ru
Feedback
ROYAL EDUCATION

ROYAL EDUCATION

Открыть в Telegram

𝐖𝐞𝐥𝐜𝐨𝐦𝐞 𝐓𝐨 𝐎𝐮𝐫 𝐆𝐫𝐨𝐮𝐩 ❤️ 𝐁𝐞𝐬𝐭 𝐄𝐝𝐮𝐜𝐚𝐭𝐢𝐨𝐧 𝐆𝐫𝐨𝐮𝐩 𝐓𝐡𝐚𝐭 𝐇𝐞𝐥𝐩 𝐘𝐨𝐮. 💎 𝐒𝐭𝐮𝐝𝐲 𝐌𝐚𝐭𝐞𝐫𝐢𝐚𝐥𝐬 , 𝐐𝐮𝐞𝐬𝐭𝐢𝐨𝐧𝐬 , 𝐁𝐨𝐨𝐤𝐬 , 𝐍𝐨𝐭𝐞𝐬 𝐏𝐫𝐨𝐯𝐢𝐝𝐞 𝐓𝐨 𝐲𝐨𝐮 . 📖 𝐁𝐞 𝐇𝐚𝐩𝐩𝐲.🤪

Больше
1 895
Подписчики
Нет данных24 часа
-177 дней
-9230 дней
Архив постов
Pila mane tumo pain Khushi Khabar Board question paper ro front page dekho aamoro target 5k joldi joldi complete koro
Pila mane tumo pain Khushi Khabar Board question paper ro front page dekho aamoro target 5k joldi joldi complete koro

Repost from SMART ODIA
‼️ମାଟ୍ରିକ ପରୀକ୍ଷା; କପି ରୋକିବାକୁ କଡ଼ା ବ୍ୟବସ୍ଥା ! ଦେଢ଼ ଘଣ୍ଟା ପୂର୍ବରୁ ହଲକୁ ଏଣ୍ଟ୍ରି କରିବେ ପିଲା‼️ ପାଖେଇ ଆସିଲାଣି ଛାତ୍ର ଜୀବନର ଗୁରୁତ୍ୱପୂର୍ଣ୍ଣ ସୋପାନ୍ କୁହାଯାଉଥିବା ମାଟ୍ରିକ ପରୀକ୍ଷା । ମଝିରେ ରହିଲା ଆଉ ମାତ୍ର ୨ ସପ୍ତାହ । ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବ ପରୀକ୍ଷା । ଏଥିପାଇଁ ତତ୍ପର ମାଧ୍ୟମିକ ଶିକ୍ଷା ବୋର୍ଡ । କପି ରୋକିବାକୁ ନୂଆ ଫର୍ମୂଲା ସ୍ୱରୂପ ଏଣିକି ଦେଢ ଘଣ୍ଟା ପୂର୍ବରୁ ପରୀକ୍ଷା ହଲକୁ ପଶିବେ ପରୀକ୍ଷାର୍ଥୀ । ଅର୍ଥାତ୍ ସକାଳ ୯ ଟାରେ ପରୀକ୍ଷା ଥିବାବେଳେ ସାଢ଼େ ୭ରୁ ପରୀକ୍ଷା କେନ୍ଦ୍ରକୁ ଛଡାଯିବ ପରୀକ୍ଷାର୍ଥୀଙ୍କୁ । ୮ଟା ୧୫ ମିନିଟ୍ ପରେ ଆଉ କାହାକୁ ପ୍ରବେଶ ଅନୁମତି ମିଳିବନାହିଁ । କେବଳ ସେତିକି ନୁହେଁ ଏଥର ପ୍ରଥମ ଥର ପାଇଁ ସମସ୍ତ ପରୀକ୍ଷା କେନ୍ଦ୍ରରେ ନିଯୁକ୍ତ ରହିବେ ପର୍ଯ୍ୟବେକ୍ଷକ । ପ୍ରଶ୍ନପତ୍ର ଆସିବା ଠାରୁ ପରୀକ୍ଷା ସରି ଉତ୍ତରଖାତା ଯିବା ପର୍ଯ୍ୟନ୍ତ ଟିକିନିଖି ତଦାରଖ କରିବେ । ଏହାର ଦାୟିତ୍ୱ ଦିଆଯିବ ବିଇଓ, ପ୍ରଧାନଶିକ୍ଷକ ଶିକ୍ଷୟିତ୍ରୀଙ୍କୁ । କେବଳ ଏତିକି ନୁହେଁ, ସେଣ୍ଟର ସୁପରିଟେଣ୍ଡେଣ୍ଟଙ୍କ ବ୍ୟତୀତ ପରୀକ୍ଷା ସମୟରେ ଅନ୍ୟ କେହି ବି ପରୀକ୍ଷା କେନ୍ଦ୍ରକୁ ମୋବାଇଲ୍ ନେଇପାରିବେ ନାହିଁ । ଏବର୍ଷ ମାଟ୍ରିକ ପରୀକ୍ଷା ପାଇଁ ଆବେଦନ କରିଛନ୍ତି ୫ ଲକ୍ଷ ୫୧ ହଜାର ୬୧୧ ଛାତ୍ରଛାତ୍ରୀ । ବୋର୍ଡ ପକ୍ଷରୁ ୩ ହଜାର ୭୩ଟି ପରୀକ୍ଷା କେନ୍ଦ୍ର ଏବଂ ଦୁର୍ଗମ ଅଞ୍ଚଳର ୨୧ଟି ପୋଲିସ ଷ୍ଟେସନକୁ ନୋଡାଲ୍ ସେଣ୍ଟର କରାଯାଇଛି । ଆସନ୍ତା ୨୦ରୁ ପରୀକ୍ଷା ଆରମ୍ଭ ହେବାକୁ ଥିବାବେଳେ ମାର୍ଚ୍ଚ ୧୬ ତାରିଖରୁ ଖାତାଦେଖା ଆରମ୍ଭ ହୋଇ ୩୦ ତାରିଖରେ ସରିବ । ତେବେ ଆଗକୁ ସାଧାରଣ ନିର୍ବାଚନ । ସେଥିପାଇଁ ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ କର୍ମଚାରୀଙ୍କୁ ତାଲିମ ଦିଆଯିବ । ପରେ ପୋଲିଂ ଡ୍ୟୁଟି ବି ପଡ଼ିବ ।

Tumo manankoro bodo Khushi Khabar

All student's ehi duhi group re members add kara https://t.me/ROYALEDUACTION2 https://t.me/ROYALEDUACTION Samastanku board questions milijiba tention neba ni ame se bhitare selection number madhya provide kribu

Sabu subject ra important questions aniba na kana ❓
Anonymous voting

MATH MOST IMPORTANT QUESTIONS
MATH MOST IMPORTANT QUESTIONS

All of you thanks for 1k complete

Spbunpila suno board ro question samastankara darakar so sobu pila mane joldi joldi members add koro real board ro question paper milijibo so samaste 3k complete koro mu board question paper kebhe aasibo taro date debi

Ae English ro question and answers practice koruthao
Ae English ro question and answers practice koruthao

Aajithu start

Tumo pain bodo notice jalidi exam aagoru 3k complete koro tumoku board ro question milijibo

Samaste suno

Important question paper
+6
Important question paper

photo content
+6

SSC and TLS sample paper
+9
SSC and TLS sample paper

Jodi board question paper darakar tahale target complete koro nohele Jodi darakar nahi tahale diaa jibo ni aau

Pila mu tumoku kohithili je members bodheiba pain kn tume members komeideuchho bodhe tumoro board ro question paper kaharo bi darkar nahi bodhe na kn thik kohili na ok tumo ichha

Board ro question paper Jodi darakar tahale sobu pila mane 200 members add koro and https://youtube.com/@ROYALEDUCATIONDISCUSSION?si=lYgA3I8XU-EGXdIh aeta aamoro youtube ro link subscribe and share koro get first

Board ro question paper objective and subjetive kaharo kaharo darakar

Sobu pila vc re join huo important questions and answers discussion koriba