fa
Feedback
ଚତୁର୍ଥ ସେମିଷ୍ଟାର 2022-24(ଓଡ଼ିଆ ସ୍ନାତକୋତ୍ତର)

ଚତୁର୍ଥ ସେମିଷ୍ଟାର 2022-24(ଓଡ଼ିଆ ସ୍ନାତକୋତ୍ତର)

رفتن به کانال در Telegram
1 644
مشترکین
اطلاعاتی وجود ندارد24 ساعت
-137 روز
-3830 روز
آرشیو پست ها
ଆସନ୍ତା କାଲି ହେଉଚି ଶେଷ ଦିନ form fillup ପାଇଁ ଯେଉଁ ମାନେ କରି ନାହାନ୍ତି କରି ନେବେ

ଏହି CHANNEL ରେ join କରି jao କାରଣ ଖୁବ୍ ଶୀଘ୍ର TELEGRAM ବନ୍ଦ ହେବାକୁ ଯାଉ ଅଛି ଯାହାଦ୍ଵାରା ଆଉ କିଛି UPDATE ପାଇବେ ନାହିଁ ତେଣୁ ସମସ୍ତେ ଏହି CHANNEL ରେ JOIN ହେଇ ଯାଆନ୍ତୁ

ୟେ ହଉଚି FAKE EDIT ତେଣୁ କେହି ବ୍ୟସ୍ତ ହବ ନାହିଁ ADMISSION ଆସିବ କିନ୍ତୁ DATE FIX ହୋଇ ନାହିଁ ଏହି ମାସ ଶେଷ ସୁଦ୍ଧା ADMISSION ଆସିଯିବ ଆସିଲ
ୟେ ହଉଚି FAKE EDIT ତେଣୁ କେହି ବ୍ୟସ୍ତ ହବ ନାହିଁ ADMISSION ଆସିବ କିନ୍ତୁ DATE FIX ହୋଇ ନାହିଁ ଏହି ମାସ ଶେଷ ସୁଦ୍ଧା ADMISSION ଆସିଯିବ ଆସିଲେ ସର୍ବ ପ୍ରଥମ ଏହି CHANNEL ରେ NOTIFICATION ପାଇ ପାରିବେ

ଯେଉଁ ମାନଙ୍କ assignment back ଲାଗିଥିଲା 2nd sem ର ସେମାନଙ୍କୁ opportunity ମିଳିଛି ପୁନର୍ବାର ASSIGNMENT SUBMIT କରିବାକୁ BEFORE 18.08.2
ଯେଉଁ ମାନଙ୍କ assignment back ଲାଗିଥିଲା 2nd sem ର ସେମାନଙ୍କୁ opportunity ମିଳିଛି ପୁନର୍ବାର ASSIGNMENT SUBMIT କରିବାକୁ BEFORE 18.08.2024 ସୁଦ୍ଧା କରି ଦିଅନ୍ତୁ ନହେଲେ ଆଉ କରି ପାରିବେ ନାହିଁ..।

ଯଦି ଯେଉଁ ମାନଙ୍କ MARK 0 ରୁ 40 ରହିଛି ଯଦି ଆପଣ ମାନେ ପୁରା SURE ଅଛନ୍ତି କି ଯେ ଆପଣ ମାନେ ଭଲ ଲେଖିଛନ୍ତି କିନ୍ତୁ OSOU MARK ଦେଇ ନାହିଁ ତାହେଲେ ସେମାନେ ମୋତେ ନିଜ ନିଜ RESULTS କୁ PERSONAL ରେ ଦେଈ ପାରିବେ ଏବଂ ହବ ଯଦି ସମ୍ବଲପୁର ବହାରନ୍ତୁ ମୁଁ ବି ଆସିବି ପୂର୍ବରୁ ଥରେ ଯାଇଥିଲି ଏବେ ପୁଣି ଯିବା ଏମିତି JAU କରୁଛନ୍ତି ତାର କିଛି PERMANENT SALUTION କରି ଆସିବା ଯଦି ହବ 15 ତାରିଖ ପୂର୍ବରୁ ଗୋଟେ DATE FIX କର ସବୁ ଯିବା କଣ କହୁଚ ସବୁ...?

OSOU ରେ ସବୁ ପିଲା ଙ୍କ RESULT ଖରାପ ହେଇ ଅଛି ତେଣୁ ଯେଉଁ ମାନଙ୍କ RESULT ଖରାପ ହେଇଚି ମୋତେ WP ରେ MSG କରନ୍ତୁ 9078507424 ସମସ୍ତେ ଏକାଠି ହେଲେ ଆମେ ପୁଣି ଥରେ OSOU କୁ ଯିବା ନିଜ ନିଜ MRK କୁ ମୋତେ ପଠାନ୍ତୁ

JAGYASENI ଉପନ୍ୟାସ ଟା କେହି ନେଇଛନ୍ତି ଯଦି ଟିକେ msg ଦେବେ..?