ru
Feedback
ROYAL EDUCATION

ROYAL EDUCATION

Открыть в Telegram

𝐖𝐞𝐥𝐜𝐨𝐦𝐞 𝐓𝐨 𝐎𝐮𝐫 𝐆𝐫𝐨𝐮𝐩 ❤️ 𝐁𝐞𝐬𝐭 𝐄𝐝𝐮𝐜𝐚𝐭𝐢𝐨𝐧 𝐆𝐫𝐨𝐮𝐩 𝐓𝐡𝐚𝐭 𝐇𝐞𝐥𝐩 𝐘𝐨𝐮. 💎 𝐒𝐭𝐮𝐝𝐲 𝐌𝐚𝐭𝐞𝐫𝐢𝐚𝐥𝐬 , 𝐐𝐮𝐞𝐬𝐭𝐢𝐨𝐧𝐬 , 𝐁𝐨𝐨𝐤𝐬 , 𝐍𝐨𝐭𝐞𝐬 𝐏𝐫𝐨𝐯𝐢𝐝𝐞 𝐓𝐨 𝐲𝐨𝐮 . 📖 𝐁𝐞 𝐇𝐚𝐩𝐩𝐲.🤪

Больше
1 895
Подписчики
Нет данных24 часа
-177 дней
-9230 дней
Архив постов
photo content

My all work is done 👍 . If you read my all selective question you easily score more than 90 . Once agian I said that attend all the questions. Don't blank any questions. All the best 👍

photo content
+1

TOP SELECTIVE 👍
+1
TOP SELECTIVE 👍

*ବିଜ୍ଞାନ ଚିତ୍ର ଅଙ୍କନ* (3 mark) 1.ମାନବ ଚକ୍ଷୁ 2.ମନୁଷ୍ୟ ହୃତପିଣ୍ଡର ଆଭ୍ୟନ୍ତରୀଣ ଗଠନ ଚିତ୍ର 3.ମନୁଷ୍ୟ ହୃତପିଣ୍ଡର ବାହ୍ୟ ଗଠନ 4.ଶୁକ୍ରାଣୁର ଚିତ୍ର 5.ସୌର ସେଲର ଚିତ୍ର 6. ଅମ୍ଳଜାନ ଚକ୍ର 7.ମନୁଷ୍ୟର ରେଚନ ତନ୍ତ୍ର 8.ମନୁଷ୍ୟର ଶ୍ୱାସତନ୍ତ୍ର 9.ଯବକ୍ଷାରଜାନ ଚକ୍ର 10.ମନୁଷ୍ୟର ପାକନଳୀ ଓ ପାକଗ୍ରନ୍ଥି 11.ନେଫ୍ରନ 12.ସ୍ନାୟୁ କୋଷ 13.ସିନାପସ 14.ଗର୍ଭାଶୟର ଚିତ୍ର 15.ମାଲଫିଜିଆନ ପିଣ୍ଡ

ଦୟାକରି ସମସ୍ତେ members add କରନ୍ତୁ ନହେଲେ next exam ପାଇଁ selective ଦିଆଯିବନି , link କୁ ତମ ସାଙ୍ଗ ମାନଙ୍କୁ WhatsApp , instagram ସବୁ ଠାରେ share କରିଦିଅ ନହେଲେ ଦିଆଯିବନି। link ତଳେ ଦେଇଛି ତାକୁ କପି କରିକି ପଠେଇଦିଆ।

Selective ଦିଆଗଲା କିନ୍ତୁ ତୁମେ ମାନେ members add କରୁନ 😔।

SCIENCE SELECTIVE ROYAL EDUCATION (1).pdf1.91 MB

SCIENCE SELECTIVE ROYAL EDUCATION .pdf4.92 KB

photo content
+2

ସନ୍ଧ୍ୟାରେ SCL ର selective important question ଦିଆଯିବ  l Join now https://t.me/ROYALEDUCATIONS10 ☝️☝️☝️☝️

ଷଷ୍ଠ ରୁ ନବମ ଶ୍ରେଣୀ ପିଲାଙ୍କ ପରୀକ୍ଷା ସୂଚନା
ଷଷ୍ଠ ରୁ ନବମ ଶ୍ରେଣୀ ପିଲାଙ୍କ ପରୀକ୍ଷା ସୂଚନା

ଦଶମ_ଜୀବ_ବିଜ୍ଞାନ_ମାରାଥନ_କ୍ଲାସ୍_@Nilesh_Education.pdf34.40 MB

photo content
+1

ALL THE 10TH STUDENTS ତମର NEXT 12TH CLASS ପାଇଁ ଆମ 12TH GROUP ରେ JOIN କରିପାରିବ , କାରଣ ତୁମ ମାନଙ୍କୁ ଯେପରି 10 CLASS ରେ HELP କରାଯାଇଛି ସେପରି 12 CLASS ରେ ବି କରାଯାଏ । https://t.me/ROYALEDUCATIONS12

ବିଜ୍ଞାନ (ଭୌତିକ ବିଜ୍ଞାନ ଓ ଜୀବ ବିଜ୍ଞାନ ) ପରୀକ୍ଷାରେ ବିଜ୍ଞାନ ବିଷୟରେ 100 ମାର୍କରୁ OMR objective question 50 ମାର୍କ ଓ Subjective Question 50 ମାର୍କ ଆସିବ l OMR ରେ ଭୌତିକ ବିଜ୍ଞାନ ( SCP) 25 + ଜୀବ ବିଜ୍ଞାନ ( SCL) 25 =50 ମାର୍କ ପରି subjective ରେ ମଧ୍ୟ ଉଭୟ SCP ଆଉ SCL ରୁ 25+25=50 ମାର୍କ ଆସିବ l ଜାଣିବା କିପରି ମାର୍କ Subjective mark ପରୀକ୍ଷାରେ ଆସିବ l ଭୌତିକ ବିଜ୍ଞାନ ( SCP) 1.ଦୁଇଟି ଦୀର୍ଘଉତ୍ତରମୂଳକ ପ୍ରଶ୍ନ ( long question ) ଆସିବ ଯାହା ପ୍ରତ୍ୟେକ 4 ମାର୍କ ବିଶିଷ୍ଟ ଅଟେ l ( 4 × 2=8) ଉଦାହରଣ :- 1. (a) pH ସ୍କେଲ କଣ ?ଏହାର ଆବଶ୍ୟକତା ଲେଖ l ଏଥିରୁ ଅମ୍ଳ ଓ କ୍ଷାର କିପରି ଚିହ୍ନଟ କରାଯାଏ ? (b) ଧାତୁର ରାସାୟନିକ ଓ ଭୌତିକ ଧର୍ମ ଲେଖ l 2. ତିନିଟି ତିନି ମାର୍କ ବିଶିଷ୍ଟ ପ୍ରଶ୍ନ ଆସିବ ଯାହା ସର୍ବମୋଟ 3×3=9 ଅଟେ l ଉଦାହରଣ :- a.ବ୍ଲିଚି° ପାଉଡରର ପ୍ରସ୍ତୁତି ପ୍ରଣାଳୀ ସମୀକରଣ ସହ ଲେଖି ଦୁଇଟି ବ୍ୟବହାର ଦର୍ଶାଅ l b.ଆଧୁନିକ ପର୍ଯ୍ୟାୟ ସାରଣୀra ବିଭିନ୍ନ ବୈଶିଷ୍ଟ୍ୟ ଆଲୋଚନା କର l c.ସମୀପ ଦୃଷ୍ଟି ଓ ଦୂର ଦୃଷ୍ଟି ମଧ୍ୟରେ ପାର୍ଥକ୍ୟ ଲେଖ l 3. ଚାରିଟି ଅତି ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ ପରୀକ୍ଷାରେ ଆସେ l ଯାହା ପ୍ରତ୍ୟେକ ପ୍ରଶ୍ନ 2 ମାର୍କ ବିଶିଷ୍ଟ ଅଟେ l 2×4=8 ଅଟେ l ଉଦାହରଣ :- a.ଗ୍ରାଫାଇଟ ଓ ହୀରା ମଧ୍ୟରେ 4ଟି ପାର୍ଥକ୍ୟ ଲେଖ l b. ଫ୍ଲେମିଙ୍ଗଙ୍କ ବାମହସ୍ତ ଓ ଦକ୍ଷିଣ ହସ୍ତ ନିୟମ ଲେଖ l c. ଲାଲ ବର୍ଣ୍ଣକୁ କାହିଁକି ବିପଦ ସଂକେତ ରୂପେ ବ୍ୟବହାର କରାଯାଏ l d.ପୃକ୍ତ ଓ ଅପୃକ୍ତ ହାଇଡ୍ରୋକାର୍ବନ ମଧ୍ୟରେ ଦୁଇଟି ପାର୍ଥକ୍ୟ ଲେଖ l *ଜୀବ ବିଜ୍ଞାନ ( SCL)** 1.ଦୁଇଟି ଦୀର୍ଘଉତ୍ତରମୂଳକ ପ୍ରଶ୍ନ ( long question ) ଆସିବ ଯାହା ପ୍ରତ୍ୟେକ 4 ମାର୍କ ବିଶିଷ୍ଟ ଅଟେ l ( 4 × 2=8) ଉଦାହରଣ :- 1. (a) ସମ ବିଭାଜନର ପ୍ରତ୍ୟେକ ଅବସ୍ଥାଗୁଡ଼ିକ ସମ୍ବନ୍ଧରେ ଆଲୋଚନା କର l(ଚିତ୍ର ଅନାବଶ୍ୟକ ) (b) ଅଙ୍ଗୀୟ ଜନନ କଣ ? ଏହାର ବିଭିନ୍ନ ଉପାୟ ଗୁଡ଼ିକ ସମ୍ବନ୍ଧରେ ଲେଖ l 2. ତିନିଟି ତିନି ମାର୍କ ବିଶିଷ୍ଟ ପ୍ରଶ୍ନ ଆସିବ ଯାହା ସର୍ବମୋଟ 3×3=9 ଅଟେ l ଉଦାହରଣ :- a.ମନୁଷ୍ୟ ଶ୍ୱାସକ୍ରିୟାର ଏକ ନାମାଙ୍କିତ ଚିତ୍ର ଅଙ୍କନ କର l b. ଏନଜାଇମ ଓ ହରମୋନ ମଧ୍ୟରେ ପାର୍ଥକ୍ୟ ଦର୍ଶାଅ l c.ବାୟୁ ଅପଜୀବୀ ଓ ବାୟୁ ଉପଜୀବୀ ଶ୍ଵସନ ମଧ୍ୟରେ ପାର୍ଥକ୍ୟ ଦର୍ଶାଅ l 3. ଚାରିଟି ଅତି ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ ପରୀକ୍ଷାରେ ଆସେ l ଯାହା ପ୍ରତ୍ୟେକ ପ୍ରଶ୍ନ 2 ମାର୍କ ବିଶିଷ୍ଟ ଅଟେ l 2×4=8 ଅଟେ l ଉଦାହରଣ :- a.ବେଙ୍ଗ ବିଭିନ୍ନ ଅବସ୍ଥାରେ କିପରି ଶ୍ୱାସକ୍ରିୟା କରେ ? b. ଦଶ ପ୍ରତିଶତ ନିୟମ ଲେଖ l c. କେଉଁ କାରଣରୁ ଆମ ଶରୀରରେ ରକ୍ତ ଜମାଟ ବାନ୍ଧେ ? d.ସୌର ଚୁଲାର ଦୁଇଟି ଉପକାରିତା ଲେଖ l

ତୁମେ ମାନେ ବାରମ୍ବାର QUESTION QUESTION କାଇଁ ହଉଛ , ବାରମ୍ବାର କୁହାଯାଉଛି କି QUESTION କେହି ରଖି ନାହାନ୍ତି SELECTIVE ଦେଲେ ବି QUESTION ମାଗୁଛ ଆରେ ଭାଇ ଆମେ କହୁଛୁ କେହି QUESTION ରଖି ନାହାନ୍ତି ତା ହେଲେ ବାରମ୍ବାର ମାଗୁଛ କାହିଁକି?

photo content
+6

photo content
+9

Fake 💯💯
Fake 💯💯