Adarsha Classes 10th(Group)
Открыть в Telegram
❣️ Education Breeds Confidence, Confidence Breeds Hope and Hope Breeds Peace
БольшеСтрана не указанаКатегория не указана
179
Подписчики
Нет данных24 часа
Нет данных7 дней
Нет данных30 дней
Архив постов
Repost from Nilesh Education News information
🛑ସ୍କୁଲ୍ରେ କେତେ ଘଣ୍ଟା ହେବ ପାଠପଢ଼ା? ସମୟ ଧାର୍ଯ୍ୟ କଲେ ସରକାର🛑
ରାଜ୍ୟରେ ଖୋଲିବ ସମସ୍ତ ଶିକ୍ଷାନୁଷ୍ଠାନ। ଏଥିପାଇଁ ଗୁରୁବାର ସରକାର ନିର୍ଦ୍ଦେଶ ଦେଇଛନ୍ତି। ପ୍ରଥମେ ଆସନ୍ତା ୭ ତାରିଖରୁ ଅଷ୍ଟମ ଶ୍ରେଣୀରୁ ଧରି କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବ। ତା’ପରେ ଫେବ୍ରୁଆରୀ ୧୪ ତାରିଖରୁ କେଜିରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ୍ ଖୋଲିବ। ଏହାକୁ ଦୃଷ୍ଟିରେ ରଖି ସ୍କୁଲ୍ ଗୁଡ଼ିକ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମୟ ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି। ଅର୍ଥାତ୍ ସ୍କୁଲ୍ରେ କେଉଁ ଶ୍ରେଣୀ ପିଲାଙ୍କୁ କେତେ ଘଣ୍ଟା ପାଠପଢ଼ା ଯିବ ସେ ନେଇ ସମୟ ଧାର୍ଯ୍ୟ କରାଯାଇଛି।
Join us :- N.N. Education📖 (odia medium)
https://t.me/NNEducations
ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ସ୍କୁଲ୍ରେ ୧୦ଟାରୁ ୧ଟା ପର୍ଯ୍ୟନ୍ତ ପଢ଼ିବେ। କିନ୍ତୁ ନବମ ଓ ଦଶମ ଶ୍ରେଣୀ ପିଲାଙ୍କ କ୍ଲାସ୍ ୧୦ଟାରୁ ୪ଟା ପର୍ଯ୍ୟନ୍ତ ହେବ। ସେହିପରି ଯୁକ୍ତ ଦୁଇର ଉଭୟ ବର୍ଷର ଛାତ୍ରଛାତ୍ରୀଙ୍କ ଶ୍ରେଣୀଗୃହ ପାଠପଢ଼ା ୧୦ଟାରୁ ୪ଟା ପର୍ଯ୍ୟନ୍ତ ହେବ।
ଏହା ସହିତ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଯୋଗ୍ୟ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟାହ୍ନ ଭୋଜନରେ ଶୁଖିଲା ଖାଦ୍ୟ ଦେବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
ସୂଚନାଯୋଗ୍ୟ, ଉଚ୍ଚଶିକ୍ଷା ବିଭାଗ ଆଜି ଏହା ଅଧୀନରେ ଥିବା ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ ଗୁଡ଼ିକୁ ୬ ତାରିଖରୁ ହଷ୍ଟେଲ ଖୋଲା କରିବାକୁ ନିର୍ଦ୍ଦେଶ ଦେଇଛି।
https://t.me/l8Q8ppK0OhFkMDFl
All join for study better and more education updates
Repost from Nilesh Education News information
Join more information..:- https://t.me/NN_Education_odiamedium
