ru
Feedback
Sukant Tutorial

Sukant Tutorial

Открыть в Telegram

Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial

Больше

📈 Аналитический обзор Telegram-канала Sukant Tutorial

Канал Sukant Tutorial (@sukanttutorial) является активным участником. Сейчас сообщество объединяет 12 275 подписчиков, занимая 16 341 место в категории Образование и 33 207 место в регионе Индия.

📊 Показатели аудитории и динамика

С момента создания невідомо проект демонстрирует стремительный рост, собрав аудиторию из 12 275 подписчиков.

Согласно последним данным от 09 июля, 2026, канал показывает стабильную активность. За последние 30 дней изменение числа участников составило -192, а за последние 24 часа — 19, при этом общий охват остаётся высоким.

  • Статус верификации: Не верифицирован
  • Уровень вовлечённости (ER): Средний показатель вовлечённости аудитории составляет 16.44%. В первые 24 часа после публикации контент обычно набирает 4.22% реакций от общего числа подписчиков.
  • Охват публикаций: В среднем каждый пост получает 2 016 просмотров. В течение первых суток публикация набирает 517 просмотров.
  • Реакции и взаимодействия: Аудитория активно поддерживает контент: среднее количество реакций на один пост — 3.

📝 Описание и контентная политика

Автор описывает ресурс как площадку для выражения субъективного мнения:
Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial

Благодаря высокой частоте обновлений (последние данные получены 10 июля, 2026) канал поддерживает актуальность и высокий уровень охвата публикаций. Аналитика показывает, что аудитория активно взаимодействует с контентом, что делает его важной точкой влияния в категории Образование.

12 275
Подписчики
+1924 часа
-307 дней
-19230 день
Архив постов
photo content

ଜାତୀୟ ଆୟଭିତ୍ତିକ ମେଧାବୃତ୍ତି (NMMS) ପରୀକ୍ଷା ୨୦୨୧-୨୨ Official Notice Out Now , Online Apply Full Process & Last Date of Online Apply Check Link 👇👇 https://youtu.be/59wuV_cD5-M

photo content

photo content

😂......
😂......

✅ BSE ODISHA ADMIT CARD UPDATE ⭕ MADHYAMA CLASS-X, SUMMATIVE ASSESSMENT -I ➡️ https://cutt.ly/TUnr3Fa ⭕ CLASS-X CORRESPONDENCE COURSE, SUMMATIVE ASSESSMENT – I ➡️ https://cutt.ly/MUntusO ⭕ CLASS-X, SUMMATIVE ASSESSMENT – I ➡️ https://cutt.ly/AUntzwF

ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶଙ୍କ ବଡ ଘୋଷଣା ।ଜାନୁଆରୀ ୩ରୁ ଖୋଲିବ ପ୍ରାଥମିକ ସ୍କୁଲ । ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲାଙ୍କ ଖୋଲିବ ସ୍କ
ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶଙ୍କ ବଡ ଘୋଷଣା ।ଜାନୁଆରୀ ୩ରୁ ଖୋଲିବ ପ୍ରାଥମିକ ସ୍କୁଲ । ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲାଙ୍କ ଖୋଲିବ ସ୍କୁଲ

✅ଜାନୁଆରୀ ୩ରୁ ଖୋଲିବ ପ୍ରଥମରୁ ପଞ୍ଚମ ଶ୍ରେଣୀ ସ୍କୁଲ ଖୋଲିବା ପ୍ରସଙ୍ଗରେ ଗଣଶିକ୍ଷା ମନ୍ତ୍ରୀଙ୍କ ସାମ୍ବାଦିକ ସମ୍ମିଳନୀ । ଜାନୁଆରୀ ୩ରୁ ଖୋଲିବ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ସ୍କୁଲ । ୨୭ ହଜାର ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ସକାଳ ୯ଟାରୁ ଦିନ ୧୨ଟା ଯାଏଁ ପାଠପଢା ଚାଲିବ । ସମ୍ମେଟିଭ-୧ ପରୀକ୍ଷା ଥିବା ସ୍କୁଲ ୧୦ ତାରିଖରୁ ଖୋଲିବ । ସରକାରଙ୍କ ମାର୍ଗଦର୍ଶିକା ମାନି ସ୍କୁଲରେ ପାଠପଢା ହେବ ।

✅ମାର୍ଚ୍ଚରେ ଶିକ୍ଷକ ନିଯୁକ୍ତି ପରୀକ୍ଷା, ଜାନୁଆରି ୩ରୁ ୩୧ ଯାଏ ଆବେଦନ✅ ହାଇସ୍କୁଲରେ ଖାଲିଥିବା ଶିକ୍ଷକ ପଦ ପୂରଣ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ପରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି। ଆଗ୍ରହୀ ପ୍ରାର୍ଥୀମାନେ ଆସନ୍ତା ୩ ତାରିଖଠାରୁ ଅନ୍‌ଲାଇନ୍‌ରେ ନାମ ପଞ୍ଜୀକରଣ କରି ପାରିବେ। ଉକ୍ତ ଦିନ ପୂର୍ବାହ୍ନ ୧୧ଟାରେ ‘dseodisha.in’ ୱେବସାଇଟ୍‌ରେ ଫର୍ମ ଉପଲବ୍ଧ ହେବ। ଜାନୁଆରି ୩୧ ସନ୍ଧ୍ୟା ୬ଟା ସୁଦ୍ଧା‌ ପ୍ରାର୍ଥୀମାନେ ଆବଶ୍ୟକ ଡକ୍ୟୁମେଣ୍ଟ ସହ ଆବେଦନ କରିପାରିବେ। ଯଦି ପ୍ରାର୍ଥୀମାନେ ଅନ୍ୟ କୌଣସି ଫର୍ମାଟ୍‌ରେ ଆବେଦନ କରିଥିବେ, ତାହାକୁ ଗ୍ରହଣ କରାଯିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି। ମାର୍ଚ୍ଚ ପ୍ରଥମ ସପ୍ତାହରେ ସିବିଟି(କମ୍ପ୍ୟୁଟର ବେସ୍‌ଡ ଟେଷ୍ଟ) ମାଧ୍ୟମରେ ପରୀକ୍ଷା ଅନୁଷ୍ଠିତ ହେବ। ଏଥିପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପରୀକ୍ଷା କେନ୍ଦ୍ର କରାଯିବ ବୋଲି ନିର୍ଦ୍ଦେଶାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି। ଏହି ପର୍ଯ୍ୟାୟରେ ୧୧ ହଜାର ୪୦୩ ପଦବି ପାଇଁ ପରୀକ୍ଷା କରାଯିବ। ଟିଜିଟି ଆର୍ଟସ୍‌ରେ ୩୩୦୮, ଟିଜିଟି ସାଇନ୍ସ(ପିସିଏମ୍‌)ରେ ୨୩୭୦, ଟିଜିଟି ସାଇନ୍ସ(ସିବିଜେଡ୍‌)ରେ ୧୫୪୪, ହିନ୍ଦୀରେ ୧୭୫୩, ସଂସ୍କୃତରେ ୧୧୮୮, ତେଲଗୁରେ ୨୨, ପିଇଟିରେ ୧୨୧୮ସିଟ୍‌ ପୂରଣ ହେବ। ଏଥର ବି ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି, ଏସ୍‌ଇବିସି ବର୍ଗଙ୍କ ଲାଗି ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯିବ। ଦିବ୍ୟାଙ୍ଗ ପ୍ରାର୍ଥୀଙ୍କ ଲାଗି ମଧ୍ୟ ସିଟ୍‌ ସଂରକ୍ଷଣ ରହିଛି। ଯେଉଁମାନେ ଆବେଦନ କରିବେ, ସେମାନେ ଓଡ଼ିଆ ଲେଖି ପଢ଼ି ପାରୁଥିବେ। ଦଶମ ଓ ଦ୍ବାଦଶ‌ ଶ୍ରେଣୀରେ ଓଡ଼ିଶା ବିଷୟରେ ଶିକ୍ଷା ଗ୍ରହଣ କରିଥିବା ନିତାନ୍ତ ଆବଶ୍ୟକ। ଓଏସ୍‌ଏସ୍‌ଟିଇଟି(ଓଡ଼ିଶା ସେକେଣ୍ଡାରି ସ୍କୁଲ ଟିଚର୍‌ ଏଲିଜିବିଲିଟି ଟେଷ୍ଟ)ରେ କୃତକାର୍ଯ୍ୟ ହୋଇଥିବା ଦରକାର। ଓଏସ୍‌ଏସ୍‌ଟିଇଟି-୨ ଦେଇଥିବା ପ୍ରାର୍ଥୀ ବି ଆବେଦନ କରିପାରିବେ।

⭕ମାଟ୍ରିକ୍‌ ସମେଟିଭ୍‌-୧ ପରୀକ୍ଷା: ଆଜିଠୁ ଆଡମିଟ୍‌ କାର୍ଡ ପାଇବେ ପରୀକ୍ଷାର୍ଥୀ, ବୁଧବାର କେନ୍ଦ୍ରକୁ ପଠାଯିବ ପ୍ରଶ୍ନପତ୍ର⭕ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ସମେଟିଭ୍‌-୧ ପରୀକ୍ଷା ଲାଗି ବୋର୍ଡ ପକ୍ଷରୁ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ଏହି ପରୀକ୍ଷା ପାଇଁ ମଙ୍ଗଳବାରଠୁ ପରୀକ୍ଷାର୍ଥୀ ଆଡମିଟ୍‌ କାର୍ଡ ପାଇପାରିବେ । ଏଥିଲାଗି ବୋର୍ଡ କାର୍ଯ୍ୟାଳୟ ପକ୍ଷରୁ ରାଜ୍ୟର ବିଭିନ୍ନ ପରୀକ୍ଷା ସେଣ୍ଟରଗୁଡ଼ିକୁ ଆଡମିଡ୍‌ କାର୍ଡ ପଠାଇ ଦିଆଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକମାନେ ପରୀକ୍ଷା ସେଣ୍ଟରରୁ ପରୀକ୍ଷାର୍ଥୀଙ୍କ ଆଡମିଟ୍‌ କାର୍ଡ ନେଇ ନିଜ ବିଦ୍ୟାଳୟରେ ବାଣ୍ଟି ପାରିବେ ବୋଲି ବୋର୍ଡ କର୍ତ୍ତୃପକ୍ଷ କହିଛନ୍ତି । ଅନ୍ୟପକ୍ଷରେ ପରୀକ୍ଷାର୍ଥୀ ଚାହିଁଲେ ବୋର୍ଡ ୱେବସାଇଟ୍‌ରୁ ଆଡମିଡ୍‌ କାର୍ଡ ମଧ୍ୟ ଡାଉନ୍‌ଲୋଡ୍‌ କରିପାରିବେ ବୋଲି ବୋର୍ଡ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ସେହିପରି ନୋଡାଲ୍‌ ସେଣ୍ଟରଗୁଡ଼ିକୁ ବୁଧବାରଠାରୁ ପ୍ରଶ୍ନପତ୍ର ପଠାଇବା କାର୍ଯ୍ୟ ଆରମ୍ଭ ହେବ । ପ୍ରଶ୍ନପତ୍ର ନୋଡାଲ୍‌ ସେଣ୍ଟରରେ ପହଞ୍ଚିବା ପରେ କଡ଼ା ସୁରକ୍ଷା ବ୍ୟବସ୍ଥାରେ ରଖାଯିବ । ଏଥିଲାଗି ସେଣ୍ଟର ଅଧିକାରୀମାନେ ପୁଲିସ୍‌ର ସହାୟତା ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ନୋଡାଲ୍‌ ସେଣ୍ଟରରେ ପ୍ରଶ୍ନପତ୍ରକୁ ପୁଲିସ୍‌ ଜଗି ରହିବା ଲାଗି ବ୍ୟବସ୍ଥା ରହିଛି । ଅନ୍ୟପକ୍ଷରେ କୋଭିଡ୍‌ କଟକଣାରେ ହେବାକୁ ଥିବା ସମେଟିଭ୍‌-୧ ପରୀକ୍ଷା ପରିଚାଳନାରେ କିପରି ସ୍ୱଚ୍ଛତା ବଜାୟ ରଖାଯିବ ସେ ନେଇ ବୋର୍ଡ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ଚିଠି କରାଯାଇଛି । ବୋର୍ଡର ନିର୍ଦ୍ଦେଶକ୍ରମେ ଜିଲ୍ଲାସ୍ତରରେ ଥିବା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପୁଲିସ୍‌ ପ୍ରଶାସନ ଏବଂ ଜିଲ୍ଲା ଶିକ୍ଷାଧିକାରୀମାନେ ସେଣ୍ଟର ସୁପରିଟେଣ୍ଡେଣ୍ଟ, ନୋଡାଲ୍‌ ଅଫିସର, ଡେସପାଚ୍‌ ଅଫିସରମାନଙ୍କୁ ନେଇ ପ୍ରସ୍ତୁତି ବୈଠକ ହୋଇଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ, ରାଜ୍ୟରେ ୮ ହଜାର ୯୩୧ ବିଦ୍ୟାଳୟର ୫ ଲକ୍ଷ ୭୧ହଜାର ୯୩୫ ଜଣ ୧୦ ଶ୍ରେଣୀ ଛାତ୍ରଛାତ୍ରୀ ସମେଟିଭ୍‌ ଆସେସମେଣ୍ଟ୍‌-୧ ପରୀକ୍ଷା ୩ହଜାର ୯୩ଟି କେନ୍ଦ୍ରରେ ଦେବେ ବୋଲି ଧାର୍ଯ୍ୟ ହୋଇଛି

Login & Check Your Selection Information +3 2nd spot admission Please Leave a Comment ❓
Login & Check Your Selection Information +3 2nd spot admission Please Leave a Comment ❓

Every +3 Students, Please Login & Check Your Selection Information.

✅ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କିଶୋର ଟିକାକରଣ ପାଇଁ ନିୟମାବଳୀ ଜାରି ⭕ କିଶୋରଙ୍କୁ କେବଳ କୋଭାକ୍ସିନ ଟିକା ଦିଆଯିବ ⭕ କିଶୋରଙ୍କ ପାଇଁ ଜାନୁଆରୀ ୩ରେ ଆରମ୍ଭ ହେବ ଟିକାକରଣ ⭕ଜାନୁଆରୀ ପହିଲାରୁ ହେବ ପଞ୍ଜୀକରଣ ⭕ କୋୱିନ ଆପ୍‌ରେ ପଞ୍ଜୀକରଣ କରିପାରିବେ କିଶୋର ⭕ ଟିକାକରଣ ପାଇଁ ଛାତ୍ରଛାତ୍ରୀମାନେ ନିଜର ପରିଚୟ ଦେଖାଇ ନାମ ପଞ୍ଜୀକରଣ କରିପାରିବେ ⭕ ୧୫ରୁ ୧୮ ବର୍ଷ ପର୍ଯ୍ୟନ୍ତ ବୟସ୍କ କିଶୋରଙ୍କୁ କେବଳ ଦିଆଯିବ କୋଭାକ୍ସିନ ⭕ ସ୍ବାସ୍ଥ୍ୟକର୍ମୀ ଓ ବରିଷ୍ଠଙ୍କୁ ଟିକା ନେବାର ୯ ମାସ ପରେ ମିଳିବ ବୁଷ୍ଟର ଡୋଜ ⭕ ଉଭୟ ଡୋଜର ୯ ମାସ ବା ୩୯ ସପ୍ତାହ ପରେ ବୁଷ୍ଟର ଡୋଜ

ବ୍ରଜବନ୍ଧୁ ମେଧାବୃତ୍ତି -୨୦୨୨ ।ପଞ୍ଜିକରଣ ଶେଷ ତାରିଖ- ୧୦.୦୧.୨୦୨୨
ବ୍ରଜବନ୍ଧୁ ମେଧାବୃତ୍ତି -୨୦୨୨ ।ପଞ୍ଜିକରଣ ଶେଷ ତାରିଖ- ୧୦.୦୧.୨୦୨୨

photo content

photo content