fa
Feedback

فریب کلاهبرداران را نخورید! تل‌متریو این کانال‌ها را شناسایی و برچسب‌گذاری می‌کند 👉 برای مشاهده برچسب، اشتراک تهیه کنید 👈

CAREER STUDY CLASSES 📘📚📝

CAREER STUDY CLASSES 📘📚📝

رفتن به کانال در Telegram

Hi 🤝CARRER STUDY CLASSES This group already provided by you 🥇Provide all study material 📚& key to way of success 🏆 🥈we provide all exam related questions with ans our official authority JOIN PLEASE OUR OFFICIAL GROUP https://CarrerStudyClassesPvtLtd

نمایش بیشتر
671
مشترکین
اطلاعاتی وجود ندارد24 ساعت
-37 روز
-3830 روز
آرشیو پست ها
💐💐💐💐💐💐💐 All students sopprt karuna je so kichhi update aniba ku ichha heuni So kn karibi Immediately sopprt karichala 1k complete 💯 ✅ ✅ 👍 👍 👍 👍 ✅ https://t.me/carrerstudyclasses Thankyou For ur👉👉👉👉 ✍️✍️✍️ CARRER STUDY CLASSES TEAM🗞️🗞️ 🦚🦚🦚🦚🦚🦚

Eita amaro padithila aji
+3
Eita amaro padithila aji

Some different types school 🏫🏫 questions

କେବଳ ନବମ ଏବଂ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଭାଗ ନେଇ ପାରିବେ ☝️☝️☝️☝️☝️☝️☝️☝️☝️☝️☝️☝️☝️

କାର୍ଯ୍ୟ ସୂଚୀ
କାର୍ଯ୍ୟ ସୂଚୀ

ଟାଟା ଷ୍ଟିଲ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ (ୟାଟସ୍) କାର୍ଯ୍ୟକ୍ରମ ଭୁବନେଶ୍ୱର ସ୍ଥିତ ପଠାଣି ସାମନ୍ତ ପ୍ଲାନେଟାରିୟମ୍ ସହଭାଗିତାରେ ଆୟୋଜନ କରାଯାଉଛି। ୟାଟସ୍ କାର୍ଯ୍ୟକ୍ରମ ଜ୍ୟୋତିର୍ବିଜ୍ଞାନର ରହସ୍ୟ ସମ୍ପର୍କରେ ଯୁବ ପ୍ରତିଭାମାନଙ୍କ ଜ୍ଞାନ ପରିସୀମାକୁ ବୃଦ୍ଧି କରିବା ଦିଗରେ ୧ ୮ ବର୍ଷ ପୁରଣ କରିଛି। କିମ୍ବଦନ୍ତୀ ପୁରୁଷ ଜ୍ୟୋତିର୍ବିଜ୍ଞାନୀ ପଠାଣି ସାମନ୍ତଙ୍କ, ଅନ୍ତରୀକ୍ଷ ବିଜ୍ଞାନ ପ୍ରତି ରହିଥିବା ଅତୁଳନୀୟ ଅବଦାନ ସମ୍ପର୍କରେ, ଓଡ଼ିଶାର ବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇବା ହେଉଛି ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ। ଅନ୍ତରୀକ୍ଷ ଓ ଜ୍ୟୋତିର୍ବିଜ୍ଞାନ କ୍ଷେତ୍ରରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପ୍ରତିଭା ଚିହ୍ନଟ ଓ ସେମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ୟାଟସ୍ ଆୟୋଜନ କରାଯାଉଛି । ଚଳିତ ବର୍ଷ ହାଇବ୍ରିଡ଼ ମୋଡ଼ରେ ୟାଟସ୍ ର ଆୟୋଜନ କରାଯିବ! ଏହି କାର୍ଯ୍ୟକ୍ରମଟି ରାଜ୍ୟର ବିଭିନ୍ନ ବିଦ୍ୟାଳୟଗୁଡ଼ିକରେ ଆୟୋଜନ କରାଯିବ। ଆଗ୍ରହୀ ଛାତ୍ରଛାତ୍ରୀମାନେ ଭର୍ଚୁଆଲ ମଞ୍ଚ ଜରିଆରେ ମଧ୍ୟ ଏଥିରେ ଅଂଶଗ୍ରହଣ କରିପାରିବେ। ଗ୍ରାଣ୍ଡ ଫିନାଲେରେ ନିଜକୁ ଅନ୍ତର୍ଭୁକ୍ତ କରିବା ପାଇଁ ପରୀକ୍ଷାରେ ଭାଗ ନିଅନ୍ତୁ। ଶ୍ରେଷ୍ଠ ବିବେଚିତ ଛାତ୍ରଛାତ୍ରୀ ଜିତିପାରିବେ ଆକର୍ଷଣୀୟ ପୁରସ୍କାର ! ଅଧିକ ବିବରଣୀ ପାଇଁ ଆମ ସହିତ ସମ୍ପର୍କରେ ରୁହନ୍ତୁ । ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗର ପ୍ରଶାସନିକ ନିୟନ୍ତ୍ରଣରେ ଥିବା ଭୁବନେଶ୍ୱର ସ୍ଥିତ ପଠାଣି ସାମନ୍ତ ପ୍ଲାନେଟାରିୟମ୍, ବିଜ୍ଞାନ, ଅନ୍ତରୀକ୍ଷ ବିଜ୍ଞାନ, ଆଷ୍ଟ୍ରୋ ଫିଜିକ୍ସକୁ ଜନପ୍ରିୟ କରିବା କ୍ଷେତ୍ରରେ ଓଡ଼ିଶାର ଏକ ପ୍ରମୁଖ ଅନୁଷ୍ଠାନ। ପଠାଣି ସାମନ୍ତ ପ୍ଲାନେଟାରିୟମ୍ ରେ ଆମେରିକାରୁ ଅଣାଯାଇଥିବା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଡିଜିଟାଲ ପ୍ରୋଜେକ୍ସନ୍ ସିଷ୍ଟମ୍ ବ୍ୟବହୃତ ହୋଇଛି। ବର୍ତ୍ତମାନ ସୁଦ୍ଧା ପ୍ଲାନେଟାରିୟମ୍ ଲୋକମାନଙ୍କ ପାଇଁ ବିଭିନ୍ନ ପ୍ରକାରର ୨୦ରୁ ଅଧିକ କାର୍ଯ୍ୟକ୍ରମ ଆୟୋଜନ କରିସାରିଛି। ନିୟମିତ ଶୋ ବ୍ୟତୀତ ପ୍ଲାନେଟାରିୟମ୍ ରେ ବ୍ରହ୍ମାଣ୍ଡର ବିସ୍ମୟ, ରାତି ଆକାଶର ରହସ୍ୟ, ପୃଥିବୀ, ଚନ୍ଦ୍ର, ସୂର୍ଯ୍ୟ, ବ୍ରହ୍ମାଣ୍ଡର ପରିସୀମା ସମ୍ପର୍କରେ ଜାଣିବା ପାଇଁ ଆଇବିଏକ୍ସ ଅନ୍ୱେଷଣ, ଚକ୍ ଲେଟ୍ ଗ୍ରହକୁ ଯାତ୍ରା, ସୂର୍ଯ୍ୟର ରହସ୍ୟ ଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।

✅ ଆସନ୍ତାକାଲି କନ୍ଧମାଳ ଜିଲ୍ଲାରେ ବନ୍ଦ ରହିବ ସ୍କୁଲ -ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ସ୍କୁଲ ବନ୍ଦ ଘୋଷଣା -ସ୍କୁଲ ବନ୍ଦ ଘୋଷଣା କଲେ ଜିଲ୍ଲା ଶିକ୍ଷାଧିକାରୀ

✅ ବାତ୍ୟା ମୁକାବିଲା ପ୍ରସ୍ତୁତି ନେଇ ରାଜସ୍ବ ମନ୍ତ୍ରୀଙ୍କ ସୂଚନା -ବାତ୍ୟା ୧୧ଟି ଜିଲ୍ଲାକୁ ପ୍ରଭାବିତ କରିବ- ସୁରେଶ ପୂଜାରୀ -ବାଲେଶ୍ବର, ଭଦ୍ରକ ଏବଂ କେନ୍ଦ୍ରାପଡ଼ା ବେଶୀ ପ୍ରଭାବିତ ହେବ -୧୧ ଜିଲ୍ଲାର ୬୦ ବ୍ଲକର ୨୧୩୧ ଗାଁ ପ୍ରଭାବିତ ହେବ -୧୨ଟି ପୌରାଞ୍ଚଳର ପ୍ରାୟ ୫୫ ୱାର୍ଡ ପ୍ରଭାବିତ ହେବ -ପ୍ରାୟ ୪ ଲକ୍ଷ ଲୋକ ସ୍ଥାନାନ୍ତର ହେବାକୁ ଯୋଜନା -ଏଯାବତ ସାଢ଼େ ୩ ଲକ୍ଷ ଲୋକ ସ୍ଥାନାନ୍ତର ହୋଇଗଲେଣି -୭୩୦୭ ଆଶ୍ରୟସ୍ଥଳୀ ପ୍ରସ୍ତୁତ ରହିଛି, ଲୋକଙ୍କୁ ରଖାଯାଉଛି -୩୬୦ ପଶୁ ଆଶ୍ରୟସ୍ଥଳୀରେ ୬୪୫୪ ପଶୁଙ୍କୁ ରଖାଯାଇଛି -୨୧୩ ମେଡିକାଲ ଟିମ୍‌, ୧୨୦ ପ୍ରାଣୀ ଚିକିତ୍ସା ଟିମ୍‌ ନିୟୋଜିତ ଅଛନ୍ତି -୩୭୦୦ ଆସନ୍ନ ପ୍ରସବା ମହିଳାଙ୍କୁ ହସ୍ପିଟାଲରେ ରଖାଯାଇଛି -NDRF ୧୯, ଓଡ୍ରାଫ୍‌ ୫୧, ଅଗ୍ନିଶମ ୨୨୦ ଟିମ୍‌ ପ୍ରସ୍ତୁତ ଅଛନ୍ତି -ଗଛ କାଟିବାରେ ସହାୟତା ପାଇଁ ୯୫ ବନ ବିଭାଗ ଟିମ୍‌ ବି ଅଛନ୍ତି

👏ସମସ୍ତଙ୍କୁ ଗୋଟେ ଛୋଟ ଅନୁରୋଧ👏 ବାତ୍ୟା ସମୟରେ ଅନେକ ନିରୀହ ବୁଲା ପଶୁ ଯେପରି କୁକୁର,ଗାଈ ଇତ୍ୟାଦି ମାନେ ନିରାପଦ ସ୍ଥାନ ଭାବି ହୁଏତ ଆପଣଙ୍କ ଜାଗା ହେଉ କିମ୍ବା ଆପଣଙ୍କ ଗାଡ଼ି ତଳକୁ ଅକ୍ତିଆର କରି ପାରନ୍ତି। ସେମାନଙ୍କ ପ୍ରତି ନିର୍ଦ୍ଦୟ ହୁଅନ୍ତୁ ନାହିଁ । ହୁଏତ ଆପଣ ବିବେକହୀନ ଦୃଷ୍ଟିରୁ ଖାଇବାକୁ ନ ଦେଇ ପାରନ୍ତି, ମଣିଷ ଦୃଷ୍ଟିରୁ ସେମାନଙ୍କୁ ବାଡ଼ିରେ ପିଟି ପିଟି ଘଉଡାଇବେ ନାହିଁ। @rajendra143_2k

VC start now All should be join

ସରକାର ଯାହା କରିଛନ୍ତି
ସରକାର ଯାହା କରିଛନ୍ତି

🔴ପ୍ରକାଶ ପାଇଲା +୨ ଇଣ୍ଟରନାଲ , ପ୍ରୋଜେକ୍ଟ ଏବଂ ପ୍ରାଟିକାଲ ପରୀକ୍ଷା ତାରିଖ🔴 ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର। ପ୍ରକାଶ ପାଇଲା ଇଣ୍ଟରନାଲ, ପ୍ରୋଜେକ୍ଟ ଏବଂ ପ୍ରାଟିକାଲ ପରୀକ୍ଷା ତାରିଖ। ଆଜି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ, ଇଣ୍ଟରନାଲ ଓ ପ୍ରୋଜେକ୍ଟ ପରୀକ୍ଷା ଡିସେମ୍ବର ୨୩ରୁ ୩୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ସେହିପରି ପ୍ରାଟିକାଲ ପରୀକ୍ଷା ୨୦୨୫ ଜାନୁଆରୀ ୨ରୁ ୧୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ସେହିପରି ଫେବ୍ରୁଆରୀ ୧୫ ତାରିଖରୁ ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ବୋର୍ଡ ପକ୍ଷରୁ ଘୋଷଣା କରା ସରିଛି। ସୂଚନାଥାଉକି, ଏଥର ଯୁକ୍ତ ଦୁଇ ପରୀକ୍ଷା ପ୍ରଶ୍ନପତ୍ର ଢାଞ୍ଚା ବଦଳିଛି। ଏଣିକି ୮୦ମାର୍କରୁ ୨୪ ମାର୍କ ରଖିଲେ ପାସ୍। ଇଂରାଜୀ ଓ ମାତୃଭାଷାରୁ ରଚନାକୁ ବାଦ ଦିଆଯାଇଥିବା ବେଳେ ଆଉ ପ୍ରଶ୍ନପତ୍ରରେ ଆସିବନି ଦର୍ଶ ମାର୍କ ବିଶିଷ୍ଟ ପ୍ରଶ୍ନ। ୨୦୨୫ରେ ଯୁକ୍ତ ୨ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଶ୍ନପତ୍ର ଢାଞ୍ଚା ବଦଳାଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। ନୂଆ ଢାଞ୍ଚା ଅନୁଯାୟୀ ଏଣିକି ବାର୍ଷିକ ପରୀକ୍ଷାରେ ୧୦୦ ନୁହେଁ ବରଂ ପରୀକ୍ଷାର୍ଥୀଙ୍କୁ ୮୦ ମାର୍କର ଥିଓରୀ ପରୀକ୍ଷା ଦେବାକୁ ପଡ଼ିବ। ସେଥିରୁ ୨୪ ମାର୍କ ରଖିଲେ ଜଣେ ପରୀକ୍ଷାର୍ଥୀ ପାସ କରିବେ, ନହେଲେ ଫେଲ ବୋଲି ବିବେଚନା କରାଯିବ। ବାକି ୨୦ ମାର୍କ ଇଣ୍ଟରନାଲ ପରୀକ୍ଷା ହେବ। ସେଥିରେ ପରୀକ୍ଷାର୍ଥୀ ଯେତିକି ମାର୍କ ରଖିବେ ତାକୁ ମୋଟ ମାର୍କ ସହ ସଂଯୋଗ କରାଯିବ। ହେଲେ ଥିଓରୀ ମାର୍କ ସହ ଏହାକୁ ମିଶାଇ ପାସ୍ ବୋଲି ଗଣାଯିବ ନାହିଁ।

PM INTERNSHIP SCHEME
PM INTERNSHIP SCHEME

Entrance Test for OAVET-2025 & OMAVET-2025
Entrance Test for OAVET-2025 & OMAVET-2025