ru
Feedback
CAREER STUDY CLASSES 📘📚📝

CAREER STUDY CLASSES 📘📚📝

Открыть в Telegram

Hi 🤝CARRER STUDY CLASSES This group already provided by you 🥇Provide all study material 📚& key to way of success 🏆 🥈we provide all exam related questions with ans our official authority JOIN PLEASE OUR OFFICIAL GROUP https://CarrerStudyClassesPvtLtd

Больше
675
Подписчики
-124 часа
-87 дней
-3930 дней
Архив постов
☑️ FREE UPSC CIVIL SERVICES COACHING ENTRANCE EXAM UPDATE
☑️ FREE UPSC CIVIL SERVICES COACHING ENTRANCE EXAM UPDATE

☑️ ଆସନ୍ତା ସପ୍ତାହରେ ଓଜେଇଇ ପରୀକ୍ଷା ଫଳ
☑️ ଆସନ୍ତା ସପ୍ତାହରେ ଓଜେଇଇ ପରୀକ୍ଷା ଫଳ

☑️ CPET PG ENTRANCE UPDATE
+1
☑️ CPET PG ENTRANCE UPDATE

📃 ମୁଖ୍ୟ ଖବର(ଓଡ଼ିଆ ଖବରକାଗଜ) ତା - ୦୩/୦୬/୨୦୨୫
+2
📃 ମୁଖ୍ୟ ଖବର(ଓଡ଼ିଆ ଖବରକାଗଜ) ତା - ୦୩/୦୬/୨୦୨୫

👆👆👆👆👆👆👆 live stream achhi All should be join us 🆓🆓🆓🆓🆓🆓🆓 My dear students SUMMER CLASSES OUR OFFICIAL TEAM ORGANISE

**CARRER STUDY CLASSES, TEAM ଆଣିଛି Free ସ୍ମାର୍ଟ କ୍ଲାସର ସୁଯୋଗ OKCL 🎓ଏହି କ୍ଲାସ ଓଡ଼ିଆ ମାଧ୍ୟମର ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ପାଇଁ ଖରା ଛୁଟିକୁ ଉତ୍ତମ ଭାବେ ବ୍ୟବହାର କରି HSC ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ସହିତ 📘 NMMS, 🧮 JMO, 🏆 Olympiads ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତିରେ ବି ଅତ୍ୟନ୍ତ ସହାୟକ ହେବ । 📅 ତାରିଖ: 3 ଜୁନ୍ 2025 🏫 ଶ୍ରେଣୀ: ଦଶମ ଶ୍ରେଣୀ 📘ବିଷୟ - ଭୌତିକ ବିଜ୍ଞାନ (ଆଲୋକ - ପ୍ରତିଫଳନ ଓ ପ୍ରତିସରଣ**

ଜୁନ ୧୫ରେ ହେବାକୁ ଥିବା ନିଟ୍ ପିଜି ୨୦୨୫ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ଏହି ପରୀକ୍ଷାକୁ ଗୋଟିଏ ସିଫ୍ଟରେ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେ
ଜୁନ ୧୫ରେ ହେବାକୁ ଥିବା ନିଟ୍ ପିଜି ୨୦୨୫ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ଏହି ପରୀକ୍ଷାକୁ ଗୋଟିଏ ସିଫ୍ଟରେ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ପରେ ଏନବିଏଏମଏସ ପକ୍ଷରୁ ପରୀକ୍ଷା ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି ।

⬜️ NEET-PG ୨୦୨୫ ପ୍ରବେଶିକା ପରୀକ୍ଷା ସ୍ଥଗିତ -ଜୁନ୍‌ ୧୫ରେ ହେବାକୁ ଥିବା ପରୀକ୍ଷା ସ୍ଥଗିତ -ପରୀକ୍ଷା ସ୍ଥଗିତ ନେଇ ସୂଚନା ଜାରି କଲା NBEMS -୨ ସିଫ୍ଟ ବଦଳରେ ଗୋଟିଏ ସିଫ୍ଟରେ ପରୀକ୍ଷା ପାଇଁ କହିଥିଲେ ସୁପ୍ରିମକୋର୍ଟ -ଗୋଟିଏ ସିଫ୍ଟରେ ପରୀକ୍ଷା ପାଇଁ ଅଧିକ ପରୀକ୍ଷା କେନ୍ଦ୍ର ଦରକାର -ପ୍ରସ୍ତୁତି କରି ପରବର୍ତ୍ତୀ ତାରିଖ ଜଣାଇ ଦିଆଯିବ- NBEMS

live stream achhi All should be join us My dear students SUMMER CLASSES OUR OFFICIAL TEAM ORGANISE

🟪 NIMAPARA AUTONOMOUS COLLEGE SELF FINANCE COURSE ADMISSION
🟪 NIMAPARA AUTONOMOUS COLLEGE SELF FINANCE COURSE ADMISSION

ନବମ ଏବଂ ଦଶମ ଶ୍ରେଣୀ ପିଲା ମାନଙ୍କ ପାଇଁ
+2
ନବମ ଏବଂ ଦଶମ ଶ୍ରେଣୀ ପିଲା ମାନଙ୍କ ପାଇଁ

ପୁଣି ପରୀକ୍ଷା ବିଭ୍ରାଟ
ପୁଣି ପରୀକ୍ଷା ବିଭ୍ରାଟ

PG ADMISSION UPDATE
PG ADMISSION UPDATE

BJB AUTONOMOUS COLLEGE SELF FINANCE COURSE ADMISSION UPDATE
BJB AUTONOMOUS COLLEGE SELF FINANCE COURSE ADMISSION UPDATE

ଆଜିର ନିଯୁକ୍ତି ସୂଚନା
+1
ଆଜିର ନିଯୁକ୍ତି ସୂଚନା

📌📌📌 ରାଉରକେଲା ପୁଲିସ୍ ଜିଲ୍ଲା ପାଇଁ ହୋମଗାର୍ଡ୍ ନିଯୁକ୍ତି 2025 ନିମିତ୍ତରେ ପରୀକ୍ଷା ଯୋଜନା http://rourkelapolice.in ରେ ପ୍ରକାଶିତ ହୋଇଛି। ଏହି ପରୀକ୍ଷା 09.06.2025 ରେ ସକାଳ 6ଟାଠାରୁ ଆରମ୍ଭ ହେବାକୁ ଥିବା ବେଳେ ISPAT ଷ୍ଟେଡିୟମ୍, ସେକ୍ଟର 6, ରାଉରକେଲାରେ ଅନୁଷ୍ଠିତ ହେବ। ଆବେଦକମାନେ ସମୟରୁ ପୂର୍ବରୁ ପହଞ୍ଚିବା ସହିତ କୌଣସି ସନ୍ଦେହ ଥିଲେ ହେଲ୍ପଲାଇନ୍ ନମ୍ବରକୁ ଯୋଗାଯୋଗ କରିପାରିବେ। ଯେଉଁ ଆବେଦକମାନେ ଅନୁପସ୍ଥିତ ରହିବେ, ସେମାନଙ୍କୁ ଅଯୋଗ୍ୟ ଘୋଷଣା କରାଯିବ।

🟨 +୩ ନାମଲେଖା ପାଇଁ ଫର୍ମ ଦାଖଲ ଅବଧି ବୃଦ୍ଧି -ଜୁନ୍‌ ୪ ତାରିଖ ରାତି ୧୧ଟା ୪୫ ଯାଏଁ ଫର୍ମ ଦାଖଲ ଅବଧି ବୃଦ୍ଧି -ଫର୍ମ ଦାଖଲ ଅବଧି ବଢ଼ାଇଲା ଉଚ୍ଚ
🟨 +୩ ନାମଲେଖା ପାଇଁ ଫର୍ମ ଦାଖଲ ଅବଧି ବୃଦ୍ଧି -ଜୁନ୍‌ ୪ ତାରିଖ ରାତି ୧୧ଟା ୪୫ ଯାଏଁ ଫର୍ମ ଦାଖଲ ଅବଧି ବୃଦ୍ଧି -ଫର୍ମ ଦାଖଲ ଅବଧି ବଢ଼ାଇଲା ଉଚ୍ଚ ଶିକ୍ଷା ବିଭାଗ -ଅବଧି ବଢ଼ାଇବାକୁ ଛାତ୍ରଛାତ୍ରୀ ଓ ଅଭିଭାବକ ଦାବି କରିଥିଲେ

🏆 Back-to-back AIR 1 in JEE Advanced! 📍 ALLEN Kota makes it happen! 🔹 2024 – Ved Lahoti (Classroom Student, AIR 1) 🔹 2025
🏆 Back-to-back AIR 1 in JEE Advanced! 📍 ALLEN Kota makes it happen! 🔹 2024 – Ved Lahoti (Classroom Student, AIR 1) 🔹 2025 – Rajit Gupta (Classroom Student, AIR 1) ✨ The AIR 1 legacy lives here!