୦୨୦ ପିସିଏମ, ୮୮୦ ସିବିଜେଡ ଶିକ୍ଷକ🔴 ରାଜ୍ୟର ବିଭିନ୍ନ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏ ନେଇ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୋସିଆଲମିଡିଆ ‘ଏକ୍ସ’ରେ ସୂଚନା ଦେଇଛି। ୬ ହଜାର ୦୨୫ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ନିଯୁକ୍ତି ପ୍ରକ୍ରିୟାକୁ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (OSSC) ପରିଚାଳନା କରିବ। ୬ ,୦୨୫ ପଦ ମଧ୍ୟରେ ଟିଜିଟି ବର୍ଗରେ ୩ ହଜାର ୮୮୪ ପଦ ରହିଛି। ସେଥିମଧ୍ୟରୁ ପିସିଏମ(ବିଜ୍ଞାନ)ର ୧୦୨୦, ସିବିଜେଡ୍(ବିଜ୍ଞାନ) ବର୍ଗର ୮୮୦ଟି ପଦ ରହିଛି। ସେହିପରି ଟିଜିଟି ଆର୍ଟସରେ ୧୯୮୪ଟି ପଦ ରହିଛି। ସେହିପରି ଉଚ୍ଚ ବିଦ୍ୟାଳୟଗୁଡ଼ିକ ପାଇଁ ହିନ୍ଦୀରେ ୭୭୧ ପଦରେ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇ ଥିବାବେଳେ ୭୨୯ ସଂସ୍କୃତ, ୬ ତେଲୁଗୁ, ୬୮୧ ପିଇଟି ଏବଂ ୧୪ଟି ଊର୍ଦ୍ଧୁ ଶିକ୍ଷକ ପଦ ରହିଛି। ନୂଆ ନିଯୁକ୍ତି ପ୍ରକ୍ରିୟା ଓଏସଏସସି(ଓଡ଼ିଶା କର୍ମଚାରୀ ଚୟନ ଆୟୋଗ) ଦ୍ୱରା ତ୍ୱରାନ୍ୱିତ ହେବ। ନିଯୁକ୍ତି ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ବଜାୟ ରଖିବା ନେଇ ବିଭାଗ ବିଶେଷ ଗୁରୁତ୍ୱ ଦେଉଛି। @PDF_MARKET

Hi Bisesh , Thank you for joining us!

SSB PGT Written Examination and-Availability of Admit Cards 2024

୧୬୦୦୯ କନିଷ୍ଠ ଶିକ୍ଷକ ନିଯୁକ୍ତି ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ନୂତନ ଭାବେ ସୃଷ୍ଟି ହୋଇଥିବା ଲିଭ ଟ୍ରେନିଂ ରିଜର୍ଭ (LTR) ପୋଷ୍ଟ ପାଇ
୧୬୦୦୯ କନିଷ୍ଠ ଶିକ୍ଷକ ନିଯୁକ୍ତି ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ନୂତନ ଭାବେ ସୃଷ୍ଟି ହୋଇଥିବା ଲିଭ ଟ୍ରେନିଂ ରିଜର୍ଭ (LTR) ପୋଷ୍ଟ ପାଇଁ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (OSSC) ତରଫରୁ ବିଜ୍ଞପ୍ତି ଜାରି କରାଯାଇଛି। @PDF_MARKET

Hi Sambhu , Thank you for joining us!

Hello dark , Welcome to the Exam & Job Notification!

Howdy Pradosh , Thank you for joining us!

ସାବଧାନ। ଠକାମୀ ରେ ପଡ଼ିବା ନିଶ୍ଚିତ
ସାବଧାନ। ଠକାମୀ ରେ ପଡ଼ିବା ନିଶ୍ଚିତ

photo content

Hello S, there! We’re happy to see you.

Hi Alisha , Thank you for joining us!

ସାବଧାନ ରୁହନ୍ତୁ❌ @PDF_MARKET
ସାବଧାନ ରୁହନ୍ତୁ❌ @PDF_MARKET

Howdy Prabhupad , Thank you for joining us!

OPSC PGT EXAM UPDATE @PDF_MARKET
OPSC PGT EXAM UPDATE @PDF_MARKET