fa
Feedback
ROYAL EDUCATION

ROYAL EDUCATION

رفتن به کانال در Telegram

𝐖𝐞𝐥𝐜𝐨𝐦𝐞 𝐓𝐨 𝐎𝐮𝐫 𝐆𝐫𝐨𝐮𝐩 ❤️ 𝐁𝐞𝐬𝐭 𝐄𝐝𝐮𝐜𝐚𝐭𝐢𝐨𝐧 𝐆𝐫𝐨𝐮𝐩 𝐓𝐡𝐚𝐭 𝐇𝐞𝐥𝐩 𝐘𝐨𝐮. 💎 𝐒𝐭𝐮𝐝𝐲 𝐌𝐚𝐭𝐞𝐫𝐢𝐚𝐥𝐬 , 𝐐𝐮𝐞𝐬𝐭𝐢𝐨𝐧𝐬 , 𝐁𝐨𝐨𝐤𝐬 , 𝐍𝐨𝐭𝐞𝐬 𝐏𝐫𝐨𝐯𝐢𝐝𝐞 𝐓𝐨 𝐲𝐨𝐮 . 📖 𝐁𝐞 𝐇𝐚𝐩𝐩𝐲.🤪

نمایش بیشتر
1 895
مشترکین
اطلاعاتی وجود ندارد24 ساعت
-177 روز
-9230 روز
آرشیو پست ها
Kia jitiba aji ??
Anonymous voting

Mu notes dei na paruthibaru samastanku sry but tention niani mu question aniki debi au jou mane leave karuchnti jani pakantu question samasta nka ru first mu deithay so be here.

🟪 HSE DIGITAL CERTIFICATE 2024 ⚪ DOWNLOAD LINK https://cutt.ly/neyxzYdJ

+2 ରେଜଲ୍ଟ ଦେଖିବା ପାଇଁ ସମସ୍ତ ୱେବ୍ସାଇଟ ଲିଂକ୍ସ... ସମସ୍ତଙ୍କୁ share କରନ୍ତୁ 1. ଓଡିଶା ରେଜଲ୍ଟ ୱେବ୍ସାଇଟ https://orissaresults.nic.in/CHSE 2. CHSE ୱେବ୍ସାଇଟ https://www.chseodisha.nic.in/ 3. ଇଣ୍ଡିଆ ରେଜଲ୍ଟ ୱେବ୍ସାଇଟ https://odisha.indiaresults.com/chse/mindex.aspx 4. DigiLocker ୱେବ୍ସାଇଟ https://results.digilocker.gov.in

Kahara kete mark rahila Comment kara 👇👇

✅ ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ ୨୦୨୪ 🟡 ନିଜର ମାର୍କ ଚେକ୍ କରନ୍ତୁ 🔵 HSE EXAM RESULTS 📌  https://cutt.ly/neykxcwK 🟣 SOCS RESULT 📌 https://cutt.ly/beykcYv6 🔴 MADHYMA RESULT 📌 https://cutt.ly/Seykcnuw 🟡 OFFICIAL PDF 📌 https://cutt.ly/GeykcDs5

✅ ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ ୨୦୨୪ 🟡 ନିଜର ମାର୍କ ଚେକ୍ କରନ୍ତୁ 🔵 HSE EXAM RESULTS 📌  https://cutt.ly/neykxcwK 🟣 SOCS RESULT 📌 https://cutt.ly/beykcYv6 🔴 MADHYMA RESULT 📌 https://cutt.ly/Seykcnuw 🟡 OFFICIAL PDF 📌 https://cutt.ly/GeykcDs5 ❣️ JOIN AND SUPPORT 💡 https://t.me/vibrateeducation

📌 ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ 📌 ଖୋର୍ଦ୍ଧା- ୯୭.୯୮% ପାସ ହାର 📌 କଟକ- ୯୭.୫୮% ପାସ ହାର 📌 ଢେଙ୍କାନାଳ- ୯୫.୧୨% ପାସ ହାର 📌 ବାଲେଶ୍ୱର- ୯୬.୧୦% ପାସ ହାର 📌 ଜଗତସିଂହପୁର- ୯୭.୬୦% ପାସ ହାର 📌 ପୁରୀ- ୯୬.୭୬% ପାସ ହାର

🔴ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ; ପାସ୍‌ହାର ୯୬.୦୭%🔴 ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ। ଚଳିତ ବର୍ଷ ଛାତ୍ରଙ୍କୁ ପଛରେ ପକାଇ ବାଜି ମାରିଛନ୍ତି ଛାତ୍ରୀ। ରାଜ୍ୟରେ ଏବର୍ଷ ୫ ଲକ୍ଷ ୪୧ ହଜାର ରେଗୁଲାର୍ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିବା ଚଳିତଥର ପାସ୍‌ହାର ୯୬.୦୭% ରହିଛି। ସେହିପରି ଛାତ୍ରଙ୍କ ପାସ୍‌ହାର ୯୫.୩୯ %ଥିବାବେଳେ ଛାତ୍ରୀଙ୍କ ପାସ୍‌ହାର ୯୩.୭୩ %ରହିଛି। ସାଢ଼େ ୧୧ଟାରେ ପରୀକ୍ଷାର୍ଥୀମାନେ ଅନଲାଇନରେ ଦେଖିପାରିବେ ରେଜଲ୍ଟ। ୱେବସାଇଟ www.bscodisha.ac.inରେ ପରୀକ୍ଷାର୍ଥୀଙ୍କ ରେଜଲ୍ଟ ଦେଖିହେବ । ଇଣ୍ଟରନେଟ୍ ସୁବିଧା ନଥିଲେ ଛାତ୍ରଛାତ୍ରୀ ଏବଂ ଅଭିଭାବକ ମାନେ ମୋବାଇଲ ଫୋନରେ ମେସେଜ୍ କଲେ ମଧ୍ୟ ପାଇପାରିବେ ରେଜଲ୍ଟ। ଏଥିପାଇଁ OR10 ସ୍ପେଶ୍ ROLL NUMBER ଲେଖି 5676750କୁ SMS କଲେ ମୋବାଇଲରେ ପହଞ୍ଚିଯିବ ରେଜଲ୍ଟ।

ପ୍ରିୟର ଛାତ୍ରଛାତ୍ରୀ,            ଆସନ୍ତାକାଲି ତୁମ ମାନଙ୍କ ଦଶମ ଶ୍ରେଣୀ ପରୀକ୍ଷା ଫଳାଫଳ ପ୍ରକାଶିତ ହେବ l ତେଣୁ ତୁମ ମାନଙ୍କ ମଧ୍ୟରେ ଅନେକ ଉତ୍କଣ୍ଠା ଓ ମନ ଭିତରେ ଟିକିଏ ଭୟ ଲାଗିବା ସ୍ୱାଭାବିକ l ମନେରଖ ପରୀକ୍ଷା ଫଳାଫଳ ଯାହା ହେଉ ନା କାହିଁକି ପିଲାମାନେ ତୁମେ ତୁମ ସର୍ବୋତ୍ତମ ପ୍ରୟାସ ଏହି ପରୀକ୍ଷା ପାଇଁ ଦେଇଛ l ନିଜର କଠିନ ପରିଶ୍ରମ ଆଉ ସଫଳତା ପାଇଁ ଗର୍ବ ଅନୁଭବ କରିବ l ଫଳାଫଳ ଯାହା ହେଉନା କାହିଁକି ସକାରାତ୍ମକ ରୁହ l

Kahara kete mark asiba ?
Anonymous voting

*ଏମଏସଏସରେ ବୋର୍ଡ ରେଜଲ୍ଟ ଜାଣିବାକୁ ମୋବାଇଲରେ OR10 ପରେ ସ୍ପେସ୍ ଦେଇ ରୋଲ୍ ନମ୍ବର ଲେଖି 5676750 ନମ୍ବରକୁ ପଠାଇବେ। ଅନଲାଇନ୍ ଓ ହ୍ବାଟ୍ସଆପରେ ପାଇପାରିବେ ଡିଜିଟାଲ୍ ସାର୍ଟିଫିକେଟ ପାଇବା ପାଇଁ ମୋବାଇଲରୁ BSE/Hi ଲେଖି 7710058192ରେ ହ୍ବାଟ୍ସଆପ୍ କରିପାରିବେ ଛାତ୍ରଛାତ୍ରୀ।*

Big Update 👉 Matric Result Date announced :- May 26 -11:30 A.M. (in BSE Odisha Website).. 100% Correct News 👍

ସୋମବାର ପ୍ରକାଶ ପାଇପାରେ ମାଟ୍ରିକ ରେଜଲ୍ଟ୍। ଆଜି ପୂର୍ବାହ୍ନରେ ତାରିଖ ଘୋଷଣା କରିବ ବୋର୍ଡ। ୨୭ ତାରିଖରେ ପରୀକ୍ଷା ଫଳ ପ୍ରକାଶ ସମ୍ଭାବନା। ସାଢ଼େ ୫
ସୋମବାର ପ୍ରକାଶ ପାଇପାରେ ମାଟ୍ରିକ ରେଜଲ୍ଟ୍। ଆଜି ପୂର୍ବାହ୍ନରେ ତାରିଖ ଘୋଷଣା କରିବ ବୋର୍ଡ। ୨୭ ତାରିଖରେ ପରୀକ୍ଷା ଫଳ ପ୍ରକାଶ ସମ୍ଭାବନା। ସାଢ଼େ ୫ ଲକ୍ଷରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଦେଇଛନ୍ତି ପରୀକ୍ଷା। ସୌଜନ୍ୟ - News 18 Odia.

photo content

+4
OUAT-2021(Set-13).pdf8.90 KB

+9
OUAT-2021(Set-12).pdf8.05 KB

☑ ଜାଣନ୍ତୁ କେବେ ବାହାରିବ ଦଶମ ଓ ଦ୍ଵାଦଶ ରେଜଲ୍ଟ
+1
☑ ଜାଣନ୍ତୁ କେବେ ବାହାରିବ ଦଶମ ଓ ଦ୍ଵାଦଶ ରେଜଲ୍ଟ

5_6190265943441018472 (2).pdf7.42 KB