fa
Feedback
INDRA ACADEMY

INDRA ACADEMY

رفتن به کانال در Telegram

Contact number - 9354642228

نمایش بیشتر

📈 تحلیل کانال تلگرام INDRA ACADEMY

کانال INDRA ACADEMY (@indramocktest) در بخش زبانی انگلیسی بازیگری فعال است. در حال حاضر جامعه شامل 14 150 مشترک است و جایگاه 14 195 را در دسته آموزش و رتبه 29 228 را در منطقه الهند دارد.

📊 شاخص‌های مخاطب و پویایی

از زمان ایجاد در невідомо، پروژه رشد سریعی داشته و 14 150 مشترک جذب کرده است.

بر اساس آخرین داده‌ها در تاریخ 27 ژوئیه, 2026، کانال فعالیت پایداری دارد. در ۳۰ روز گذشته تغییر اعضا برابر -72 و در ۲۴ ساعت گذشته برابر -4 بوده و همچنان دسترسی گسترده‌ای حفظ شده است.

  • وضعیت تأیید: تأیید نشده
  • نرخ تعامل (ER): میانگین تعامل مخاطب 16.24% است و در ۲۴ ساعت نخست پس از انتشار، محتوا معمولاً 4.81% واکنش نسبت به کل مشترکان کسب می‌کند.
  • دسترسی پست‌ها: هر پست به طور میانگین 2 300 بازدید دریافت می‌کند. در اولین روز معمولاً 681 بازدید جمع‌آوری می‌شود.
  • واکنش‌ها و تعامل: مخاطبان به‌طور فعال حمایت می‌کنند؛ میانگین واکنش به هر پست 3 است.
  • علایق موضوعی: محتوا بر موضوعات کلیدی مانند ମିଳିବ, ସକ୍ଷମ, ଦିଆ, ମାନେ, ଯିବ تمرکز دارد.

📝 توضیح و سیاست محتوایی

نویسنده این فضا را محل بیان دیدگاه‌های شخصی توصیف می‌کند:
Contact number - 9354642228

به لطف به‌روزرسانی‌های پرتکرار (آخرین داده در تاریخ 28 ژوئیه, 2026)، کانال همواره به‌روز و دارای دسترسی بالاست. تحلیل‌ها نشان می‌دهد مخاطبان به‌طور فعال با محتوا تعامل دارند و آن را به نقطه اثرگذاری مهم در دسته آموزش تبدیل کرده‌اند.

14 150
مشترکین
-424 ساعت
-447 روز
-7230 روز
آرشیو پست ها
Fresh batch of history with sunil sir

photo content

Number System BOOK Price - 99 ଟଙ୍କା Location - Vani Vihar Candidates ଙ୍କ Relatives , friends ମଧ୍ୟ ଆସି ନେଇ ପାରିବେ...99 Rupees payment କରି ଭୁବନେଶ୍ୱର ରୁ... ବହୁତ୍ ପିଲା ମାନେ ଅନୁରୋଧ କରୁଛନ୍ତି କି , 75 Pages print କରିବାକୁ per page 3 ଟଙ୍କା ହିସାବ ରେ 225 ଟଙ୍କା ପଡୁଛି INDRA Academy Publisher ରୁ ଆପଣ ମାନେ ମାତ୍ର 100 ଟଙ୍କା ରେ ଭୁବନେଶ୍ୱର ବାଣୀବିହାର ରୁ ନେଇ ପାରିବେ Number System BOOK ଯେଉଁମାନେ Number System BOOK ମାତ୍ର 99 ଟଙ୍କା ରେ ନେବାକୁ ଚାହୁଁଛନ୍ତି ଦୟାକରି INDRA ACADEMY 🔱 Publisher ଙ୍କୁ Contact କରନ୍ତୁ Number - 7978741742 ମନେ ରଖନ୍ତୁ OFFER କେବଳ 2 ଦିନ ପାଇଁ July 22 ପରେ 99 ରେ ମିଳିବ ନାହିଁ , 149 ରେ ଦିଆ ଯିବ Book Order ପାଇଁ Call କରନ୍ତୁ 7978741742 ମନେ ରଖନ୍ତୁ :- ଯେଉଁମାନେ Complete Book ପାଈଁ payment କରିଥିଲେ , ଏବଂ ଯେଉଁମାନେ Arithmetic Books ନେଇଛନ୍ତି କିନ୍ତୁ Number System BOOK ନେଇ ନାହାନ୍ତି ସେମାନଙ୍କୁ FREE ରେ ଦିଆ ଯିବ (Special Content ସହିତ , special Print ଥିବା NUMBER SYSTEM Book ) . ଦୟାକରି Payment କରନ୍ତୁ ନାହିଁ ଯେଉଁମାନେ Mahapack , ସଫଳତା 2.0 , ଉଦୟ 2.0 , ସମର୍ଥ 2.0 , ସମ୍ଭବ 2.0 , ସକ୍ଷମ 2.0 Live Batch ନେଇଛନ୍ତି , ସେମାନଙ୍କୁ FREE ରେ ଦିଆ ଯିବ Special Content ଏବଂ Special Print ଥିବା NUMBER SYSTEM BOOK. 10-15 Days ପରେ ଗୋଟେ Career Councelling Seminar କରା ଯିବ ( By Subrajit Sir ) ସେଠି FREE ରେ ଦିଆ ଯିବ..... Location , Date and Time INDRA ACADEMY 🔱 Chat Box ରେ ଦିଆ ଯିବ. Thank you 🙏

PEO UPDATE

photo content

photo content

photo content

Number System BOOK Price - 99 ଟଙ୍କା Location - Vani Vihar ବହୁତ୍ ପିଲା ମାନେ ଅନୁରୋଧ କରୁଛନ୍ତି କି , 75 Pages print କରିବାକୁ per page 3 ଟଙ୍କା ହିସାବ ରେ 225 ଟଙ୍କା ପଡୁଛି INDRA Academy Publisher ରୁ ଆପଣ ମାନେ ମାତ୍ର 100 ଟଙ୍କା ରେ ଭୁବନେଶ୍ୱର ବାଣୀବିହାର ରୁ ନେଇ ପାରିବେ Number System BOOK ଯେଉଁମାନେ Number System BOOK ମାତ୍ର 99 ଟଙ୍କା ରେ ନେବାକୁ ଚାହୁଁଛନ୍ତି ଦୟାକରି INDRA ACADEMY 🔱 Publisher ଙ୍କୁ Contact କରନ୍ତୁ Number - 7978741742 ମନେ ରଖନ୍ତୁ OFFER କେବଳ 2 ଦିନ ପାଇଁ July 22 ପରେ 99 ରେ ମିଳିବ ନାହିଁ , 149 ରେ ଦିଆ ଯିବ Book Order ପାଇଁ Call କରନ୍ତୁ 7978741742

Dear Students, Our English classes will start from tomorrow. We sincerely apologize for the inconvenience caused. From tomorrow onwards, the classes will resume as usual. Thank you for your patience and cooperation. Jyoti Ma'am

Math Book Update ଯେଉଁ ମାନେ Book ପାଇଁ Payment କରିଥିଲେ , Complete Book ଯଦି Postal Address ରେ Home Address ରେ delivery ହେଇ ନାହିଁ , ଦୟାକରି Subrajit Sir ଙ୍କ New Number 9354642228 ରେ WhatsApp ରେ Msg କରନ୍ତୁ ( ଅନ୍ୟ କୌଣସି number ରେ Msg କରନ୍ତୁ ନାହିଁ) ଏବେ Book stock ରେ ଆସି ସାରିଛି , 3 ଟି Book ଦିଆ ଯିବ ଯେଉଁମାନେ complete Book ନେଇଛ, କିନ୍ତୁ Number System Book ମିଳି ନାହିଁ , Worry ହୁଅନ୍ତୁ ନାହିଁ , ବହୁତ୍ jaldi ଦିଆ ଯିବ FREE ରେ....INDRA ACADEMY Chat Box ରେ Update ଦିଆ ଯିବ ଯେଉଁମାନେ PEO, ASO ପାଇଁ Math Book order କରିବାକୁ ଚାହୁଁଛ , Home Address ରେ Delivery ପାଇଁ call କରନ୍ତୁ 9354642228 ନମ୍ବର ରେ Price - 1199

Math Book Update ଯେଉଁ ମାନେ Book ପାଇଁ Payment କରିଥିଲେ , Complete Book ଯଦି Postal Address ରେ Home Address ରେ delivery ହେଇ ନାହିଁ , ଦୟାକରି Subrajit Sir ଙ୍କ New Number 9354642228 ରେ WhatsApp ରେ Msg କରନ୍ତୁ ( ଅନ୍ୟ କୌଣସି number ରେ Msg କରନ୍ତୁ ନାହିଁ) ଏବେ Book stock ରେ ଆସି ସାରିଛି , 3 ଟି Book ଦିଆ ଯିବ ଯେଉଁମାନେ complete Book ନେଇଛ, କିନ୍ତୁ Number System Book ମିଳି ନାହିଁ , Worry ହୁଅନ୍ତୁ ନାହିଁ , ବହୁତ୍ jaldi ଦିଆ ଯିବ FREE ରେ....INDRA ACADEMY Chat Box ରେ Update ଦିଆ ଯିବ ଯେଉଁମାନେ PEO, ASO ପାଇଁ Math Book order କରିବାକୁ ଚାହୁଁଛ , Home Address ରେ Delivery ପାଇଁ call କରନ୍ତୁ 9354642228 ନମ୍ବର ରେ Price - 1199

Join Indian Polity Mega Test Now... Test is live with Sunil Sir

PEO ଏବଂ ASO ପାଇଁ ଆଜି ରାତି 8 ରେ New Batch Start ହେବ Math ର New Chapter ପଢ଼ା ଯିବ... Live ରହିବାକୁ ଅନୁରୋଧ ଯେଉଁମାନେ Book ପାଇଁ payment କରିଥିଲେ, Book ଯଦି ମିଳି ନାହିଁ , ଦୟାକରି ରାତି 9.15 ରେ WhatsApp ରେ Msg କରନ୍ତୁ WhatsApp Number - 9354642228

ଜୟ ଜଗନ୍ନାଥ Thank you so much PURI ବହୁତ୍ ପିଲାଙ୍କ ସହ ମିଶି...ବହୁତ୍ ଖୁସି ଲାଗିଲା....ବହୁତ୍ ଭଲ ପାଇବା ମିଳିଲା....ସେ ମୁହୂର୍ତ୍ତ କୁ ଭୁଲି ହେବ ନାହିଁ... ବହୁତ୍ ପିଲାଙ୍କୁ Math Book Free ରେ ଦିଆ ଯାଇଛି ( Instagram and YouTube ରେ Photo upload କରା ଯିବ ) ଯେଉଁ ମାନଙ୍କୁ Book ମିଳି ପାରି ନାହିଁ ସମ୍ବଲପୁର ଏବଂ ଭୁବନେଶ୍ୱର ରେ FREE ରେ Book ଦିଆ ଯିବ Location and Time only instagram ରେ Update କରା ଯିବ, ସେଥି ପାଇଁ WhatsApp ରେ Msg କରନ୍ତୁ ନାହିଁ. Instagram ରେ Msg କରି ପାରିବେ କିଛି ପିଲାଙ୍କୁ Book ମିଳି ପାରି ନାହିଁ ( ଲକ୍ଷ୍ୟ ଲକ୍ଷ୍ୟ ଲୋକ ଆସୁଥିଲେ , ଆମେ ଜାଣି ପାରିଲୁ ନାହିଁ ସେମାନେ Aspirant ବୋଲି, ଯିଏ ବି ସେ location ରେ ଯାଉଥିଲେ Book ମାଗୁଥିଲେ, guardian and relatives ପାଇଁ ମନା କରିବା ସତ୍ତ୍ୱେ ବହୁତ୍ ଲୋକ କହୁଥିଲେ ଆମ ଭାଇ ଭଉଣୀ ପୁଅ ପଢୁଛନ୍ତି ବୋଲି , କିଛି ପିଲା ମାନେ ଆସିଥିଲେ କିନ୍ତୁ INDRA ACADEMY install କରି ନଥିଲେ , paid Batch ନିଅନ୍ତୁ କି ନାହିଁ କିଛି problem ନାହିଁ, କିନ୍ତୁ INDRA ACADEMY Install ବି କରି ନଥିଲେ , ପ୍ରବଳ ବର୍ଷା କାରଣ ରୁ 1000 Book ନେଇ ଯାଉଥିବା ଗାଡ଼ି ରେ book ସବୁ ଓଦା ହୋଇ ଭିଜି ଯାଇ ଖରାପ ହେଇ ଯାଇଥିଲା ସେଥି ପାଇଁ କିଛି ପିଲାଙ୍କୁ Book ମିଳି ପାରିଲା ନାହିଁ....) ମାତ୍ର 1 ଟଙ୍କା ରେ INDRA ACADEMY ରେ ସକ୍ଷମ Basic Batch join କରି Book ର PDF FREE ରେ Download କରି ପାରିବେ , 126 Classes ମଧ୍ୟ ଦେଖି ପାରିବେ.... ଧନ୍ୟବାଦ୍ ଜୟ ଜଗନ୍ନାଥ 🙏

photo content

photo content

photo content

Number System BOOK ରଥଯାତ୍ରା ରେ FREE ରେ ସମସ୍ତଙ୍କୁ ଦିଆ ଯିବ ( କିଛି Document ଦରକାର ନାହିଁ ) Only Candidates ଙ୍କୁ ଦିଆ ଯିବ FREE ରେ, Relative , Guardians ଙ୍କୁ ନୁହେଁ... ଯେଉଁ ମାନେ Subrajit Sir ଙ୍କ ପାଖେ ପଢ଼ୁଥିଲେ , ରଥଯାତ୍ରା ରେ Duty କରିବାକୁ ଆସୁଛନ୍ତି ( Police SI , Constable , Fireman etc) , ସମସ୍ତଙ୍କୁ 3 Books ( Complete Math Book , Number System, Formula Book) Totally FREE ରେ ମିଳିବ....ଦୟାକରି Subrajit Sir ଙ୍କୁ Call କରନ୍ତୁ 9354642228 number ରେ.... Location:- ବଳଗଣ୍ଡି school ପାଖରେ , ସଲେବେଗ ମଠ ସାମ୍ନା ରେ POLICE SI , PEO ASO ପାଇଁ INDRA ACADEMY 🔱 ରେ TCS Based MOCK TEST Lunch କରା ଯାଇଛି, ରଥଯାତ୍ରା ରେ special price 99 ରହିବ ( ଯାହାର price 499 ) Link - https://classplusapp.com/w/indra-academy-jlvpsi/courses/703378?utm_source%3Dother%26utm_medium%3Dtutor-course-referral%26utm_campaign%3Dcourse-overview-webapp ଅଧିକ ଜାଣିବା ପାଇଁ Msg କରନ୍ତୁ - 9354642228

Dear students, Classes will start from 16 July. As I am travelling, extra time will be given in the upcoming classes so that your course is completed on time. Jyoti ma'am.