ru
Feedback
Sukant Tutorial

Sukant Tutorial

Открыть в Telegram

Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial

Больше

📈 Аналитический обзор Telegram-канала Sukant Tutorial

Канал Sukant Tutorial (@sukanttutorial) является активным участником. Сейчас сообщество объединяет 12 251 подписчиков, занимая 16 353 место в категории Образование и 33 219 место в регионе Индия.

📊 Показатели аудитории и динамика

С момента создания невідомо проект демонстрирует стремительный рост, собрав аудиторию из 12 251 подписчиков.

Согласно последним данным от 06 июля, 2026, канал показывает стабильную активность. За последние 30 дней изменение числа участников составило -229, а за последние 24 часа — -12, при этом общий охват остаётся высоким.

  • Статус верификации: Не верифицирован
  • Уровень вовлечённости (ER): Средний показатель вовлечённости аудитории составляет 15.81%. В первые 24 часа после публикации контент обычно набирает 4.28% реакций от общего числа подписчиков.
  • Охват публикаций: В среднем каждый пост получает 1 939 просмотров. В течение первых суток публикация набирает 525 просмотров.
  • Реакции и взаимодействия: Аудитория активно поддерживает контент: среднее количество реакций на один пост — 4.

📝 Описание и контентная политика

Автор описывает ресурс как площадку для выражения субъективного мнения:
Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial

Благодаря высокой частоте обновлений (последние данные получены 07 июля, 2026) канал поддерживает актуальность и высокий уровень охвата публикаций. Аналитика показывает, что аудитория активно взаимодействует с контентом, что делает его важной точкой влияния в категории Образование.

12 251
Подписчики
-1224 часа
-577 дней
-22930 день
Архив постов
🟡 REMINDER ‼️ ✅ LAPTOP DBT SCHEME 2021 ➡️ LAST DATE- 30/04/2022 ✅ OJEE 2022 ONLINE FORM ➡️ LAST DATE- 30/04/2022

Join Our What's app Group For Any Doubts Contact Our Admin Join What's app Group -: https://chat.whatsapp.com/CJDZUPx22zK5fAs8xYIxLD Regards @SukantTutorial

https://youtu.be/Yrxpxc65CKg ଆସିଗଲା Bank Account Scholarship ଟଙ୍କା ଆପଣଙ୍କର ଆସିଛି କି ନାହିଁ ଦେଖନ୍ତୁ ? Must Watch👆👆

ପରୀକ୍ଷାର୍ଥୀ ମାନଙ୍କୁ ଶୁଭକାମନା 💓
ପରୀକ୍ଷାର୍ଥୀ ମାନଙ୍କୁ ଶୁଭକାମନା 💓

ମାଟ୍ରିକ ପରୀକ୍ଷା " ଇଂରାଜୀ " ପରୀକ୍ଷା ପାଇଁ ଟିପସ • ପରୀକ୍ଷା ପୂର୍ବରୁ ମାନସିକ ଭାବେ ପ୍ରସ୍ତୁତି ଆବଶ୍ୟକ • ଇଂରାଜୀ ପରୀକ୍ଷାରେ ବ୍ୟାକରଣ ଗତ ତ୍ର
ମାଟ୍ରିକ ପରୀକ୍ଷା " ଇଂରାଜୀ " ପରୀକ୍ଷା ପାଇଁ ଟିପସ • ପରୀକ୍ଷା ପୂର୍ବରୁ ମାନସିକ ଭାବେ ପ୍ରସ୍ତୁତି ଆବଶ୍ୟକ • ଇଂରାଜୀ ପରୀକ୍ଷାରେ ବ୍ୟାକରଣ ଗତ ତ୍ରୁଟି ଉପରେ ନଜର ରଖିବେ • ପ୍ରଥମେ ଓଏମଆର ପ୍ରଶ୍ନର ଉତ୍ତର ଦେବେ, ଏଥିପାଇଁ ୧ ଘଣ୍ଟା ସମୟ ରହିଛି • ବିଷୟଭିତ୍ତିକ ପ୍ରଶ୍ନଗୁଡିକୁ ଭଲ ଭାବେ ବୁଝି ଉତ୍ତର ଲେଖିବେ • ବିଷୟଭିତ୍ତିକ ପ୍ରଶ୍ନର ଉତ୍ତର ଅଧିକ ନଲେଖି ବିଷୟବସ୍ତୁ ଅନୁଯାୟୀ ଲେଖିବାକୁ ପଡ଼ିବ • ସହଜ ପ୍ରଶ୍ନକୁ ପ୍ରଥମେ ଏବଂ କଷ୍ଟ ଲାଗୁଥିବା ପ୍ରଶ୍ନର ଉତ୍ତର ପରେ ଲେଖିବେ

12th Board exam is the stepping stone for every student’s career and we hope our students shine with their performance in the
12th Board exam is the stepping stone for every student’s career and we hope our students shine with their performance in the exam for this year & pave the path towards their goals. We wish a very good luck to all the students appearing for Board exam.

Details of BSE, Odisha exam information related to conduct of exam, security arrangements, supervision and functioning of con
Details of BSE, Odisha exam information related to conduct of exam, security arrangements, supervision and functioning of control room

ରାଜ୍ୟ ଉଚ୍ଚ ମାଧ୍ୟମିକ ବାର୍ଷିକ ପରୀକ୍ଷା ଏପ୍ରିଲ ୨୮ ତାରିଖରୁ ଆରମ୍ଭ ହେଉଥିବା ପରିପ୍ରେକ୍ଷୀରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ ଶୁଭକାମ
ରାଜ୍ୟ ଉଚ୍ଚ ମାଧ୍ୟମିକ ବାର୍ଷିକ ପରୀକ୍ଷା ଏପ୍ରିଲ ୨୮ ତାରିଖରୁ ଆରମ୍ଭ ହେଉଥିବା ପରିପ୍ରେକ୍ଷୀରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ ଶୁଭକାମନା ଜଣାଇଛନ୍ତି। ସବୁ ପରୀକ୍ଷାର୍ଥୀ ଯେପରି ଚାପମୁକ୍ତ ହେବା ସହିତ ପରୀକ୍ଷାରେ ଉତ୍ତମ ପ୍ରଦର୍ଶନ କରିବେ ସେଥିପାଇଁ ସମସ୍ତଙ୍କୁ ଯତ୍ନବାନ ହେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ଯୁକ୍ତ ୨ ପରୀକ୍ଷା ଦେବାକୁ ଯାଉଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ମୋର ଶୁଭେଚ୍ଛା ଜଣାଉଛି। ଚାପମୁକ୍ତ ହୋଇ ପରୀକ୍ଷାରେ ଉତ୍ତମ ପ୍ରଦର୍ଶନ କରିବା ଦିଗରେ ଯ
ଯୁକ୍ତ ୨ ପରୀକ୍ଷା ଦେବାକୁ ଯାଉଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ମୋର ଶୁଭେଚ୍ଛା ଜଣାଉଛି। ଚାପମୁକ୍ତ ହୋଇ ପରୀକ୍ଷାରେ ଉତ୍ତମ ପ୍ରଦର୍ଶନ କରିବା ଦିଗରେ ଯତ୍ନବାନ ହେବା ସହ ସମସ୍ତଙ୍କର ସଫଳତା ଓ ଉଜ୍ଜ୍ଵଳ ଭବିଷ୍ୟତ କାମନା କରୁଛି।

✅ CYBER SECURITY TIPS କୌଣସି ଅଜଣା ଆପ୍ (THIRD PARTY APP) ରେ କିଛି ଟଙ୍କା ପାଇଁ ନିଜର AADHAR କିମ୍ବା PAN ର DETAILS ଦିଅନ୍ତୁ ନାହିଁ। ଏହା ଆପଣଙ୍କ ଆର୍ଥିକ ସୁରକ୍ଷା ପାଇଁ ଘୋର ବିପଦ ସୃଷ୍ଟି କରେ। ଅନଲାଇନ ବ୍ୟାଙ୍କିଙ୍ଗ ବ୍ୟବହାର ପାଇଁ ଭାରତ ସରକାର କିମ୍ବା RBI ଅନୁମୋଦିତ APP ହିଁ କେବଳ ବ୍ୟବହାର କରନ୍ତୁ 😐 ଆପଣ ଏଭଳି ଆପ ରେ ନିଜର DETAILS ଦେଇଛନ୍ତି କି?

https://youtu.be/v4o6B-tp760 State Scholarship Last Chance For Every Students Must Watch👆👆

ତୁମ ପରି ଛୋଟ ପିଲା ଟିଏ.... ଗାଁ ଚାହାଳି ର ଚାଟ ସିଏ ...🙏 ୧୭୪ ତମ ଜନ୍ମ ଜୟନ୍ତୀ ରେ ପ୍ରବାଦ ପୁରୁଷ ଉତ୍କଳ ଗୌରବ ଶ୍ରୀ ମଧୁସୂଦନ ଦାସ ଙ୍କ ଜନ୍ମ ଜ
ତୁମ ପରି ଛୋଟ ପିଲା ଟିଏ.... ଗାଁ ଚାହାଳି ର ଚାଟ ସିଏ ...🙏 ୧୭୪ ତମ ଜନ୍ମ ଜୟନ୍ତୀ ରେ ପ୍ରବାଦ ପୁରୁଷ ଉତ୍କଳ ଗୌରବ ଶ୍ରୀ ମଧୁସୂଦନ ଦାସ ଙ୍କ ଜନ୍ମ ଜୟନ୍ତୀ ରେ ଶ୍ରଦ୍ଧାଞ୍ଜଳି ମଧୁ ବାବୁ💖

⚪ ଆଜିଠୁ ଯୁକ୍ତ ୨ ପରୀକ୍ଷା: ପ୍ରଥମ ଦିନରେ କଳା ଓ ବାଣିଜ୍ୟ ପରୀକ୍ଷା, ୧୧୩୩ କେନ୍ଦ୍ର, ୩.୨୧ ଲକ୍ଷ ପରୀକ୍ଷାର୍ଥୀ ⚪ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ବାରା ପରିଚାଳିତ ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ପାଠ୍ୟକ୍ରମର ଥିଓରି ପରୀକ୍ଷା ଗୁରୁବାରଠାରୁ ଆରମ୍ଭ ହେବ। ପ୍ରଥମ ଦିନ କଳା ଓ ବାଣିଜ୍ୟ ବିଭାଗର ଏମ୍‌ଆଇଏଲ୍‌(ଓଡ଼ିଆ) ବିଷୟ ପରୀକ୍ଷା ରହିଛି। ମେ' ୯ରୁ ବିଜ୍ଞାନ ଓ ଧନ୍ଦାମୂଳକ ବିଭାଗର ପରୀକ୍ଷା ଆରମ୍ଭ ହେବ। ପ୍ରତିଦିନ ପୂର୍ବାହ୍ନ ୯ଟାରୁ ପରୀକ୍ଷା ଆରମ୍ଭ ହେବାକୁ ଥିବାରୁ ୩୦ ମିନିଟ୍‌ ପୂର୍ବରୁ ପରୀକ୍ଷାର୍ଥୀ କେନ୍ଦ୍ର ଭିତରକୁ ପ୍ରବେଶ କରିବେ। ଚଳିତବର୍ଷ ୩ ଲକ୍ଷ ୨୧ ହଜାର ୫୦୮ ଜଣ ଛାତ୍ରଛାତ୍ରୀ ଯୁକ୍ତ୨ ପରୀକ୍ଷା ଦେବେ। ୧୧୩୩ଟି ପରୀକ୍ଷା କେନ୍ଦ୍ର ଓ ୨୦୨ଟି ପରୀକ୍ଷା ପରିଚାଳନା ହବ୍ ତଥା ନୋଡାଲ୍ ସେଣ୍ଟର ହୋଇଛି। ପରୀକ୍ଷାରେ ସ୍ବଚ୍ଛତା, କପି ରୋକିବା, ନକଲି ପ୍ରଶ୍ନପତ୍ର ଓ ଗୁଜବକାରୀଙ୍କ ଉପରେ କଡ଼ା ନଜର ରଖିବା ଉପରେ ଏଥର ଗୁରୁତ୍ବାରୋପ କରାଯାଇଛି। ଆଇନ ଶୃଙ୍ଖଳା ନିମନ୍ତେ ପ୍ରତି ସେକ୍ଟର ଅନୁଯାୟୀ ଆବଶ୍ୟକ ପୁଲିସ, ଗାଡ଼ି ଆଦି ମୁତୟନ ହୋଇଛି। ସୋସିଆଲ୍ ମିଡିଆ ମାଧ୍ୟମରେ ନକଲି ପ୍ରଶ୍ନପତ୍ର ଭାଇରାଲ କରୁଥିବା ବ୍ୟକ୍ତି, ପ୍ରଶ୍ନପତ୍ର ଓ ଉତ୍ତର ଖାତା ବିଷୟରେ ଗୁଜବ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କ ଉପରେ ତୀକ୍ଷ୍ଣ ନଜର ରଖିବା, ଏଭଳି ବ୍ୟକ୍ତିଙ୍କୁ ଠାବ କରି ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଛି। କପି ରୋକିବା ଲାଗି ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯିବା ସହ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ହୋଇଛି। ପରୀକ୍ଷା କେନ୍ଦ୍ର ଭିତରକୁ ମୋବାଇଲ୍‌ ସମେତ ଇଲେକ୍ଟ୍ରୋନିକ୍‌ ସାମଗ୍ରୀ ନେବା ଉପରେ କଟକଣା ଲାଗିଛି। ପରୀକ୍ଷା ପରିଚାଳନା ଦାୟିତ୍ବରେ ରହିଥିବା ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀମାନେ ପରୀକ୍ଷା ଆରମ୍ଭ ପୂର୍ବରୁ କେନ୍ଦ୍ରର ଏକ ସ୍ବତନ୍ତ୍ର ସ୍ଥାନରେ ମୋବାଇଲ୍‌ ଦାଖଲ କରିବେ। ପରୀକ୍ଷା ଆରମ୍ଭ ହେବାର ଅଧଘଣ୍ଟା ପରେ କୌଣସି ବି ପରୀକ୍ଷାର୍ଥୀଙ୍କୁ କେନ୍ଦ୍ର ଭିତରକୁ ‌ ପ୍ରବେଶ ଲାଗି ଅନୁମତି ଦିଆଯିବ ନାହିଁ ଏବଂ ପ୍ରଥମ ଏକ ଘଣ୍ଟା ମଧ୍ୟରେ ପରୀକ୍ଷାର୍ଥୀ ଉତ୍ତର ଖାତା ଦାଖଲ କରିପାରିବେ ନାହିଁ। ହଲ୍‌, ପ୍ରଶ୍ନପତ୍ର ଖୋଲିବା, ପରୀକ୍ଷା ଚାଲିଥିବା ସମୟ ଓ ଉତ୍ତର ଖାତା ସିଲ୍‌ ପରି କାର୍ଯ୍ୟକ୍ରମ ସିସିଟିଭି ନଜରରେ ଅନୁଷ୍ଠିତ ହେବ। ପରୀକ୍ଷାର ସୁପରିଚାଳନା ପାଇଁ ପରିଷଦ ପକ୍ଷରୁ ସ୍କ୍ବାଡ୍‌ ଗଠିତ ହୋଇଛି। ♡ ㅤ  ❍ㅤ    ⎙ㅤ  ⌲ ˡᶦᵏᵉ ᶜᵒᵐᵐᵉⁿᵗ ˢᵃᵛᵉ ˢʰᵃʳᵉ 👁‍🗨MUST SHARE & SUPPORT✅ ♥️ Join : @SukantTutorial

I am sure that you will do excellent in this exam. May God bless you with boundless success.
I am sure that you will do excellent in this exam. May God bless you with boundless success.

🟡ମାଟ୍ରିକ ପରୀକ୍ଷା IMPORTANT UPDATE 🟡 💠 ମାଟ୍ରିକ ପରୀକ୍ଷାକୁ ନେଇ ବୋର୍ଡ କର୍ତ୍ତୃପକ୍ଷଙ୍କ ସାମ୍ବାଦିକ ସମ୍ମିଳନୀ 💠 ଗ୍ରୀଷ୍ମପ୍ରବାହକୁ ଦୃଷ
🟡ମାଟ୍ରିକ ପରୀକ୍ଷା IMPORTANT UPDATE 🟡 💠 ମାଟ୍ରିକ ପରୀକ୍ଷାକୁ ନେଇ ବୋର୍ଡ କର୍ତ୍ତୃପକ୍ଷଙ୍କ ସାମ୍ବାଦିକ ସମ୍ମିଳନୀ 💠 ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ପରୀକ୍ଷାରେ ସାମାନ୍ୟ ପରିବର୍ତ୍ତନ 💠 ଦ୍ବିତୀୟ ସିଟିଂରେ ହେବାକୁ ଥିବା ପରୀକ୍ଷା ପ୍ରଥମ ସିଟିଂରେ ହେବ 💠 ସିଡ୍ୟୁଲରେ କୌଣସି ପରିବର୍ତ୍ତନ କରାଯାଇନାହିଁ 💠 ସେକେଣ୍ଡ ସିଟିଂରେ ହେବାକୁ ଥିବା ମଧ୍ୟମା, ଓପନ ସ୍କୁଲ ପ୍ରଥମ ସିଟିଂରେ ହେବ, 💠 ମେ ୨ ଓ ୪ରେ ହେବାକୁ ଥିବା ମଧ୍ୟମା ପରୀକ୍ଷା ୯ ଓ ୧୦କୁ ଘୁଞ୍ଚିଲା, 💠 ସେମିତି ଓପନ ସ୍କୁଲର ୩ଟି ପରୀକ୍ଷା ୮, ୯ ଓ ୧୦ରେ କରାଯିବାକୁ ନିଷ୍ପତ୍ତି 💠 ସମସ୍ତ ଜିଲ୍ଲା ଅଧିକାରୀଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ରହିଛି 💠 ୩,୫୪୦ଟି କେନ୍ଦ୍ରରେ ପରୀକ୍ଷା ହେବ, ପୋଲିସ ଷ୍ଟେସନରେ ରହିବ ପରୀକ୍ଷା ପତ୍ର 💠 ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ପରୀକ୍ଷା ସେଣ୍ଟରରେ ପାନୀୟ ଜଳ, ଓଆରଏସ ରଖିବାକୁ କୁହାଯାଇଛି 💠 ପରୀକ୍ଷା କେନ୍ଦ୍ରକୁ ମୋବାଇଲ ଫୋନ ସମ୍ପୂର୍ଣ୍ଣରୂପେ ବାରଣ କରାଯାଇଛି

⚪IMPORTANT UPDATE⚪ ⭐ ଆସନ୍ତାକାଲିଠାରୁ ରାଜ୍ୟର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ ଛୁଟି ⭐ ପ୍ରବଳ ଖରାକୁ ଦୃଷ୍ଟିରେ ରଖି ନିଆଗଲା ପଦକ୍ଷେପ ⭐ ବୈଷୟିକ
⚪IMPORTANT UPDATE⚪ ⭐ ଆସନ୍ତାକାଲିଠାରୁ ରାଜ୍ୟର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ ଛୁଟି ⭐ ପ୍ରବଳ ଖରାକୁ ଦୃଷ୍ଟିରେ ରଖି ନିଆଗଲା ପଦକ୍ଷେପ ⭐ ବୈଷୟିକ ଶିକ୍ଷାନୁଷ୍ଠାନ ମେ ୨ ତାରିଖ ଯାଏଁ ବନ୍ଦ ରହିବ ⭐ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ସୂଚନା କ୍ଲାସ ବନ୍ଦ ରହିଲେ ବି ଅନୁଷ୍ଠିତ ହେବାକୁ ଥିବା ପରୀକ୍ଷା ହେବ

⚪ ବୋର୍ଡ କର୍ତ୍ତୃପକ୍ଷଙ୍କ ସୂଚନା: ବଦଳିଲା ମାଟ୍ରିକ ପରୀକ୍ଷା ସମୟ ସୂଚୀ, ପରୀକ୍ଷା କେନ୍ଦ୍ରକୁ ମୋବାଇଲ ମନା ⚪ ବଦଳିଲା ମାଟ୍ରିକ ପରୀକ୍ଷା ସମୟ ସୂଚୀ । ରାଜ୍ୟରେ ବୃଦ୍ଧି ପାଉଥିବା ତାପମାତ୍ରା କାରଣରୁ ଦ୍ବିତୀୟ ସିଟିଂ ପରୀକ୍ଷା ପ୍ରଥମ ସିଟିଂରେ ହେବ । ପରୀକ୍ଷା କେନ୍ଦ୍ରକୁ ମୋବାଇଲ ସମ୍ପୂର୍ଣ୍ଣ ମନା ହୋଇଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ ବୋର୍ଡ ସଭାପତି ସୂଚନା ଦେଇଛନ୍ତି । ପ୍ରଥମ ସିଟିଂରେ ସକାଳ ୮ ରୁ ୧୦ ଯାଏ ପରୀକ୍ଷା ହେବ । ପରୀକ୍ଷା କେନ୍ଦ୍ରରେ ପାଣି, ଓଆରଏସ ମହଜୁଦ ରହିବ ବୋଲି କହିଛନ୍ତି ବୋର୍ଡ ସଭାପତି । ଏପ୍ରିଲ ୨୯ ରୁ ମେ ୬ ଯାଏଁ ସକାଳ ୮ ଟା ରୁ ୧୦ଟା ମାଟ୍ରିକ ପରୀକ୍ଷା ହେବ । ୩୫ ହଜାରରୁ ଉର୍ଦ୍ଧ୍ୱ ଶିକ୍ଷକ ଶିକ୍ଷୟତ୍ରୀ ପରୀକ୍ଷା ପରିଚାଳନା କରିବେ । ହିଟ୍ ୱେଭ୍ ପାଇଁ ପରୀକ୍ଷା କେନ୍ଦ୍ରରେ ନିରବଚ୍ଛିନ୍ନ ବିଦ୍ୟୁତ୍ ଓ ପାଣି ରହିବ । ୫ ଲକ୍ଷ ୮୫ ହଜାର ୭୩୦ ଜଣ ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେବେ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି । ପରୀକ୍ଷା କେନ୍ଦ୍ରକୁ ମୋବାଇଲ ନେବାରେ ବାରଣ ହୋଇଛି । କପି ରୋକିବାକୁ ବୋର୍ଡର ସ୍ଵତନ୍ତ୍ର ୩୮ ଟି ସ୍କ୍ୱାର୍ଡ ଗଠନ କରାଯିବ । ରାଜ୍ୟରେ ମୋଟ ୩,୩୦୩ଟି ପରୀକ୍ଷା କେନ୍ଦ୍ର ହୋଇଛି । ଏଥିସହିତ ୩୧୫ ନୋଡାଲ ସେଣ୍ଟର ସମ୍ବେଦଶୀଳ ସ୍ଥାନରେ ରହିଛି । ୨୧ଟି ପୋଲିସ ଷ୍ଟେସନ ନୋଡାଲ ସେଣ୍ଟର ସୁରକ୍ଷାରେ ରହିବେ ବୋଲି ସୂଚନା ମିଳିଛି ।

⚪କଟକରେ ୧୭୪ଟି ପରୀକ୍ଷା କେନ୍ଦ୍ର:୨୮ହଜାର ୩୯୭ ମାଟ୍ରିକ୍‌ ପରୀକ୍ଷାର୍ଥୀ, ଦୁଇ ଶହ ପ୍ରଧାନଶିକ୍ଷକଙ୍କୁ ଦିଆଗଲା ତାଲିମ୍‌⚪ କଟକ ଜିଲ୍ଲାରେ ମାଟ୍ରିକ ପରୀକ୍ଷା ଦେବେ ୨୮ହଜାର ୩୯୭ଜଣ ପରୀକ୍ଷାର୍ଥି। ଚଳିତମାସ ୨୯ ତାରିଖରୁ ଆରମ୍ଭ ହେଉଥିବା ମାଟ୍ରିକ୍‌ ପରୀକ୍ଷା ପାଇଁ ଜିଲ୍ଲାରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଏଥିସହିତ ଆଜି ରେଭେନ୍ସା‌ କଲିଜିଏଟ୍‌ ସ୍କୁଲ‌ରେ ପାଖାପାଖି ୨ଶହ ଜଣ ପ୍ରଧାନଶିକ୍ଷକଙ୍କୁ ମାଟ୍ରିକ୍‌ ପରୀକ୍ଷା ପରିଚାଳନା ପାଇଁ ରହିଥିବା ନିୟମାବଳୀ ସଂପର୍କରେ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ତାଲିମ ଦିଆଯାଇଛି। କଟକ ଜିଲ୍ଲାରେ ୧୭୪ଟି ପରୀକ୍ଷା କେନ୍ଦ୍ର ଥିବାବେଳେ ୧୭ଟି ନୋଡାଲ ସେଣ୍ଟର ରହିଛି। ୪୪ଟି କେନ୍ଦ୍ରରେ ସିସିଟିଭି ଲଗାଯାଇଥିବା ବେଳେ କପି ପାଇଁ ଡିଇଓଙ୍କ ପକ୍ଷରୁ ତିନୋଟି ପ୍ଲାଇଙ୍ଗ ସ୍କ୍ବାଡ୍ କରାଯାଇଛି। ଅନ୍ୟପଟେ ବୋର୍ଡ ପକ୍ଷରୁ ମଧ୍ୟରୁ ସ୍କ୍ବାଡ୍ ରହିବେ। ପରୀକ୍ଷା କେନ୍ଦ୍ରକୁ କେହି ମୋବାଇଲ ଫୋନ୍ ନେଇପାରିବେ ନାହିଁ। କେବଳ ପରୀକ୍ଷା କେନ୍ଦ୍ର ସୁପରିଟେଣ୍ଡେଣ୍ଟ ମୋବାଇଲ ଫୋନ ରଖିପାରିବେ। କିନ୍ତୁ ସେ ମୋବାଇଲ ଫୋନକୁ ନିଜ କାର୍ଯ୍ୟାଳୟ ପ୍ରକୋଷ୍ଠରେ ରଖିବେ ଓ ସର୍ବସାଧାରଣ ସ୍ଥାନରେ କଥା ହୋଇପାରିବେ ନାହିଁ। ଯଦି କଥା ହେବେ କେବଳ ପରୀକ୍ଷା ସଂପର୍କିତ କଥା ହେବେ।

photo content

photo content