ru
Feedback
Sukant Tutorial

Sukant Tutorial

Открыть в Telegram

Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial

Больше

📈 Аналитический обзор Telegram-канала Sukant Tutorial

Канал Sukant Tutorial (@sukanttutorial) является активным участником. Сейчас сообщество объединяет 12 274 подписчиков, занимая 16 321 место в категории Образование и 33 150 место в регионе Индия.

📊 Показатели аудитории и динамика

С момента создания невідомо проект демонстрирует стремительный рост, собрав аудиторию из 12 274 подписчиков.

Согласно последним данным от 10 июля, 2026, канал показывает стабильную активность. За последние 30 дней изменение числа участников составило -172, а за последние 24 часа — 10, при этом общий охват остаётся высоким.

  • Статус верификации: Не верифицирован
  • Уровень вовлечённости (ER): Средний показатель вовлечённости аудитории составляет 17.06%. В первые 24 часа после публикации контент обычно набирает 4.29% реакций от общего числа подписчиков.
  • Охват публикаций: В среднем каждый пост получает 2 094 просмотров. В течение первых суток публикация набирает 526 просмотров.
  • Реакции и взаимодействия: Аудитория активно поддерживает контент: среднее количество реакций на один пост — 3.

📝 Описание и контентная политика

Автор описывает ресурс как площадку для выражения субъективного мнения:
Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial

Благодаря высокой частоте обновлений (последние данные получены 11 июля, 2026) канал поддерживает актуальность и высокий уровень охвата публикаций. Аналитика показывает, что аудитория активно взаимодействует с контентом, что делает его важной точкой влияния в категории Образование.

12 274
Подписчики
+1024 часа
-97 дней
-17230 день
Архив постов
✅ +3 PHASE II ADMISSION UPDATE ✅ WAITING MERIT LIST OF PHASE-II (AFTER DERSERVED SEATS) ➡️https://www.samsodisha.gov.in/Degree/spotadmcategory3_DG.aspx ✅ ଜାଣନ୍ତୁ କେଉଁ କଲେଜ୍ ର କେଉଁ HONS. ରେ କେତେ ସିଟ୍ ଫାଙ୍କା ଅଛି? ➡️https://www.samsodisha.gov.in/Degree/HonoursReportDetails.aspx

photo content

✅ +୩ ସେମିଷ୍ଟର ପରୀକ୍ଷାକୁ ନେଇ ବଡ଼ ଖବର ✅ ଜାଣନ୍ତୁ କେବେ ହେବ ସେମିଷ୍ଟର ପରୀକ୍ଷା?

⭕ଓଜେଏସ୍‌ ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ଓପିଏସ୍‌ସି ଦ୍ୱାରା ପରିଚାଳିତ ଓଡିଶା ଜୁଡିସିଆଲ୍‌ ସର୍ଭିସ୍‌ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ମୋଟ ୫୩ଟି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ମହିଳାଙ୍କ ପାଇଁ ୧୭ଟି ସଂରକ୍ଷିତ ରହିଛି । ଏହାର ବୟସ ସୀମା ସାଧାରଣ ବର୍ଗଙ୍କ ପାଇଁ ସର୍ବଧିକ ୩୫ ବର୍ଷ ରହିଛି ଓପିଏସ୍‌ସିର ଓ୍ୱେବସାଇଟ୍‌ରେ ଏଥିପାଇଁ ଆବେଦନ କରିପାରିବେ । ପ୍ରିଲିମିନାରୀ, ମେନ୍‌ ଏବଂ ସାକ୍ଷାତାକାର ପରେ ସଫଳ ହୋଇଥିବା ଆବେଦନକାରୀମାନେ ନିଯୁକ୍ତି ପାଇବେ

ତର୍କ କରିବାକୁ ହେଲେ କୋୖଣସି ଜ୍ଞାନୀଙ୍କ ସହ କରନ୍ତୁ , ଜିତି ନ ପାରିଲେ ବି କିଛି ଶିଖିପାରିବେ ।। ଆଜିର ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ ..... 🙏🏻 ଜୟ ଜଗନ୍ନାଥ🙏 🌹 ଶୁଭ ସକାଳ🌹

✅ ODISHA GOVT. FREE JEE,NEET & NDA COACHING SCHEME 2021 ✅ DETAILS GUIDELINES HERE ➡️ https://cutt.ly/yYKc8gF

⭕ଶିକ୍ଷକ କର୍ମଶାଳା ପାଇଁ କଳିଙ୍ଗ ହକି ଷ୍ଟାଡିୟମ୍‌ ପ୍ରସ୍ତୁତ: ସାମିଲ ହେବେ ୬୧୩୧ ଶିକ୍ଷକ⭕ ନବନିଯୁକ୍ତ ଶିକ୍ଷକଙ୍କୁ ନିଯୁକ୍ତିପତ୍ର ବଣ୍ଟନ ଲାଗି ଆସନ୍ତା ୧୬ ତାରିଖରେ କଳିଙ୍ଗ ହକି ଷ୍ଟାଡିୟମ୍‌ରେ ବିଶାଳ କାର୍ଯ୍ୟକ୍ରମର ଆୟୋଜନ ହୋଇଛି। କ୍ରୀଡ଼ା ବ୍ୟତୀତ ପ୍ରଥମଥର ଲାଗି ଅନ୍ୟ କୌଣସି କାର୍ଯ୍ୟକ୍ରମ ଲାଗି ଷ୍ଟାଡିୟମ୍‌କୁ ବ୍ୟବହାର କରାଯାଉଛି। ତେଣୁ ସୁରକ୍ଷା ବ୍ୟବସ୍ଥା ବଢ଼ାଯିବା ସହ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଯିବା ଆସିବାରେ ଯେପରି କୌଣସି ଅସୁବିଧା ନ ହୁଏ, ସେଥିପ୍ରତି ଦୃଷ୍ଟି ଦେବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦେଶ ଦିଆଯାଇଛି। ୩୦ ଜିଲ୍ଲାର ୬୧୩୧ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଭୁବନେଶ୍ବରକୁ ଆଣିବା ଲାଗି ୧୨୬ଟି ବସ୍‌ର ବ୍ୟବସ୍ଥା ହୋଇଛି। ‌କେଉଁ ଜିଲ୍ଲାର ଶିକ୍ଷକ ଶିକ୍ଷୟିତ୍ରୀ ଷ୍ଟାଡିୟମ୍‌ର କେଉଁ ଷ୍ଟାଣ୍ଡ୍‌ରେ ବସିବେ ଓ ପ୍ରସ୍ଥାନ କରିବେ ତାହା ବି ସ୍ଥିର କରାଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ତଥ୍ୟ ଅନୁଯାୟୀ, ୬୧୩୧ଜଣ ଶିକ୍ଷକଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରାଯିବା ସହ ସେମାନଙ୍କ କର୍ମଶାଳା କରାଯିବ। ଯେଉଁଥିରେ କଟକ ଜିଲ୍ଲାର ସର୍ବାଧିକ ୪୩୮ଜଣ ରହିଥିବା ବେଳେ ଗଞ୍ଜାମ ଓ ସୁନ୍ଦରଗଡ଼ର ୩୯୧ ଜଣ ଲେଖାଏଁ, ମୟୂରଭଞ୍ଜର ୩୮୨, କେନ୍ଦୁଝରର ୩୫୬, ବଲାଙ୍ଗୀରର ୩୩୦ଜଣ ଶିକ୍ଷକ ଶିକ୍ଷୟିତ୍ରୀ ରହିଛନ୍ତି। ଦେବଗଡ଼ରେ ସର୍ବନିମ୍ନ ୩୨ଜଣ ରହିଥିବା ଜଣାପଡ଼ିଛି। ୧୬ ତାରିଖ କାର୍ଯ୍ୟକ୍ରମରେ ନବନିଯୁକ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସାମିଲ ହେବାକୁ ଥିବାରୁ ୧୫ ତାରିଖରେ ବି ସେମାନଙ୍କୁ ଭୁବନେଶ୍ବରକୁ ଆଣିବାକୁ ଯୋଜନା ପ୍ରସ୍ତୁତ କରାଯାଇଛି। ୧୬ ତାରିଖ ଅପରାହ୍‌ଣ ୩ଟାରୁ କର୍ମଶାଳା ଆରମ୍ଭ ହେବ। ତେଣୁ ଶିକ୍ଷକ ଶିକ୍ଷୟିତ୍ରୀ ଅପରାହ୍‌ଣ ସାମେ ୧ଟା ସୁଦ୍ଧା ଷ୍ଟାଡିୟମ୍‌ରେ ପହଞ୍ଚି ୨ଟା ୩୦ ସୁଦ୍ଧା ସିଟ୍‌ ଦଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁ ବସ୍‌ଗୁଡ଼ିକରେ ସେମାନେ ଆସିବେ, ସେଥିରେ ଏକାପ୍ରକାରର ବ୍ୟାନର୍‌ ଲାଗିବ। ସମସ୍ତ ଜିଲ୍ଲାପାଳ ଏ ଦିଗରେ ପଦକ୍ଷେପ ନେବାକୁ କୁହାଯାଇଛି। ଜଣେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପିଛା ୨୬୦ ଟଙ୍କା ଲେଖାଏଁ ଖର୍ଚ୍ଚ ହେବ। କୋଭିଡ୍‌ କଟକଣାକୁ ଠିକ୍‌ ଭାବେ ପାଳନ କରିବାକୁ କୁହାଯାଇଛି। ଦୂର ଜିଲ୍ଲାରୁ ଆସୁଥିବା ବସ୍‌ ତଥା ରାତିରେ ଚାଲୁଥିବା ବସ୍‌ରେ ଯେପରି ଦୁଇଜଣ ଲେଖାଏଁ ଡ୍ରାଇଭର୍‌ ରହିବେ, ଜିଲ୍ଲା ଶିକ୍ଷା ଅଧିକାରୀମାନେ ସେଥିପ୍ରତି ଗୁରୁତ୍ବ ଦେବେ। କର୍ମଶାଳାକୁ ଆଇ-କାର୍ଡ, ଆଧାର କାର୍ଡ, ପର୍ସ ଓ ଫୋନ୍‌ ବ୍ୟତୀତ କୌଣସି ପ୍ରକାର ବ୍ୟାଗ୍‌ ନେବାକୁ ଅନୁମତି ମିଳିବ ନାହିଁ। ଦକ୍ଷିଣ ଷ୍ଟାଣ୍ଡର ଛାତ ଉପରେ ୩୦୭୮ ସିଟ୍‌ ରହିଥିବା ବେଳେ ସେଠାରେ ୯ଟି ଜିଲ୍ଲାର ୧୯୧୮ ଜଣ ବସିବା ଲାଗି ବ୍ୟବସ୍ଥା ହୋଇଛି। ଗ୍ରାଉଣ୍ଡରେ ୬୨୦ ସିଟ୍‌ ମଧ୍ୟରୁ କଟକ ଜିଲ୍ଲାର ୪୩୮ ଜଣ ବସିବା ଲାଗି ବ୍ୟବସ୍ଥା କରାଯାଇଛି। ଉତ୍ତର ଷ୍ଟାଣ୍ଡର ଛାତ ଉପରେ ଥିବା ୩୦୭୮ ସିଟ୍‌ ମଧ୍ୟରୁ ୧୧ଟି ଜିଲ୍ଲାର ୨୦୧୩ ଜଣ ବସିବା ଲାଗି ସେଠାରେ ବ୍ୟବସ୍ଥା ହୋଇଛି। ଷ୍ଟାଡିୟମ୍‌ର ପଶ୍ଚିମ ଷ୍ଟାଣ୍ଡରେ ଥିବା ୨୬୯୭ ସିଟ୍‌ରେ ୯ଟି ଜିଲ୍ଲାର ୧୭୬୨ ଜଣ ବସିବା ଲାଗି ଯୋଜନା ‌କରାଯାଇଛି। ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ ନବନିଯୁକ୍ତ ଶିକ୍ଷକଙ୍କ ଲାଗି କଳିଙ୍ଗ ଷ୍ଟାଡିୟମ୍‌ରେ ଓରିଏଣ୍ଟେସନ୍‌ କାର୍ଯ୍ୟକ୍ରମ ହେବ। ଅପରାହ୍‌ଣ ୫ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମରେ ଯୋଗଦେବା ସହ ନିଯୁକ୍ତିପତ୍ର ବଣ୍ଟନ କରିବେ। ପ୍ରାଥମିକ ଭାବେ ୫-ଟି ସ୍କୁଲ ଟ୍ରାନ୍ସଫର୍ମେସନ୍‌ କାର୍ଯ୍ୟକ୍ରମରେ ରୂପାନ୍ତରିତ ବିଦ୍ୟାଳୟରେ ଖାଲିଥିବା ଶିକ୍ଷକ ପଦବି ପୂରଣ ହେବ। ଡିସେମ୍ବରରେ ୧୬ ହଜାର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ଦେବା ପାଇଁ ଯୋଜନା ରଖିଥିଲୁ। ପ୍ରଥମ ପର୍ଯ୍ୟାୟରେ ୧୧ ହଜାର ୪୦୦ ପଦ ପାଇଁ ବିଜ୍ଞପ୍ତି ବାହାରିଥିଲା। ସେଥିମଧ୍ୟରୁ ୬୧୩୧ପଦ ପାଇଁ ମନୋନୟନ ସରିଛି। ସଂରକ୍ଷଣ ବ୍ୟବସ୍ଥା ଲାଗି ଅବଶିଷ୍ଟ ୫ ହଜାର ପଦ ପାଇଁ ଯୋଗ୍ୟ ପ୍ରାର୍ଥୀ ମିଳିନାହାନ୍ତି। ନିଯୁକ୍ତି ପାଇଁ ଯେଉଁ କଟ୍‌-ଅଫ୍‌-ମାର୍କ ରଖାଯାଇଥିଲା, ସେମାନେ କ୍ୱାଲିଫାଏ କରିପାରିଲେ ନାହିଁ। ସେଥିପାଇଁ ଆମେ ସପ୍ତାହେ ମଧ୍ୟରେ ଆଉ ଥରେ ବିଜ୍ଞପ୍ତି ପ୍ରକାଶ କରିବୁ। ଯେହେତୁ ସଂରକ୍ଷିତ ବର୍ଗରେ ଆମକୁ ଉପଯୁକ୍ତ ପ୍ରାର୍ଥୀ ମିଳିନାହାନ୍ତି, ତେଣୁ କ’ଣ କୋହଳ କରାଯାଇପାରିବ, ସେନେଇ ବିଶେଷଜ୍ଞଙ୍କ ସହିତ ବିଚାରବିମର୍ଶ କରାଯାଉଛି

photo content

😂
😂

⭕ଯୁକ୍ତ ତିନି ସେମିଷ୍ଟର ପରୀକ୍ଷା ଅପଡେଟ୍ ⭕ ଯୁକ୍ତ ତିନି ସେମିଷ୍ଟର ପରୀକ୍ଷା ଅଫ-ଲାଇନ୍ ହେବାକୁ ନେଇ ଆସିଥିବା ନୋଟିସ୍ ଫେକ୍ ଅଟେ। ଏଭଳି କୌଣସି ନୋଟ
⭕ଯୁକ୍ତ ତିନି ସେମିଷ୍ଟର ପରୀକ୍ଷା ଅପଡେଟ୍ ⭕ ଯୁକ୍ତ ତିନି ସେମିଷ୍ଟର ପରୀକ୍ଷା ଅଫ-ଲାଇନ୍ ହେବାକୁ ନେଇ ଆସିଥିବା ନୋଟିସ୍ ଫେକ୍ ଅଟେ। ଏଭଳି କୌଣସି ନୋଟିସ UGC ଦ୍ଵାରା ପ୍ରକାଶିତ ହୋଇ ନାହିଁ। ଭାରତ ସରକାରଙ୍କ ଦ୍ୱାରା ଏ ଗୁଜବକୁ ଖଣ୍ଡନ କରାଯାଇଛି ଓଡ଼ିଶା ର ପ୍ରତିଷ୍ଠିତ ସମ୍ବାଦପତ୍ର ରେ ପରୀକ୍ଷା ହେବା ନେଇ ଖବର ପ୍ରକାଶିତ ହୋଇ ଥିଲା

✅ +3 SEMESTER BIG UPDATE ✅ ଏଥର ଅଫ-ଲାଇନ୍ ରେ ହେବ ସେମିଷ୍ଟର ପରୀକ୍ଷା!!!
✅ +3 SEMESTER BIG UPDATE ✅ ଏଥର ଅଫ-ଲାଇନ୍ ରେ ହେବ ସେମିଷ୍ଟର ପରୀକ୍ଷା!!!

❇️POST MATRIC SCHOLARSHIP 2021❇️ 🔰 CATAGORY ➡️ ST ➡️ SC ➡️ OBC/SEBC ➡️ EBC 🔰 QUALIFICATION ➡️ +2,+3 ➡️ Polytechnic/ Diploma ➡️ Nursing/Pharmacy ➡️ Technical/Professional ➡️ BBA,BCA ➡️ I.T.I. / I.T.C. ➡️ M. Phill, M. Sc. ➡️ Ph.D, Applied Art ➡️ B. Ed., B. Sc. etc... 🔰 FAMILY INCOME NOT EXCEED Rs. 250000.00 PER ANNUM 🔰 DOCUMENT REQUIRED ➡️ AADHAR CARD ➡️ INCOME CERTIFICATE ➡️ CASTE CERTIFICATE ➡️ RESIDENCE CERTIFICATE ➡️ INCOME CERTIFICATE ➡️ SPECIAL CATAGORY CERTIFICATE ➡️ BANK PASSBOOK COPY ➡️ PASSPORT SIZE PHOTO ➡️ INSTITUTE DECLARATION CERTIFICATE ➡️ MARKSHEET OF LAST EXAM ✅ ONLINE APPLY LAST DATE - 05 -JANUARY-2022

✅ ODISHA POLICE ASSISTANT SUB-INSPECTOR COMMUNICATION REQUIREMENT 2021 ✅ APPLY INSTRUCTION

✅ ODISHA POLICE ASSISTANT SUB-INSPECTOR COMMUNICATION REQUIREMENT 2021 ✅ DETAILED NOTIFICATION HERE

photo content

✅ ଲାପଟପ୍ ଯୋଜନା ନେଇ ବଡ଼ ସୂଚନା ✅ ଜାଣନ୍ତୁ ୨୦୨୦ ମସିହା ର କଟ ଅଫ୍ ତାଲିକା