STUDY WITH KRISHNA SIR ( OSOU)
Открыть в Telegram
ଏହି CHANNEL ରେ ସମସ୍ତ OSOU ର ଅଫିସିଆଲ୍ ନୋଟିସ, SSB CLS,UGC NET ଏହି ଭଳି ସମସ୍ତ JOB ର ତଥ୍ୟ ମଧ୍ୟ ପାଇ ପାରିବେ
Больше2 141
Подписчики
Нет данных24 часа
-17 дней
-1430 день
Архив постов
ASSIGNMENT MRK ସବୁ ଆସିଗଲାଣି ଟିକେ CHECK କର 4TH SEM ର
ଆଉ ଯେଉଁ ମାନଙ୍କ ଆସି ନାହିଁ ଆସିଯିବ
ଆସନ୍ତା କାଲି ହେଉଚି ଶେଷ ଦିନ form fillup ପାଇଁ ଯେଉଁ ମାନେ କରି ନାହାନ୍ତି କରି ନେବେ
ଏହି CHANNEL ରେ join କରି jao କାରଣ ଖୁବ୍ ଶୀଘ୍ର TELEGRAM ବନ୍ଦ ହେବାକୁ ଯାଉ ଅଛି ଯାହାଦ୍ଵାରା ଆଉ କିଛି UPDATE ପାଇବେ ନାହିଁ ତେଣୁ ସମସ୍ତେ ଏହି CHANNEL ରେ JOIN ହେଇ ଯାଆନ୍ତୁ
Follow the STUDY WITH KRISHNA SIR channel on WhatsApp: https://whatsapp.com/channel/0029VaAh7EiGpLHKXZ95Ka0S
ଏଥି ରେ join ହେଲେ କୌଣସି ପ୍ରକାର ର ଆପଣ ମାନଙ୍କ no କାହାକୁ show ହବ ନାହି ଆପଣ ପୁରା ନିର୍ଭୟରେ ରହି ପାରିବେ
University Grants Commission (UGC)-NET | India
https://ugcnet.ntaonline.in/frontend/web/admitcard/admit-card-cbt
DOWNLOAD UR ADMIT CARD
ସମସ୍ତ ଭାଇ ଓ ଭଉଣୀ ମାନଙ୍କୁ ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା
ପ୍ରଭୁ ଜଗନ୍ନାଥ ସମସ୍ତ ଭଉଣୀ ମାନଙ୍କୁ ଘଣ୍ଟ ଘୋଡେ଼ଇ ରଖି ଥାଆନ୍ତୁ
University Grants Commission (UGC)-NET | India
https://ugcnet.ntaonline.in/frontend/web/cityintimationslip/city-intimation-july2024
Уже доступно! Исследование Telegram 2025 — ключевые инсайты года 
