ru
Feedback
CAREER STUDY CLASSES 📘📚📝

CAREER STUDY CLASSES 📘📚📝

Открыть в Telegram

Hi 🤝CARRER STUDY CLASSES This group already provided by you 🥇Provide all study material 📚& key to way of success 🏆 🥈we provide all exam related questions with ans our official authority JOIN PLEASE OUR OFFICIAL GROUP https://CarrerStudyClassesPvtLtd

Больше
675
Подписчики
-124 часа
-97 дней
-3930 дней
Архив постов
🟡 +2 RECHECKING & INSTANT EXAM UPDATE
🟡 +2 RECHECKING & INSTANT EXAM UPDATE

🟡ଆଜିଠୁ ଯୁକ୍ତ୨ ନାମଲେଖା ପ୍ରକ୍ରିୟା: ଜୁନ୍‌ ୩୦ ଯାଏଁ ଆବେଦନ, ଜୁଲାଇ ୨୪ରୁ ପାଠପଢ଼ା🟡 ରାଜ୍ୟର ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ଯୁକ୍ତ୨ କଲେଜ)ର ଏକାଦଶ ଶ୍ରେଣୀରେ ନାମଲେଖା ପାଇଁ ମେ’ ୨୪ ତଥା ଶନିବାରଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଜୁନ୍‌ ୩୦ ମଧ୍ୟରେ ଯୋଗ୍ୟ ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ ମାଧ୍ୟମରେ କମନ୍‌ ଆପ୍ଲିକେସନ ଫର୍ମ (ସିଏଏଫ୍‌) ଦାଖଲ କରିପାରିବେ। ଦୁଇ ମାସ ଧରି ଚାଲିବାକୁ ଥିବା ଏହି ପ୍ରକ୍ରିୟା ଅନ୍‌ଲାଇନ୍‌ରେ ଅନୁଷ୍ଠିତ ହେବ। ଗୋଟିଏ ପର୍ଯ୍ୟାୟରେ ମେଧା‌ ତାଲିକା ପ୍ରକାଶ ସହ ଛାତ୍ରଛାତ୍ରୀଙ୍କ ନାମ ଲେଖାଯିବ। ଜୁଲାଇ ୭ରେ ପ୍ରଥମ ମେରିଟ୍‌ ଲିଷ୍ଟ୍‌ ପ୍ରକାଶ ପାଇବ ଏବଂ ଛାତ୍ରଛାତ୍ରୀ ଷ୍ଟୁଡେଣ୍ଟ ଲଗ୍‌ଇନ୍‌ରୁ ଇଣ୍ଟିମେସନ୍‌ ଲେଟର୍‌ ଡାଉନ୍‌ଲୋଡ କରିପାରିବେ। ପ୍ରଥମ ପର୍ଯ୍ୟାୟରେ ଯୋଗ୍ୟ ଛାତ୍ରଛାତ୍ରୀଙ୍କ ନାମଲେଖା ଜୁଲାଇ ୮ରୁ ୧୪ ମଧ୍ୟରେ ହେବ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକ ତଥ୍ୟ ଅପଡେଟ୍‌ କରିବେ। ଜୁଲାଇ ୯ରୁ ୧୫ ମଧ୍ୟରେ ନାମ ଲେଖାଇଥିବା ଛାତ୍ରଛାତ୍ରୀ ଉପରିସ୍ଥ ଶିକ୍ଷାନୁଷ୍ଠାନକୁ ସ୍ଥାନାନ୍ତର ପାଇଁ ସ୍ଲାଇଡ୍‌ ଅପ୍‌ ଆବେଦନ କରିପାରିବେ। ଜୁଲାଇ ୨୧ରେ ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ଜୁଲାଇ ୨୩ରୁ ୨୮ ମଧ୍ୟରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ସଂପୃକ୍ତ ଶିକ୍ଷାନୁଷ୍ଠାନରେ ରିପୋର୍ଟ କରିବା ସହ ନାମ ଲେଖାଇ ପାରିବେ। ଜୁଲାଇ ୨୯ ସୁଦ୍ଧା ସାମ୍‌ସ ଇ-ସ୍ପେସ୍‌ରେ ନାମଲେଖା ସଂକ୍ରାନ୍ତୀୟ ତଥ୍ୟ ଦାଖଲ କରିବେ ଶିକ୍ଷାନୁଷ୍ଠାନ। ଜୁଲାଇ ୩୦ରେ ତତ୍କାଳ (ସ୍ପଟ୍‌) ନାମଲେଖା ପାଇଁ ପ୍ରକ୍ରିୟା ଆରମ୍ଭ ହେବ। ଅଗଷ୍ଟ ପହିଲାରେ ସ୍ପଟ୍‌ ନାମଲେଖା ପାଇଁ ଆବେଦନ ବା ଚଏସ୍‌ ଲକିଂ ସରିବ। ଅଗଷ୍ଟ ୭ରେ ସ୍ପଟ୍‌ ନାମଲେଖା ପାଇଁ ମେଧା ତାଲିକା ପ୍ରକାଶ ପାଇବ। ଅଗଷ୍ଟ ୮ରୁ ୧୩ ମଧ୍ୟରେ ତତ୍କାଳ ନାମଲେଖା ଅନୁଷ୍ଠିତ ହେବ। ଜୁଲାଇ ୨୪ରୁ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ନାମଲେଖା ଅନୁଷ୍ଠିତ ହେବ। ଛାତ୍ରଛାତ୍ରୀ www.samsodisha.gov.in ଲଗ୍‌ଇନ୍‌ କରି ନାମଲେଖା ସମ୍ବନ୍ଧରେ ସବିଶେଷ ତଥ୍ୟ ପାଇପାରିବେ। ନାମଲେଖା ସମ୍ବନ୍ଧରେ ଛାତ୍ରଛାତ୍ରୀଙ୍କ ପାଇଁ ସହାୟତା ନମ୍ବର ୧୫୫୩୩୫/୧୮୦୦୩୪୫୬୭୭୦ ମଧ୍ୟ ଜାରି ହୋଇଛି। ସାଧାରଣ ବର୍ଗଙ୍କ ପାଇଁ ଫର୍ମପୂରଣ ଦେୟ ୨୦୦ ଟଙ୍କା ଥିବାବେଳେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ପାଇଁ ୧୦୦ ଟଙ୍କା ରଖାଯାଇଛି। କିନ୍ନର ଏବଂ ଭିନ୍ନକ୍ଷମଙ୍କ ପାଇଁ ଫର୍ମପୂରଣ ମାଗଣା ରହିଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି। ୨୦୨୫-୨୬ ଶିକ୍ଷାବର୍ଷରେ ରାଜ୍ୟର ୨୩୭୫ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୫ଲକ୍ଷ ୬୦ ହଜାର ୧୫୭ ସିଟ୍‌ରେ ନାମଲେଖା ହେବ।

କଲେଜ୍ ବ୍ୟଥା
କଲେଜ୍ ବ୍ୟଥା

ଆଜି ଠାରୁ ଯୁକ୍ତ ଦୁଇ ନାମଲେଖା ପ୍ରକ୍ରିୟା
ଆଜି ଠାରୁ ଯୁକ୍ତ ଦୁଇ ନାମଲେଖା ପ୍ରକ୍ରିୟା

ଆଜିର ନିଯୁକ୍ତି ସୂଚନା
+1
ଆଜିର ନିଯୁକ୍ତି ସୂଚନା

photo content
+3

🟥 ଯୁକ୍ତ ଦୁଇ ପରୀକ୍ଷା ଫଳରେ ଅସନ୍ତୁଷ୍ଟ ଛାତ୍ର ଛାତ୍ରୀଙ୍କ ପାଇଁ ଆସିଲା ରି ଚେକିଂ ଆବେଦନ ତାରିଖ 👉 ମେ' 30ରୁ ଜୁନ 13 ଯାଏଁ ରେଜଲ୍ଟ ରି ଚେକିଂ ପାଇଁ କରିପାରିବେ ଆବେଦନ 👉 +2 କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ପରୀକ୍ଷାର୍ଥୀ କରିପାରିବେ ଆବେଦନ 👉 ବିଷୟ ପିଛା 200 ଟଙ୍କା ଫି' ଦେଇ ରି ଚେକିଂ ପାଇଁ କରିପାରିବେ ଆବେଦନ

🟥 ADMISSION OPEN FOR 2025-26! 📍 NAYAGARH AUTONOMOUS COLLEGE, NAYAGARH, ODISHA 🟡 UG COURSES AVAILABLE 💻 B.Sc. (Computer Science) Hons. 📊 B.Sc. (Information Technology Management) Hons. ✅ Eligibility: +2 Science Discipline (Apply through SAMS) 🟡 PG COURSES OFFERED 🧑‍🤝‍🧑 MSW (Master of Social Work) 💼 M.Com (Master of Commerce) 📚 M.A. in Odia ✅ Eligibility: CPET / Apply through SAMS CONTACT FOR DETAILS 📧 Email: ngrautcol@yahoo.co.in 📱 Phone: 9439723832

🟩 NAYAGARH AUTONOMOUS COLLEGE ADMISSION 📌 SELF FINANCE COURSE ADMISSION
🟩 NAYAGARH AUTONOMOUS COLLEGE ADMISSION 📌 SELF FINANCE COURSE ADMISSION

🟡 ଯୁକ୍ତ୨ ନାମଲେଖା: ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ🟡 ଯୁକ୍ତ୨ ନାମଲେଖା ପାଇଁ ମେ’ ୨୪ (ଶନିବାର) ଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଅନ୍‌ଲାଇନ୍‌ ମାଧ୍ୟମରେ ହେଉଥିବା ଏହି ଆବେଦନ ପ୍ରକ୍ରିୟା ଆସନ୍ତା ଜୁନ୍ ୩୦ ତାରିଖ ଯାଏଁ ଜାରି ରହିବ। ଛାତ୍ରଛାତ୍ରୀମାନେ ସାମ୍‌ସ ପୋର୍ଟାଲରେ ଆବେଦନ କରିପାରିବେ। ଏଥି ପାଇଁ ପିଲାମାନଙ୍କୁ www.samsodisha.gov.in କୁ ଯିବାକୁ ପଡ଼ିବ। ଜୁଲାଇ ୭ରେ ପ୍ରଥମ ମେରିଟ୍ ଲିଷ୍ଟ ବାହାରିବ। ଜୁଲାଇ ୮ରୁ ୧୪ ଯାଏଁ ଆଡମିସନ୍ ପ୍ରକ୍ରିୟା ଜାରି ରହିବ। ଜୁଲାଇ ୨୪ରୁ ଯୁକ୍ତ୨ ପ୍ରଥମ ବର୍ଷର ପାଠପଢ଼ା ଆରମ୍ଭ ହେବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସୂଚନାଯୋଗ୍ୟ, ରାଜ୍ୟରେ ଥିବା ୧୬୦୦ରୁ ଅଧିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ଯୁକ୍ତ୨ କଲେଜ) ସମେତ ସେଲ୍‌ଫ ଫାଇନାନ୍ସିଂ କଲେଜ, ଉପଶାସ୍ତ୍ରୀ ଓ ଧନ୍ଦାମୂଳକ ଶିକ୍ଷା କଲେଜରେ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ମେ ୨୪ରୁ ୱେବ୍‌ସାଇଟରେ କମନ୍‌ ଆପ୍ଲିକେଶନ ଫର୍ମ (ସିଏଏଫ୍‌) ଉପଲବ୍ଧ ହେବ। ଜୁନ ୩୦ ତାରିଖ ପର୍ଯ୍ୟନ୍ତ ଛାତ୍ରୀଛାତ୍ରମାନେ ଆବେଦନ କରିପାରିବେ। ଛାତ୍ରୀଛାତ୍ରମାନେ କେବଳ ଅନ୍‌ଲାଇନରେ ଆବେଦନ କରିପାରିବେ। ଅଫ୍‌ଲାଇନରେ କୌଣସି ଫର୍ମ ଗ୍ରହଣ କରାଯିବ ନାହିଁ। ଫର୍ମପୂରଣ କରିବା ପୂର୍ବରୁ ଛାତ୍ରୀଛାତ୍ରମାନେ ସିଏଏଫ୍‌କୁ ଭଲ ଭାବେ ପଢ଼ିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି।

🟪 SC/ST ବର୍ଗର ଚାକିରି ଆଶାୟୀଙ୍କ ପାଇଁ ବଡ଼ ସୁଯୋଗ -ମାସିକ ୧ ହଜାର ଟଙ୍କା ଷ୍ଟାଇପେଣ୍ଡ ସହ ଦିଆଯିବ ନିଯୁକ୍ତି ଭିତ୍ତିକ ତାଲିମ୍‌ -ଶ୍ରମ ମନ୍ତ୍ରାଳୟ ଅଧୀନ SC/ST ଜାତୀୟ କ୍ୟାରିଅର ସେବା କେନ୍ଦ୍ର ପକ୍ଷରୁ ସୁଯୋଗ -ଅଫିସ ଅଟୋମେସନ, ଆକାଉଣ୍ଟିଂ ଓ ପବ୍ଲିଶିଂ ଆସିଷ୍ଟାଣ୍ଟ ତାଲିମ୍‌ ସୁଯୋଗ -କମ୍ପ୍ୟୁଟର ଆପ୍ଲିକେସନ ସହ ଡେଭଲପମେଣ୍ଟ ଆସୋସିଏଟ୍ ପ୍ରୋଗ୍ରାମ ତାଲିମ୍‌ -ଜୁନ୍‌ ୧୬ ଆବେଦନର ଶେଷ ତାରିଖ, ୧୮ରୁ ୩୦ ବର୍ଷୀୟ କରିପାରିବେ ଆବେଦନ -ଯେଉଁ ପରିବାରର ବାର୍ଷିକ ଆୟ ୩ ଲକ୍ଷରୁ କମ୍ ଲାଭ ପାଇପାରିବେ -ଜୁଲାଇ ପହିଲାରୁ ଆରମ୍ଭ ହେବ ମାଗଣା ତାଲିମ୍

🟨 +2 ନାମଲେଖା ପାଇଁ ଆସନ୍ତାକାଲିଠୁ ଆବେଦନ -ଆସନ୍ତାକାଲିଠୁ ଜୁନ୍ ୩୦ ତାରିଖ ଯାଏଁ ଅନଲାଇନ୍ ଆବେଦନ -ସାମ୍‌ସ ପୋର୍ଟାଲରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ -ଜୁଲାଇ ୭ରେ ବାହାରିବ ପ୍ରଥମ ମେରିଟ୍ ଲିଷ୍ଟ -ଜୁଲାଇ ୮ରୁ ୧୪ ଯାଏଁ ଆଡମିଶନ୍, ୨୪ରୁ ହେବ ପାଠପଢ଼ା

Government provide the FREE off course summer CLASSES OUR OFFICIAL TEAM Organise

👆👆👆👆👆👆👆👆👆👆All should be completed in class

ସାବିତ୍ରୀ ଅମାବାସ୍ୟା ଛୁଟି ମେ ମାସ ୨୭ ତାରିଖ ପରିବର୍ତ୍ତେ ୨୬ ତାରିଖରେ ହେବ: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସାବିତ୍ରୀ ଅମାବାସ୍ୟା ପାଇଁ ସରକାରୀ ଛୁଟିକୁ ମେ ୨୭ ତାରିଖ ପରିବର୍ତ୍ତେ ମେ ୨୬ ତାରିଖରେ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏ ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି। ସୂଚନା ଯୋଗ୍ୟ ଯେ, ଚଳିତ ବର୍ଷ ସାବିତ୍ରୀ ଅମାବାସ୍ୟା ପାଇଁ ସରକାରୀ ଛୁଟି ମେ ମାସ ୨୭ ତାରିଖକୁ ସ୍ଥିରୀକୃତ ହୋଇଥିଲା। ତେବେ ପୁରୀ ମୁକ୍ତି ମଣ୍ଡପ ସହିତ ଅନ୍ୟାନ୍ୟ ଧାର୍ମିକ ଅନୁଷ୍ଠାନ ଓ ପଞ୍ଜିକା ଗଣନକାରୀ ଅନୁଷ୍ଠାନମାନଙ୍କ ସହିତ ଯୋଗାଯୋଗ ପରେ ଏହା ଜଣାଯାଇଛି ଯେ, ୨୬ ତାରିଖରେ ହିଁ ସାବିତ୍ରୀ ଅମାବାସ୍ୟା ପାଳନ କରାଯିବ। ତେଣୁ ଛୁଟି ତାରିଖକୁ ପରିବର୍ତ୍ତନ କରାଗଲା।

ସେପଟେ ବିଳମ୍ବ....ଏପଟେ ପିଲା ପାଠ ଛାଡୁଛନ୍ତି😳
+1
ସେପଟେ ବିଳମ୍ବ....ଏପଟେ ପିଲା ପାଠ ଛାଡୁଛନ୍ତି😳

🟥 +2 ADMISSION INFORMATION
🟥 +2 ADMISSION INFORMATION

SPECIAL OTET EXAM UPDATE
SPECIAL OTET EXAM UPDATE