Self Study Point By Omm
رفتن به کانال در Telegram
Group Rules.. 👇 ➡️ଏହି ଗ୍ରୁପ କେବଳ ପଢ଼ା ବିଷୟରେ Discussion ପାଇଁ ହୋଇଛି, ପଢ଼ା ବ୍ୟତିତ ଅନ୍ୟ କିଛିବି ଆଲୋଚନା ନକରିବାକୁ ଅନୁରୋଧ | ➡️କେହିବି ଯଦି ଗ୍ରୁପ ରେ ଅସଭ୍ୟ ଭାଷାରେ ଗାଳି କରେ କିମ୍ବା ଗ୍ରୁପ ର ଝିଅ ମାନଙ୍କୁ ଖରାପ କଥା କହିବ ତାକୁ ବିନା warning ରେ ସିଧସଳଖ ଗ୍ରୁପ ରୁ ବାହାର କରିଦିଆଯିବ
نمایش بیشتر8 119
مشترکین
اطلاعاتی وجود ندارد24 ساعت
-637 روز
-18030 روز
آرشیو پست ها
🚨 ଆସନ୍ତା ଜୁଲାଇ 22 ତାରିଖରୁ ଉଭୟ ଦଶମ ଓ ନବମ ପିଲାଙ୍କର IA-1 ପରୀକ୍ଷା ଅନୁଷ୍ଠିତ ହେବ, ତା ସହ ଅନ୍ୟ IA, HALF YEARLY, PRE-BOARD ପରୀକ୍ଷାର ସୂଚୀ ବୋର୍ଡ ଅଫ୍ ସେକେଣ୍ଡାରୀ ତରଫରୁ ପ୍ରକାଶ କରାଯାଇଛି।
✅ ଦଶମ ଛାତ୍ରଛାତ୍ରୀ ଯେଉଁ ପରୀକ୍ଷା ଦେବେ ପୂର୍ବେ ଯାହା FA ଥିଲା ତାହାର ନାମ ବଦଳି IA 1, IA 2, IA 3 ଓ IA 4 ହୋଇଛି l
🟩 SA 1 ଯାହା ତାହା ଅର୍ଦ୍ଧବାର୍ଷିକ ପରୀକ୍ଷା l ଏହାର ମାର୍କ ପରୀକ୍ଷା ରେ ମିଶିବ ନାହିଁ l
🟩 SA 2 ଯାହା କୁହାଯାଉଛି ତାହା AHSC 2025 ଅଟେ ଏଥିରେ ପୁରା କୋର୍ସ ରୁ ପ୍ରଶ୍ନ ଆସିବ l
🔴 AHSC ରୁ 80% ମାର୍କ ଆଉ ବିଦ୍ୟାଳୟ ର ଶିକ୍ଷକ ମାନେ IA ରୁ ନିଜେ ପ୍ରତି ବିଷୟରେ 20% ମାର୍କ ଦେବେ l
80% + 20% = 100%
✅ ଦଶମ ପିଲାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଜାଣିବା କଥା ।ସମସ୍ତେ mark distribution ଜାଣି ରଖ ।
+919178612472
🔝🔝🔝🔝🔝🔝🔝
Jea subscribers au promotion chaha call kara 20 min re
👉 9937321677
Call kara ntu jana ntu kau collage re kete sit achi au kete mark darkar administration pai
*ଦେଶରେ ଲାଗୁ ହେଲା ଆଣ୍ଟି ପେପର ଲିକ୍ ଆଇନ୍ । ଦୋଷୀ ସାବ୍ୟସ୍ତ ହେଲେ ମିଳିବ କଠୋର ଦଣ୍ଡ ।*
*ଭୁବନେଶ୍ୱର : ଆସନ୍ତା ୭ ତାରିଖ ଠାରୁ +୨ରେ ନାମଲେଖା ପାଇଁ ଆବେଦନ ଆରମ୍ଭ ହେବ। କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଓ ଉପଶାସ୍ତ୍ରୀ ବିଭାଗରେ ପଢ଼଼ିବାକୁ ଛାତ୍ରଛାତ୍ରୀମାନେ ସାମ୍ସ ୱେବସାଇଟ୍ www.samsodisha.gov.in ରେ ଆବେଦନ କରିପାରିବେ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।*
*୨୦୨୪-୨୫ ଶିକ୍ଷାବର୍ଷ ଇ-ଆଡିମିଶନ ପାଇଁ ଏବେଯାଏଁ ସମୁଦାୟ ୨୨୨୧ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପଞ୍ଜିକରିଣ କରିଛନ୍ତି। କଳା ବିଭାଗରେ ୨, ୯୪, ୮୪୦ ଟି ସିଟ୍ ଥିବାବେଳେ ବିଜ୍ଞାନରେ ୧, ୬୬, ୯୨୯, ବାଣିଜ୍ୟରେ ୪୦, ୧୦୪, ସଂସ୍କୃତରେ ୧୩, ୦୮୮ ଏବଂ ଧନ୍ଦାମୂଳକ ଶିକ୍ଷାରେ ୧୦, ୫୦୪ ସିଟ୍ ଉପଲବ୍ଧ ରହିଛି।*
📌 ବିଶେଷ ସୂଚନା
ଦଶମ ଶ୍ରେଣୀର ଡ଼ିଜିଟାଲ ମାର୍କସିଟ(Whatsapp), ଏବଂ ଯୁକ୍ତ ଦୁଇ ରେଜଲ୍ଟ ର ଅସୁବିଧା ଦେଖାଦେଇପାରେ, ତେଣୁ ବ୍ୟସ୍ତ ବିବ୍ରତ ନ ହୋଇ ଅପେକ୍ଷାକରନ୍ତୁ, ଏକାଥରେ ସମସ୍ତ ରେଜଲ୍ଟ ବାହାରିଥିବାରୁ ସାଇଟ୍ ଡ଼ାଉନ୍ ଅଛି l
