fa
Feedback
Sukant Tutorial

Sukant Tutorial

رفتن به کانال در Telegram

Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial

نمایش بیشتر

📈 تحلیل کانال تلگرام Sukant Tutorial

کانال Sukant Tutorial (@sukanttutorial) بازیگری فعال است. در حال حاضر جامعه شامل 12 275 مشترک است و جایگاه 16 341 را در دسته آموزش و رتبه 33 207 را در منطقه الهند دارد.

📊 شاخص‌های مخاطب و پویایی

از زمان ایجاد در невідомо، پروژه رشد سریعی داشته و 12 275 مشترک جذب کرده است.

بر اساس آخرین داده‌ها در تاریخ 09 ژوئیه, 2026، کانال فعالیت پایداری دارد. در ۳۰ روز گذشته تغییر اعضا برابر -192 و در ۲۴ ساعت گذشته برابر 19 بوده و همچنان دسترسی گسترده‌ای حفظ شده است.

  • وضعیت تأیید: تأیید نشده
  • نرخ تعامل (ER): میانگین تعامل مخاطب 16.44% است و در ۲۴ ساعت نخست پس از انتشار، محتوا معمولاً 4.22% واکنش نسبت به کل مشترکان کسب می‌کند.
  • دسترسی پست‌ها: هر پست به طور میانگین 2 016 بازدید دریافت می‌کند. در اولین روز معمولاً 517 بازدید جمع‌آوری می‌شود.
  • واکنش‌ها و تعامل: مخاطبان به‌طور فعال حمایت می‌کنند؛ میانگین واکنش به هر پست 3 است.

📝 توضیح و سیاست محتوایی

نویسنده این فضا را محل بیان دیدگاه‌های شخصی توصیف می‌کند:
Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial

به لطف به‌روزرسانی‌های پرتکرار (آخرین داده در تاریخ 10 ژوئیه, 2026)، کانال همواره به‌روز و دارای دسترسی بالاست. تحلیل‌ها نشان می‌دهد مخاطبان به‌طور فعال با محتوا تعامل دارند و آن را به نقطه اثرگذاری مهم در دسته آموزش تبدیل کرده‌اند.

12 275
مشترکین
+1924 ساعت
-307 روز
-19230 روز
آرشیو پست ها
⭕ ରାଜ୍ୟରେ ୧୫ରୁ ୧୮ ବର୍ଷ ବୟସର ଛାତ୍ରଛାତ୍ରୀମାନଙ୍କୁ କୋଭାସ୍କିନ ଟିକାଦାନ ପ୍ରସ୍ତୁତି ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସ
⭕ ରାଜ୍ୟରେ ୧୫ରୁ ୧୮ ବର୍ଷ ବୟସର ଛାତ୍ରଛାତ୍ରୀମାନଙ୍କୁ କୋଭାସ୍କିନ ଟିକାଦାନ ପ୍ରସ୍ତୁତି ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗର ଏକ ମିଳିତ ବୈଠକ ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ⭕ ୩୧ ଡିସେମ୍ବର ୨୦୦୭ ସୁଦ୍ଧା ଜନ୍ମ ହୋଇଥିବା ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଟିକା ଦିଆଯିବ ⭕ ଜାନୁଆରୀ ୮ ତାରିଖ ପରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଓ ୧୧ ତାରିଖ ପରେ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଟିକାଦାନ କରାଯିବ

ସମସ୍ତଙ୍କୁ Share କର videoକୁ👍👍

🌼ଜାନୁଆରୀ ୫ରୁ ଆରମ୍ଭ ହେବ ଫକୀରମୋହନ ଭାଷାବୃତ୍ତି ପାଇଁ ଆବେଦନ🌼 ୨୦୨୧-୨୨ ଶିକ୍ଷାବର୍ଷରେ ବିଭିନ୍ନ ମେଧାବୃତ୍ତି ଓ ଫକୀରମୋହନ ଭାଷାବୃତ୍ତି ପାଇଁ ଜାନୁଆରୀ ୫ରୁ ଆବେଦନ ଆରମ୍ଭ ହେବ। ଛାତ୍ରଛାତ୍ରୀଙ୍କ ପାଇଁ ଫେବୃୟାରୀ ୫ ତାରିଖ ଆବେଦନର ଶେଷ ଦିନ ରହିଛି। କଲେଜସ୍ତରରେ ପିଲାଙ୍କ କାଗଜପତ୍ର ଯାଞ୍ଚ ପ୍ରକ୍ରିୟା ଜାନୁଆରୀ ୫ରୁ ଫେବୃୟାରୀ ୨୦ ତାରିଖ ଯାଏଁ ଚାଲିବ। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କଲେଜଗୁଡ଼ିକ ପାଇଁ ମାର୍ଗଦର୍ଶିଜା ଜାରି ହୋଇଛି। ଚଳିତବର୍ଷରେ ରାଜ୍ୟ ସରକାର ୟୁଜି(+୩)ର ୬ ହଜାର, ସ୍ନାତକୋତ୍ତରରେ ୨୫ଶହ ଓ ବୈଷୟିକ ଶିକ୍ଷା ଅଧ୍ୟୟନ କରୁଥିବା ୬ ହଜାର ମେଧାବୀ ଛାତ୍ରଛାତ୍ରୀଙ୍କୁ ମେଧାବୃତ୍ତି ପ୍ରଦାନ କରିବେ। ସ୍ନାତକ ପିଲାଙ୍କୁ ୩ବର୍ଷ ଲାଗି ୧୫ହଜାର, ୨୫ଶହ ପିଜି ପିଲାଙ୍କୁ ୨ବର୍ଷ ଲାଗି ୨୦ହଜାର ଓ ବୈଷୟିକ ଶିକ୍ଷା ଅଧ୍ୟୟନ କରୁଥିବା ୬ହଜାର ପିଲାଙ୍କୁ ବାର୍ଷିକ ୧୦ ହଜାର ହିସାବରେ ଏକ କାଳୀନ ୪୦ହଜାର ଟଙ୍କା ପ୍ରଦାନ କରାଯିବ। ସେହିପରି ଓଡ଼ିଆ ସମ୍ମାନ(ଅନର୍ସ) ରଖି ସ୍ନାତକ ଅଧ୍ୟୟନ କରୁଥିବା ୧୨ଶହ ଓ ୩ଶହ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କୁ ଫକୀରମୋହନ ଭାଷାବୃତ୍ତି ବାବଦକୁ ଏକକାଳୀନ ୨୦ହଜାର ଟଙ୍କା ପ୍ରଦାନ କରାଯିବ। ଯେଉଁ ପିଲାମାନଙ୍କର ଅଭିଭାବକଙ୍କ ବାର୍ଷିକ ଆୟ ୬ଲକ୍ଷ ଟଙ୍କାରୁ କମ୍‍ ସେମାନେ ଏହି ବୃତ୍ତି ଲାଗି ଆବେଦନ କରିପାରିବେ। ବୃତ୍ତି ପାଇବା ଲାଗି କେବଳ ରାଜ୍ୟର ସ୍ଥାୟୀ ବାସିନ୍ଦା ଯୋଗ୍ୟ ବିବେଚିତ ହେବେ। ଏସମ୍ପର୍କିତ ସମସ୍ତ ତଥ୍ୟ ବିଭାଗର ୱେସାଇଟ୍‍ www.scholarship.gov.in ମାଧ୍ୟମରେ ପାଇ ପାରିବେ ବୋଲି ବିଭାଗ କହିଛି।

photo content

photo content

ସକାଳୁ ସକାଳୁ First ଇଶ୍ୱର🙏, ବାପା ଓ ମାଆ ଙ୍କ ଆର୍ଶୀବାଦ ନିଅ ।ତା ପରେ ଗୁରୁ ଓ ଗୁରୁମାଙ୍କ ଆର୍ଶୀବାଦ ନିଅ ........... ଇଶ୍ୱର ,ବାପା , ମାଆଙ୍କ ,ଗୁରୁ ଓ ଗୁରୁ ମାଆ ଙ୍କ ଆର୍ଶୀବାଦ ଥିଲେ ତମେ କୌଣସି କାମରେ ବିଫଳ ହେବନି ....... Happy New Year 2022

🎉🎉🎉🎉🎉 ପୁଣି ଆଉ ଗୋଟେ ନୂଆ ହେବାର ରେ ଯାତ୍ରା ରେ, ଇତିହାସକୁ ସାଇତି ପୁଣି ଗୋଟେ ଇତିହାସ କୁ ସୃଷ୍ଟି କରିବାରେ ଏଥର ସାମିଲ ହୋଇଛି ୨୦୨୨ ପୂର୍ବ ଭଳି ଆମ ଜୀବନ ଯାତ୍ରା ଜାରି ରହୁ। ଜୀବନ ଯାତ୍ରା ବଢ଼ିବାକୁ ହେଲେ ଦରକାର ଆପଣଙ୍କ ସ୍ନେହ ଆଉ ଭଲ ପାଇବା। ଏ ସବୁ ଭିତରେ ବଡ଼ ଆପଣଙ୍କ ବିଶ୍ୱାସ । ମୁଁ ଜାଣିନି ଆପଣ ମାନେ@SukantTutorial କୁ କେତେ ମାତ୍ରା ରେ ପସନ୍ଦ କରନ୍ତି, ବାସ୍ ଏତିକି ଜାଣିଛି ଆପଣ ଆଗରୁ ଭଲ ପାଇବା ଦେଇ ଥିଲେ ଏବଂ ଆଗକୁ ଦେବେ ମଧ୍ @SukantTutorial ର ସମସ୍ତ ମେମ୍ବର ମାନଙ୍କୁ ନବବର୍ଷ ୨୦୨୨ ର ଢେର୍ ଅଧିକ ଶୁଭେଚ୍ଛା ♥️ ବଞ୍ଚି ଥିଲେ ପୁଣି ଆର ବର୍ଷ କୁ........ Happy New Year 2022 @SukantTutorial

ଇଂରାଜୀ ନବ ବର୍ଷ ୨୦୨୨ ର ହାର୍ଦ୍ଧିକ ଶୁଭେଚ୍ଛା ଓ ଶୁଭକାମନା 🙏 ୨୦୨୨ ଆପଣଙ୍କ ପାଇଁ ସୁଖ , ଶାନ୍ତି ଆଣି ଦେଉ , ଏତିକି ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା । Happy New Year 2022

⭕୩ରେ ଖୋଲିବ ପ୍ରଥମରୁ ପଞ୍ଚମ ଶ୍ରେଣୀ, ଠିକ୍ ସମୟରେ ହେବ ପରୀକ୍ଷା : ଗଣଶିକ୍ଷା ମନ୍ତ୍ରୀ⭕ ଆସନ୍ତା ଜାନୁଆରୀ ୩ ତାରିଖରୁ ଖୋଲିବ ପ୍ରଥମରୁ ପଞ୍ଚମ ଶ୍ରେଣୀ। ଏବେ ସ୍କୁଲରେ ଯାଇ ପାଠ ପଢିବେ ପିଲା। ଦ୍ଵନ୍ଦ ଦୂର କଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ସେ କହିଛନ୍ତି ଯେ, ନୋଡାଲ ଅଫିସରମାନେ ଜିଲ୍ଲା ବୁଲୁଛନ୍ତି। ଡିଇଓ ଓ ବିଇଓଙ୍କ ସହ ସଚିବ ବୈଠକ କରୁଛନ୍ତି । ତେବେ ଅଫଲାଇନ କ୍ଲାସ ବାଧ୍ୟତାମୂଳକ ନୁହେଁ । ଯିଏ ଚାହିଁବେ ଅନଲାଇନରେ ପଢ଼ିପାରିବେ । ୨୦୨୨ରେ ପରୀକ୍ଷା ଠିକ୍ ସମୟରେ ହେବ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି।

✅ JUNIOR MERIT SCHOLARSHIP 2021(E- MEDHABRUTTI) ⭕ ELIGIBILITY ➡️ CLASS XI & XII ➡️ GENERAL/ST/SC/OBC/SEBC/EBC ⭕ NO. OF SCHLORSHIP ➡️ 10,000 (BOYS & GIRLS in 50:50( MERIT RATIO) ⭕ AMOUNT ➡️ 3,000(PER YEAR) ➡️ 3,000×2= 6,000(TOTAL) ⭕ ELIGIBILITY ➡️ MUST BE A PERMANENT RESIDENT OF ODISHA STATE ➡️ MUST HAVE PASSED HSC WITH 60%% OR MORE MARK ➡️ INCOME OF THE PARENTS SHOULD NOT EXCEED Rs.6.00 LAKH PER ANNUM ➡️ STUDENTS SHALL APPLY FOR JUNIOR MERIT SCHOLARSHIP IN THE 1 YEAR OF JOINING OF THE COURSE (CLASS XI) FOR FRESH AND IN CLASS-XIl FOR RENEWAL ➡️ STUDENTS ALREADY AVAILING STATE/CENTRAL SCHOLARSHIP ARE EXCLUSION FROM THE SCHOLARSHIP ➡️ BANK ACCOUNT MUST BE IN THE NAME OF STUDENT ONLY ⭕ DOCUMENT REQUIRED ➡️ AADHAR CARD ➡️ INCOME CERTIFICATE ➡️ RESIDENCE CERIFICATE ➡️ BANK ACCOUNT DETAILS/PASSBOOK COPY ➡️ MARKSHEET & CERIFICATE OF HSE EXAM ➡️ PASSPORT SIZE PHOTO ➡️ +2 IDENTIFY CARD ⭕ LAST DATE ➡️ 20/01/2022

✅ JUNIOR MERIT SCHLORSHIP UPDATE ✅ LAST DATE EXTENDED TILL 20/01/2022

photo content

photo content

✅ ଜାନୁଆରୀ ମାସ ପାଇଁ ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର ⭕ପୂର୍ବ ମାସ ଭଳି ସମସ୍ତ ସହରାଞ୍ଚଳରେ ଜାରି ରହିବ ନାଇଟ କର୍ଫ୍ୟୁ ⭕ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ସମସ୍ତ ସହରାଞ୍ଚଳରେ ନାଇଟ କର୍ଫ୍ୟ ⭕ସକାଳ ୫ରୁ ରାତି ୧୦ ପର୍ଯ୍ୟନ୍ତ ସମସ୍ତ ପ୍ରକାର ଦୋକାନ ଖୋଲା ରହିବ ⭕ସମସ୍ତ ପ୍ରକାର ସାମାଜିକ ଓ ଧାର୍ମିକ ସମାବେଶକୁ ବାରଣ ⭕ କୋଭିଡ ନିୟମ ମାନି ଯାତ୍ରା, ମେଲୋଡ଼ି ଓ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇପାରିବ ⭕ ସର୍ବାଧିକ ୧ହଜାର ଦର୍ଶକଙ୍କୁ ନେଇ ଅନୁମତିରେ ଚାଲିପାରିବ ଯାତ୍ରା। ⭕ ୫୦% କ୍ଷମତାକୁ ନେଇ ଚାଲିପାରିବ ସିନେମା ହଲ ⭕ ସିନେମାହଲ୍‌କୁ ଯିବା ପାଇଁ ଡବଲ ଡୋଜ ଟିକା ବା ଟେଷ୍ଟ ରିପୋର୍ଟ ଜରୁରୀ ⭕ ବଣଭୋଜି, ମେଳା, ପ୍ରଦର୍ଶନୀ, ମହୋତ୍ସବ ସଂପୂର୍ଣ୍ଣ ନିଷେଧ, ⭕ କୌଣସି ଶିକ୍ଷାନୁଷ୍ଠାନ ପକ୍ଷରୁ ବି ପିକନିକ ଓ ଏକ୍ସକର୍ସନ ଆୟୋଜନ ମନା ⭕ କୌଣସି ଉପଲକ୍ଷେ ବାର୍ଷିକ ଉତ୍ସବ ବା ସମାରୋହ ସଂପୂର୍ଣ୍ଣ ନିଷେଧ

✅ +3 ALL SEMESTER ONLINE CLASS ✅ SEMESTER & CORE WISE VIEDO AVAILABLE ✅ https://cutt.ly/5Y7RvBU

photo content

3 Phase-3 Admission 2021-22* *👉କେବେ ଆସିବ Phase-3 ?* *👉କେଉଁମାନ Apply କରିପାରିବେ ?* *👉College or Honours Change କରିବାକୁ ଚାହୁଁଛନ୍ତି କି ?* *ଶୀଘ୍ର ଦେଖନ୍ତୁ* *Check Link*👇👇 https://youtu.be/v5yvNSgjf7k