Competitive Exam
Kanalga Telegram’da o‘tish
🙏Hello Friends Welcome to Our Telegram Channel. ଆପଣ ମାନେ ଏହି Channel ରେ Competitive Exam ର ସମସ୍ତ Previous Year Question Paper,Book,Guide & Hand Writing Note ପାଇପାରିବେ। ତେଣୁ ଆମ Telegram Channel କୁ Subscribe କରି ଆମକୁ Support କରନ୍ତୁ। ଧନ୍ୟବାଦ।
Ko'proq ko'rsatish1 038
Obunachilar
Ma'lumot yo'q24 soatlar
-87 kun
+430 kun
Postlar arxiv
1 038
Hello Saudagar rohidas , Welcome to the Competitive Exam And Practice Mock Test (Odisha)!
1 038
Repost from State Topper (9th,10th)
🌺🌺ନୂଆଁଖାଇ🌺🌺
ମହକି ଉଠୁଛେ ଆମର୍ ଜନମ୍ ମାଏଟ୍
ଆଏଜ୍ ଗହକି ଉଠୁଛେ ଗାଁ ଖୁଲି....
ଜାହାକେ ଦେଖବ ନୂଆଁଖାଇ ଜୁହାର
ସବୁଆଡ଼େ ଶୁଭୁଛେ ହୁଲହୁଲି।।
ନୂଆଁ ଧାନର ନୂଆଁ ଚୁରା
କୁରେ ପତର ଦନା...
ଇ ନୂଆଁଖାଇ ପରବ
ସବୁଆଡ଼େ ଜନାଶୁନା।।
ଆର୍ସା ପିଠା ଖିରି ଘରେ
ମହକ ଉଠେଇ ଦେସି...
ଭଜା, ତରକାରୀ, ଆମିଲ୍, ଶାଗ୍
ଖାଏବ ବେସି ବେସି।।
ଛୋଟ୍ ଛୋଟ୍ ଛୁଆ ଠାନୁ
ବୁଢ଼ା ବୁଢୀ କରି,
ମାଁ ସମଲେଇ କେ ଜୁହାର କରମା
ଚାଲ ମିଶି କରି।।
ଚାଲ ଟିକେ ମାଡି ଯିମା ସେ
ଡାଲଖାଇ, ରସରକେଲି ସୁରେ
ନୂଆଁଖାଇ ତିହାର କେ ମନାମା
ହସିଖୁସି ରେ....।।
ଉସଦ୍ ମନେ ଦେଖ
ଠୋଲ୍ ହେଲେନ୍ ଭାଇ ଦଦା
ଛତର୍ ତଲେ ରଖବୁ
ଆମକୁ ଗୋ ମାଁ ସମଲେଇ।।
ମେଲନ୍ ମେସନ୍ ପରବ୍ ଆମର୍
ନୂଆଁଖାଇ ତିହାର...
ଆମର ଠାନୁ ବଡ୍ ବଡଖା ଦଦା, ଭାଇ, ଗୁରୁଜନ୍ ମାନକୁ
ନୂଆଁଖାଇ ଜୁହାର....।।
By biswajit
1 038
Repost from State Topper (9th,10th)
ଓମ୍ ବକ୍ର ତୁଣ୍ଡ ମହାକାୟ ସୂର୍ଯ୍ୟକୋଟୀ ସମପ୍ରଭା |
ନିର୍ବାଣଂ କୁରୁ ମେ ଦେ ଦେବ | ସର୍ବ କାଯେ ସୁ ସର୍ବଦା
ଗଣେଶ ପୂଜାର ହାର୍ଦ୍ଦିକ ଅଭିନନ୍ଦନ ❤️❤️❤️❤️🙏🙏🙏🙏
1 038
Aditya , Hi and welcome to "Competitive Exam And Practice Mock Test (Odisha)"! Thank you for being a part of our community
1 038
H , Hi and welcome to "Competitive Exam And Practice Mock Test (Odisha)"! Thank you for being a part of our community
1 038
Repost from State Topper (9th,10th)
😃 ଅମୂଲ୍ୟ କୁମାର ପ୍ରଧାନ ହେଲେ ବୋର୍ଡର ନୂଆ ଉପସଭାପତି
- ଚକ୍ରଧର ବେହେରା ନୂଆ ଡେପୁଟି କଣ୍ଟ୍ରୋଲର
- ଅମ୍ରିତା ପ୍ରୀତିନନ୍ଦା ହେଲେ ପରୀକ୍ଷା ନିୟନ୍ତ୍ରକ
- ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି
1 038
Repost from 𝑆.𝑅.𝐵.𝐸𝑑𝑢𝑐𝑎𝑡𝑖𝑜𝑛 𝟏𝐬𝐭 𝑡𝑜 𝟏𝐎𝐭𝐡
😊Hello My Dear Students ❤️
😊ଏଥର ଓଡ଼ିଶାରେ ପ୍ରଥମ ଥର ପାଇଁ😄 l
🔴 Revolution in Odisha Education
😃 ଓଡ଼ିଶା Bord ର Official App -> ଓଡ଼ିଆରେ ପାଠ
✔️ 11th ଓ 12 ଶ୍ରେଣୀ ପାଇଁ Link ପାଇଁ 🤩
👉 ଯଳଦି Check କର ✅ - https://t.me/SRB_EDUCATION_11th_12th/2451
1 038
Hello . 𝁘 ໍ𓂃 𝗙 𝗜 𝐁 𝗜↫🌸⇢ . , Welcome to the Competitive Exam And Practice Mock Test (Odisha)!
