1 643
Подписчики
Нет данных24 часа
-37 дней
-3130 день
Архив постов
Grevency option band achhi samaste tike toll free no re cal kari kuha form fillup pain
Asijiba option
ଖୁସି ଖବର OSOU ର
NEW ADMISSION
NOVEMBER OR DECEMBER ରେ ଆସି ପାରେ
କିଛି ପିଲା ଏ ଯାଏଁ ଫର୍ମ FILLUP କରି ପାରି ନାହାଁନ୍ତି ଦୟା କରି ତମେ ମାନେ ସମସ୍ତେ ଟିକେ
GREVENCY ପକେଇବ ଯେ SIR PUNI ଥରେ FORM FILLUP ପୋର୍ଟାଲ OPEN KARAA ଯାଉ ଆମ ସାଙ୍ଗ ମାନେ ଫର୍ମ FILLUP କରି ପାରି ନାହାଁନ୍ତି
ଦୟା କରି ସମସ୍ତେ ପକେଇବେ
କାରଣ ଆପଣ ମାନଙ୍କ ଗୋଟେ GREVENCY ଅନ୍ୟ ପିଲା ର ଗୋଟିଏ ସେମିଷ୍ଟର BACK ରୁ ବଞ୍ଚିତ କରିବ
ଆପଣଙ୍କ ପ୍ରିୟ
KRISHNA SIR
ଆଉ ମାତ୍ର 23 ଦିନ ବାକି ରହିଲା 2ୟ SEMESTAR exam କୁ ଯେଉଁ ମାନେ ପଢା ପଢ଼ି କରି ନାହାନ୍ତି ଏବେ ବି ସମୟ ଅଛି କରନ୍ତୁ
ଆଉ ମାତ୍ର ଅଳ୍ପ ସମୟ ରହିଲା ଫର୍ମ ପୂରଣ ର ଯେଉଁ ମାନେ କରି ନାହାନ୍ତି କରି ନେବେ
Ending time 11.30 pm
Payment କରି ସାରିବା ପରେ ଯଦି success ହଉ ନାହି ତାହେଲେ ପୁନର୍ବାର payment କରିବେ
Mail kimba grevency ଦେଲେ ଆଜି ଆଉ ହବ ନାହି
ଆଜି ହେଉଛି ଶେଷ ଦିନ 2ୟ ସେମିଷ୍ଟର ପାଇଁ form fillup ର
ଯେଉଁ ମାନେ କରି ନାହାନ୍ତି କରି ନେବେ
ଆସନ୍ତା କାଲି ହେଉଛି ଶେଷ ଦିନ ଯେଉଁ ମାନେ form fillup କରି ନାହାନ୍ତି କରି ନେବେ
ଯେଉଁ ମାନେ ଏ ବିଷୟ ରେ worried ହେଉଥିଲେ ଗୋଟିଏ advocate ଙ୍କ ସହ ଯୋଗା ଯୋଗ କରି ବୁଝିଲୁ ଯେ
ଯେଉଁ ମାନେ ମୌଳିକ degree ଅର୍ଥାତ୍ ବିନା କୌଣସି +3 ନ କରି ଯଦି direct open University ରୁ ଯଦି pg କରିଲେ ତାହା valid ନୁହ
ଆଉ ମାତ୍ର ଦୁଇ ଦିନ ରହିଲା
FORM FILLUP ପାଇଁ ଯେଉଁ ମାନେ କରି ନାହାନ୍ତି କରି ନେବେ
Уже доступно! Исследование Telegram 2025 — ключевые инсайты года 
