fa
Feedback
SUSANTA TUTORIAL

SUSANTA TUTORIAL

رفتن به کانال در Telegram

ଏହି ଚାନେଲ ରେ ଆପଣମାନେ Competitive exam classes, Educational News,Gk Classes, +3 All Semester Class,Job Update ବିଷୟରେ ସୂଚନା ପାଇପାରିବେ l

نمایش بیشتر
5 612
مشترکین
+3024 ساعت
+1647 روز
+17330 روز
آرشیو پست ها

Quiz Start

photo content

Class link☝🏻

At 3.05 pm
At 3.05 pm

Quiz end ..

କେଉଁ ଉଦ୍ଭିଦରେ ଆରୋହଣ ମୂଳ ଦେଖାଯାଏ ?
Anonymous voting

ନିମ୍ନୋକ୍ତ ମଧ୍ୟରୁ କେଉଁ ଉଦ୍ଭିଦର ମୂଳ ଖାଦ୍ୟ ସଞ୍ଚୟ କରିଥାଏ ?
Anonymous voting

କେଉଁ ଉଦ୍ଭିଦରେ ବାୟବୀୟ ମୂଳ ଦେଖାଯାଏ?
Anonymous voting

କେଉଁ ଉଦ୍ଭିଦଟି ପରଜୀବୀ ଉଦ୍ଭିଦର ଉଦାହରଣ?
Anonymous voting

ଆଲୋକ ସଂଶ୍ଳେଷଣ ପାଇଁ କେଉଁ ଗ୍ୟାସ ଆବଶ୍ୟକ?
Anonymous voting

ମରୁଭୂମି ଉଦ୍ଭିଦରେ ଲମ୍ବା ମୂଳ ଥିବାର କାରଣ କ'ଣ?
Anonymous voting

ଜଳଜ ଉଦ୍ଭିଦମାନଙ୍କର କାଣ୍ଡ ସାଧାରଣତଃ କେମିତି ହୋଇଥାଏ?
Anonymous voting

ପତ୍ରରେ ଥିବା କ୍ଷୁଦ୍ର ଛିଦ୍ରକୁ କ’ଣ କୁହାଯାଏ?
Anonymous voting

ମରୁଭୂମି ଉଦ୍ଭିଦର ପତ୍ର କଣ୍ଟାରେ ପରିଣତ ହେବାର ଉଦ୍ଦେଶ୍ୟ କ'ଣ?
Anonymous voting

ଗଛର କେଉଁ ଅଂଶ ମାଟିରୁ ପାଣି ଓ ଖଣିଜ ଲବଣ ଶୋଷଣ କରେ?
Anonymous voting

Get ready for quiz at 9 PM 🔥

photo content