10th Class Study
Открыть в Telegram
👉Pratic MCQ question answer 👉Free YouTube class 👉 Free PDF Books OR Test paper 🗞️ 👉 Study Material Thank you 🙏
Больше3 841
Подписчики
Нет данных24 часа
-127 дней
-7030 дней
Архив постов
3 841
02 мар. 2024, 05:15
02 мар. 2024, ~05:16
3 841
Good Evening
Pila mana Mo channel ra 1k suscriber Kariba pany 3 Month hela kahuchi But Heichi 137 😂
Au Jia kahuchi channel subscribe kara question debi but dauni ta channel ra 10k.
Mu Nots
Slectiction questions
Privious year question
Deiki Bhul karuchi ki ?
02 мар. 2024, 05:08
3 841
ଭୌତିକ ବିଜ୍ଞାନ ( SCP) କିପରି ପରୀକ୍ଷା ରେ subjective ପ୍ରଶ୍ନ ଆସିବ ଓ କିଛି ଟିପ୍ସ
ବିଜ୍ଞାନ subjective ପ୍ରଶ୍ନ କୁ ଦୁଇ ବିଭାଗ ରେ ବିଭକ୍ତ କରା ଯାଇଛି l ସର୍ବମୋଟ 50 ମାର୍କ ର ପ୍ରଶ୍ନ ଆସିବ l
ଗୋଟିଏ "କ" ବିଭାଗ l ଯେଉଁଠି ଭୌତିକ ବିଜ୍ଞାନ ( SCP) ର ପ୍ରଶ୍ନ ଆସିବ l ଯାହା ମୋଟ ମାର୍କ 25 ଅଟେ l
1. ଏହି ପ୍ରଥମ ପ୍ରଶ୍ନ ରେ ଦୁଇ ଟି ଦୀର୍ଘ ଉତ୍ତର ମୂଳକ ପ୍ରଶ୍ନ ( long question ) ଆସିବ l ଯାହା ପ୍ରତ୍ୟେକ 4 ମାର୍କ ବିଶିଷ୍ଟ ହେବ l ଦୁଇଟି ମିଶି 8 ମାର୍କ ହେବ l
2 × 4 = 8
ଉଦାହରଣ :-
a. ରାସାୟନିକ ପ୍ରତିକ୍ରିୟା କାହାକୁ କୁହାଯାଏ ? ଉଦାହରଣ ସହ ସଂଶ୍ଲେଷଣ, ବିଘଟନ, ବିସ୍ଥାପନ ପ୍ରତିକ୍ରିୟା ଆଲୋଚନା କର l
b. ରାସାୟନିକ ସମୀକରଣ କାହାକୁ କୁହାଯାଏ l ଏହାର ଲେଖିବା ପ୍ରଣାଳୀ କୁ ଏକ ଉଦାହରଣ ମାଧ୍ୟମ ରେ ପ୍ରକାଶ କର l
c. pH କାହାକୁ କୁହାଯାଏ I ଦୁଇଟି ଉଦାହରଣ ସହ ଦୈନନ୍ଦିନ ଜୀବନରେ ଏହାର ଗୁରୁତ୍ୱ ଆଲୋଚନା କର l
d.ଲବଣ କାହାକୁ କୁହାଯାଏ l ଅମ୍ଳୀୟ,କ୍ଷାରୀୟ ଓ ପ୍ରଶମିତ ଲବଣ କିପରି ସୃଷ୍ଟି ହୁଏ ଉଦାହରଣ ସହ ବୁଝାଅ l ବ୍ଲିଚିଂ ପାଉଡର କି ପ୍ରକାର ଦ୍ରବଣ ?
e. ଧାତୁ ଓ ଅଧାତୁ ମଧ୍ୟରେ ଭୌତିକ ଧର୍ମ ରେ ଥିବା ପାର୍ଥକ୍ୟ ଗୁଡିକ ଦର୍ଶାଅ l
f. କାର୍ବନ ର ବିଭିନ୍ନ ରୂପ ବିଷୟ ରେ ଆଲୋଚନା କର l
g. ପୃକ୍ତ ହାଇଡ୍ରୋକାର୍ବନ ଓ ଅପୃକ୍ତ ହାଇଡ୍ରୋକାର୍ବନ ମଧ୍ୟରେ ପାର୍ଥକ୍ୟ ଲେଖ l
h. ମେଣ୍ଡେଲିଫ ଙ୍କ ପର୍ଯ୍ୟାୟ ସାରଣୀ ଆଲୋଚନା କରି ତାହାର ସଫଳତା ଓ ବିଫଳତା ଲେଖ l
i. ଆଧୁନିକ ଓ ମେଣ୍ଡେଲିଫ ପର୍ଯ୍ୟାୟ ସାରଣୀ ର ସାମଞ୍ଜସ୍ୟ ଓ ପାର୍ଥକ୍ୟ ଲେଖ l
j. ଆଲୋକ ପ୍ରତିସରଣ ନିୟମ ଗୁଡିକ ଲେଖ ଓ ପ୍ରତି ସରଣାଙ୍କ କେଉଁ କେଉଁ କାରକ ଦ୍ୱାରା ପ୍ରଭାବିତ ହୁଏ ବର୍ଣ୍ଣନା କର l
j. ବିଭିନ୍ନ ପ୍ରକାର ଦୃଷ୍ଟିଦୋଷ ସମ୍ପର୍କ ଆଲୋଚନା କର l
k. ଓମ ଙ୍କ ନିୟମ ଲେଖି ଗାଣିତିକ ବ୍ୟାଖ୍ୟା କର ଓ ବିଦ୍ୟୁତ ପ୍ରତିରୋଧ ର ସଂଜ୍ଞା ସହ ଏହାର ଏକକ ଟି ଲେଖ l
l.ସଲେନଏଡ଼ କଣ ? ଏହା କିପରି ଦଣ୍ଡ ଚୁମ୍ବକ ଭଳି କାର୍ଯ୍ୟ କରେ l
2. ଦ୍ଵିତୀୟ ପ୍ରଶ୍ନ ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ
( Short question ) ଅଟେ l ଏଥିରେ
ଭୌତିକ ବିଜ୍ଞାନ ର ତିନିଟି ପ୍ରଶ୍ନ ଆସିବ l
ଯାହା ପ୍ରତ୍ୟେକ 3 ମାର୍କ ବିଶିଷ୍ଟ ଅଟେ l
ଏହି ପ୍ରଶ୍ନରେ ପାର୍ଥକ୍ୟ ଦର୍ଶାଅ ଓ ଚିତ୍ର
ଅଙ୍କନ ମଧ୍ୟ ଆସିବ l ଏହା ସର୍ବ ମୋଟ
9 ମାର୍କ ବିଶିଷ୍ଟ ଅଟେ l
3 × 3 = 9
3. ଏହି ତୃତୀୟ ପ୍ରଶ୍ନ ରେ ଅତି ସଂକ୍ଷିପ୍ତ
ଉତ୍ତରମୂଳକ ପ୍ରଶ୍ନ ( very short
question ) ଆସିବ l ସର୍ବମୋଟ 4
ପ୍ରଶ୍ନ ଆସିବ ପ୍ରତ୍ୟେକ ପ୍ରଶ୍ନ 2 ମାର୍କ ବିଶିଷ୍ଟ
ଅଟେ l ମୋଟ ମାର୍କ 8 ଅଟେ l
4 × 2 = 8
ସର୍ବମୋଟ ଭୌତିକ ବିଜ୍ଞାନ ( SCP) ରେ ଛାତ୍ର ଛାତ୍ରୀ ମାନଙ୍କୁ Subjective ପ୍ରଶ୍ନ ରେ
8 + 9 + 8 = 25 ମାର୍କ ଦେବାକୁ ପଡିବ l
ସମସ୍ତେ ସେହି ହିସାବରେ ପ୍ରସ୍ତୁତ ହୁଅ l
ସଂକ୍ଷିପ୍ତ ଆଉ ଅତି ସଂକ୍ଷିପ୍ତ important ପ୍ରଶ୍ନ ମଧ୍ୟ ଅଳ୍ପ ସମୟ ପରେ ପୋଷ୍ଟ କରିବା l
01 мар. 2024, 01:59
3 841
ଜୀବ ବିଜ୍ଞାନ ( SCL) କିପରି ପରୀକ୍ଷା ରେ subjective ପ୍ରଶ୍ନ ଆସିବ ଓ କିଛି ଟିପ୍ସ
ବିଜ୍ଞାନ subjective ପ୍ରଶ୍ନ କୁ ଦୁଇ ବିଭାଗ ରେ ବିଭକ୍ତ କରା ଯାଇଛି l ସର୍ବମୋଟ 50 ମାର୍କ ର ପ୍ରଶ୍ନ ଆସିବ l
ଗୋଟିଏ "କ" ଓ ଅନ୍ୟ ଗୋଟିଏ "ଖ " ବିଭାଗ l ଯେଉଁଠି ଜୀବ ବିଜ୍ଞାନ ( SCL) ର ପ୍ରଶ୍ନ ଆସିବ l ଯାହା ମୋଟ ମାର୍କ 25 ଅଟେ l
1. ଏହି ପ୍ରଥମ ପ୍ରଶ୍ନ ରେ ଦୁଇ ଟି ଦୀର୍ଘ ଉତ୍ତର ମୂଳକ ପ୍ରଶ୍ନ ( long question ) ଆସିବ l ଯାହା ପ୍ରତ୍ୟେକ 4 ମାର୍କ ବିଶିଷ୍ଟ ହେବ l ଦୁଇଟି ମିଶି 8 ମାର୍କ ହେବ l
2 × 4 = 8
ଉଦାହରଣ :-
a. ଆଲୋକଶ୍ଳେଷଣ ରେ ଆଲୋକ ପ୍ରକିୟା ଓ ଅନ୍ଧକାର ପ୍ରତିକ୍ରିୟା ଆଲୋଚନା କର l
b. ଶ୍ୱସନ କଣ ? ଏହାର ପ୍ରକାର ଭେଦ ଓ କୋଷୀୟ ଶ୍ୱସନ ର ବିଭିନ୍ନ ପର୍ଯ୍ୟାୟ ସମ୍ବନ୍ଧରେ ରେ ବୁଝାଅ l
c. ବାୟୁ ଅପଜୀବୀ ଶ୍ୱସନ ଓ ବାୟୁ ଉପଜୀବୀ ଶ୍ୱସନ ମଧ୍ୟରେ ପାର୍ଥକ୍ୟ ଦର୍ଶାଅ l
d. ମନୁଷ୍ୟ ହୃତପିଣ୍ଡ ର ଆଭ୍ୟନ୍ତରୀଣ ଗଠନ ବର୍ଣ୍ଣନା କର l
e. ରକ୍ତ ଜମାଟ ବାନ୍ଧିବା ପ୍ରକ୍ରିୟା ବୁଝାଅ l
f. ହୃତପିଣ୍ଡ ର ଅବସ୍ଥାନ, ବାହ୍ୟ ଗଠନ ଓ ରକ୍ତ
ପ୍ରବାହ ପ୍ରକ୍ରିୟା ବର୍ଣ୍ଣନା କର l
g. ଗୋଟିଏ ସ୍ନାୟୁତନ୍ତ୍ର ର ଶ୍ରେଣୀ ବିଭାଗ କରି ଏହାର ବିଶେଷତ୍ବ ଆଲୋଚନା କର l
h. ଶରୀର ରେ ସ୍ନାୟୁତନ୍ତ୍ର କିପରି କାର୍ଯ୍ୟ କରେ ?
i. ଉଦ୍ଭିଦ ହରମୋନ କୁ କଣ କୁହାଯାଏ ? ସେ ଗୁଡିକର ପ୍ରକାର ଭେଦ ଲେଖ l
J. ସମବିଭାଜନ ଓ ଅର୍ଦ୍ଧ ବିଭାଜନ ପାର୍ଥକ୍ୟ ଦର୍ଶାଅ l
k. ଜନନ ର ପ୍ରକାରଭେଦ ଆଲୋଚନା କର l
l. ଡାରଉଇନ ଙ୍କ ତତ୍ତ୍ୱ ବୁଝାଅ l
m. ମେଣ୍ଡେଲ ଙ୍କ ସଂକରଣ ପ୍ରଣାଳୀ ବର୍ଣ୍ଣନା କର ଓ ତାଙ୍କ ନୀତି ଏବଂ ନିୟମ ଗୁଡିକ
ଲେଖ l
n. ସୂର୍ଯ୍ୟ କିପରି ସକଳ ଶକ୍ତି ର ଆଧାର ବୁଝାଅ l
o. ସୌରଚୁଲା ର ଗଠନ ଓ କାର୍ଯ୍ୟ ପ୍ରଣାଳୀ ଆଲୋଚନା କର l
p. ପରିସଂସ୍ଥା ରେ ଉତ୍ପାଦକ, ଭକ୍ଷକ ଓ ଅପଘଟକ ର ଏକ ବିବରଣୀ ଦିଅ l
q. ପୋଷକ ଚକ୍ର ବୁଝାଅ l
r. ମାନବ ସମାଜ ପାଇଁ ପରିବେଶ ସମସ୍ୟା ଗୁଡିକ ଆଲୋଚନା କର l
s. ପ୍ରାକୃତିକ ସମ୍ପଦ ର ଶ୍ରେଣୀ ବିଭାଗ କରି ଏହାର ଅତ୍ୟଧିକ ବ୍ୟବହାର ଓ ଅପବ୍ୟବହାର କିପରି ରୋକା ଯାଇ ପାରିବ ଆଲୋଚନ କର l
t. କୋଭିଡ଼ 19 ସଂକ୍ରମଣ ରୋକିବା ପାଇଁ ସମଗ୍ର ଦେଶରେ କି କି ପଦକ୍ଷେପ ନିଆଯାଇ ଥିଲା ଆଲୋଚନା କର l
u. ପ୍ରାକୃତିକ ସମ୍ପଦ ସଂରକ୍ଷଣ ର କୌଶଳ ଗୁଡିକ ବର୍ଣ୍ଣନା କର l
2. ଦ୍ଵିତୀୟ ପ୍ରଶ୍ନ ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ
( Short question ) ଅଟେ l ଏଥିରେ
ଜୀବ ବିଜ୍ଞାନ ର ତିନିଟି ପ୍ରଶ୍ନ ଆସିବ l
ଯାହା ପ୍ରତ୍ୟେକ 3 ମାର୍କ ବିଶିଷ୍ଟ ଅଟେ l
ଏହି ପ୍ରଶ୍ନରେ ପାର୍ଥକ୍ୟ ଦର୍ଶାଅ ଓ ଚିତ୍ର
ଅଙ୍କନ ମଧ୍ୟ ଆସିବ l ଏହା ସର୍ବ ମୋଟ
9 ମାର୍କ ବିଶିଷ୍ଟ ଅଟେ l
3 × 3 = 9
3. ଏହି ତୃତୀୟ ପ୍ରଶ୍ନ ରେ ଅତି ସଂକ୍ଷିପ୍ତ
ଉତ୍ତରମୂଳକ ପ୍ରଶ୍ନ ( very short
question ) ଆସିବ l ସର୍ବମୋଟ 4
ପ୍ରଶ୍ନ ଆସିବ ପ୍ରତ୍ୟେକ ପ୍ରଶ୍ନ 2 ମାର୍କ ବିଶିଷ୍ଟ
ଅଟେ l ମୋଟ ମାର୍କ 8 ଅଟେ l
4 × 2 = 8
ସର୍ବମୋଟ ଜୀବ ବିଜ୍ଞାନ ( SCL) ରେ ଛାତ୍ର ଛାତ୍ରୀ ମାନଙ୍କୁ Subjective ପ୍ରଶ୍ନ ରେ
8 + 9 + 8 = 25 ମାର୍କ ଦେବାକୁ ପଡିବ l
ସମସ୍ତେ ସେହି ହିସାବରେ ପ୍ରସ୍ତୁତ ହୁଅ l
ସଂକ୍ଷିପ୍ତ ଆଉ ଅତି ସଂକ୍ଷିପ୍ତ important ପ୍ରଶ୍ନ ମଧ୍ୟ ଅଳ୍ପ ସମୟ ପରେ ପୋଷ୍ଟ କରିବା l
01 мар. 2024, 01:58
3 841
L. C. S
I. O. U
K. M. S
E. M C
E. R
N. I
T. B
E
29 февр. 2024, 23:33
29 февр. 2024, ~23:35
3 841
Life Science ra slectiction questions au keechi time para upload haba
29 февр. 2024, 21:06
