cookie

Мы используем файлы cookie для улучшения сервиса. Нажав кнопку «Принять все», вы соглашаетесь с использованием cookies.

avatar

Kanak News Official

The official telegram channel of Kanak News. Stay tuned to get 24*7 news updates only from Kanak News

Больше
Рекламные посты
6 529
Подписчики
-724 часа
+267 дней
+5130 дней

Загрузка данных...

Прирост подписчиков

Загрузка данных...

Фото недоступноПоказать в Telegram
କେନ୍ଦୁପତ୍ର ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ । ୫ କୋଟିରୁ ଅଧିକ ଟଙ୍କା କେନ୍ଦୁପତ୍ର ପୋଡି ପାଉଁଶ । ମାଲକାନଗିରି ଏମଭି-୩ ଗାଁରେ ଅଘଟଣ । https://kanaknews.com/massive-fire-breaks-out-at-tendu-leaf-godown-in-malkangiri/
Показать все...
🔗 Read More
Фото недоступноПоказать в Telegram
ଏସସିବିରୁ ଡିସଚାର୍ଜ ହେଲେ ପ୍ରଶାନ୍ତ ଜଗଦେବ । କାଲି ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହରେ ହେବେ ସାମିଲ । https://kanaknews.com/prashant-jagdev-discharged-from-scb/
Показать все...
🔗 Read More
Фото недоступноПоказать в Telegram
ମୋଦୀ ମନ୍ତ୍ରିମଣ୍ଡଳରେ ଓଡ଼ିଶାକୁ ମିଳିବ କି ଗୁରୁତ୍ୱ? ୩ ଜଣଙ୍କୁ ମନ୍ତ୍ରୀ ପଦ ମିଳିବା ନେଇ ଆଶା । https://kanaknews.com/three-ministerial-berths-expected-from-odisha/
Показать все...
🔗 Read More
Фото недоступноПоказать в Telegram
ମୋଦୀ ମନ୍ତ୍ରିମଣ୍ଡଳରେ ଓଡ଼ିଶାକୁ ମିଳିବ କି ଗୁରୁତ୍ୱ? ୩ ଜଣଙ୍କୁ ମନ୍ତ୍ରୀ ପଦ ମିଳିବା ନେଇ ଆଶା । https://kanaknews.com/three-ministerial-berths-expected-from-odisha/
Показать все...
🔗 Read More
Фото недоступноПоказать в Telegram
କେନ୍ଦୁଝର ଘଟଗାଁ ଥାନା ଅଞ୍ଚଳରେ ନିର୍ବାଚନୀ ହିଂସା । କଥା କଟାକଟି ପରେ ବିଜେଡି-ବିଜେପି କର୍ମୀ ମୁହାଁମୁହିଁ ,୬ ଆହତ । https://kanaknews.com/election-violence-in-keonjhar-ghatgaon-police-station-area/
Показать все...
🔗 Read More
Фото недоступноПоказать в Telegram
କିିଏ ହେବେ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ ? ୧୦ ତାରିଖ ସକାଳେ ବିଧାୟକ ଦଳ ବୈଠକରେ ହେବ ନିଷ୍ପତ୍ତି । https://kanaknews.com/the-decision-will-be-taken-at-the-legislature-party-meeting-on-the-morning-of-10th-in-odisha/
Показать все...
🔗 Read More
Фото недоступноПоказать в Telegram
ମୋଦୀଙ୍କ ନୂଆ ମନ୍ତ୍ରୀମଣ୍ଡଳରେ କିଏ ପାଇବ ସ୍ଥାନ? ୨ରୁ ୪ ମନ୍ତ୍ରୀ ଦାବି କରୁଛନ୍ତି ଟିଡିପି ଓ ଜେଡିୟ । ବାଚସ୍ପତି ପଦକୁ ନେଇ ଟଣାଓଟରା । https://kanaknews.com/who-will-get-a-place-in-modis-new-cabinet-2/
Показать все...
🔗 Read More
Фото недоступноПоказать в Telegram
ଆଜିଠୁ ମୋଦୀଙ୍କ ତୃତୀୟ ଇନିଂସ । ସନ୍ଧ୍ୟା ୭ଟା ୧୫ରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦୀ । ଯୋଗ ଦେବେ ପଡୋଶୀ ଦେଶ ନେତା । https://kanaknews.com/narendra-modi-to-take-oath-as-prime-minister-at-715-pm/
Показать все...
🔗 Read More
Фото недоступноПоказать в Telegram
ସିନେମା ଓ ଗଣମାଧ୍ୟମ କ୍ଷେତ୍ରରେ ଦେଶରେ ଆଣିଥିଲେ ବିପ୍ଳବ । ଆଜି ଦୁନିଆରୁ ନେଇଗଲେ ବିଦାୟ, ବିଭିନ୍ନ ମହଲରୁ ଛୁଟୁଛି ଶୋକର ବାର୍ତ୍ତା https://kanaknews.com/ramoji-rao-a-visionary-of-indian-media-and-entertainment-passes-away-know-incredible-life-journey-of-him-tutu/
Показать все...
🔗 Read More
Фото недоступноПоказать в Telegram
ଶ୍ରୀମନ୍ଦିର ଚାରିପାଶ୍ୱର୍ରେ ପୁଣି ହେଲା ଆଲୋକୀକରଣ ବ୍ୟବସ୍ଥା ,ବିବାଦ ପରେ ପୁଣି ଚାରିପାଖେ ଲାଗିଲା ଲାଇଟ୍ । ଜିଲ୍ଲାପ୍ରଶାସନ ପକ୍ଷରୁ ଚାଲିଛି ଲାଇଟ ଲଗାଇବା କାମ । https://kanaknews.com/the-lighting-system-was-again-installed-around-the-shrine-after-the-dispute-the-lights-were-on-again-the-work-of-installing-lights-is-going-on-by-the-district-administration/
Показать все...
🔗 Read More