CAREER STUDY CLASSES 📘📚📝
رفتن به کانال در Telegram
Hi 🤝CARRER STUDY CLASSES This group already provided by you 🥇Provide all study material 📚& key to way of success 🏆 🥈we provide all exam related questions with ans our official authority JOIN PLEASE OUR OFFICIAL GROUP https://CarrerStudyClassesPvtLtd
نمایش بیشتر671
مشترکین
اطلاعاتی وجود ندارد24 ساعت
-47 روز
-3930 روز
آرشیو پست ها
GENERAL INSTRUCTION FOR FILLING UP OF FORMS FOR ANNUAL HSC EXAMINATION-2025 .
🟪 BSE ODISHA
🌸 APPLICATION FOR FILLING UP OF FORM, FOR ANNUAL HSC EXAMINATION-2025
https://onlineapp.bseodisha.ac.in/formfillupHSC2025/Default.aspx
ଓଡ଼ିଶା ରେ ହିନ୍ଦୀ ର ହେଉ, ଉର୍ଦ୍ଦୁ ର ହେଉ। ଆଉ ଯାହା ହେଉଛି ସେମାନଙ୍କର ସର୍ବ ପ୍ରଥମେ ହେଉ। କିନ୍ତୁ ଓଡ଼ିଆ ସବୁବେଳେ ପଛରେ ଥାଉ😏
କଣ ଆପଣ ପ୍ରଥମ ଥର ପାଇଁ ଭୋଟ ଦେବେ? ସମୟ ଆସି ଯାଇଛି !
ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ୨୦୨୫ ଆରମ୍ଭ ହୋଇ ଯାଇଛି ।
ଆଜି ହିଁ ଆପଣଙ୍କ ନିକଟତମ ବୁଥକୁ ଯାଇ କିମ୍ବା ଅନଲାଇନରେ ନିଜ ନାମ ପଞ୍ଜିକରଣ କରାନ୍ତୁ |
🔴ଅଭିବୃଦ୍ଧି ବଢ଼ାଇବାକୁ ହେଲେ ଲୋକଙ୍କୁ ଚାକିରି ଦିଅ, ୨୦୨୯ ପର୍ଯ୍ୟନ୍ତ ବାର୍ଷିକ ୧ କୋଟି ନିଯୁକ୍ତି ସୃଷ୍ଟି ଜରୁରୀ🔴
ମନ୍ଥର ପଡିଲାଣି ଦେଶର ଅର୍ଥନୀତି। ଏହାକୁ ନଜରରେ ରଖି ଅନ୍ତର୍ଜାତୀୟ ରେଟିଂ ଏଜେନ୍ସିଗୁଡିକ ଭାରତର ଅଭିବୃଦ୍ଧି ଆକଳନରେ ହ୍ରାସ ଘଟାଇଛନ୍ତି। କାରଣ ଦେଶରେ ମୁଦ୍ରାସ୍ଫୀତି ନିୟନ୍ତ୍ରଣ ବାହାରେ , ଯାହାକୁ ନେଇ ରେପୋ ହାରରେ କୌଣସି ପ୍ରକାର ସଂଶୋଧନ ରିସ୍କ ନେୁନାର୍ହି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ)। ତେଣୁ ଏଭଳି କ୍ଷେତ୍ରରେ ଭାରତକୁ ଏହାର ୬.୫ ପ୍ରତିଶତ ଅଭିବୃଦ୍ଧି ହାର ବଜାୟ ରଖିବା ଜରୁରୀ ହୋଇପଡିଛି। ଯଦି ଭାରତ ଏହାର ଅଭିବୃଦ୍ଧି ହାର ବଜାୟ ରଖିବାକୁ ଚାହଁଛି ତେବେ ଏହାକୁ ଦେଶରେ ନିଯୁକ୍ତି ସୃଷ୍ଟି କରିବାକୁ ହେବ। ଅଭିବୃଦ୍ଧି ବଢ଼ାଇବାକୁ ହେଲେ ଲୋକଙ୍କୁ ଚାକିରି ଦେବାକୁ ହେବ। ଏମିତିକି ୨୦୨୯ ପର୍ଯ୍ୟନ୍ତ ଭାରତ ସରକାରଙ୍କୁ ଦେଶରେ ବାର୍ଷିକ ହାରରେ ୧ କୋଟି ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଜରୁରୀ ହେଇପଡିଛି ବୋଲି ଗୋଲ୍ଡମ୍ୟାନ୍ ସ୍ୟାଚ୍ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି।
✅ ବାତ୍ୟା ଦାନା ଘଟାଇଥିବା କ୍ଷୟକ୍ଷତିର ରିପୋର୍ଟ ଆସିଲା
-କ୍ଷୟକ୍ଷତି ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା
-ପ୍ରାଥମିକ ଆକଳନ ଅନୁସାରେ କ୍ଷତି ପ୍ରାୟ ୬ଶହ କୋଟି
-ବାଲେଶ୍ବର, ଭଦ୍ରକ ଏବଂ କେନ୍ଦ୍ରାପଡ଼ା ଜିଲ୍ଲା ବେଶୀ କ୍ଷତିଗ୍ରସ୍ତ
-ମୟୂରଭଂଜ, ଯାଜପୁର, ଜଗତସିଂହପୁର, କଟକ ବି ପ୍ରଭାବିତ ହୋଇଛି
-ପଞ୍ଚାୟତିରାଜ ବିଭାଗ ଛଡ଼ା ଅନ୍ୟ ସବୁ ବିଭାଗରୁ ରିପୋର୍ଟ ଆସିଛି’
-ସଂଧ୍ୟା ସୁଦ୍ଧା ସବୁ ରିପୋର୍ଟ ମିଳିଲା ପରେ ଚୂଡ଼ାନ୍ତ ହିସାବ
-ମୋଟାମୋଟି ଭାବେ ୧୪ ଜିଲ୍ଲାର ୧୩୧ ବ୍ଲକ ପ୍ରଭାବିତ
-୧୧, ୬୩୭ ଗାଁର ୪୧ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି
-ମୋଟ ୧୬, ୪୧୭ ଘର ପ୍ରଭାବିତ, ୨୭ ଘର ସଂପୂର୍ଣ୍ଣ କ୍ଷତିଗ୍ରସ୍ତ
-୧୪, ୬୮୦ ଘର ଆଂଶିକ ଭାବେ କ୍ଷତିଗ୍ରସ୍ତ ହୋଇଛି- ମନ୍ତ୍ରୀ
-ବିଭାଗୱାରୀ ହିସାବ ଭିତ୍ତିରେ ଶକ୍ତି ବିଭାଗ ବେଶୀ କ୍ଷତିଗ୍ରସ୍ତ
-ଚୂଡ଼ାନ୍ତ ରିପୋର୍ଟ ଆସିବା ପରେ ପ୍ରକୃତ କ୍ଷୟକ୍ଷତି ସ୍ପଷ୍ଟ ହେବ
-ରିପୋର୍ଟ ଆସିଲା ପରେ କ୍ଷତିଗ୍ରସ୍ତଙ୍କୁ ସହାୟତା ଦିଆଯିବ
✅ ନଭେମ୍ବର ମାସ ୨୧ ତାରିଖରୁ ଆରମ୍ଭ ହେବ ଧାନ କିଣା
-ଚଳିତ ଖରିଫ୍ ଋତୁ ପାଇଁ ୨୧ରୁ ଧାନ କିଣା ଆରମ୍ଭ
-ଧାନ କିଣା ନେଇ ମନ୍ତ୍ରିସ୍ତରୀୟ ବୈଠକରେ ନିଷ୍ପତ୍ତି
-ବରଗଡ଼ ଜିଲ୍ଲାରୁ ଧାନ କିଣା ଆରମ୍ଭ ନେଇ ନିଷ୍ପତ୍ତି
-ଚଳିତ ବର୍ଷ ୮୦ ଲକ୍ଷ ଟନ୍ ଧାନ କିଣିବାକୁ ଲକ୍ଷ୍ୟଧାର୍ଯ୍ୟ ହୋଇଛି
✅ କଟକ SCB ମେଡିକାଲ କଲେଜରେ ରାଗିଂ ଅଭିଯୋଗ
-MBBS ପ୍ରଥମ ବର୍ଷ ଛାତ୍ର, ଫାଇନାଲ ଇୟର ଛାତ୍ରଙ୍କ ନାଁରେ ଆଣିଲେ ରାଗିଂ ଅଭିଯୋଗ
-ଅଭିଯୋଗକାରୀ ଛାତ୍ର ଦେଇଥିବା ତଥ୍ୟ ଆଧାରରେ ଆଣ୍ଟିଂ ରାଗିଂ କମିଟିର ତଦନ୍ତ ଆରମ୍ଭ
