ru
Feedback

Не попадитесь на канал ботавода! Telemetrio находит и помечает такие каналы 👉 Хотите видеть метку — оформите подписку

Sukant Tutorial

Sukant Tutorial

Открыть в Telegram

Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial

Больше

📈 Аналитический обзор Telegram-канала Sukant Tutorial

Канал Sukant Tutorial (@sukanttutorial) является активным участником. Сейчас сообщество объединяет 12 730 подписчиков, занимая 16 028 место в категории Образование и 30 252 место в регионе Индия.

📊 Показатели аудитории и динамика

С момента создания невідомо проект демонстрирует стремительный рост, собрав аудиторию из 12 730 подписчиков.

Согласно последним данным от 24 ноября, 2026, канал показывает стабильную активность. За последние 30 дней изменение числа участников составило 1 095, а за последние 24 часа — -1, при этом общий охват остаётся высоким.

  • Статус верификации: Не верифицирован
  • Уровень вовлечённости (ER): Средний показатель вовлечённости аудитории составляет 17.80%. В первые 24 часа после публикации контент обычно набирает 4.86% реакций от общего числа подписчиков.
  • Охват публикаций: В среднем каждый пост получает 2 266 просмотров. В течение первых суток публикация набирает 619 просмотров.
  • Реакции и взаимодействия: Аудитория активно поддерживает контент: среднее количество реакций на один пост — 16.

📝 Описание и контентная политика

Автор описывает ресурс как площадку для выражения субъективного мнения:
“Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial”

Благодаря высокой частоте обновлений (последние данные получены 25 ноября, 2026) канал поддерживает актуальность и высокий уровень охвата публикаций. Аналитика показывает, что аудитория активно взаимодействует с контентом, что делает его важной точкой влияния в категории Образование.

12 730
Подписчики
-124 часа
-547 дней
+1 09530 дней
Архив постов
ସୁଖ ସେମାନଙ୍କୁ ମିଳି ନଥାଏ ଯେଉଁମାନେ ନିଜ ସର୍ତ୍ତ ଜିତିଥାଆନ୍ତି ,ପ୍ରକୃତରେ ସୁଖ ତ ସେମାନଙ୍କୁ ମିଳିଥାଏ ଯେଉଁମାନେ ଅନ୍ୟର ଖୁସିପାଇଁ ନିଜ ଜୀବନର ସ
ସୁଖ ସେମାନଙ୍କୁ ମିଳି ନଥାଏ ଯେଉଁମାନେ ନିଜ ସର୍ତ୍ତ ଜିତିଥାଆନ୍ତି ,ପ୍ରକୃତରେ ସୁଖ ତ ସେମାନଙ୍କୁ ମିଳିଥାଏ ଯେଉଁମାନେ ଅନ୍ୟର ଖୁସିପାଇଁ ନିଜ ଜୀବନର ସର୍ତ୍ତକୁ ବଦଳାଇ ଦେଇ ଥାଆନ୍ତି । 🙏ଜୟ ଜଗନ୍ନାଥ🙏
23 авг. 2022, 22:13

https://youtu.be/PLsrC3L3nCc ସମ୍ବାଦ ରାଜ୍ୟସ୍ତରୀୟ ବାର୍ଷିକ ପ୍ରତିଯୋଗିତା ୨୦୨୨ ୧ମ ଶ୍ରେଣୀ ରୁ PG ପର୍ଯ୍ୟନ୍ତ ପିଲାମାନଙ୍କ ପାଇଁ ଏହି ପ୍ରତିଯୋଗିତା ....ସମସ୍ତେ ଭାଗ ନିଅନ୍ତୁ Must Watch & Share👆👆
23 авг. 2022, 21:37

photo content
23 авг. 2022, 21:35

🔥ROY TUTORIAL🔥 🔥🔥🔥🔥🔥🔥🔥 Join 10th math Class Live On 7.00 p.m ⏰️⏰️⏰️⏰️⏰️⏰️⏰️ Topic-ସରଳ ସହସମୀକରଣ(TBW) 📖📖📖📖📖📖📖 👇👇👇Must Join👇👇👇 👇👇👇👇👇👇👇👇 https://youtu.be/ene7yquiCTE
23 авг. 2022, 09:06

🙏ଜୟ ଜଗନ୍ନାଥ🙏
🙏ଜୟ ଜଗନ୍ନାଥ🙏
22 авг. 2022, 19:31

✅Samanta Chandra Sekhar Autonomous College Integrated BE.d 2022 ✅Official Notice
✅Samanta Chandra Sekhar Autonomous College Integrated BE.d 2022 ✅Official Notice
21 авг. 2022, 00:30

NRTS ପରୀକ୍ଷାର୍ଥୀମାନଙ୍କର ପ୍ରବେଶ ପତ୍ର (Admit Card) , www.bseodisha.ac.in website ରୁ ତା.29/08/2022ରିଖ ଠାରୁ download କରାଯାଇପାରିବ । ମେଧାବୃତ୍ତି ପରୀକ୍ଷା ତା.06/09/2022 ରିଖ ମଙ୍ଗଳବାର ସକାଳ ୧୦ ଘଟିକାରୁ ମଧ୍ୟାହ୍ନ ୧୨ ଘଟିକା ମଧ୍ୟରେ ନିର୍ଦ୍ଧାରିତ ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହେବ ।
20 авг. 2022, 12:23

ସମସ୍ତେ ଆବେଦନ କରନ୍ତୁ ...... Network Problem ପାଇଁ ... ବହୁତ କଷ୍ଟରେ Video Upload କରିଛି👆👆
20 авг. 2022, 10:44

https://youtu.be/gK3bSoE_RoY ଆସିଗଲା NSP Notice ସମସ୍ତେ ଆବେଦନ କରନ୍ତୁ ମିଳିବ 10,000/- ରୁ ଅଧିକ ଟଙ୍କା
20 авг. 2022, 10:33

photo content
20 авг. 2022, 10:33

🔴ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ବଢିଲା+2 ନାମଲେଖା ଅବଧି 🔴 ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଯୁକ୍ତ ୨ ଛାତ୍ରଛାତ୍ରୀମାନଙ୍କ ନାମଲେଖା ଅବଧିକୁ ବୃଦ୍ଧି କରାଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ଅନୁମୋଦନ କ୍ରମେ ଯୁକ୍ତ ୨ ନାମଲେଖା ନିମନ୍ତେ ପରିବର୍ତ୍ତିତ କାର୍ଯ୍ଯସୂଚୀ ପ୍ରସ୍ତୁତ ହୋଇଛି। ନୂତନ ସୂଚନା ଅନୁଯାୟୀ, ଯୁକ୍ତ ୨  ପ୍ରଥମ ପ୍ରର୍ଯ୍ଯାୟ ନାମଲେଖା ତାରିଖ ଅଗଷ୍ଟ ୧୯କୁ ୨୫ ତାରିଖ ସ୍ଥିର କରାଯାଇଥିବା ବେଳେ ଏହା ଅଗଷ୍ଟ ୩୦ ତାରିଖକୁ ବୃଦ୍ଧି କରାଯାଇଛି। ସେହିପରି ଦ୍ବିତୀୟ ପର୍ଯ୍ଯାୟ ନାମଲେଖା ଅବଧି ସେପ୍ଟେମ୍ବର ୫ରୁ ୭ ତାରିଖ ଥିବାବେଳେ ତାହା ସେପ୍ଟେମ୍ବର ୮ରୁ ୧୦ ତାରିଖ ପର୍ଯ୍ଯନ୍ତ ଘୁଞ୍ଚାଇ ଦିଆଯାଇଛି।  ତତ୍କାଳୀନ ନାମଲେଖା (  ସ୍ପଟ୍ ସିଲେକସନ) ର ଅବଧି ସେପ୍ଟେମ୍ବର ୧୫ ଓ ୧୬ ତାରିଖ ରଖାଯାଇଥିଲା। ବିଭିନ୍ନ ମହାବିଦ୍ୟାଳୟରେ ଏବେ ଏହି ତତକାଳୀନ ନାମଲେଖା ସେପ୍ଟେମ୍ବର ୧୭ରୁ ୨୦ ତାରିଖ ମଧ୍ଯରେ ଅନୁଷ୍ଠିତ ହେବ ବୋଲି ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି।
20 авг. 2022, 09:02

🟨 ASO EXAM NEW SCHEDULE
🟨 ASO EXAM NEW SCHEDULE
20 авг. 2022, 08:59

✅ SSC IMPORTANT UPDATE ✅ Stenographer Grade 'C' & 'D' Examination, 2022
✅ SSC IMPORTANT UPDATE ✅ Stenographer Grade 'C' & 'D' Examination, 2022
20 авг. 2022, 08:58

ବୈଷୟିକ ତ୍ରୁଟି ପାଇଁ ପୁଣି ଘୁଞ୍ଚିଲା ପୁଲିସ ସବ ଇନ୍ସପେକ୍ଟର ପରୀକ୍ଷା, ସୂଚନା ଦେଲେ ଓଡ଼ିଶା ପୁଲିସ ରିକ୍ରୁଟମେଣ୍ଟ ବୋର୍ଡ ଅଧ୍ୟକ୍ଷ
ବୈଷୟିକ ତ୍ରୁଟି ପାଇଁ ପୁଣି ଘୁଞ୍ଚିଲା ପୁଲିସ ସବ ଇନ୍ସପେକ୍ଟର ପରୀକ୍ଷା, ସୂଚନା ଦେଲେ ଓଡ଼ିଶା ପୁଲିସ ରିକ୍ରୁଟମେଣ୍ଟ ବୋର୍ଡ ଅଧ୍ୟକ୍ଷ
20 авг. 2022, 08:58

⭐ରାଜସ୍ୱ ବିଭାଗରେ ସୃଷ୍ଟିହେଲା ୧୯୮ଟି ନୂତନ ପଦ⭐ ରାଜ୍ୟରେ ଲଘୁ ଖଣିଜ ସମ୍ବଦ୍ଧୀୟ ବ୍ୟାପାରର ସୁପରିଚାଳନା ପାଇଁ ରାଜସ୍ୱ ବିଭାଗ କର୍ମଚାରୀଙ୍କ ଆବଶ୍ୟକତା ଅନୁଭୂତ ହୋଇ ଆସୁଛି। ଏହାକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ତହସିଲ, ବନ୍ଦୋବସ୍ତ ଓ ଚକବନ୍ଦୀ ଅଫିସ, ପଞ୍ଜିକରଣ ଅଫିସ, ରାଜସ୍ୱ ନିରୀକ୍ଷକ ତାଲିମ ପ୍ରତିଷ୍ଠାନ ଏବଂ ରାଜସ୍ୱ ପର୍ଷଦ ପାଇଁ ଅତିରିକ୍ତ ପଦର ଆବଶ୍ୟକତା ରହିଛି। ତେଣୁ ଓଡ଼ିଶା ରାଜସ୍ୱ ସେବା(ଗ୍ରୁପ-ବି)ରେ ୧୯୮ଟି ନୂତନ ପଦ ସୃଷ୍ଟି କରାଯିବା ନେଇ ନିଷ୍ପତ୍ତି ନିଆଯାଇଥିଲା। ରାଜସ୍ୱ ବିଭାଗ ପକ୍ଷରୁ ଏ ସମ୍ପର୍କିତ ପ୍ରସ୍ତାବ ଗତ ୧୨ ତାରିଖରେ ରାଜ୍ୟ କ୍ୟାବିନେଟର ଅନୁମୋଦନ ଲାଭ କରିଥିଲା। ଏହି କ୍ରମରେ ଶୁକ୍ରବାର ନୂତନ ଭାବେ ୧୯୮ ପଦ ସୃଷ୍ଟି ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ନୂତନ ପଦକୁ ମିଶାଇଲେ ମୋଟ ପଦ ସଂଖ୍ୟା ୧୨୯୦ରେ ପହଞ୍ଚିବ। ନୂତନ ପଦ ଗୁଡ଼ିକ ମଧ୍ୟରେ ୩୨ ଅତିରିକ୍ତ ତହସିଲଦାର, ୫ ସହକାରୀ ବନ୍ଦୋବସ୍ତ ଓ ଚକବନ୍ଦୀ ଅଧିକାରୀ, ୨ ସହ ନିବନ୍ଧକ, ୧୧ କୋର୍ଟ ଅଫିସର, ୨ ସହକାରୀ ନିର୍ଦ୍ଦେଶକ ଏବଂ ଛୁଟି, ଡେପୁଟେସନ୍‍ ଓ ଟ୍ରେନିଂ ରିଜର୍ଭ ବାବଦରେ ୧୧୮ ଜଣଙ୍କ ପାଇଁ ପଦ ସୃଷ୍ଟି କରାଯିବ
20 авг. 2022, 08:55

⭕ +2 ADMISSION 2022 ⭕ ଅଗଷ୍ଟ ୩୦ ତାରିଖକୁ ବଢ଼ିଲା ଯୁକ୍ତ ଦୁଇ ନାମଲେଖା ଅବଧି I ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଅଗଷ୍ଟ ୩୦ ତାରିଖକୁ ବଢାଗଲା
⭕ +2 ADMISSION 2022 ⭕ ଅଗଷ୍ଟ ୩୦ ତାରିଖକୁ ବଢ଼ିଲା ଯୁକ୍ତ ଦୁଇ ନାମଲେଖା ଅବଧି I ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଅଗଷ୍ଟ ୩୦ ତାରିଖକୁ ବଢାଗଲା ଯୁକ୍ତ ଦୁଇ ନାମଲେଖା ଅବଧି
20 авг. 2022, 08:54

🔥ROY TUTORIAL🔥 👇👇👇👇👇👇 Join 10th Math Class Live On 7.00 p.m 🔥🔥🔥🔥🔥🔥🔥 Topic-ସରଳ ସହସମୀକରଣ(TBW) 🔥🔥🔥🔥🔥🔥🔥 MUST JOIN 👇👇👇👇👇👇👇 https://youtu.be/GQOpYu581GU
20 авг. 2022, 06:06

ଆମ ଅଞ୍ଚଳରେ Network Problem ପାଇଁ Video Upload କରିବା ଏବଂ Upload କରିବା ସମ୍ଭବ ହୋଇପାରୁନୁ ତେଣୁ ଆପଣ ମାନେ ଏ Channel କୁ Subscribers କରିକି ରଖିଥାନ୍ତୁ ...ଏଥିରେ Video Upload ହେବ 👇👇👇👇👇👇👇👇👇👇 Link - https://www.youtube.com/c/SukantCreation
20 авг. 2022, 01:46

https://youtu.be/ttR2f9O4wUo +2 ପାସ୍ ଠାରୁ PG ଏବଂ Technical & Professional ପିଲାଙ୍କୁ ମିଳିବ 15,000/- ରୁ 40,000/- ପର୍ଯ୍ୟନ୍ତ Scholarship Must Watch & Share👆👆
20 авг. 2022, 01:37

ବହୁତ ଶୀଘ୍ର Upload ହେବ😜😜
ବହୁତ ଶୀଘ୍ର Upload ହେବ😜😜
19 авг. 2022, 01:16