CAREER STUDY CLASSES 📘📚📝
رفتن به کانال در Telegram
Hi 🤝CARRER STUDY CLASSES This group already provided by you 🥇Provide all study material 📚& key to way of success 🏆 🥈we provide all exam related questions with ans our official authority JOIN PLEASE OUR OFFICIAL GROUP https://CarrerStudyClassesPvtLtd
نمایش بیشتر671
مشترکین
اطلاعاتی وجود ندارد24 ساعت
-47 روز
-3930 روز
آرشیو پست ها
🔴 SCHOLARSHIP ଆବେଦନ କରିବା ପୂର୍ବରୁ AADHAR - BANK LINK STATUS ଚେକ୍ କରି ନିଅନ୍ତୁ
🚀https://tathya.uidai.gov.in/access/login?role=resident
HAPPY DIWALI 🎇 🎇🪔🪔
https://t.me/carrerstudyclasses
💐💐💐💐💐
Wishes you my dear students & STAFF
🟪 ନଭେମ୍ବରରୁ ନୂଆ ରାସନ କାର୍ଡ ପାଇବେ ହିତାଧିକାରୀ
-ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସୂଚନା
-‘୧୦ ଲକ୍ଷ ଆବେଦନକାରୀଙ୍କ ଆବେଦନ ଯାଞ୍ଚ କରି କାର୍ଡ ଦିଆଯିବ’
🟪 ଖୁବ୍ ଶୀଘ୍ର ଘୋଷଣା ହେବ ତୃତୀୟ ପର୍ଯ୍ୟାୟ ‘ସୁଭଦ୍ରା’
-ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଗୁରୁତ୍ବପୂର୍ଣ୍ଣ ସୂଚନା
-ବାଦ୍ ପଡ଼ିଥିବା ସବୁ ଅଙ୍ଗନବାଡ଼ି କର୍ମୀଙ୍କୁ ତୃତୀୟ ପର୍ଯ୍ୟାୟରେ ମିଳିବ ସୁଭଦ୍ରା
-କୌଣସି ଯୋଗ୍ୟ ହିତାଧିକାରୀ ବାଦ୍ ପଡ଼ିବେନି- ଉପମୁଖ୍ୟମନ୍ତ୍ରୀ
-ଖାରଜ ହୋଇଥିବା ୨ ଲକ୍ଷ ୬୭ ହଜାର ଆବେଦନ ରି-ଚେକ୍ ହେବ
-ବାରମ୍ବାର ଚେକ୍ ହେବ, କେହି ବି ବଞ୍ଚିତ ହେବେ ନାହିଁ- ପ୍ରଭାତୀ
-‘ଏଥିପାଇଁ ୧ ତାରିଖରେ ନୋଡ଼ାଲ ଏଜେନ୍ସି ନିଯୁକ୍ତ ହେବେ’
+1
ପାଞ୍ଜି ଗଣନା ପାଇଁ ମୁକ୍ତି ମଣ୍ଡପ ମହାସଭା ଅଛି। ହେଲେ କଣ ହେବା ଏଠି ଆମର ସବୁ ପଣ୍ଡିତ !!
ସରକାରଙ୍କ ଦ୍ଵାରା ଜାରୀ କରାଯାଇଥିବା ବସ୍ ଭଡ଼ା
(କିନ୍ତୁ ପ୍ରାଇଭେଟ୍ ବସ୍ ଗୁଡା ଅଧିକ ଟଙ୍କା ନିଅନ୍ତି)
CARRER STUDY CLASSES 🏫🏫🏫📝📝
✅ ବାଣଫୁଟା ନେଇ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଗାଇଡଲାଇନ୍
-ସଂଧ୍ୟା ୭ଟାରୁ ୯ଟା ମଧ୍ୟରେ ବାଣ ଫୁଟାଇବାକୁ ଅନୁମତି
-୧୨୫ ଡେସିବେଲ୍ରୁ ଅଧିକ ଶବ୍ଦ ସୃଷ୍ଟିକାରୀ ବାଣ ଫୁଟାଇବା ମନା
-ପାର୍କ, ସାଇଲେନ୍ସ ଜୋନରେ ବାଣ ଫୁଟାଇବାକୁ ବାରଣ
-ହସ୍ପିଟାଲ୍, ଶିକ୍ଷାନୁଷ୍ଠାନ, କୋର୍ଟର ୧୦୦ ମିଟରରେ ବାଣ ମନା
- ଧାର୍ମିକ ଅନୁଷ୍ଠାନର ଶହେ ମିଟର ପରିଧି ମଧ୍ୟରେ ବି ଫୁଟାଯିବନି
-ଖୋଲା ସ୍ଥାନରେ କେବଳ ସବୁଜ ବାଣ ଫୁଟାଇବାକୁ ଅନୁମତି
-ବସ୍ତି ସହ ରାସ୍ତା ଓ ଜନଗହଳିପୂର୍ଣ୍ଣ ସ୍ଥାନରେ ବାଣ ଫୁଟାକୁ ବାରଣ
-୧୦ ବର୍ଷରୁ କମ୍ ବୟସର ପିଲାଙ୍କୁ ଶବ୍ଦଯୁକ୍ତ ବାଣ ଦେବା ମନା
-ବେରିୟମ ଓ କେମିକାଲଯୁକ୍ତ ବାଣ ବିକ୍ରି, ବ୍ୟବହାର ମନା
https://t.me/carrerstudyclasses
