10th Class Study
رفتن به کانال در Telegram
👉Pratic MCQ question answer 👉Free YouTube class 👉 Free PDF Books OR Test paper 🗞️ 👉 Study Material Thank you 🙏
نمایش بیشتر3 841
مشترکین
اطلاعاتی وجود ندارد24 ساعت
-127 روز
-7030 روز
آرشیو پست ها
3 841
ନବମ ଆଉ ଦଶମ ଶ୍ରେଣୀ ର ଛାତ୍ରଛାତ୍ରୀଙ୍କ ପାଇଁ ସମସ୍ତ ବିଷୟ ର ଗ୍ରୀଷ୍ମକାଳୀନ ଗୃହକର୍ମ
( Holiday Homework )ଆସିଯାଇଛି l
ସବୁ ପ୍ରଶ୍ନଗୁଡ଼ିକ ଖାତାରେ ଲେଖ ଆଉ ଅଭ୍ୟାସ କରିବ l
24 آوریل 2024, 15:54
3 841
Hello everyone
Good afternoon to all
ପିଲାମାନେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ପରେ ଘରେ ରହି boor ହୋଇ ଯିବଣି ଚିନ୍ତା କରିବାର କିଛି ନାହିଁ l ଯେଉଁମାନେ ବି ନିଜର free ସମୟରେ କିଛି ନୂଆ ଜିନିଷ ଜାଣିବାକୁ ଚାହୁଁଚ ତୁମମାନଙ୍କ ପାଇଁ ଖୁସି ଖବର AG education ତୁମମାନଙ୍କ ପାଇଁ ନେଇକି ଆସିଛି free of coast Live Computer class କେବଳ ଯେଉଁମାନେ Continue class କରିବେ ସେମାନଙ୍କୁ Certificate ଦିଆଯିବ l ଏଥିପାଇଁ ମାତ୍ର ୭୦ଟି seat ଅଛି ଆଉ ସେଥିରୁ Already ୧୦ଟି Seat Fill up ହୋଇଗଲାଣି ତେଣୁ ଶୀଘ୍ର ହିଁ Abhishek Sir ଙ୍କୁ ଏହି ନମ୍ବର ରେ Contact କର l Au Register kareinia... Certificate full government verified
Whatsapp on
+91 6370 910 181
ଏହି କୋର୍ସ୍ ୩ମାସ ଧରି ଚାଲିବ ଆଉ ଏଥିରେ Totall ୬୦Class ରହିବ ଓ ସେଥିରୁ ୫୦ଟି Class ନିଶ୍ଚିତ ଭାବରେ Cover କରିବାକୁ ହେବ l
# କିଛି ପିଲା ଭାବୁଥିବେ କେବଳ କ'ଣ ସେଇ ପିଲାମାନେ ହିଁ Class କରିପାରିବେ ?
→ ଏହି class ସମସ୍ତ ପିଲା କରିପାରିବେ କିନ୍ତୁ ଯେଉଁ ପିଲାମାନେ Class time ରେ ଯାହା ପଢା ହେବ Note କରିବେ ଆଉ କ୍ଲାସ ସରିବା ପରେ Abhishek Sir ଙ୍କୁ note ଉପରେ ଦିଆଯାଇଥିବା ନମ୍ବର ରେ send କରିବେ , ସେମାନଙ୍କର Email id check କରିବା ସହ watch time check ହେବ then ସେମାନଙ୍କର Attendance ପଡ଼ିବ l
Disclaimer:
You can get the certificate with 100 percent believe.
Very important notice : *Tuma manaka minimum 60 class ru 50 class re present rahile hin present padiba
*
Regards
Gajendra Naik
COO & Owner
AG education
https://t.me/+AM8EvR6VOyE1ZTVl
24 آوریل 2024, 15:54
3 841
ଗ୍ରୀଷ୍ମ ଅବକାଶ ସମୟରେ ହାଇସ୍କୁଲ ପ୍ରଧାନ ଶିକ୍ଷକ, ସହ ଶିକ୍ଷକ ଓ ଅନ୍ୟ୍ୟାନ୍ୟ କର୍ମଚାରୀ ଙ୍କ କାମ
24 آوریل 2024, 15:54
