ODIA MOTIVATION,SAYARI,QUIZ 🙏
ଜୟ ଜଗନ୍ନାଥ ଆମେ ଓଡ଼ିଆ ଭାରି ବଢିଆ😇
Ko'proq ko'rsatish2 407
Obunachilar
+724 soatlar
+437 kunlar
+21230 kunlar
- Kanalning o'sishi
- Post qamrovi
- ER - jalb qilish nisbati
Ma'lumot yuklanmoqda...
Obunachilar o'sish tezligi
Ma'lumot yuklanmoqda...
🌿🤭🌿
ସ୍କୁଲ ସରିବାର ବହୁତ୍ ବର୍ଷ ହେଇ ଗଲାଣି । ଆଜି ଯାଏ ବୁଝି ପାରିଲିଣି ସେ ଯନ୍ତ୍ରବାକ୍ସ ରେ ଥିବା ଦି ମୁନିଆ ର କାମ କଣ ?
ମୁଁ ତ କାଗଜ ଦିସ୍ତା ରେ ଫୁଟେଇବା ପାଇଁ ବ୍ୟବହାର କରୁଥିଲି!!
🤣🤣🤣
😁 36🤩 5👏 3😢 2🙏 2
କାହିଁକି ଏମିତି ହୁଏ ❓,,
ଯିଏ ଭାଗ୍ୟରେ ନଥାଏ,
ପ୍ରେମ ସବୁଠାରୁ ଅଧିକ ତା ସହିତ ହୁଏ 🥺😭😖
😢 27👍 14🆒 3😡 3🔥 2❤🔥 1
ମୋର ଭୋଟ ଖୋର୍ଦ୍ଧା ର ଶିକ୍ଷା ସମସ୍ୟା ର ସମାଧାନ ଲାଗି।
ମୋର ଭୋଟ ପରୀ , ବେବିନା, କୁନ୍ଦିଲି ଭଊଣି ର ନ୍ୟାୟ ଲାଗି।
ମୋର ଭୋଟ ମୋର ଅଞ୍ଚଳ ର ଯୁବକ ବର୍ଗ ର ରୋଜଗାର ଲାଗି ।
ମୋର ଭୋଟ ମୋର ଅଞ୍ଚଳର ସାମାଜିକ ସଂସ୍କୃତ ର ପୁନଃ ସ୍ଥାପନା ଲାଗି ।
ମୋର ଭୋଟ ଭାରତ କେ ବିଶ୍ଵ ଗୁରୁ ବନାବାର ଲାଗି।
ଆଜି ଠାରୁ ଆମେ ସମସ୍ତେ ଭୋଟ ଦେବୁ , ଭ୍ରଷ୍ଟାଚାର ଦାଗି ନେତା ମାନଙ୍କୁ ତାଙ୍କର ରାସ୍ତା ଦେଖେଇ ଦେବୁ ।
Vote for nation🚩
👍 13
ଯିଏ ମୁଁହ ଦେଖି ଜାଣି ପାରେ ପେଟ ର ଭୋକ ଗହୀର ମନ ର କଥା...ହୁଏତ ପାଠ ପଢ଼ି ନଥାଏ ହେଲେ ପ୍ରକୃତ ଜୀବନ ଶିକ୍ଷା ର ଶିକ୍ଷକ ସେ..ସେ ମାଗେନ କେବେ ନିଜ ପାଇଁ ତାର ପ୍ରତ୍ୟେକ ବାର ବ୍ରତ ଓଷା ର ଶୀର୍ଷ ବିନ୍ଧୁ ଆମେ🥰 ପବିତ୍ର ମାତୃଦିବସ ରେ ମୋର ସମସ୍ତ ମା ମାନଙ୍କୁ ପ୍ରଣାମ 🙏
#ମାତୃଦିବସ
#ସମୟ ସରି ଆସୁଛି
💯 20🙏 13❤ 7👍 2
କଣ ଲେଖିବି..
ଶବ୍ଦ କମ ପଡିବ..
କଣ କହିବି..
ଜୀବନ ସରିଯିବ..
ସିଏ ସମୁଦ୍ର
ମୁଁ ଶଙ୍ଖେ ପାଣି ..
ତା ମମତା ପ୍ରଭୁ
ନପାରିଲେ ଜାଣି..
ମୁଁ ଛାର ମନୁଷ୍ୟ ..
କେମିତି ମାପିବି ପୁଣି..
~~ମାତୃ ଦିବସର ଅଭିନନ୍ଦନ..🚩
❤ 27🙏 6
ମଣିଷର ଭାଗ୍ୟରେ ଯାହା ଥାଏ ତାହା ହିଁ ଘଟିଥାଏ। ତାକୁ କେହି ପରିବର୍ତ୍ତନ କରି ପାରିବେ ନାହିଁ । ବିଜ୍ଞାନର ଅଗ୍ରଗତି ଘଟିଥିଲେ ବି ମଣିଷ ଜୀବନକୁ ରକ୍ଷା କରିପାରୁନି। ମଣିଷ ଯେତେଦିନ ପାଇଁ ଏ ଧରାପୃଷ୍ଠକୁ ଆସିଛି ସେତିକି ଦିନ ତାର ଲୀଳାଖେଳା କରି ପୁଣି ଫେରିଯିବ। ସୃଷ୍ଟିକର୍ତ୍ତା ହେଉଛନ୍ତି ନିର୍ଦେଶକ, ଆମେମାନେ ଜଣେ ଜଣେ କଳାକାର। ତେଣୁ ପ୍ରତିଦିନ ସକାଳୁ ପ୍ରଭୁଙ୍କୁ ଦୁଇ ହାତ ଟେକି ସମର୍ପଣ ର ଭାବନାରେ ନିଜକୁ ସମର୍ପି ଦିଅ ଯେପରି ଆଜି ଦିନର ଅଭିନୟଟି ସୁନ୍ଦରତା ରେ ଭରିଯାଉ ।
🙏 20🔥 7👍 5
ମହୁ ପରି ମିଠା କଥା ବାର୍ତ୍ତା କରୁଥିବା ଲୋକ ବେଳେ ବେଳେ ମହୁମାଛି ପରି ଆଘାତ ମଧ୍ୟ ଦିଅନ୍ତି ,ସର୍ବଦା ନିଜ Choice ର ଜୀବନ ମିଳିବ ନାହିଁ,ଯାହା ମିଳୁଛି ବାସ୍ ତାକୁ ହିଁ Choice କରିବାକୁ ପଡିବ।
Rakesh........
👍 42
ଅହଙ୍କାରୀ ବନ୍ଧୁ ମାନଙ୍କୁ ଚେତେଇ
କହୁଛି ଏହି କାହାଣୀ,
କରନାହିଁ ଏତେ ଗର୍ବ ଅହଂକାର
ନଷ୍ଟହେବ ଜାଣିଶୁଣି ।
ନିଜର ଯେତେ ସୁନ୍ଦର ନା ଦେଇଥାନ୍ତୁ ପଛେ, ଜୀବନର ଶେଷରେ ଲୋକେ ଆପଣଙ୍କୁ କେବଳ ଶବ ହିଁ କହିବେ....
🔥 26🙏 14👍 5👏 3❤🔥 2