ru
Feedback
Sukant Tutorial

Sukant Tutorial

Открыть в Telegram

Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial

Больше

📈 Аналитический обзор Telegram-канала Sukant Tutorial

Канал Sukant Tutorial (@sukanttutorial) является активным участником. Сейчас сообщество объединяет 12 273 подписчиков, занимая 16 341 место в категории Образование и 33 207 место в регионе Индия.

📊 Показатели аудитории и динамика

С момента создания невідомо проект демонстрирует стремительный рост, собрав аудиторию из 12 273 подписчиков.

Согласно последним данным от 09 июля, 2026, канал показывает стабильную активность. За последние 30 дней изменение числа участников составило -192, а за последние 24 часа — 19, при этом общий охват остаётся высоким.

  • Статус верификации: Не верифицирован
  • Уровень вовлечённости (ER): Средний показатель вовлечённости аудитории составляет 16.44%. В первые 24 часа после публикации контент обычно набирает 4.22% реакций от общего числа подписчиков.
  • Охват публикаций: В среднем каждый пост получает 2 016 просмотров. В течение первых суток публикация набирает 517 просмотров.
  • Реакции и взаимодействия: Аудитория активно поддерживает контент: среднее количество реакций на один пост — 3.

📝 Описание и контентная политика

Автор описывает ресурс как площадку для выражения субъективного мнения:
Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial

Благодаря высокой частоте обновлений (последние данные получены 10 июля, 2026) канал поддерживает актуальность и высокий уровень охвата публикаций. Аналитика показывает, что аудитория активно взаимодействует с контентом, что делает его важной точкой влияния в категории Образование.

12 273
Подписчики
+1924 часа
-307 дней
-19230 день
Архив постов
⭕ମାର୍ଚ୍ଚରେ + ୨ ପରୀକ୍ଷା ! ⭕ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ( ସିଏଚ୍‌ଏସ୍‌ଇ ) ଦ୍ବାରା ପରିଚାଳିତ + ୨ ( ଦ୍ୱାଦଶ ) ପରୀକ୍ଷା ପୂର୍ବରୁ ଜାରି ନିୟମାବଳୀ ଅନୁସାରେ ଅନୁଷ୍ଠିତ ହେବ । ଏନେଇ ମୁଖ୍ୟ ଶାସନ ସଚିବ ଗୁରୁବାର ସନ୍ଧ୍ୟାରେ ଘୋଷଣା କରିଛନ୍ତି । ଏହାଦ୍ୱାରା ପରୀକ୍ଷା ପାଇଁ ବାଟ ଫିଟିଛି । ଆସନ୍ତା ମାର୍ଚ୍ଚରେ ପରୀକ୍ଷା କରିବାକୁ ସିଏଚ୍‌ଏସ୍‌ଇ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଉଛି । ତେବେ ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭିନ୍ନମତ ପ୍ରକାଶ ପାଇଛି । + ୨ ପରୀକ୍ଷା ନେଇ ପରିଷଦ ପକ୍ଷରୁ ଘୋଷଣା କରାଯାଇ ନ ଥିଲେ ମଧ୍ୟ ମାର୍ଚ୍ଚ ୧୫ ପରେ ପରୀକ୍ଷା କରିବାକୁ ଯୋଜନା କରାଯାଇଛି । ପରିଷଦ ପକ୍ଷରୁ ଶ୍ରେଣୀଗୃହରେ ପାରମ୍ପରିକ ପଦ୍ଧତି ( ଅଫଲାଇନ୍ ) ରେ ପରୀକ୍ଷା କରିବାକୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଫର୍ମପୂରଣ କରିଥିବା ଛାତ୍ରଛାତ୍ରୀଙ୍କ ପ୍ରବେଶପତ୍ର ( ଆଡମିଟ୍‌କାର୍ଡ ) ଓ ପ୍ରଶ୍ନପତ୍ର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । କରୋନା କଟକଣାରେ ପରୀକ୍ଷା କରିବାକୁ ଯୋଜନା କରାଯାଇଛି । କରୋନା ଯୋଗୁଁ ଚଳିତ ବର୍ଷ ପରୀକ୍ଷା କେନ୍ଦ୍ର ସଂଖ୍ୟା ବଢାଇବାକୁ ଲକ୍ଷ୍ୟ ରଖଯାଇଛି । ଖୁବ୍‌ଶୀଘ୍ର ଏନେଇ ବୈଠକ କରାଯିବା ସହ ନିଷ୍ପତ୍ତି ନିଆଯିବ । ଅନ୍ୟପକ୍ଷରେ ପରୀକ୍ଷା ବିପକ୍ଷରେ ଗୋଟିଏ ଗୋଷ୍ଠୀ ରାସ୍ତାକୁ ଓହ୍ଲାଇ ଥିବାବେଳେ ସପକ୍ଷରେ ଅନ୍ୟ ଏକ ଗୋଷ୍ଠୀ ବିକ୍ଷୋଭ କରିଛନ୍ତି । କରୋନା ଯୋଗୁଁ ପାଠପଢା ପ୍ରଭାବିତ ହୋଇଥିବାରୁ ବିକଳ୍ପ ମୂଲ୍ୟାୟନ ପ୍ରକ୍ରିୟାରେ ତ୍ରୈମାସିକ ଅଙ୍କ ଆଧାରରେ ଫଳ ପ୍ରକାଶ କରିବାକୁ ଗୋଟିଏ ଗୋଷ୍ଠୀ ଦାବି କରିଛନ୍ତି । ଏହି ଗୋଷ୍ଠୀ ଛାତ୍ରଛାତ୍ରୀ ଆଜି ରାଜଧାନୀର ମାଷ୍ଟରକ୍ୟାଣ୍ଟିନ ଛକଠାରେ ଧାରଣା ଦେବା ସହ ପ୍ରତିବାଦ କରିବା ଯୋଗୁଁ କିଛି ସମୟ ପାଇଁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । Sukant Tutorial

photo content

⭕ସୂର୍ଯ୍ୟ ଉଦୟ ଓ ଅସ୍ତ ବେଳେ କାହିଁକି ଲାଲ ରଙ୍ଗ ଦେଖାଯାଏ ?⭕ ଏହି ବୈଜ୍ଞାନିକ ପକ୍ରିୟାର ରହସ୍ୟ ରେଲି ସ୍କେଟରିଂ (Rayleigh Scattering) ରେ ରହିଛି। ଉନବିଂଶ ଶତାବ୍ଦୀ‌ରେ ବ୍ରିଟେନର ବୈଜ୍ଞାନିକ ଲର୍ଡ ରେଲି ଲାଇଟ୍ ସ୍କେଟରିଂ ବିଷୟରେ କହିଥିବା ପ୍ରଥମ ବ୍ୟକ୍ତି ଥିଲେ। ଏହି ପକ୍ରିୟା ହୋଇଥାଏ ଯେବେ ସୂର୍ଯ୍ୟଙ୍କ କିରଣ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିଥାଏ ଓ ପୁଣିଥରେ ଧୂଳି ଓ ମାଟିର କଣିକା ସହ ମାଡ ହୋଇ ବ୍ୟାପିଥାଏ। କିନ୍ତୁ ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତର ସମୟ ସେଭଳି ହୋଇନଥାଏ ସୂର୍ଯ୍ୟ କିରଣରେ ୭ଟି ରଙ୍ଗ ଥାଏ। ଯାହା ଭିତରେ ଇନ୍ଦ୍ରଧନୁ ତିଆରି ହୋଇଥାଏ। ଏହାର ରଙ୍ଗ ବାଇଗେଣୀ, ଘନନୀଳ, ନୀଳ,ସବୁଜ, ହଳଦିଆ, ନାରଙ୍ଗୀ ଓ ଲାଲ ରଙ୍ଗ। ଏଥିରେ ଲାଲ ରଙ୍ଗର ଓ୍ବେଭଲେନଥ୍ ସବୁଠାରୁ ଅଧିକ ହୋଇଥାଏ। ଏହାର ଅର୍ଥ ନାଲି ରଙ୍ଗ ସବୁଠାରୁ ଅଧିକ ଦୂର ପର୍ଯ୍ୟନ୍ତ ନଜର ଆସିଥାଏ। ସୂର୍ଯ୍ୟ ଯେତେବେଳେ ଉଦୟ କିମ୍ବା ଅସ୍ତ ହୋଇଥାନ୍ତି ତେବେ ବାକି ୬ଟି ରଙ୍ଗ ଦୂର କାରଣରୁ ନଜର ଆସିନଥାନ୍ତି ଯେତେବେଳେ ସୂର୍ଯ୍ୟ ଚମକିଥାଏ ତେବେ ବର୍ଷାର ବୁନ୍ଦା ଆକାଶରେ ନାଚୁରାମ ଫ୍ରିଜମ୍ ପ୍ରସ୍ତୁତ କରିଦେଇଥାଏ। ଯାହାଫଳରେ ଲାଇଟ୍ ସ୍କେଟରିଂ (Light Scattering) ପକ୍ରିୟା ହୋଇଥାଏ ଓ ଇନ୍ଦ୍ରଧନୁ ହୋଇଯାଇଥାଏ। ଏଥିରେ ମଧ୍ୟ ୭ଟି ରଙ୍ଗରୁ ଲାଲ ରଙ୍ଗ ଅଧିକ ଓ୍ବେଭଲେନ୍ଥ କାରଣରୁ ସବୁଠାରୁ ଉପରେ ଦେଖିବାକୁ ମିଳିଥାଏ।

⚪ସ୍କୁଲକଲେଜ ଓ ଶିକ୍ଷାନୁଷ୍ଠାନ ଖୋଲିବା ନେଇ କେନ୍ଦ୍ର ସରକାର ଜାରି କଲେ ନୂଆ ମାର୍ଗଦର୍ଶିକା⚪ ଦେଶରେ ସ୍କୁଲକଲେଜ ତଥା ଶିକ୍ଷାନୁଷ୍ଠାନ ଖୋଲିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂଆ ମାର୍ଗଦର୍ଶିକା ଜାରି କରାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ କୋଭିଡ ମାର୍ଗଦର୍ଶିକା ମାନି ସ୍କୁଲକଲେଜ ଖୋଲିବା ନେଇ ନିଷ୍ପତ୍ତି ନେଇ ପାରିବେ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ନୂଆ ମାର୍ଗଦର୍ଶିକାରେ ଦର୍ଶାଯାଇଛି ଯେ କୋଭିଡ ନିୟମମାନି ସ୍କୁଲକଲେଜ ତଥା ଶିକ୍ଷାନୁଷ୍ଠାନ ଖୋଲାଯାଇପାରିବ। ସାମାଜିକ ଦୂରତ୍ବ ଜାଗାରେ ଶାରୀରିକ ଦୂରତ୍ବ ଶବ୍ଦ ବ୍ୟବହାର ପାଇଁ ପରାମର୍ଶ ଦିଆଯାଇ କୁହାଯାଇଛି ଯେ ଶାରୀରିକ ଦୂରତ୍ବ ବଜାୟ ପାଇଁ ସ୍କୁଲ ପରିସରରେ ମାର୍କିଂ କରାଯିବ। ସ୍କୁଲରେ କ୍ରୀଡ଼ା ଉତ୍ସବ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ରାଜ୍ୟ ସ୍ଥିର କରିବ। ଟିକାକରଣ ସହ କୋଭିଡ ମାର୍ଗଦର୍ଶିକା ମାନି ସ୍କୁଲକଲେଜ ତଥା ଶିକ୍ଷାନୁଷ୍ଠାନଗୁଡ଼ିକ ଖୋଲାଯାଇପାରିବ ଅପରପକ୍ଷରେ ନୂଆ ଗାଇଡ ଲାଇନରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ସ୍କୁଲକଲେଜକୁ ଆସିବାକୁ ଥିବା ବହୁବିଧ ରୋଗାକ୍ରାନ୍ତ ଥିବା ଛାତ୍ରଛାତ୍ରୀଙ୍କୁ ସ୍ବତନ୍ତ୍ର ଧ୍ୟାନ ଦିଆଯିବ। ସ୍କୁଲ ଆସିବାକୁ ଅଭିଭାବକଙ୍କ ଅନୁମତି ଲୋଡ଼ା କି ନାହିଁ ତାହା ରାଜ୍ୟ ସ୍ଥିର କରିବ। କଣ୍ଟେନମେଣ୍ଟ ଜୋନ୍‌ରେ ରହୁଥିବା ସ୍କୁଲ ବସ ଡ୍ରାଇଭରଙ୍କୁ ସ୍କୁଲ ଆସିବା ପାଇଁ ବାରଣ କରାଯିବ।

✅ ଆସନ୍ତା ୭ରେ ରାଜ୍ୟରେ ଖୋଲିବ ସ୍କୁଲ, କଲେଜ ଓ ବିଶ୍ବବିଦ୍ୟାଳୟ ⭕ ୭ରୁ ଅଷ୍ଟମ ଉପରକୁ କ୍ଲାସ ଖୋଲିବ ⭕ ୧୪ ଫେବୃୟାରୀରୁ କେଜିରୁ ୭ମ ପିଲାଙ୍କ ପାଇଁ ସ୍କୁଲ ଖୋଲିବ ⭕ ସ୍କୁଲ, କଲେଜ ଖୋଲିବା ସହ ପରୀକ୍ଷା ହେବ କହିଲେ ମୁଖ୍ୟ ସଚିବ Join us -https://t.me/SukantTutorial Or What's app group- https://chat.whatsapp.com/CXTRoavjCaa9UVj7ga3s39 ⭕ କେଜିରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ କ୍ଲାସ ପ୍ରମୋସନ ପରୀକ୍ଷା ହେବ ⭕ ଏକାଦଶରୁ ଦ୍ୱାଦଶ ଯିବାକୁ ମଧ୍ୟ କ୍ଲାସ ପ୍ରମୋସନ ପରୀକ୍ଷା ହେବ ⭕ ଉଭୟ ପରୀକ୍ଷା କ୍ଲାସରୁମ୍ ଆସେସମେଣ୍ଟ ମାର୍କ ଅନୁସାରେ କରାଯିବ ⭕ ଦଶମ ଏବଂ ଦ୍ୱାଦଶ ପରୀକ୍ଷା ସେମାନଙ୍କ ବୋର୍ଡ ଆୟୋଜନ କରିବେ ⭕ ଉଚ୍ଚଶିକ୍ଷା ଅନୁଷ୍ଠାନ ପୂର୍ବ ଗାଇଡଲାଇନ ଅନୁସାରେ ପରୀକ୍ଷା କରିବେ ⭕ ହଷ୍ଟେଲ ମଧ୍ୟ ଖୋଲିବା ନେଇ ମୁଖ୍ୟ ଶାସନ ସଚିବଙ୍କ ସୂଚନା ⭕ ନିର୍ଦ୍ଧାରିତ ସମୟରେ ହେବ ପରୀକ୍ଷା, ଏଥିପାଇ ପ୍ରସ୍ତୁତି କରାଯାଉଛି ⭕ ପିଲା ଭଭୟ ଅନଲାଇନ ଓ ଅଫଲାଇନରେ କ୍ଲାସ କରିପାରିବେ ⭕ ଆବଶ୍ୟକ ହେଲେ ଗ୍ରୀଷ୍ମ ଛୁଟି ଅବଧି କମାଇ ପାଠ ପଢ଼ାଯିବ

Join On 7.55 p.m Osepa Youtube Live Streaming Class Links 🔥🔥🔥🔥🔥🔥 👇👇👇👇👇👇 https://youtu.be/lhaQiMCYUZc

OSEPA YOUTUBE LIVE STREAMING CLASSES LINKS 🔥🔥🔥🔥🔥🔥 👇Must Watch👇 https://youtu.be/Bews58JO_jE

⭕ଆସନ୍ତା ୨ ମାସ ଭିତରେ ଖୋଲ ସ୍କୁଲ । ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ⭕ ଆସନ୍ତା ୨ ମାସ ଭିତରେ ସ୍କୁଲ ଖୋଲିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । କୋଭିଡ଼ କଟକଣା ଭିତରେ କିଭଳି ସ୍କୁଲ ଖୋଲାଯାଇପାରିବ ଏନେଇ ରାଜ୍ୟ ସରକାର କୋର୍ଟଙ୍କୁ ଜଣାଇବେ । ତେବେ କୋଭିଡ଼ କଟକଣା ଭିତରେ ସ୍କୁଲ ଖୋଲିବା ନେଇ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା । ଯାହାର ବିଚାର କରି କୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି

Plz...... 🙏 Subscribe this channel ....

Join 10th trigonometry Class Live On 2.30 p.m 🔥🔥🔥🔥🔥🔥 Topic-ତ୍ରିକୋଣମିତି 🔥🔥🔥🔥🔥🔥 Important Class For Formative Assessment 3 🔥🔥🔥🔥🔥🔥 👇👇Must Join👇👇 https://youtu.be/iNl--ApZg3A

7:00PM

ସମୟ ହେଲେ ସମସ୍ତେ Join ହେବେ

https://youtu.be/uIqaGLG8zM0 Today Live Stream Link☝️☝️☝️ Ask Your Every Doubts.... ଆପଣଙ୍କର ପ୍ରଶ୍ନ ......??? ମୋର ଉତ୍ତର ..... Important Achhi & Important Update Scholarship & +2 Board Exam Cancel.... 1. State Scholarship Every Doubts ..... Clear 2. +2 Board Exam 2022 କଣ ହେବ .... Cancel or conduct 3. School & College Open Date ...? 4. +3 Admission Money Refund ? 5. Laptop Distribution 2021-22 6. +3 1st Semester exam ? 7. 10th SA-01 Exam ? ସମସ୍ତେ Join ହେବେ Live Stream ରେ ...🥰🥰

କାଲି ପାଇଁ Ready .... ସମସ୍ତେ କାଲି ଅର୍ଥାତ 1 February 2022 , ସଂନ୍ଧ୍ୟା 7:00PM ରେ Join ହେବ ...ଯାହାର ଯାହା Doubts ଅଛି ସବୁ Clear ହେବ�
କାଲି ପାଇଁ Ready .... ସମସ୍ତେ କାଲି ଅର୍ଥାତ 1 February 2022 , ସଂନ୍ଧ୍ୟା 7:00PM ରେ Join ହେବ ...ଯାହାର ଯାହା Doubts ଅଛି ସବୁ Clear ହେବ👍 ସମସ୍ତେ Join ହେବ