fa
Feedback
CAREER STUDY CLASSES 📘📚📝

CAREER STUDY CLASSES 📘📚📝

رفتن به کانال در Telegram

Hi 🤝CARRER STUDY CLASSES This group already provided by you 🥇Provide all study material 📚& key to way of success 🏆 🥈we provide all exam related questions with ans our official authority JOIN PLEASE OUR OFFICIAL GROUP https://CarrerStudyClassesPvtLtd

نمایش بیشتر
674
مشترکین
-124 ساعت
-87 روز
-4030 روز
آرشیو پست ها
All of you must apply don't miss this opportunity

AIIMS Bsc Nursing & Paramedical Apply Last Date : 07:05:2025
AIIMS Bsc Nursing & Paramedical Apply Last Date : 07:05:2025

SOA REQUIREMENTS Min. Qualification -- 10th +2 pass out Sopprted by ✍️ FOUNDATION Of CAREER STUDY CLASSES
SOA REQUIREMENTS Min. Qualification -- 10th +2 pass out Sopprted by ✍️ FOUNDATION Of CAREER STUDY CLASSES

🔴ଏପ୍ରିଲ ୧୬ରୁ ଆରମ୍ଭ ହେବ ସ୍ନାତକ ଶ୍ରେଣୀ ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ🔴 ଆସନ୍ତା ଶିକ୍ଷାବର୍ଷ ୨୦୨୫-୨୬ ନିମନ୍ତେ ସ୍ନାତୋକାତ୍ତର ଏବଂ ଦୁଇ ବର୍ଷିଆ ବିଏଡ/ ଏମଏଡ /ବିଏଚଏଡ ପାଠ୍ୟକ୍ରମରେ ନାମଲେଖା ପ୍ରକିୟାକୁ ଶୀଘ୍ର ଆରମ୍ଭ କରିବା ପାଇଁ ପୂର୍ବରୁ ସରକାରଙ୍କ ତରଫରୁ ନିଷ୍ପତ୍ତି ନିଆଯାଇଛି। ଏହିକ୍ରମରେ ଶିକ୍ଷାବର୍ଷ ୨୦୨୫-୨୬ ନିମନ୍ତେ ସ୍ନାତକ ଶ୍ରେଣୀ ପାଠ୍ୟକ୍ରମରେ ମଧ୍ୟ ନାମଲେଖା ପ୍ରକ୍ରିୟାକୁ ଶୀଘ୍ର ଆରମ୍ଭ କରାଯିବା ପାଇଁ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ତରଫରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତ ଏବଂ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ସ୍ନାତକ ଶ୍ରେଣୀ ପାଠ୍ୟକ୍ରମରେ ନାମଲେଖା ନିମନ୍ତେ ଆବେଦନକାରୀମାନଙ୍କ ପାଇଁ ଆସନ୍ତା ଏପ୍ରିଲ ୧୬ ତାରିଖ (୧୬. ୦୪. ୨୦୨୫) ଠାରୁ କମନ ଆପ୍ଳିକେସନ ଫର୍ମ(ସିଏଏଫ) ପୂରଣ ପ୍ରକ୍ରିୟା ଆରମ୍ଭ ହେବ। ଶିକ୍ଷାବର୍ଷ ୨୦୨୫-୨୬ ପାଇଁ ସ୍ନାତକ ଶ୍ରେଣୀରେ ନାମଲେଖା ପ୍ରକ୍ରିୟା ଜାତୀୟ ଶିକ୍ଷା ନୀତି-୨୦୨୦ ଆଧାରରେ କରାଯିବ। ଏହି ଶିକ୍ଷା ନୀତି ଅନୁସାରେ, ଛାତ୍ରଛାତ୍ରୀମାନେ ସାମ୍ସ ମାଧ୍ୟମରେ କମନ ଆପ୍ଳିକେସନ ଫର୍ମ(ସିଏଏଫ) ପୂରଣ କରିବା ସମୟରେ ନିଜ ପସନ୍ଦ ଅନୁଯାୟୀ ପାଠ୍ୟକ୍ରମର ବିଭିନ୍ନ ପ୍ରକାର ଯଥା: ଗୋଟିଏ ମୁଖ୍ୟ ବିଷୟ ସହିତ ଦୁଇଟି ଉପବିଷୟ କିମ୍ବା ଦୁଇଟି ମୁଖ୍ୟ ବିଷୟ କିମ୍ବା ତିନିଟି ଉପବିଷୟ ଚୟନ କରିପାରିବେ। ଏଥିସହ ଶିକ୍ଷାବର୍ଷ ୨୦୨୫-୨୬ରେ ସ୍ନାତକ ପାଠ୍ୟକ୍ରମକୁ ଆସନ୍ତା ଜୁଲାଇ ମାସ ୧୦ ତାରିଖ (୧୦ ଜୁଲାଇ,୨୦୨୫) ସୁଦ୍ଧା ଆରମ୍ଭ କରାଯିବାପାଇଁ ଲକ୍ଷ୍ୟ ରଖାଯାଇଛି। ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ସଠିକ ସମୟରେ ପାଠ୍ୟକ୍ରମ ଆରମ୍ଭ ହେବା ସହିତ ସଠିକ ସମୟରେ ପରୀକ୍ଷା କରାଯାଇ ଫଳାଫଳ ମଧ୍ୟ ଘୋଷଣା କରାଯାଇପାରିବ, ଯାହାଦ୍ୱାରା ଛାତ୍ରଛାତ୍ରୀମାନେ ଉପକୃତ ହୋଇପାରିବେ।

🏑 Semi Final List Of 73rd All India Police Hockey Championship 🗓 Dates: 14th April 2025- 8th Day Match Schedule 📍 Venue: K
🏑 Semi Final List Of 73rd All India Police Hockey Championship 🗓 Dates: 14th April 2025- 8th Day Match Schedule 📍 Venue: Kalinga Stadium, Bhubaneswar ⏰ Timings: 🌅 Morning: 6:00 AM – 8:00 AM (2matches) 🌇 Evening: 4:00 PM – 6:00 PM (2matches) 🎟 FREE ENTRY–No pass required!

ଏଇମିତି ପ୍ରକାର ରେ ଫୁଟା ଯାଏ ଆପଣଙ୍କ ଦେହରେ
ଏଇମିତି ପ୍ରକାର ରେ ଫୁଟା ଯାଏ ଆପଣଙ୍କ ଦେହରେ

ଜୟ ଜଗନ୍ନାଥ। 🙏 ଶ୍ରୀମନ୍ଦିର ପ୍ରଶାସନ ତରଫରୁ ପ୍ରକାଶିତ ଆକର୍ଷଣୀୟ ଓଡିଆ ନବବର୍ଷ କ୍ୟାଲେଣ୍ଡରରେ, ଶ୍ରୀମନ୍ଦିରର ପର୍ବପର୍ବାଣି ଓ ଯାନିଯାତ୍ରା ସମ୍ବ
+2
ଜୟ ଜଗନ୍ନାଥ। 🙏 ଶ୍ରୀମନ୍ଦିର ପ୍ରଶାସନ ତରଫରୁ ପ୍ରକାଶିତ ଆକର୍ଷଣୀୟ ଓଡିଆ ନବବର୍ଷ କ୍ୟାଲେଣ୍ଡରରେ, ଶ୍ରୀମନ୍ଦିରର ପର୍ବପର୍ବାଣି ଓ ଯାନିଯାତ୍ରା ସମ୍ବନ୍ଧୀୟ ସମସ୍ତ ସୂଚନା ରହିଅଛି। ଆଗ୍ରହୀ ଭକ୍ତ ଓ ଶ୍ରଦ୍ଧାଳୁମାନେ, ଏହି କ୍ୟାଲେଣ୍ଡର୍ (ସୁନ୍ଦର କଭର୍ ସହିତ), ପୁରୀ ଏବଂ ଭୁବନେଶ୍ବର ସ୍ଥିତ ଶ୍ରୀମନ୍ଦିର ପ୍ରଶାସନର ସମସ୍ତ ସୂଚନା କେନ୍ଦ୍ରରେ ପାଇପାରିବେ।

ଭଲ ଲେଖା
ଭଲ ଲେଖା

Sopprted by ✍️🔜🔜 CAREER STUDY CLASSES TEAM Secretary officer by
Sopprted by ✍️🔜🔜 CAREER STUDY CLASSES TEAM Secretary officer by

Hello my dear students

⬆️⬆️⬆️⬆️⬆️⬆️⬆️⬆️ KIIT REQUIREMENTS Sopprt by https://t.me/carrerstudyclasses

ଅନ୍ୟାନ୍ୟ
ଅନ୍ୟାନ୍ୟ

😳😳😳😳😳😳😳😳😳😳😳
😳😳😳😳😳😳😳😳😳😳😳

ଲୋକ କେବେ ସୁଧୁରିବେ କେଜାଣି
ଲୋକ କେବେ ସୁଧୁରିବେ କେଜାଣି