ru
Feedback

Не попадитесь на канал ботавода! Telemetrio находит и помечает такие каналы 👉 Хотите видеть метку — оформите подписку

10th Class Study

10th Class Study

Открыть в Telegram

👉Pratic MCQ question answer 👉Free YouTube class 👉 Free PDF Books OR Test paper 🗞️ 👉 Study Material Thank you 🙏

Больше
3 841
Подписчики
Нет данных24 часа
-127 дней
-7030 дней
Архив постов
+9
ପୁସ୍ତକ - ଆମ ସମୟର କାହାଣୀ - ପ୍ରେମ ସମ୍ପାଦନା - ଗୌରହରି ଦାସ
03 мая 2024, 01:40

Kohinoor Odia Calendar 2024.pdf
03 мая 2024, 01:03

photo content
03 мая 2024, 01:03

photo content
03 мая 2024, 01:03

photo content
03 мая 2024, 01:03

NCERT (National Council of Educational Research & Training) ତରଫରୁ ଭାରତରେ ଥିବା ୫ ଟି RIEs(Regional Institute of Education) ରେ Regional B.Ed 2024 ପାଇଁ ନାମ ଲେଖାଇବା ପାଇଁ  ବିଜ୍ଞପ୍ତି ୱେବସାଇଟ ରେ ପ୍ରକାଶ ପାଇସାରିଛି। ବିଜ୍ଞପ୍ତି ଅନୁଯାୟୀ ଏଥିପାଇଁ ସାରା ଭାରତର ଉଭୟ ପୁରୁଷ ଏବଂ ମହିଳା ପ୍ରାର୍ଥୀମାନେ ଅନଲାଇନ୍ ମାଧ୍ୟମରେ ନିଜର ଫର୍ମ ଆବେଦନ କରିପାରିବେ। ୧ - Regional B.Ed କଣ ଏବଂ CEE କଣ ? • ଆମ ଭାରତରେ Regional B.Ed କରିବା ପାଇଁ ମୋଟ୍ ୫ ଟି RIEs ଅଛି। ସେଗୁଡିକ ହେଲା- • RIE Bhubaneswar • RIE Mysuru • RIE Ajmer • RIE Bhopal • RIE Shilong • CEE ର ପୁରାନାମ ହେଉଛି Common Entrance Examination । ଏହାର ଅର୍ଥ ଉପରୋକ୍ତ ୫ ଟି RIE ରେ ନାମ ଲେଖାଇବାକୁ ହେଲେ ଏହି ପରୀକ୍ଷା ଦେବାକୁ ପଡ଼ିବ। ୨ - Regional B.Ed ରେ କେଉଁ କେଉଁ କୋର୍ସ ସବୁ କରିହେବ ? • B.Sc.B.Ed. : ଚାରି ବର୍ଷିଆ • B.A.B.Ed : ଚାରି ବର୍ଷିଆ • M.Sc.Ed. : ଛଅ ବର୍ଷିଆ • B.Ed.M.Ed : ତିନି ବର୍ଷିଆ • B.Ed. : ଦୁଇ ବର୍ଷିଆ • M.Ed. : ଦୁଇ ବର୍ଷିଆ ୩ - ଏହି କୋର୍ସ ଗୁଡିକରେ ନାମ ଲେଖାଇବାକୁ ହେଲେ ଶିକ୍ଷାଗତ ଯୋଗ୍ୟତା କଣ ଥିବା ଆବଶ୍ୟକ ? • For B.Sc.B.Ed. Course : ଯେଉଁ ଛାତ୍ରଛାତ୍ରୀ ମାନେ ୨୦୨୨ କିମ୍ବା ୨୦୨୩ ମସିହାରେ +2 Science ପାସ୍ କରିଛନ୍ତି କିମ୍ବା ୨୦୨୪ ମସିହାରେ ପରୀକ୍ଷା ଦେଇଛନ୍ତି, କେବଳ ସେମାନେ ହିଁ ଏହି କୋର୍ସ ପାଇଁ ଅନଲାଇନ୍ ଫର୍ମ ଆବେଦନ କରିପାରିବେ। • For B.A.B.Ed. Course : ଯେଉଁ ଛାତ୍ରଛାତ୍ରୀ ମାନେ ୨୦୨୨ କିମ୍ବା ୨୦୨୩ ମସିହାରେ +2 Science/ Commerce/ Arts ପାସ୍ କରିଛନ୍ତି କିମ୍ବା ୨୦୨୪ ମସିହାରେ ପରୀକ୍ଷା ଦେଇଛନ୍ତି, କେବଳ ସେମାନେ ହିଁ ଏହି କୋର୍ସ ପାଇଁ ଅନଲାଇନ୍ ଫର୍ମ ଆବେଦନ କରିପାରିବେ। • For M.Sc.Ed Course : ଯେଉଁ ଛାତ୍ରଛାତ୍ରୀ ମାନେ ୨୦୨୨ କିମ୍ବା ୨୦୨୩ ମସିହାରେ +2 Science ପାସ୍ କରିଛନ୍ତି କିମ୍ବା ୨୦୨୪ ମସିହାରେ ପରୀକ୍ଷା ଦେଇଛନ୍ତି, କେବଳ ସେମାନେ ହିଁ ଏହି କୋର୍ସ ପାଇଁ ଅନଲାଇନ୍ ଫର୍ମ ଆବେଦନ କରିପାରିବେ। • For B.Ed-M.Ed Course : ଯେଉଁ ଛାତ୍ରଛାତ୍ରୀ ମାନେ PG (Science/Social science/humanities/commerce) ପାସ୍ କରିଛନ୍ତି, କେବଳ ସେମାନେ ହିଁ ଏହି କୋର୍ସ ପାଇଁ ଅନଲାଇନ୍ ଫର୍ମ ଆବେଦନ କରିପାରିବେ। • For B.Ed Course : ଯେଉଁ ଛାତ୍ରଛାତ୍ରୀ ମାନେ Bachelor Degree / Master's degree (Science/Social science/Engineering/humanities) ପାସ୍ କରିଛନ୍ତି, କେବଳ ସେମାନେ ହିଁ ଏହି କୋର୍ସ ପାଇଁ ଅନଲାଇନ୍ ଫର୍ମ ଆବେଦନ କରିପାରିବେ। • For M.Ed Course : ଯେଉଁ ଛାତ୍ରଛାତ୍ରୀ ମାନେ B.A.B.Ed/B.Sc.B.Ed/D.El.Ed course with Bachelor Degree କରିଛନ୍ତି, କେବଳ ସେମାନେ ହିଁ ଏହି କୋର୍ସ ପାଇଁ ଅନଲାଇନ୍ ଫର୍ମ ଆବେଦନ କରିପାରିବେ । ୪ - ଅନଲାଇନ୍ ଫର୍ମ ଆବେଦନ ବେଳେ କେଉଁ ବର୍ଗର ଛାତ୍ରଛାତ୍ରୀଙ୍କୁ କେତେ ଟଙ୍କା ପରୀକ୍ଷା ବାବଦକୁ ଫି ଦେବାକୁ ପଡ଼ିବ ? • For GEN/OBC Candidates : 1200/- • For SC/ST/PWD/EWS Candidates : 600/- ୫ - ଏହାର ପରୀକ୍ଷା କେବେ ହେବ ? • ଏହାର ପରୀକ୍ଷା ଆସନ୍ତା ଜୁନ୍ ୧୬ ରେ ହେବ ବୋଲି ବିଜ୍ଞପ୍ତି ରେ ଉଲ୍ଲେଖ ରହିଛି। ୬ - ଓଡ଼ିଶାର କେଉଁ କେଉଁ ସହରରେ ଏହାର ପରୀକ୍ଷା କେନ୍ଦ୍ର ରହିଛି ? • ଭୁବନେଶ୍ବର, କଟକ, ସମ୍ବଲପୁର, ବ୍ରହ୍ମପୁର ସୂଚନା : • ଏଥିପାଇଁ କେବେ ଠାରୁ ଅନଲାଇନ୍ ଫର୍ମ ଆବେଦନ ହେବ ଏବଂ କେବେ ଶେଷ ହେବ ସେ ବାବଦରେ କିଛି ନୋଟିସ୍ ଆସିନାହିଁ କିନ୍ତୁ ଖୁବ୍ ଶୀଘ୍ର ଅନଲାଇନ୍ ଫର୍ମ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯିବ। • ଏହି କୋର୍ସ ବିଷୟରେ ଅଧିକ ତଥ୍ୟ ଜାଣିବା ନିମନ୍ତେ ଏହାର Details Notification Pdf ଟିକୁ ଚେକ୍ କରନ୍ତୁ। RIE CEE Official Website Link👇 https://cee.ncert.gov.in/
03 мая 2024, 01:03

ସରଳ ସହସମୀକରଣ ଅନୁଶୀଳନୀ  1(b) ନଂ.3 ସମସ୍ତ ପ୍ରଶ୍ନର ଉତ୍ତର ଦଶମ ଶ୍ରେଣୀ Pdf by Dhruba charan Sir
03 мая 2024, 01:03

ସରଳ ସହସମୀକରଣ ଅନୁଶୀଳନୀ 1(b) ନଂ.4 ସମସ୍ତ ପ୍ରଶ୍ନର ଉତ୍ତର ଦଶମ ଶ୍ରେଣୀ Pdf by Dhruba charan Sir
03 мая 2024, 01:03

photo content
03 мая 2024, 01:03

ପାନୀୟ ଜଳ ସଂରକ୍ଷଣର ଉପାୟ
ପାନୀୟ ଜଳ ସଂରକ୍ଷଣର ଉପାୟ
03 мая 2024, 01:03

10th Result Baharibara 3 days purbaru Mata Jara heijaithilla Mu Bhabili mu Fail Heijibi But mu pass heijaithilli Dakhiba Tamara keta dina purbaru jara hauchi Tension Nabani Mark Bahut Bhala asiba
02 мая 2024, 08:39

ମଇ ୧୮ ରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ
ମଇ ୧୮ ରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ
02 мая 2024, 07:27

Jana Bhai Nua Channel Create karichanti Job pany Tick support karantu
02 мая 2024, 06:17

02 мая 2024, 06:16

👨‍💻 PDF MARKET EDUCATIONAL CHANNEL 🍀 https://telegram.me/PDF_MARKET
02 мая 2024, 05:18

ଏହି Channel ra Sabu Educational and Job Related and News and Privious Year question Miluchi intrested student Kindly Join This Channel
02 мая 2024, 05:18

+2 ENGLISH 2(STORIES, PLAYS & BIOGRAPHIES).pdf
02 мая 2024, 00:19

New Doc 03-05-2024 21.24.pdf
02 мая 2024, 00:19

Socia Science Previous Year Question And Answer (3) (1).pdf
02 мая 2024, 00:19

New Doc 03-01-2024 16.52.pdf
02 мая 2024, 00:19