ru
Feedback
CAREER STUDY CLASSES 📘📚📝

CAREER STUDY CLASSES 📘📚📝

Открыть в Telegram

Hi 🤝CARRER STUDY CLASSES This group already provided by you 🥇Provide all study material 📚& key to way of success 🏆 🥈we provide all exam related questions with ans our official authority JOIN PLEASE OUR OFFICIAL GROUP https://CarrerStudyClassesPvtLtd

Больше
678
Подписчики
-224 часа
-77 дней
-3930 дней
Архив постов
ଚାକିରୀ ଚୋରି ପଛରେ..... ସେଇ ଏକା ଫର୍ମୁଲା - ଡେଙ୍ଗା ମୁଣ୍ଡରେ ଠେଙ୍ଗା
ଚାକିରୀ ଚୋରି ପଛରେ..... ସେଇ ଏକା ଫର୍ମୁଲା - ଡେଙ୍ଗା ମୁଣ୍ଡରେ ଠେଙ୍ଗା

ଆଜିର ନିଯୁକ୍ତି ସୂଚନା
+2
ଆଜିର ନିଯୁକ୍ତି ସୂଚନା

ଧରିତ୍ରୀ କ୍ଲାଇମେଟ ଗ୍ରାଣ୍ଟ ସ୍ଥାନୀୟ ଅଞ୍ଚଳରେ ଜଳବାୟୁ ପରିବର୍ତ୍ତନର ମୁକାବିଲା କ୍ଷେତ୍ରରେ ଓତପ୍ରୋତ ଭାବେ ଜଡ଼ିତ ରହି କାର୍ଯ୍ୟ କରୁଥିବା ଓଡ଼ିଶାର
ଧରିତ୍ରୀ କ୍ଲାଇମେଟ ଗ୍ରାଣ୍ଟ ସ୍ଥାନୀୟ ଅଞ୍ଚଳରେ ଜଳବାୟୁ ପରିବର୍ତ୍ତନର ମୁକାବିଲା କ୍ଷେତ୍ରରେ ଓତପ୍ରୋତ ଭାବେ ଜଡ଼ିତ ରହି କାର୍ଯ୍ୟ କରୁଥିବା ଓଡ଼ିଶାର ଯୁବପିଢ଼ି ଏବଂ ସଂଗଠନଗୁଡ଼ିକଠାରୁ ଆବେଦନ ପତ୍ର ଆହ୍ବାନ କରାଯାଉଛି। ଆମକୁ ପଠାନ୍ତୁ: * ଜଳବାୟୁ ପଦକ୍ଷେପ ସମ୍ପର୍କିତ ନିଜର ଏକ ସଂକ୍ଷିପ୍ତ ବିବରଣୀ (୨୫୦ ରୁ ୩୦୦ ଶବ୍ଦ ମଧ୍ୟରେ) * ୪ଟି ହାଇ ରିଜୋଲ୍ୟୁସନ ଫଟୋ ଏବଂ ଭିଡ଼ିଓ * ଜଳବାୟୁ ପଦକ୍ଷେପ ଉପରେ ନିଜ ଭବିଷ୍ୟତ କାର୍ଯ୍ୟଯୋଜନା ଅନୁରୂପ ପ୍ରକ୍ରିୟା ଅନୁସରଣ କରି ଆପଣ ଅନ୍ୟ ଜଣଙ୍କୁ ମଧ୍ୟ ମନୋନୀତ କରିପାରିବେ। ମନୋନୀତ ବ୍ୟକ୍ତି କିମ୍ବା ସଂଗଠନକୁ ପ୍ରୋତ୍ସାହନ ସ୍ୱରୂପ ଆସନ୍ତା ନଭେମ୍ବରରେ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ଧରିତ୍ରୀ ୟୁଥ୍‍ କନ୍‍କ୍ଲେଭ-୨୦୨୫ରେ ଧରିତ୍ରୀ କ୍ଲାଇମେଟ ଗ୍ରାଣ୍ଟ ପୁରସ୍କାର ପ୍ରଦାନ କରାଯିବ। ଏହି ସ୍ବୀକୃତି ଯୁବ ପରିବେଶବିତ୍‍ଙ୍କୁ ପରିବେଶ ଏବଂ ଜଳବାୟୁ ସୁରକ୍ଷା ଦିଗରେ ଅଧତ୍କ ଅଗ୍ରସର କରାଇବ। ଆବେଦନ କରନ୍ତୁ ➡️ http://tinyurl.com/yk7ct969 ଆବେଦନର ଶେଷ ତାରିଖ: ୩୧ ଅକ୍ଟୋବର ୨୦୨୫

ଆଜିର ନିଯୁକ୍ତି ସୂଚନା
ଆଜିର ନିଯୁକ୍ତି ସୂଚନା

RAVENSHAW UNIVERSITY UPDATE
RAVENSHAW UNIVERSITY UPDATE

INDIAN ARMY RECRUITMENT
INDIAN ARMY RECRUITMENT

SSC UPDATE
SSC UPDATE

କଟକ କଥା
+1
କଟକ କଥା

+2 EXAM UPDATE
+2 EXAM UPDATE

ବଢିଲା ଟଙ୍କା
ବଢିଲା ଟଙ୍କା

UPSC CSE Mains Exam Pattern
UPSC CSE Mains Exam Pattern

🟨 ଯୁକ୍ତ ୨ ପରୀକ୍ଷା ଫର୍ମଫିଲପ୍‌ ନେଇ ତାରିଖ ଘୋଷଣା କଲା CHSE -ରେଗୁଲାର ପରୀକ୍ଷାର୍ଥୀ ଆସନ୍ତା ୨୦ରୁ ନଭେମ୍ବର ୬ ଭିତରେ ଭରିବେ -ଏକ୍ସରେଗୁଲାର ପର
🟨 ଯୁକ୍ତ ୨ ପରୀକ୍ଷା ଫର୍ମଫିଲପ୍‌ ନେଇ ତାରିଖ ଘୋଷଣା କଲା CHSE -ରେଗୁଲାର ପରୀକ୍ଷାର୍ଥୀ ଆସନ୍ତା ୨୦ରୁ ନଭେମ୍ବର ୬ ଭିତରେ ଭରିବେ -ଏକ୍ସରେଗୁଲାର ପରୀକ୍ଷାର୍ଥୀ ଆସନ୍ତା ୧୩ରୁ ୨୫ ଭିତରେ ଫର୍ମ ଭରିବେ -୨୦୦ ଟଙ୍କା ଫାଇନ୍‌ରେ ନଭେମ୍ବର ୧୦ରୁ ୧୪ ମଧ୍ୟରେ ଫର୍ମ ଫିଲଅପ୍‌ -୬ ଶହ ଟଙ୍କା ଫାଇନ୍‌ରେ ନଭେମ୍ବର ୧୭ରୁ ୧୯ ମଧ୍ୟରେ ଭରିପାରିବେ

ଆଧାର ସୂଚନା
ଆଧାର ସୂଚନା

Waaree Energies Ltd. is Hiring!!! Registration Form:👇🏻 https://forms.gle/iUbDZi64ZSZBTqRB7 *Job Location* – 1. Samakhiali,
Waaree Energies Ltd. is Hiring!!! Registration Form:👇🏻 https://forms.gle/iUbDZi64ZSZBTqRB7 *Job Location* – 1. Samakhiali, Kutch, Gujarat  2. Surat, Gujarat *Gender –* Male only *Age:* 18-35 Years Educational qualification: ITI/Diploma`` ____ Date of the Interview: 6 October, 2025 (Monday) Time: 12:00 PM Mode of the Interview: Virtual/Online Mode (Google Meet)

ବିଦ୍ୟୁତ୍ ସେବା ବିଚ୍ଛିନ୍ନ ସମ୍ପର୍କରେ ଅଭିଯୋଗ କରିବା ଅତ୍ୟନ୍ତ ସହଜ ! ଆପଣଙ୍କ ପଞ୍ଜିକୃତ ମୋବାଇଲ ନମ୍ବରରୁ ଆମକୁ ୯୭୭୭୭୭୪୮୪୧ ନମ୍ବରରେ ମିସ୍ଡ କଲ୍
ବିଦ୍ୟୁତ୍ ସେବା ବିଚ୍ଛିନ୍ନ ସମ୍ପର୍କରେ ଅଭିଯୋଗ କରିବା ଅତ୍ୟନ୍ତ ସହଜ ! ଆପଣଙ୍କ ପଞ୍ଜିକୃତ ମୋବାଇଲ ନମ୍ବରରୁ ଆମକୁ ୯୭୭୭୭୭୪୮୪୧ ନମ୍ବରରେ ମିସ୍ଡ କଲ୍ କରନ୍ତୁ । ଏଥି ସହିତ ଆପଣ ମଧ୍ୟ ମେସେଜ ମାଧ୍ୟମରେ ବିଜୁଳି ସେବା ସ୍ୱାଭାବିକ ହେବାର ସମୟ ଜାଣିପାରିବେ ।

OUTR ADMISSION
OUTR ADMISSION

ପ୍ରଦ୍ୟୁମ୍ନ ବଳ ପ୍ରତିଭା ବିକାଶ ପ୍ରତିଯୋଗିତା
ପ୍ରଦ୍ୟୁମ୍ନ ବଳ ପ୍ରତିଭା ବିକାଶ ପ୍ରତିଯୋଗିତା

ବ୍ରଜବନ୍ଧୁ ମେଧାବୃତ୍ତି
ବ୍ରଜବନ୍ଧୁ ମେଧାବୃତ୍ତି

Happy Gandhi Jayanti😍
Happy Gandhi Jayanti😍

Голосовое сообщение01:33