SP Education 9th class
Kanalga Telegram’da o‘tish
Ko'proq ko'rsatish
Mamlakat belgilanmaganToif belgilanmagan
4 614
Obunachilar
Ma'lumot yo'q24 soatlar
Ma'lumot yo'q7 kun
Ma'lumot yo'q30 kun
Postlar arxiv
Urgent Message!!
SP Education ର ସମସ୍ତ Telegram Channel Delet ହୋଇଯିବ | ଅନ୍ୟମାନେ SP Education name ରେ Fake Channel ଖୋଲି ପରୀକ୍ଷା ର original question send କରୁଛନ୍ତି ଏବଂ ବହୁତ ବଡ଼ Scam ଚଳାଉଛନ୍ତି | ଏଥିପାଇଁ SP Education ର ସବୁ Telegram channel 2ଦିନ ମଧ୍ୟରେ delet ହୋଇ କେବଳ ଗୋଟିଏ Official channel ରହିବ | ତେଣୁ ଏହି ଦୁଇଦିନ ଭିତରେ ସମସ୍ତେ Join କରିନିଅ ନୂଆ Channel ରେ 👇
https://t.me/SridharPadhiOfficial
16 Mar 2024, 01:23
ନବମ ରୁ ଦଶମ ଶ୍ରେଣୀ କୁ ଉତୀର୍ଣ୍ଣ ହୋଇଥିବା ସବୁ ପିଲାମାନଙ୍କ ପାଇଁ Surprise 🔥
13 Mar 2024, 11:15
Important Essay
1)My mother
2)My Parents
3)Our Headmaster
Application ପାଇଁ Headmaster /Police/BDO ଏମାନଙ୍କ ପାଖକୁ ଏସବୁ ଭଲରେ practice କର |
Prose & Poem ର first 3ଟା ଏମିତି ପଢ଼କି ସେ ଭିତରୁ ଯେକୌଣସି ପ୍ରଶ୍ନ ଆସିଲେ ବି ଯେମିତି ନ ଛାଡିବ |
ଆଉ exam ରେ ସମସ୍ତ ପ୍ରଶ୍ନ attend କରିବ, ଉତ୍ତର ଆସୁ କିମ୍ବା ନଆସୁ...
All the very best
05 Mar 2024, 10:47
Important Essay
1)My mother
2)My Parents
3)Our Headmaster
05 Mar 2024, 09:25
ଏସବୁ important application practice କରିଦିଅ | କେବଳ ଗୋଟିଏ ଚେଞ୍ଜ, 10th class ପରିବର୍ତ୍ତେ 9th class ଲେଖିବ ବାସ୍
05 Mar 2024, 06:17
PMST course related doubt ପଚାରନ୍ତୁ 👇
Class Feb20 ରୁ Start ହେବ
16 Fev 2024, 09:46
