CAREER STUDY CLASSES 📘📚📝
Открыть в Telegram
Hi 🤝CARRER STUDY CLASSES This group already provided by you 🥇Provide all study material 📚& key to way of success 🏆 🥈we provide all exam related questions with ans our official authority JOIN PLEASE OUR OFFICIAL GROUP https://CarrerStudyClassesPvtLtd
Больше671
Подписчики
Нет данных24 часа
-47 дней
-3930 дней
Архив постов
✅ ସାବାଡ୍ ହେବେ ଅମାନିଆ 'ମୋ ବସ୍' ଡ୍ରାଇଭର
-'ମୋ ବସ୍'ରେ ଲାଗିବ ସ୍ପିଡ୍ ଗଭର୍ଣ୍ଣର
-ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସୂଚନା
-ପ୍ରତି 'ମୋ ବସ୍'ର ସ୍ପିଡ୍ ୪୦ରୁ କମ୍ ରହିବ
-'ବେପରୁଆ ଗାଡ଼ି ଚାଳନା କଲେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ'
-'ଗାଡ଼ିକୁ ଉଠିବା ପୂର୍ବରୁ ଡ୍ରାଇଭର ମଦ ପିଇଛନ୍ତି କି ନାହିଁ ଟେଷ୍ଟ ହେବ'
✅ ପ୍ରଧାନମନ୍ତ୍ରୀ ବିଦ୍ୟାଲକ୍ଷ୍ମୀ ଯୋଜନାକୁ କେନ୍ଦ୍ର କ୍ୟାବିନେଟ ମଂଜୁରୀ
-ପିଏମ୍ ବିଦ୍ୟାଲକ୍ଷ୍ମୀକୁ ମଂଜୁରୀ ନେଇ ପ୍ରଧାନମନ୍ତ୍ରୀଙ୍କ ସୂଚନା
-ସହଜ ସରଳ ଉପାୟରେ ବିଦ୍ୟାର୍ଥୀଙ୍କୁ ମିଳିବ ଶିକ୍ଷା ଋଣ
-ମେଧାବୀ ଛାତ୍ରଛାତ୍ରୀଙ୍କୁ ଶ୍ରେଷ୍ଠ ୮୬୦ ଶିକ୍ଷାନୁଷ୍ଠାନରେ ପଢ଼ିବାକୁ ମିଳିବ ଋଣ
-ପ୍ରତି ବର୍ଷ ପ୍ରାୟ ୨୨ ଲକ୍ଷ ମେଧାବୀ ଛାତ୍ରଛାତ୍ରୀ ଉପକୃତ ହେବେ
ପ୍ରତିଟି ମହିଳାଙ୍କର ସୁରକ୍ଷା ପାଇଁ କମିଶନରେଟ୍ ପୋଲିସ୍ ପ୍ରତିବଦ୍ଧ । ସହରର ପ୍ରତ୍ୟେକ ସ୍ଥାନକୁ ସବୁ ସମୟରେ ମହିଳାମାନଙ୍କ ପାଇଁ ସୁରକ୍ଷିତ କରିବା ପାଇଁ ଟିମ୍ HER ସକ୍ରିୟ ଭାବେ କାର୍ଯ୍ୟ କରୁଅଛି ।
ଜରୁରୀକାଳୀନ ପରିସ୍ଥିତିରେ କଲ୍ କରନ୍ତୁ
📞 HER ଟିମ୍- ୬୩୭୨୫୦୦୪୦୦
📞 ମହିଳା ହେଲ୍ପ୍ ଡେସ୍କ୍ -୧୮୧
🟪 STATE SCHOLARSHIP PORTAL UPDATE
⏰ GREEN PASSAGE SCHOLARSHIP 2024
ଉପରେ ଆବେଦନ ସମ୍ପର୍କିତ ସମସ୍ତ ସୂଚନା ପ୍ରଦାନ କରାଗଲା
☝️☝️☝️☝️☝️☝️☝️☝️☝️☝️☝️☝️☝️
ଓଡ଼ିଶା ରେ ହିନ୍ଦୀ ର ହେଉ, ଉର୍ଦ୍ଦୁ ର ହେଉ। ଆଉ ଯାହା ହେଉଛି ସେମାନଙ୍କର ସର୍ବ ପ୍ରଥମେ ହେଉ। କିନ୍ତୁ ଓଡ଼ିଆ ସବୁବେଳେ ପଛରେ ଥାଉ😏
🟪 UPLOADING OF I.A. and A.C. MARKS FOR ANNUAL HSC EXAMINATION-2025
https://onlineapp.bseodisha.ac.in/AssessmentMarks2025_X_1/User/UserLogin.aspx
STEP BY STEP INSTRUCTIONS FOR FILLING UP OF FORMS FOR ANNUAL HSC EXAMINATION-2025 .
