10th Class Study
Открыть в Telegram
👉Pratic MCQ question answer 👉Free YouTube class 👉 Free PDF Books OR Test paper 🗞️ 👉 Study Material Thank you 🙏
Больше3 841
Подписчики
Нет данных24 часа
-127 дней
-7030 дней
Архив постов
3 841
Application writing(ଦରଖାସ୍ତ ଲେଖିବା )କିପରି ?
ସାଧାରଣତଃ ଅଫିସ ରେ ଯେଉଁ ଚିଠି ପ୍ରେରଣ କରୁ ତାହାକୁ Application ( ଦରଖାସ୍ତ) କୁହାଯାଏ l
ଦରଖାସ୍ତ ର ପ୍ରକାର l
A. personal application
( ବ୍ୟକ୍ତିଗତ ଦରଖାସ୍ତ )
ଏହି ଦରଖାସ୍ତ ମୁଖ୍ୟତଃ ଛାତ୍ରଛାତ୍ରୀ ମାନେ Headmaster/Headmistress ଙ୍କୁ ନିଜ ସମସ୍ୟା ସମ୍ପର୍କରେ କିମ୍ବା ନିଜ ଶ୍ରେଣୀର ସମ୍ପର୍କରେ ( football match, Ganesh puja meeting) ଆବଶ୍ୟକତା ସମ୍ପର୍କରେ ପ୍ରଧାନଶିକ୍ଷକ ଙ୍କୁ ଦରଖାସ୍ତ ଦେଇଥାନ୍ତି l
Example:-
1.suppose you are Binodini sahoo. A student of Govt. Girls high school, Malkangiri. Write an application to the headmistress of your school requesting her to suspend all the classes due to heavy rain.
( ଏହା ଶ୍ରେଣୀ ସମସ୍ତ ଛାତ୍ରଛାତ୍ରୀ ସମସ୍ୟା )
2.write an application to your headmaster allowe you to remain absent from class for two days because you wants to attened your Sister marriage ceremony. ( personal appication)
B. Social problem application
(ସାମାଜିକ ସମସ୍ୟାଭିତ୍ତିକ ଦରଖାସ୍ତ )
ନିଜ ଗ୍ରାମରେ ନଳକୂପ ଖୋଲେଇବା,ଗାଁ ରେ ଗୋଟିଏ ଲାଇବ୍ରେରୀ କିମ୍ବା post ଅଫିସ ସ୍ଥାପନ କରିବା, ଗାଁ ରେ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରିବା, ଚୋରି ରୋକିବା ପାଇଁ ପଦକ୍ଷେପ ନେବା ଏମିତି ଅନେକ ଗାଁ ସମସ୍ୟା, ସହର ସମସ୍ୟା, ସ୍ୱାସ୍ଥ୍ୟ ସମସ୍ୟା କୁ ନେଇ ଏହି ଦରଖାସ୍ତ ଲେଖାଯାଏ l
ଉଦାହରଣ :-
1.image you are sourav Das, a student of Govt. High school, Mohangiri in kalahandi district. Write an application to the cheif district medical officer requesting him to hold a health check up camp at your school.
Step ପରେ step କେମିତି ଲେଖିବା ପତ୍ରଲିଖନ l
1. Heading
ପ୍ରଥମେ ସ୍ଥାନ ର ନାମ ଓ ତାରିଖ ଡାହାଣ ପାର୍ଶ୍ୱ ରେ ଲେଖାଯାଏ l
ଉଦାହରଣ :-
National High school
Nuapada
3rd July 2023
2. Saluting / greeting
ଯାହା ନିକଟକୁ ଏହି ଦରଖାସ୍ତ ପଠାଯିବ ତାଙ୍କ ପାଇଁ ସମ୍ମାନ ସୂଚକ ଶବ୍ଦ ବ୍ୟବହାର କରାଯାଏ
ଓ ଏହାପରେ ବିଷୟ ଲେଖାଯାଏ l
ଉଦାହରଣ :- To,
The Headmaster Govt. girls high school, Nuapada
Or
To,
The Inspector-in- charge
ଏହା ପରେ Subject ଲେଖାଯାଏ l
Subject:- seeking permission to
Go on a picnic
3. ଏହାପରେ ବିଷୟବସ୍ତୁ (content) ଲେଖାଯାଏ l ସମ୍ବୋଧନ ପରେ ଲେଖା ଆରମ୍ଭ ହୁଏ l
ଉଦାହରଣ :-
Dear sir/ Sir
With the student............
..............................
4. Subscprition
ଦରଖାସ୍ତ ଲେଖି ସାରିବା ପରେ ଛାତ୍ର ହୋଇଥିଲେ Your obediently / Your obidient student/ yours faithfully /your sincerely ଆଦି word ଗୁଡିକ ପ୍ରୟୋଗ ହୁଏ l
ଉଦାହରଣ :- your's faithfully
5. Signature
ଶେଷରେ ଯିଏ ଦରଖାସ୍ତ ଦେବ ତାହାର ଦସ୍ତଖତ ରୁହେ ଓ ଦସ୍ତଖତ ତଳେ ଅନ୍ୟ ତଥ୍ୟ ରୁହେ l
ଉଦାହରଣ :-
Suprabha nayak
Class - X Roll no-32
22 февр. 2024, 10:19
3 841
Hello Students
Mu Samastanku Anurodh karuchi ki
1- Ei Channel ra Only Important questions, privious year question, Important questions, slectiction questions miluchi
Na Ki Board Exam Questions
So Bad Comment karantuni
Ki Board Exam Questions magantuni
Bahut pila bad comments karuchanti so mata ban karibaku paduchi
Jadi kia question pany asicha left heija but bad comments karantuni
Thank you so much
Jay Jagannath 🙏
22 февр. 2024, 10:18
3 841
letter writing କରିବା କିପରି କିଛି ଟିପ୍ସ
Letter ସାଧାରଣତଃ ତିନି ପ୍ରକାର
1. Personal letter ( ବ୍ୟକ୍ତିଗତ ଚିଠି )
2. Official Letter/ application ( ଅଫିସ ସମ୍ପର୍କୀୟ ଚିଠି/ ଦରଖାସ୍ତ )
2. Business letter
( ବ୍ୟବସାୟ ସମ୍ପର୍କିତ ଚିଠି )
ଆମେ ପ୍ରଥମେ personal Letter ବିଷୟରେ ଆଲୋଚନା କରିବା l
ରକ୍ତ ସମ୍ପର୍କୀୟ ଭାଇ, ଭଉଣୀ, ନିଜ ବାପା, ମାଆ, ମାମୁଁ, ବନ୍ଧୁ ପାଖକୁ ଯେତେବେଳେ ଚିଠି ଲେଖୁ ତାହା ବ୍ୟକ୍ତିଗତ ପତ୍ର ହୋଇଯାଏ l
1. Heading
ଚିଠି ଲେଖା ଆରମ୍ଭ କରିବା ମାତ୍ରେ ପ୍ରଥମେ ଡାହାଣ ସ୍ଥାନ ରେ ସ୍ଥାନର ନାମ ଓ ତାରିଖ ଦେବାକୁ ହୁଏ l
ଉଦାହରଣ :- Salipur
Cuttack
10 june 2023
2. Salutation or greeding
ଏହାପରେ ସମ୍ବୋଧନ ସୂଚକ ଶବ୍ଦ ଯଦି ବୟସ ରେ ବଡ଼ ତେବେ My dear Father, My dear mother, My dear brother ବ୍ୟବହାର ହୁଏ କିନ୍ତୁ ଯଦି ବୟସରେ ସାନ କିମ୍ବା ନିଜର friend ହୁଅନ୍ତି ତାଙ୍କ କ୍ଷେତ୍ର ରେ
କେବଳ dear ଶବ୍ଦ ର ବ୍ୟବହାର ବହୁତ ଦେଖାଯାଏ l
ଯେମିତି :- dear Friend, Dear Priti, Dear Abhijit
3. Body of the letter/content
ଏହାପରେ ଯାହା letter ରେ ଲେଖିବା ପାଇଁ ପ୍ରଶ୍ନ ରେ କୁହାଯାଇଛି ତାହା content ( ବର୍ଣ୍ଣନୀୟ ବିଷୟବସ୍ତୁ ) କୁ ଲେଖିବାକୁ
ପଡେ l
4. Subscription of Ending
ଏହାପପରେ ଚିଠି ର ଶେଷକଥା କୁ ଲେଖାଯାଏ l
ଏଥିରେ yours loving son/daughter,yours lovingly /your loving uncle, Your affectionately, your sincerely /your truly ଶବ୍ଦ ର ବ୍ୟବହାର ହୁଏ l
5. Signature of the Sender
ଏହା ପରେ ଯିଏ ଚିଠି ପଠାଉଛି ତାହାର ଦସ୍ତଖତ ( signature ) ରୁହେ l
6.Superscription
( Address of the receiver on the post card or envelope)
ପୋଷ୍ଟ କାର୍ଡ ରେ ଯିଏ ଚିଠି ପଠାଉଛି ତାହାର ଠିକଣା ବାମ ଭାଗରେ ଓ ଯିଏ ଚିଠି ପାଇବ ତାହାର ଠିକଣା ଡାହାଣ ଭାଗରେ ରୁହେ l
ବର୍ତ୍ତମାନ ପରୀକ୍ଷା ପ୍ରଶ୍ନ ରେ ନାମ,ଠିକଣା ବି ଆଗରୁ ଦିଆଯାଉଛି ସେ ହିସାବରେ letter ଲେଖିବାକୁ ହେବ l
ଉଦାହରଣ :-
Suppose you are manasi sahoo studying at K.C. vidyapitha Agartala in the District of Bhadrak.
Your friend Arati sahu who is studying at Rajaguru street in Paralakhemundi has recently lost her father. Write a letter in about 100 words expressing your deepest sorrow at her father's death.
Answer:-
Agarpada
22th June 2023
Dear Arati,
What a piece ofheartbreaking news I heard from father yesterday. I went speechless for a while. The news of sad demise of your loving father reached us like a bolt from the blue.
A few day ago you wrote to me that he had a mild heart disorder.Really I didn't apprehend the passing away of such a good soul as soon. You have suffered a terribl loss.Her death is a personally loss for me. But you may feel slightly consoled that all your friends stand by you in these hours of great tragedy. Be patient.
May God bestow courage on you to withstand the disaster( huge loss).
Meeting you soon.
Yours sorrowfuly
Manasi
Address
From
Mandi sahoo
K.C.Vidyapitha,Agarapada
Pin: 7661806
To,
Seating Dash
Rajaguru street
Paralakhemuni
Pin: 710045
ପୋଷ୍ଟ ଠିକଣା( ପୋଷ୍ଟ card)ଗୋଟିଏ କୋଠରୀ କରି ସେଠି
Sender ନାମ ଓ receive କରୁଥିବା ନାମ ଓ ଠିକଣା ଲେଖିବ l
22 февр. 2024, 05:38
3 841
English Eassy ଲେଖିବା କିପରି
ଦଶମ ବାର୍ଷିକ ପରୀକ୍ଷା ର ପ୍ରବନ୍ଧ ( Eassy) ବିଭାଗରେ ଚାରୋଟି ପ୍ରବନ୍ଧ ( ରଚନା ) ଆସିବ ଆଉ ସେଠି ଭିତରୁ ଗୋଟିଏ ରଚନା ( Eassy) ଛାତ୍ରଛାତ୍ରୀ ମାନଙ୍କୁ 200 ଶବ୍ଦ ମଧ୍ୟରେ ଲେଖିବାକୁ ହେବ l
1. Eassy ଲେଖିଲା ପୂର୍ବରୁ ଚାରୋଟି ମଧ୍ୟରୁ ଯେଉଁ Eassy ତୁମେ ଲେଖିପାରିବ ତାହାକୁ ଭାବ ଓ ଲେଖା ଆରମ୍ଭ କରିବ l
2.ପ୍ରତ୍ୟେକ Eassy ରେ କିପରି ଓ କଣ ଲେଖିବ ତାହାର 7/8 point ଗୁଡିକ ପ୍ରଶ୍ନରେ ଥାଏ ତାହା କୁ ପଢ଼ି ସେ ହିସାବରେ ଯଦି ଉପସ୍ଥାପନା କରିବ ଭଲ ମାର୍କ ଆସିବ l
ଉଦାହରଣ :-
Our Headmaster
( outline:-
1.His name and age
( ତାଙ୍କ ନାମ ଓ ବୟସ )
2. His qualification and Qualifies
( ତାଙ୍କର ଶିକ୍ଷାଗତ ଯୋଗ୍ୟତା ଓ
ତାଙ୍କର ଗୁଣ )
3. His Duty
( ତାଙ୍କ କାର୍ଯ୍ୟ )
4. His interest in Co-curricular
Activity
(ତାଙ୍କ ସହ-ଶୈକ୍ଷିକ କାର୍ଯ୍ୟକ୍ରମ ରେ ଆଗ୍ରହ )
5. His dealing with students, Teacher and parents / gurdian
( ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ପିତାମାତା/ଅଭିଭାବକ ସହ ସୁସମ୍ପର୍କ )
6. Your opinion on him.
( ତାଙ୍କର ବିଷୟ ରେ ତୁମ ମତ କଣ ?
ଏପରି ଯେଉଁ point ଗୁଡିକ ଥିବ ତାହାକୁ ନେଇ ଇଂରାଜୀ ରେ Eassy ଲେଖିବ l
ସାଧାରଣତଃ କିଛି ବ୍ୟକ୍ତିଗତ ରଚନା, କିଛି ସାମାଜିକ ସମସ୍ୟା ରଚନା ଗୁଡିକ ପରୀକ୍ଷା ରେ ଆସୁଛି l
Some Important Eassy..
1. Family Eassy
( your Mother,Your Father, Your grand mother, Your grandfather, Your family)
ଯଦି ପରିବାର କେଉଁ ସଦସ୍ୟ କୁ ନେଇ ରଚନା ଲେଖିବାକୁ କୁହାଯାଏ ଏହା ଭିତରୁ ଗୋଟିଏ ଆସିପାରେ ) l
2. School Based Eassy
( Your Head master, Your class teacher, Your school peon, Your school garden, Your favourite subject, Our school, Annual day of our school )
3. Most important Eassy
a. Student life
b. Newspaper
c. Computer
d. Summrer season
e. The post man
f. A science Exhibition
g. Dicipline
h.Mobile phone
ତୁମେ ମାନେ ନିଶ୍ଚୟ English Eassy ଲେଖିବ l ପ୍ରଶ୍ନ ରେ ଦେଇଥିବା point ଗୁଡିକ ଯଦି ଲେଖିଦିଅ ନିଶ୍ଚିତ ଭଲ ମାର୍କ ଆସିବ l
ଓଡ଼ିଆ ରଚନା ଲେଖିବା ବେଳେ ଯେମିତି ଲେଖ ଏହା ଠିକ ସେମିତି ତାହା ତୁମେ ନିଜ ମାତୃଭାଷା ରେ ଲେଖୁଥିଲ ଏହା English ରେ ଲେଖିବ l ପରୀକ୍ଷା ପାଇଁ ଚିନ୍ତିତ ହେବାର ନାହିଁ l
22 февр. 2024, 03:36
3 841
Ama Telegram Channel ra Nots Apanmananku kemeti Laguchi ?
21 февр. 2024, 22:13
22 февр. 2024, ~04:10
