uz
Feedback
Sukant Tutorial

Sukant Tutorial

Kanalga Telegram’da o‘tish

Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial

Ko'proq ko'rsatish

📈 Telegram kanali Sukant Tutorial analitikasi

Sukant Tutorial (@sukanttutorial) kanali faol ishtirokchi. Hozirda hamjamiyat 12 274 obunachidan iborat bo'lib, Taʼlim toifasida 16 321-o'rinni va Hindiston mintaqasida 33 150-o'rinni egallagan.

📊 Auditoriya ko‘rsatkichlari va dinamika

невідомо sanasidan buyon loyiha tez o‘sib, 12 274 obunachiga ega bo‘ldi.

10 Iyul, 2026 dagi oxirgi ma’lumotlarga ko‘ra kanal barqaror faollikka ega. Oxirgi 30 kunda obunachilar soni -172 ga, so‘nggi 24 soatda esa 10 ga o‘zgardi va umumiy qamrov yuqori darajada qolmoqda.

  • Tasdiqlash holati: Tasdiqlanmagan
  • Jalb etish (ER): Auditoriya o‘rtacha 17.06% darajada jalb etiladi. Nashrdan keyingi dastlabki 24 soatda kontent odatda umumiy obunachilar sonining 4.29% ini tashkil etuvchi reaksiyalarni to‘playdi.
  • Post qamrovi: Har bir post o‘rtacha 2 094 marta ko‘riladi; birinchi sutkada odatda 526 ta ko‘rish yig‘iladi.
  • Reaksiyalar va o‘zaro ta’sir: Auditoriya faol: har bir postga o‘rtacha 3 ta reaksiya keladi.

📝 Tavsif va kontent siyosati

Muallif resursni shaxsiy fikrni ifoda etish maydoni sifatida ta’riflaydi:
Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial

Yuqori yangilanish chastotasi (oxirgi ma’lumot 11 Iyul, 2026 da olingan) sababli kanal doimo dolzarb va katta qamrovli bo‘lib qoladi. Analitika auditoriya kontent bilan faol hamkorlik qilishini, uni Taʼlim toifasidagi muhim ta’sir nuqtasiga aylantirishini ko‘rsatadi.

12 274
Obunachilar
+1024 soatlar
-97 kunlar
-17230 kunlar
Postlar arxiv
✅ ପ୍ରକାଶ ପାଇଲା ଯୁକ୍ତ ଦୁଇ ଅଫଲାଇନ ପରୀକ୍ଷା ଫଳ ✅ ତଳ ଲିଙ୍କ୍ ରେ କ୍ଲିକ୍ କରି ଜାଣି ପାରିବେ ଫଳ ⭕ SCIENCE ➡️ https://cutt.ly/GTU5FxW ⭕ COMMERCE ➡️ https://cutt.ly/7TU5KUl ⭕ ARTS ➡️ https://cutt.ly/8TU5ZSX

⭕ଆଜି ପ୍ରକାଶ ପାଇବ ଯୁକ୍ତ ୨ ସ୍ୱତନ୍ତ୍ର ପରୀକ୍ଷା ଫଳ, ଯୁକ୍ତ ୩ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖାରେ ସୁଯୋଗ ପାଇବେ ପାସ୍‌ ବିଦ୍ୟାର୍ଥୀ⭕ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପରିଚାଳିତ ଯୁକ୍ତ ୨ ସ୍ୱତନ୍ତ୍ର ପରୀକ୍ଷା ଫଳ ଶନିବାର ପ୍ରକାଶ ପାଇବ । ପୂର୍ବାହ୍ନ ୧୧ଟାରେ ସ୍ୱତନ୍ତ୍ର ଅଫଲାଇନ୍‌ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ଫଳ ପ୍ରକାଶ ପାଇବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ଛାତ୍ରଛାତ୍ରୀ ସେମାନଙ୍କ ପରୀକ୍ଷା ଫଳ www.orissaresults.nic.in ରେ ଜାଣି ପାରିବେ । ଉଲ୍ଲେଖଯୋଗ୍ୟ, ଚଳିତବର୍ଷ କରୋନା ଯୋଗୁଁ ଯୁକ୍ତ ଦୁଇରେ ବିକଳ୍ପ ମୂଲ୍ୟାୟନ କରାଯାଇଥିଲା । ମାତ୍ର ବିକଳ୍ପ ମୂଲ୍ୟାୟନରେ ଅସନ୍ତୁଷ୍ଟ ହୋଇ ୧୩ ହଜାର ୪୩ ଜଣ ଛାତ୍ରଛାତ୍ରୀ ଯୁକ୍ତ ୨ ସ୍ୱତନ୍ତ୍ର ପରୀକ୍ଷା ପାଇଁ ପଞ୍ଜୀକରଣ କରିଥିଲେ । ଅଫଲାଇନ୍‌ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ୍ସ ରେଗୁଲାର ଛାତ୍ରଛାତ୍ରୀଙ୍କ ସଂଖ୍ୟା ଅଧାରୁ ଅଧିକ । ସେହିପରି ଆସନ୍ତା ୨୩ରୁ ଯୁକ୍ତ୩ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ଆରମ୍ଭ ହେଉଥିବା ବେଳେ ଫଳ ପ୍ରକାଶନ ପରେ ଏଥିରେ ନାମଲେଖା ପାଇଁ ଛାତ୍ରଛାତ୍ରୀ ସୁଯୋଗ ପାଇବେ ।

‼️‼️‼️‼️‼️ ଆଜି ପ୍ରକାଶ ପାଇ ନ ପାରେ ଯୁକ୍ତ ଦୁଇ ଅଫଲାଇନ ପରୀକ୍ଷା ଫଳ କାଲି ର UPDATE ପାଇଁ ଅପେକ୍ଷା କରନ୍ତି

⭕ ଯୁକ୍ତ ତିନି ଦ୍ଵିତୀୟ ପର୍ଯ୍ୟାୟ ଆଡ଼ମିଶନ ୨୦୨୧⭕ ✅ କେଉଁ ମାନେ ଆବେଦନ କରିପାରିବେ ➡️ ଯେଉଁ ମାନେ PHASE I ରେ ଯୋଗ୍ୟ ବିବେଚିତ ହୋଇ ଆଡ଼ମିଶନ କରି ଥିଲେ ➡️ ଯେଉଁ ମାନେ PHASE I ରେ ଯୋଗ୍ୟ ବିବେଚିତ ହୋଇ ଥିଲେ କିନ୍ତୁ ଆଡ଼ମିଶନ କରି ନଥିଲେ ➡️ ଯେଉଁ ମାନେ PHASE I ରେ ଆବେଦନ କରି ପାରି ନ ଥିଲେ ✅ ଆବେଦନ ପ୍ରକ୍ରିୟା ➡️ ଯେଉଁ ମାନେ PHASE I ରେ CAF FEES ଦେଇ ଥିଲେ,ସେମାନେ ପୁନର୍ବାର FEES ଦେବାର ଆବଶ୍ୟକତା ନାହିଁ।ପୂର୍ବ I'd & PASSWORD ମାଧ୍ୟମ ରେ ଆବେଦନ କରି ପାରିବେ ➡️ ଯେଉଁ ମାନେ ନୂତନ ଭାବେ CAF ଆବେଦନ କରିବେ, ସେମାନେ CAF FEES ଦେବାକୁ ବାଧ୍ୟ ➡️ ଆବେଦନ କରିବା ସମୟରେ ସର୍ବନିମ୍ନ ୫ ଏବଂ ସର୍ବାଧିକ ୨୦ ଟି କଲେଜ୍/HONS. ପାଇଁ ଆବେଦନ କରି ପାରିବେ ➡️ PHASE-II ଆବେଦନ ପ୍ରକ୍ରିୟା ରେ SLIDE-UP OPTION କୁ ଉଚ୍ଛେଦ କରା ଯାଇଛି ➡️ ଯେଉଁ ମାନେ PHASE-I ରେ ଆଡ଼ମିଶନ କରି ଥିଲେ ଏବଂ ପୁନର୍ବାର PHASE-II ରେ ମନୋନୀତ ହେଉଛନ୍ତି ତେବେ ସେମାନେ PHASE-II INTIMATION LETTER ସହ AUTO GENERATED CLC ADMISSION ସମୟ ରେ ପ୍ରଦାନ କରିବେ ➡️ ଯଦି ସେ ଗୋଟିଏ ରୁ ଅଧିକ କଲେଜ୍ ପାଇଁ ଚୟନ ହେଉଛନ୍ତି,ତେବେ ଗୋଟିଏ କଲେଜ୍ ର ଆଡ଼ମିଶନ FEES ଦେଇ INTIMATION LETTER ଏବଂ AUTO GENERATED CLC DOWNLOAD କରି ପାରିବେ ➡️ INTIMATION LETTER DOWNLOAD କରି ସାରିବା ପରେ ଆଡ଼ମିଶନ କରିବାକୁ ବାଧ୍ୟ ➡️ PHASE-II ମନୋନୀତ ହୋଇ ମଧ୍ୟ ଆଡ଼ମିଶନ ନ କଲେ, ସେ ସିଟ ପାଇଁ ନାମ କଟି ଯିବ ➡️ ଯଦି FIRST SELECTION ପରେ SEAT ବଳକା ଥାଏ,ତେବେ SECOND SELECTION ଆସିବ ➡️ FIRST SELECTION ଏବଂ SECOND SELECTION ପରେ କଲେଜ୍ ଦ୍ଵାରା ବଳକା ସିଟ ପାଇଁ WAIT LIST ପ୍ରସ୍ତୁତ କରାଯିବ ➡️ WAIT LIST ବଳକା ଥିବା ସିଟ ସଂଖ୍ୟା ର ପାଞ୍ଚ ଗୁଣା ପିଲା ମାନଙ୍କୁ ନେଇ ପ୍ରସ୍ତୁତ କରା ଯିବ ➡️ ଏନେଇ ଉଚ୍ଚଶିକ୍ଷା ବିଭାଗ ତରଫରୁ ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ଡିଗ୍ରି କଲେଜର ଅଧ୍ୟକ୍ଷମାନଙ୍କୁ ନୋଟିସ୍‌ ଜାରି କରାଯାଇଛି ➡️ ନଭେମ୍ବର ୨୩ ତାରିଖ ପୂର୍ବାହ୍ନ ୧୧ଟା ଠାରୁ ୨୮ ତାରିଖ ରାତି ୧୧ଟା ୪୫ ଯାଏଁ ସାମ୍‌ସ ପୋର୍ଟାଲ ମାଧ୍ୟମରେ ଆବେଦନ କରିପାରିବେ ➡️ ଡିସେମ୍ବର ୩ ଅପରାହ୍ନ ୨ଟାରେ ପ୍ରଥମ ଓ ୧୦ ତାରିଖ ଅପରାହ୍ନ ୨ଟାରେ ଦ୍ୱିତୀୟ ମେଧା ତାଲିକା ପ୍ରକାଶ ପାଇବ ➡️ ପ୍ରଥମ ମେଧା ତାଲିକା ପାଇଁ ଡିସେମ୍ବର ୪ରୁ ୭ ତାରିଖ ଯାଏଁ ରବିବାର ବ୍ୟତୀତ ନାମଲେଖା ହେବ ➡️ ସେହିପରି ଡିସେମ୍ବର ୧୧ରୁ ୧୪ ତାରିଖ ପର୍ଯ୍ୟନ୍ତ ରବିବାର ବ୍ୟତୀତ ନାମଲେଖା ହେବ

DocPath (5).pdf1.26 MB

✅ +3 2ND PHASE ADMISSION 2021 ✅ MINOR MODIFICATION IN UG PHASE-II ADMISSION TIMELINE

ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ଅଫ୍‌ଲାଇନ୍ ପରୀକ୍ଷାଫଳ, ସଂଧ୍ୟାରେ ରେଜଲ୍ଟ ପ୍ରକାଶ ନେଇ CHSE ପକ୍ଷରୁ ସୂଚନା, http://orissaresults.nic.inରେ ପ୍ରକାଶ ପାଇବ ରେଜଲ୍ଟ, ଅକ୍ଟୋବର ୧ରୁ ୧୧ ତାରିଖ ଯାଏଁ ହୋଇଥିଲା ପରୀକ୍ଷା

⭕ ଯୁକ୍ତ ତିନି ଦ୍ଵିତୀୟ ପର୍ଯ୍ୟାୟ ଆଡ଼ମିଶନ ୨୦୨୧⭕ ✅ କେଉଁ ମାନେ ଆବେଦନ କରିପାରିବେ ➡️ ଯେଉଁ ମାନେ PHASE I ରେ ଯୋଗ୍ୟ ବିବେଚିତ ହୋଇ ଆଡ଼ମିଶନ କରି ଥିଲେ ➡️ ଯେଉଁ ମାନେ PHASE I ରେ ଯୋଗ୍ୟ ବିବେଚିତ ହୋଇ ଥିଲେ କିନ୍ତୁ ଆଡ଼ମିଶନ କରି ନଥିଲେ ➡️ ଯେଉଁ ମାନେ PHASE I ରେ ଆବେଦନ କରି ପାରି ନ ଥିଲେ ➡️ OFFICIAL NOTICE ➡️ https://bit.ly/3nxzGPC ✅ ଆବେଦନ ପ୍ରକ୍ରିୟା ➡️ ଯେଉଁ ମାନେ PHASE I ରେ CAF FEES ଦେଇ ଥିଲେ,ସେମାନେ ପୁନର୍ବାର FEES ଦେବାର ଆବଶ୍ୟକତା ନାହିଁ।ପୂର୍ବ I'd & PASSWORD ମାଧ୍ୟମ ରେ ଆବେଦନ କରି ପାରିବେ ➡️ ଯେଉଁ ମାନେ ନୂତନ ଭାବେ CAF ଆବେଦନ କରିବେ, ସେମାନେ CAF FEES ଦେବାକୁ ବାଧ୍ୟ ➡️ ଆବେଦନ କରିବା ସମୟରେ ସର୍ବନିମ୍ନ ୫ ଏବଂ ସର୍ବାଧିକ ୨୦ ଟି କଲେଜ୍/HONS. ପାଇଁ ଆବେଦନ କରି ପାରିବେ ➡️ PHASE-II ଆବେଦନ ପ୍ରକ୍ରିୟା ରେ SLIDE-UP OPTION କୁ ଉଚ୍ଛେଦ କରା ଯାଇଛି ➡️ ଯେଉଁ ମାନେ PHASE-I ରେ ଆଡ଼ମିଶନ କରି ଥିଲେ ଏବଂ ପୁନର୍ବାର PHASE-II ରେ ମନୋନୀତ ହେଉଛନ୍ତି ତେବେ ସେମାନେ PHASE-II INTIMATION LETTER ସହ AUTO GENERATED CLC ADMISSION ସମୟ ରେ ପ୍ରଦାନ କରିବେ ➡️ ଯଦି ସେ ଗୋଟିଏ ରୁ ଅଧିକ କଲେଜ୍ ପାଇଁ ଚୟନ ହେଉଛନ୍ତି,ତେବେ ଗୋଟିଏ କଲେଜ୍ ର ଆଡ଼ମିଶନ FEES ଦେଇ INTIMATION LETTER ଏବଂ AUTO GENERATED CLC DOWNLOAD କରି ପାରିବେ ➡️ INTIMATION LETTER DOWNLOAD କରି ସାରିବା ପରେ ଆଡ଼ମିଶନ କରିବାକୁ ବାଧ୍ୟ ➡️ PHASE-II ମନୋନୀତ ହୋଇ ମଧ୍ୟ ଆଡ଼ମିଶନ ନ କଲେ, ସେ ସିଟ ପାଇଁ ନାମ କଟି ଯିବ ➡️ ଯଦି FIRST SELECTION ପରେ SEAT ବଳକା ଥାଏ,ତେବେ SECOND SELECTION ଆସିବ ➡️ FIRST SELECTION ଏବଂ SECOND SELECTION ପରେ କଲେଜ୍ ଦ୍ଵାରା ବଳକା ସିଟ ପାଇଁ WAIT LIST ପ୍ରସ୍ତୁତ କରାଯିବ ➡️ WAIT LIST ବଳକା ଥିବା ସିଟ ସଂଖ୍ୟା ର ପାଞ୍ଚ ଗୁଣା ପିଲା ମାନଙ୍କୁ ନେଇ ପ୍ରସ୍ତୁତ କରା ଯିବ ➡️ ଏନେଇ ଉଚ୍ଚଶିକ୍ଷା ବିଭାଗ ତରଫରୁ ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ଡିଗ୍ରି କଲେଜର ଅଧ୍ୟକ୍ଷମାନଙ୍କୁ ନୋଟିସ୍‌ ଜାରି କରାଯାଇଛି ➡️ ନଭେମ୍ବର ୨୩ ତାରିଖ ପୂର୍ବାହ୍ନ ୧୧ଟା ଠାରୁ ୨୮ ତାରିଖ ରାତି ୧୧ଟା ୪୫ ଯାଏଁ ସାମ୍‌ସ ପୋର୍ଟାଲ ମାଧ୍ୟମରେ ଆବେଦନ କରିପାରିବେ ➡️ ଡିସେମ୍ବର ୩ ଅପରାହ୍ନ ୨ଟାରେ ପ୍ରଥମ ଓ ୧୦ ତାରିଖ ଅପରାହ୍ନ ୨ଟାରେ ଦ୍ୱିତୀୟ ମେଧା ତାଲିକା ପ୍ରକାଶ ପାଇବ ➡️ ପ୍ରଥମ ମେଧା ତାଲିକା ପାଇଁ ଡିସେମ୍ବର ୪ରୁ ୭ ତାରିଖ ଯାଏଁ ରବିବାର ବ୍ୟତୀତ ନାମଲେଖା ହେବ ➡️ ସେହିପରି ଡିସେମ୍ବର ୧୧ରୁ ୧୪ ତାରିଖ ପର୍ଯ୍ୟନ୍ତ ରବିବାର ବ୍ୟତୀତ ନାମଲେଖା ହେବ ➡️ ଯୁକ୍ତ ତିନି ତୃତୀୟ ପର୍ଯ୍ୟାୟ, ଦ୍ଵିତୀୟ ପର୍ଯ୍ୟାୟ ପରେ ବଳକା ରହୁ ଥିବା ସିଟ ଉପରେ ନିର୍ଭର କରିବ, ତେଣୁ ଅଯଥା ରେ ଏ ପ୍ରଶ୍ନ ପଚାରନ୍ତୁ ନାହିଁ

⭕୨୬ରୁ ନବମ ଶ୍ରେଣୀ ପରୀକ୍ଷା⭕ କରୋନା ମହାମାରୀ ଯୋଗୁ ପ୍ରଭାବିତ ହୋଇଥିବା ସ୍କୁଲ ପରୀକ୍ଷା ବ୍ୟବସ୍ଥାକୁ ପୁଣିଥରେ ବ୍ୟବସ୍ଥିତ କରିବାକୁ ସରକାର ପଦକ୍ଷେପ ନେଇଛନ୍ତି । ରାଜ୍ୟରେ ନବମ ଶ୍ରେଣୀରେ ପାଠ ପଢ଼ୁଥିବା ସମସ୍ତ ପିଲାଙ୍କ ନିମନ୍ତେ ଚଳିତମାସ ୨୬ରୁ ୨୯ତାରିଖ ପର୍ଯ୍ୟନ୍ତ ପରୀକ୍ଷା (ସମିଟିଭ୍ ଆସେସମେଣ୍ଟ-୧)କରାଇବା ପାଇଁ ଓଡ଼ିଶା ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନର ସମ୍ପାଦକ ଆଜି ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିମନ୍ତେ ଗାଇଡଲାଇନ୍ ଜାରି କରିଛନ୍ତି ସମଗ୍ର ରାଜ୍ୟରେ ନବମ ଶ୍ରେଣୀ ପିଲାଙ୍କ ପାଇଁ ପରୀକ୍ଷା କରିବାକୁ ବୋର୍ଡ କର୍ତ୍ତୃପକ୍ଷ କହିବା ସହ ଆବଶ୍ୟକ ଗାଇଡଲାଇନ୍ ମଧ୍ୟ ଜାରି କରିଛନ୍ତି । ପରୀକ୍ଷା ସମ୍ପାଦନବେଳେ କୋଭିଡ୍ ଗାଇଡଲାଇନକୁ ମଧ୍ୟ କଡ଼ାକଡ଼ି ପାଳନ କରିବାକୁ ପରାମର୍ଶ ଦେଇଛନ୍ତି । ବୋର୍ଡ କର୍ତ୍ତୃପକ୍ଷ କହିଛନ୍ତି ଯେ, ଆସନ୍ତା ୨୩ତାରିଖ ସୁଦ୍ଧା ବୋର୍ଡ ଦ୍ୱାରା ସମସ୍ତ ନୋଡାଲ କେନ୍ଦ୍ରରେ ପ୍ରଶ୍ନପତ୍ର ଓ ପରୀକ୍ଷା ସାମଗ୍ରୀ ପହଂଚାଇ ଦିଆଯିବ ସ୍କୁଲଗୁଡ଼ିକ ଯେଭଳି ୨୪ତାରିଖରେ ନୋଡାଲ କେନ୍ଦ୍ରରୁ ଏହି ପ୍ରଶ୍ନପତ୍ର ଓ ପରୀକ୍ଷା ସାମଗ୍ରୀ ନେବେ ତାହା ସୁନିଶ୍ଚିତ କରାଇବାକୁ ଜିଲ୍ଲା ଶିକ୍ଷାଧିକାରୀମାନଙ୍କୁ ଅନୁରୋଧ କରାଯାଇଛି । ତେବେ ପ୍ରଶ୍ନପତ୍ର ପ୍ୟାକେଟକୁ ସ୍କୁଲଗୁଡ଼ିକ ଦୈନିକ ନୋଡାଲ କେନ୍ଦ୍ରରୁ ନେବେ ନା ଏକକାଳୀନ ନେବେ ତାହା ନିର୍ଦ୍ଧାରଣ ଜିଲ୍ଲା ଶିକ୍ଷାଧିକାରୀ କରିପାରିବେ । ପରୀକ୍ଷା ସୁପରିଚାଳନା ନିମନ୍ତେ ସମସ୍ତ ପରୀକ୍ଷା କେନ୍ଦ୍ରର ଓ ନୋଡାଲ କେନ୍ଦ୍ରର ସୁପରିଟେଣ୍ଡେଣ୍ଟ ଙ୍କ ପାଇଁ ଏକ କାର୍ଯ୍ୟକ୍ରମ ବୋର୍ଡ କର୍ତ୍ତୃପକ୍ଷଙ୍କ ଦ୍ୱାରା ୧୭ତାରିଖରେ ଅନୁଷ୍ଠିତ ହୋଇଛି। ପରୀକ୍ଷାକୁ ଅବାଧ ଓ ପାରଦର୍ଶୀ କରିବା ନିମନ୍ତେ ଜିଲ୍ଲାସ୍ତରୀୟ ଅବା ବ୍ଲକସ୍ତରୀୟ ଅଧିକାରୀମାନେ ତଦାରଖ କାରିପାରିବେ । ଆଉ ଦୈନିକ ରିପୋର୍ଟ ବୋର୍ଡ କର୍ତ୍ତୃପକ୍ଷଙ୍କୁ ଇ-ମେଲ୍ ମାଧ୍ୟମରେ ଅବଗତ କରାଇବେ । ପ୍ରତ୍ୟେକ ସ୍କୁଲର ପ୍ରଧାନଶିକ୍ଷକମାନେ ବୋର୍ଡ ୱେବସାଇଟରୁ ଆଟେଣ୍ଡାନ୍ସ ିଟ୍‌, ପ୍ୟାକେଟ୍ ସ୍ଲିପ ଓ ଖାତା ମୂଲ୍ୟାୟନ ଆଦି ସମ୍ପର୍କରେ ତଥ୍ୟ ସଂଗ୍ରହ କରିପାରିବେ ।

ଯୁକ୍ତ ତିନି ଦ୍ୱିତୀୟ ପର୍ଯ୍ୟାୟ ର ସମସ୍ତ ସୂଚନା ଓଡ଼ିଆ ରେ ଲେଖା ଯାଇଛି, ଜଲଦି UPLOAD ହେବ.......

First On Telegram Channel

ଯୁକ୍ତ ୩ ପ୍ରଥମ ବର୍ଷ ନାମଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗର ବିଜ୍ଞପ୍ତି,୨୦୨୧-୨୨ ବର୍ଷ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ବିଜ୍ଞପ୍ତି ପ୍ରକାଶ ପାଇଛି।

eDLetter (1).pdf2.02 KB

✅ JUNIOR MERIT SCHOLARSHIP 2021(E- MEDHABRUTTI) ⭕ ELIGIBILITY ➡️ CLASS XI & XII ➡️ GENERAL/ST/SC/OBC/SEBC/EBC ⭕ NO. OF SCHLORSHIP ➡️ 10,000 (BOYS & GIRLS in 50:50( MERIT RATIO) ⭕ AMOUNT ➡️ 3,000(PER YEAR) ➡️ 3,000×2= 6,000(TOTAL) ⭕ ELIGIBILITY ➡️ MUST BE A PERMANENT RESIDENT OF ODISHA STATE ➡️ MUST HAVE PASSED HSC WITH 60%% OR MORE MARK ➡️ INCOME OF THE PARENTS SHOULD NOT EXCEED Rs.6.00 LAKH PER ANNUM ➡️ STUDENTS SHALL APPLY FOR JUNIOR MERIT SCHOLARSHIP IN THE 1 YEAR OF JOINING OF THE COURSE (CLASS XI) FOR FRESH AND IN CLASS-XIl FOR RENEWAL ➡️ STUDENTS ALREADY AVAILING STATE/CENTRAL SCHOLARSHIP ARE EXCLUSION FROM THE SCHOLARSHIP ➡️ BANK ACCOUNT MUST BE IN THE NAME OF STUDENT ONLY ⭕ DOCUMENT REQUIRED ➡️ AADHAR CARD ➡️ INCOME CERTIFICATE ➡️ RESIDENCE CERIFICATE ➡️ BANK ACCOUNT DETAILS/PASSBOOK COPY ➡️ MARKSHEET & CERIFICATE OF HSE EXAM ➡️ PASSPORT SIZE PHOTO ➡️ +2 IDENTIFY CARD ⭕ LAST DATE ➡️ 05/12/2021 ⭕ OFFICIAL NOTICE ➡️ https://bit.ly/326TalX ⭕ APPLY LINK ➡️ https://cutt.ly/kTWDAYp

JUNIOR MERIT SCHLORSHIP 2021.pdf1.42 MB

✅ ଯୁକ୍ତ ଦୁଇ ଛାତ୍ରଛାତ୍ରୀ ମାନଙ୍କ ପାଇଁ ନୂତନ ଛାତ୍ରବୃତ୍ତି ✅ LAST DATE- 5/12/2021

⭕ ଅଧିକ ସଂଖ୍ୟକ ପିଲା ଟ୍ୟୁସନ୍ ଯିବାକୁ ନେଇ ଆସିଥିବା ‘ଅସର୍’ ରିପୋର୍ଟକୁ ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ପ୍ରତିକ୍ରିୟା ⭕ଦେଢ଼ ବର୍ଷରୁ ଅଧିକ ସମୟ ଧରି ସ୍କୁଲ ବନ୍ଦ ଥିଲା ସେଥିପାଇଁ ପିଲାଙ୍କ ପାଠପଢ଼ା ଲାଗି ଅଭିଭାବକମାନେ ଟିଉସନ ପ୍ରତି ନିର୍ଭରଶୀଳ ହୋଇଥିଲେ ⭕ କିନ୍ତୁ ଏବେ ଯେଉଁ ନୂଆ ଢାଞ୍ଚାରେ ପାଠପଢ଼ା ଓ ପରୀକ୍ଷା କରାଯିବା ପାଇଁ ନିଷ୍ପତ୍ତି ହୋଇଛି, ତାହା ଆଗାମୀ ଦିନରେ ସ୍କୁଲ ପାଠପଢ଼ା ପ୍ରତି ଛାତ୍ରଛାତ୍ରୀଙ୍କର ଆଗ୍ରହ ସୃଷ୍ଟି କରିବ