cookie

Мы используем файлы cookie для улучшения сервиса. Нажав кнопку «Принять все», вы соглашаетесь с использованием cookies.

avatar

ODIA MOTIVATION,SAYARI,QUIZ 🙏

ଜୟ ଜଗନ୍ନାଥ ଆମେ ଓଡ଼ିଆ ଭାରି ବଢିଆ😇

Больше
Рекламные посты
2 540
Подписчики
+124 часа
+537 дней
+19530 дней

Загрузка данных...

Прирост подписчиков

Загрузка данных...

👇🏻👇🏻 🍁ଯାହାକୁ ସାହାଯ୍ୟ କରିଛ ତାକୁ ଭୁଲି ଯାଅ କିନ୍ତୁ, ଯାହା ପାଖରୁ ସାହାଯ୍ୟ ପାଇଛ ତାକୁ କେବେ ଭୁଲ ନାହିଁ କାରଣ କାହାର ସାହାଯ୍ୟ କୁ ଭୁଲିବା ଈଶ୍ବରଙ୍କୁ ଅସମ୍ମାନ କରିବା ସହ ସମାନ ।।😌🙏🏻 🌸ସୁପ୍ରଭାତ🌸 ✨🙏🏻ଜୟ ଜଗନ୍ନାଥ🙏🏻✨
Показать все...
👍 21🙏 9 7
*🦋"ବେଶି ଲୋଭରୁ👉 ବିବେକ ନଷ୍ଟ"* *🦋"ବେଶି ଆଦରରୁ👉 ସନ୍ତାନ ନଷ୍ଟ"* *🦋"ବେଶି ଲୁଣରୁ👉 ତରକାରୀ ନଷ୍ଟ"* *🦋"ବେଶି ସନ୍ଦେହରୁ👉 ସମ୍ପର୍କ ନଷ୍ଟ"* *🦋"ବେଶି ଅହଂକାରରୁ👉 ଜୀବନ ନଷ୍ଟ *🦋" ବେଶି କଥାରେ 👉 ସମ୍ମାନ ନଷ୍ଟ * 🦋" ବେଶି ଚିନ୍ନାରେ 👉 ସମୟ ନଷ୍ଟ * 🦋 ବେଶି ଭୋଜନେ 👉 ଶରୀର ନଷ୍ଟ *ବେଶି କଥାରେ ସମ୍ମାନ ନଷ୍ଟ ବେଶି ଚିନ୍ନାରେ ସମୟ ନଷ୍ଟ ବେଶି ପ୍ରେମରେ ସମ୍ପର୍କ ନଷ୍ଟ ବେଶି ସ୍ନେହରେ ସନ୍ତାନ ନଷ୍ଟ ବେଶି ଭୋଜନେ ଶରୀର ନଷ୍ଟ ବେଶି ଆଦରେ ସଂସ୍କାର ନଷ୍ଟ ନ କରିଲେ କିଛି ବେଶି ନା ହେବ ନଷ୍ଟ ନା ହେବ କଷ୍ଟ କଥାରେ ଅଛି ଅତିରୁ ଇତି
Показать все...
👏 26👍 18💯 13🔥 2🤩 2
*ତୁମେ ଯାହା ଙ୍କୁ ଭାବୁଛ କି ତମ ମୃତ୍ୟୁ ପରେ ଦୁଃଖ ପ୍ରକାଶ କରିବେ, ସାରା ଜୀବନ ମନେ ରଖିବେ ତାହା ବି ମିଛ ଅଟେ ।* *✓ମୋ ପ୍ରଭାବରେ କିଛି ଦିନ ପରେ ସେହି କାନ୍ଦୁଥିବ ଲୋକଙ୍କୁ ତମେ ହସିବାର ଖେଳିବାର ଦେଖିବ* *✓ମିତ୍ର ୪ ଦିନ କାନ୍ଦିଥାଏ, ଭାଇ ୧୦ ଦିନ କାନ୍ଦିଥାଏ, ସ୍ତ୍ରୀ/ପ୍ରେମିକା ତା ଠାରୁ କିଛି ଦିନ ଅଧିକ , ମା ସବୁ ଠାରୁ ବେଶୀ ଦିନ କାନ୍ଦି ଥାଏ* *✓ହେଲେ ଧୀରେ ଧୀରେ ସମସ୍ତଙ୍କ ଲୁହ ଶୁଖିଯାଏ ଆଉ ନୂଆ ନୂଆ ଲୋକଙ୍କ ସହ ସମ୍ପର୍କ ଗଢ଼ି ନେଇ ଥାଏ* *✓ୟେ ସମ୍ପର୍କ ଜନ୍ମ ସାଥିରେ ତିଆରି ହୋଇ ଥାଏ ଆଉ ମୃତ୍ୟୁ ପରେ ଭାଙ୍ଗି ଯାଇଥାଏ।* *✓କେହି ଏ ସଂସାର ରେ କାହା ପାଇଁ ସେତେ ଜରୁରି କି ଗୁରୁତ୍ବ ପୂର୍ଣ୍ଣ ନୁହଁନ୍ତି ଯେତିକି ସେମାନେ ଭାବିଥାନ୍ତି ।* *କେହି ରହିନାହିଁ ରହିବ ନାହିଁ ଏ ଭବରଙ୍ଗ ଭୂମି ତଳେ, ସର୍ବେ ନିଜ ନିଜ ଅଭିନୟ ସାରି ବାହୁଡ଼ିବେ କାଳବଳେ* Rakesh Jena..........💔
Показать все...
👍 53 17🙏 5👏 4
*📝ଛୁରୀରେ ଦେଇଥିବା ଆଘାତ ମିଳେଇ ଯାଇଥାଏ କିନ୍ତୁ କଥା ଦ୍ଵାରା ହୋଇଥିବା ଆଘାତ ସବୁ ଦିନ ପାଇଁ ରହି ଯାଇଥାଏ  ।*
Показать все...
👍 43🔥 3😁 2
*📝କାହାକୁ କେହି ପସନ୍ଦ ଆସିବା ବହୁତ ସହଜ କିନ୍ତୁ ସବୁଦିନ ପାଇଁ ତାଙ୍କ ପସନ୍ଦ ହୋଇ ରହିବା ବହୁତ କଷ୍ଟ   ସବୁ କଥାକୁ ଯଦି ହ୍ରୁଦୟରେ ନେବ,ତାହେଲେ ଜୀବନ ସାରା କାନ୍ଦୁଥିବ।ଯିଏ ଯେମିତି ତା ସହିତ ସେମିତି ବ୍ଯବହାର କର।*
Показать все...
👍 50🙏 6😢 5🔥 2
*📝କାହାକୁ କେହି ପସନ୍ଦ ଆସିବା ବହୁତ ସହଜ କିନ୍ତୁ ସବୁଦିନ ପାଇଁ ତାଙ୍କ ପସନ୍ଦ ହୋଇ ରହିବା ବହୁତ କଷ୍ଟ *
Показать все...
*ଶ୍ରୀକୃଷ୍ଣ ଦେବତା ହେଇ ମଧ୍ଯ ନିଜ ଭାଗ୍ୟକୁ ବଦଳାଇ ପାରିନଥିଲେ।ମୀରା ଚାହୁଁ ଥିଲେ ଶ୍ରୀକୃଷ୍ଣଙ୍କୁ , ଶ୍ରୀକୃଷ୍ଣ ଚାହୁଁଥିଲେ ରାଧାଙ୍କୁ।କିନ୍ତୁ ଶ୍ରୀକୃଷ୍ଣ ହେଇ ଗଲେ ରୁକ୍ମିଣୀର...। ତେଣୁ ଭାଗ୍ୟରେ ଯାହା ଅଛି ତାକୁ କେହି ବଦଳେଇ ପାରିବେ ନାହିଁ Rakesh Atri..........
Показать все...
🙏 41👍 12🔥 5
କେହି ଜଣେ ମତେ ପଚାରିଲେ , ଶିବଙ୍କ ମହତ୍ୱ ତୋ ଜୀବନରେ କେତେ କି..? ପ୍ରତି କ୍ଷେତ୍ରରେ ଖାଲି ଶିବବାବା ଶିବବାବା ହଉଛୁ, ମୁଁ କହିଲି as an aspirant ସେ ମୋ ପ୍ରତି subjects ର Headline ✔️In history, Shiva is my FRIEND 🤝 ✔️In geography, Shiva is my WORLD 🌍 ✔️In biology, Shiva is my HEART 🫀 ✔️In Chemistry, Shiva is my OXYGEN 💨 ✔️In physics, Shiva is my GRAVITY 🪐 ✔️In mathematics, Shiva is my SOLUTION 📝 ✔️In philosophy, Shiva is my TRUTH ☝ ✔️In English , Shiva is my RHYME 👼🏻 ଜୀବନରେ ଯେତେଥର ପାରୁଛ ତାଙ୍କ ନାମକୁ ଏବଂ ତାଙ୍କ ସ୍ବରୂପକୁ ମନେ ପକାଇଚାଲ, କାରଣ ଶିବ ହିଁ ସତ୍ୟ,ଶିବ ହିଁ ଆଦି, ଶିବ ହିଁ ଅନନ୍ତ ଓ ଶିବ ହିଁ ସୁନ୍ଦର ଅଟନ୍ତି, ଶିବା ବିନା ଅନ୍ୟଗତି ନାହିଁ। ଯିଏ ଗଙ୍ଗା, ଚନ୍ଦ୍ରମା, ବାସୁକି, ବୃଷଭ ସଭିଙ୍କୁ ତାଙ୍କ ବିପଦରୁ ଉଦ୍ଧରି ନିଜ ପାଖେ ଶରଣ ଦେଇଛନ୍ତି ଆମକୁ ମଧ୍ୟ ନିଶ୍ଚୟ ଆପଣେଇ ନେବେ, ସେଥିପାଇଁ ଖୋଲା ମନରେ,ସଫା ହୃଦୟର ସହ କୁହ ମୋ'ର ପ୍ୟାରା ଭୋଳାନାଥ ଶିବ ବାବା, 🚩
Показать все...
🙏 70 19👍 13👌 6😍 3🤩 2
ମହତ୍ୱ ତୋ ଜୀବନରେ କେତେ କି..? ପ୍ରତି କ୍ଷେତ୍ରରେ ଖାଲି ଶିବବାବା ଶିବବାବା ହଉଛୁ, ମୁଁ କହିଲି as an aspirant ସେ ମୋ ପ୍ରତି subjects ର Headline ✔️In history, Shiva is my FRIEND 🤝 ✔️In geography, Shiva is my WORLD 🌍 ✔️In biology, Shiva is my HEART 🫀 ✔️In Chemistry, Shiva is my OXYGEN 💨 ✔️In physics, Shiva is my GRAVITY 🪐 ✔️In mathematics, Shiva is my SOLUTION 📝 ✔️In philosophy, Shiva is my TRUTH ☝ ✔️In English , Shiva is my RHYME 👼🏻 ଜୀବନରେ ଯେତେଥର ପାରୁଛ ତାଙ୍କ ନାମକୁ ଏବଂ ତାଙ୍କ ସ୍ବରୂପକୁ ମନେ ପକାଇଚାଲ, କାରଣ ଶିବ ହିଁ ସତ୍ୟ,ଶିବ ହିଁ ଆଦି, ଶିବ ହିଁ ଅନନ୍ତ ଓ ଶିବ ହିଁ ସୁନ୍ଦର ଅଟନ୍ତି, ଶିବା ବିନା ଅନ୍ୟଗତି ନାହିଁ। ଯିଏ ଗଙ୍ଗା, ଚନ୍ଦ୍ରମା, ବାସୁକି, ବୃଷଭ ସଭିଙ୍କୁ ତାଙ୍କ ବିପଦରୁ ଉଦ୍ଧରି ନିଜ ପାଖେ ଶରଣ ଦେଇଛନ୍ତି ଆମକୁ ମଧ୍ୟ ନିଶ୍ଚୟ ଆପଣେଇ ନେବେ, ସେଥିପାଇଁ ଖୋଲା ମନରେ,ସଫା ହୃଦୟର ସହ କୁହ ମୋ'ର ପ୍ୟାରା ଭୋଳାନାଥ ଶିବ ବାବା, 🚩
Показать все...
ମଥାକୁ ଥରେ ନୁଆଁଇ ଦେଖ ତମ ଅଭିମାନ ମରିଯିବ ।ଆଖିକୁଥରେ ଭିଜାଇ ଦେଖ ପଥର ହୃଦୟ ମଧ୍ୟ ତରଳିଯିବ ।ଦାନ୍ତକୁ ଟିକେ ବିଶ୍ରାମ ଦିଅ ସ୍ୱାସ୍ଥ୍ୟ ଠିକ୍ ରହିବ ।ଜିଭକୁ ଟିକେ ଅଟକାଇ ଦିଅ ଦୁଃଖ ଚାଲିଯିବ ।ଇଛାକୁ ହଟାଇଦିଅ ସୁଖର ସଂସାର ଦେଖାଯିବ ।ସବୁବେଳେ ଭାବୁଛେ ଲୋକେ କ’ଣ କହିବେ ।ମାତ୍ରଶେଷରେ ଲୋକେ କହିବେ-ରାମନାମ ସତ୍ୟହେ । Rakesh Atri............🗿
Показать все...
👍 16🤩 15👏 11💯 8😁 2👀 1