fa
Feedback
Sukant Tutorial

Sukant Tutorial

رفتن به کانال در Telegram

Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial

نمایش بیشتر

📈 تحلیل کانال تلگرام Sukant Tutorial

کانال Sukant Tutorial (@sukanttutorial) بازیگری فعال است. در حال حاضر جامعه شامل 12 262 مشترک است و جایگاه 16 353 را در دسته آموزش و رتبه 33 219 را در منطقه الهند دارد.

📊 شاخص‌های مخاطب و پویایی

از زمان ایجاد در невідомо، پروژه رشد سریعی داشته و 12 262 مشترک جذب کرده است.

بر اساس آخرین داده‌ها در تاریخ 06 ژوئیه, 2026، کانال فعالیت پایداری دارد. در ۳۰ روز گذشته تغییر اعضا برابر -229 و در ۲۴ ساعت گذشته برابر -12 بوده و همچنان دسترسی گسترده‌ای حفظ شده است.

  • وضعیت تأیید: تأیید نشده
  • نرخ تعامل (ER): میانگین تعامل مخاطب 15.81% است و در ۲۴ ساعت نخست پس از انتشار، محتوا معمولاً 4.28% واکنش نسبت به کل مشترکان کسب می‌کند.
  • دسترسی پست‌ها: هر پست به طور میانگین 1 939 بازدید دریافت می‌کند. در اولین روز معمولاً 525 بازدید جمع‌آوری می‌شود.
  • واکنش‌ها و تعامل: مخاطبان به‌طور فعال حمایت می‌کنند؛ میانگین واکنش به هر پست 4 است.

📝 توضیح و سیاست محتوایی

نویسنده این فضا را محل بیان دیدگاه‌های شخصی توصیف می‌کند:
Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial

به لطف به‌روزرسانی‌های پرتکرار (آخرین داده در تاریخ 07 ژوئیه, 2026)، کانال همواره به‌روز و دارای دسترسی بالاست. تحلیل‌ها نشان می‌دهد مخاطبان به‌طور فعال با محتوا تعامل دارند و آن را به نقطه اثرگذاری مهم در دسته آموزش تبدیل کرده‌اند.

12 262
مشترکین
-1224 ساعت
-577 روز
-22930 روز
آرشیو پست ها
🛑ପରୀକ୍ଷାର ୩୯ମିନିଟ୍‌ ପରେ ମାଟ୍ରିକ୍‌ ହିନ୍ଦୀ/ସଂସ୍କୃତ ପ୍ରଶ୍ନପତ୍ର ଭାଇରାଲ୍
🛑ପରୀକ୍ଷାର ୩୯ମିନିଟ୍‌ ପରେ ମାଟ୍ରିକ୍‌ ହିନ୍ଦୀ/ସଂସ୍କୃତ ପ୍ରଶ୍ନପତ୍ର ଭାଇରାଲ୍

https://youtu.be/VZbk9u7Q_J0 ବଢ଼ିଲା Scholarship Apply ତାରିଖ +3 ପିଲାଙ୍କୁ 15,000/- ଟଙ୍କା PG ପିଲାଙ୍କୁ 20,000/- ଟଙ୍କା ITI , Diploma ,technical & professional courses ପିଲାଙ୍କୁ 40,000/- ଟଙ୍କା ଯେଉଁମାନେ Apply କରିନାହାନ୍ତି ଶୀଘ୍ର କରନ୍ତୁ ଆପଣ ମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ Must Watch & Share👆👆

https://youtu.be/WB1LD1FHblc ଏଥିପାଇଁ Scholarship ଟଙ୍କା ମିଳିପାରୁନି ଶୀଘ୍ର ଦେଖନ୍ତୁ👆👆

⭕ଗୀତାଞ୍ଜଳି ଦାଶ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ନୂଆ କୁଳପତି⭕ ପ୍ରଫେସର ଗୀତାଞ୍ଜଳି ଦାଶଙ୍କୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ନୂଆ କୁଳପତି ଭାବେ ନିଯୁକ୍ତି ମିଳିଛି। ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀ ଲାଲ ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି।

EXPERIMENTAL PRE-GENESIS TRACK AND INTENSITY FORECAST ALONGWITH CONE OF UNCERTAINTY ISSUED AT THE STAGE OF LOW PRESSURE AREA
+1
EXPERIMENTAL PRE-GENESIS TRACK AND INTENSITY FORECAST ALONGWITH CONE OF UNCERTAINTY ISSUED AT THE STAGE OF LOW PRESSURE AREA OVER SOUTH ANDAMAN SEA AND ADJOINING SOUTHEAST BAY OF BENGAL ON 0300 UTC OF 6TH MAY 2022

photo content
+1

୮ରେ ବାତ୍ୟା, ୧୦ରେ ଛୁଇଁବ ଉପକୂଳ !👆👆👆
୮ରେ ବାତ୍ୟା, ୧୦ରେ ଛୁଇଁବ ଉପକୂଳ !👆👆👆

ବାତ୍ୟାର ବଡ ଖବର । ୮ରେ ବାତ୍ୟା, ୧୦ରେ ଛୁଇଁପାରେ ଉପକୂଳ! କେଉଁଠି ହୋଇପାରେ ଲ୍ୟାଣ୍ଡଫଲ, ଆକଳନ କରୁଛି ପାଣିପାଗ ବିଭାଗ ।
ବାତ୍ୟାର ବଡ ଖବର । ୮ରେ ବାତ୍ୟା, ୧୦ରେ ଛୁଇଁପାରେ ଉପକୂଳ! କେଉଁଠି ହୋଇପାରେ ଲ୍ୟାଣ୍ଡଫଲ, ଆକଳନ କରୁଛି ପାଣିପାଗ ବିଭାଗ ।

‼️ମେ ୮ ତାରିଖରେ ବାତ୍ୟା ‼️ ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ବାତ୍ୟାରେ ପରିଣତ ହେବାର ସମ୍ଭାବନା। ଲଘୁଚାପ କ୍ଷେତ୍ରଟି ଆସନ୍ତାକାଲି ଅବପାତରେ ପରିଣତ ହୋଇ ୮ ତାରିଖ ସନ୍ଧ୍ୟା ସୁଦ୍ଧା ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। କ୍ରମେ ଏହା ଉତ୍ତର-ପଶ୍ଚିମ ଦିଗକୁ ଗତିକରି ବାତ୍ୟାରେ ରୂପାନ୍ତର ହେବ। ୮ରେ ବାତ୍ୟାରେ ପରିଣତ ହୋଇ ୧୦ ତାରିଖ ଉପକୂଳ ଛୁଇଁବାର ସମ୍ଭାବନା ରହିଛି। ତେବେ ଏହା କେଉଁ ସ୍ଥାନରେ ସ୍ଥଳଭାଗ ସ୍ପର୍ଶ କରିବ ସେନେଇ ଆକଳନ କରାଯାଇ ନାହିଁ। ଏନେଇ ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।

ସମ୍ଭାବ୍ଯ ବାତ୍ୟାକୁ ନେଇ ଅଯଥା ଭୟଭୀତ ହୁଅନ୍ତୁ ନାହିଁ। ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ଯଥେଷ୍ଟ ପରିମାଣରେ ମହଜୁଦ ଅଛି। ସମ୍ଭାବ୍ଯ ବାତ୍ୟା ମୁକାବିଲ
ସମ୍ଭାବ୍ଯ ବାତ୍ୟାକୁ ନେଇ ଅଯଥା ଭୟଭୀତ ହୁଅନ୍ତୁ ନାହିଁ। ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ଯଥେଷ୍ଟ ପରିମାଣରେ ମହଜୁଦ ଅଛି। ସମ୍ଭାବ୍ଯ ବାତ୍ୟା ମୁକାବିଲା ପାଇଁ ରାଜ୍ଯ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। #Cyclone #OdishaCares

Realized #weather during past 24 hours over the districts of #Odisha
Realized #weather during past 24 hours over the districts of #Odisha

photo content

ଦକ୍ଷିଣ-ଆଣ୍ଡାମାନ ସାଗର ଏବଂ ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ୭ ତାରିଖରେ ଅବପାତ ଏବଂ
ଦକ୍ଷିଣ-ଆଣ୍ଡାମାନ ସାଗର ଏବଂ ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ୭ ତାରିଖରେ ଅବପାତ ଏବଂ ୮ତାରିଖ ସନ୍ଧ୍ୟା ସୁଦ୍ଧା ବାତ୍ୟା ସମ୍ଭାବନା

ଗତିକାଲିର ସକ୍ରିୟ ଘୁର୍ଣ୍ଣିବଳୟ ପ୍ରଭାବରେ ଆଜି ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ପାର୍ଶ୍ଵବର୍ତ୍ତୀ ଦକ୍ଷିଣପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷ
ଗତିକାଲିର ସକ୍ରିୟ ଘୁର୍ଣ୍ଣିବଳୟ ପ୍ରଭାବରେ ଆଜି ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ପାର୍ଶ୍ଵବର୍ତ୍ତୀ ଦକ୍ଷିଣପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି | ଏହି ଲଘୁଚାପ କ୍ଷେତ୍ର ଉତ୍ତର ପଶ୍ଚିମ ଦିଗରେ ଗତି କରିବା ସହ ପରବର୍ତ୍ତୀ ୪୮ଘଣ୍ଟା ରେ ଘନୀଭୂତ ହୋଇ ଅବପାତ ରେ ପରିଣତ ହେବାର ସମ୍ଭାବନା ରହିଛି

ଆପଣଙ୍କ ଆଡ଼େ ଏବେ ବର୍ଷା ଓ ପବନ ହେଉଛି କି ?
Anonymous voting

🔥Loot for Students @ Free Now you can Register for aakash iACST Exam in Free Of Cost During registration Use Code : iACST222
🔥Loot for Students @ Free Now you can Register for aakash iACST Exam in Free Of Cost During registration Use Code : iACST2223 and Your registration fee become 0 Code : iACST2223 Link : https://iacst.aakash.ac.in/iacstexam?coupon_code=aUFDU1QyMjIz&utm_source=AESL10052&utm_medium=AESL10052&utm_campaign=62739537d979870001a7fde1_4_ENKR20220505A181762066 Take the test at a date and time of your choice & Win A Chance For Scholarship Timings : 9AM to 7PM Daily Duration : 35 mins Mode : Online (from home)

https://youtu.be/-h3kgp05nHs ବଦଳିଲା ଖରା ଛୁଟି ତାରିଖ👆 Must Watch & Share

ଦିଲ୍ଲୀ ଓ ଏହାର ପାକାପାଖି ଅଞ୍ଚଳରେ ଦିନକୁ ଦିନ କୋଭିଡ଼୍-୧୯ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ପ୍ରତିଦିନ କିଛି ଯାତ୍ରୀ ଦିଲ୍ଲୀରୁ ଓଡ଼ିଶାକୁ ଆସୁଛନ୍
ଦିଲ୍ଲୀ ଓ ଏହାର ପାକାପାଖି ଅଞ୍ଚଳରେ ଦିନକୁ ଦିନ କୋଭିଡ଼୍-୧୯ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ପ୍ରତିଦିନ କିଛି ଯାତ୍ରୀ ଦିଲ୍ଲୀରୁ ଓଡ଼ିଶାକୁ ଆସୁଛନ୍ତି । ଏହାକୁ ଆଖି ଆଗରେ ରଖି ବିଭିନ୍ନ ବିମାନବନ୍ଦର ଓ ଆକାଶମାର୍ଗ ଓ ରେଳ ଷ୍ଟେସନରେ ସତର୍କତା ମୂଳକ ତଦାରଖ କରାଯିବ ।

⭐ବାତ୍ୟା ସୃଷ୍ଟି ନେଇ ଏବେ ବି ଚିତ୍ର, ଶୁକ୍ରବାର ଜଣା ପଡ଼ିବ ବାତ୍ୟାର ତୀବ୍ରତା⭐ ଆସୁଛି ବାତ୍ୟା । ଅଶାନ୍ତ ହେଉଛି ସମୁଦ୍ର । ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ପରବର୍ତ୍ତୀ ୨୪ରୁ ୪୮ ଘଣ୍ଟା ମଧ୍ୟରେ ନେବ ଲଘୁଚାପର ରୂପ । ଯାହା ପରବର୍ତ୍ତୀ ସମୟରେ ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସହ ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ଗୋଟିଏ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ସେପଟେ ସମ୍ଭାବ୍ୟ ବାତ୍ୟାକୁ ନେଇ ପ୍ରସ୍ତୁତି କରିଛନ୍ତି ରାଜ୍ୟ ସରକାର । କଳାବଜାରୀ ରୋକିବାକୁ ବିଭାଗୀୟ ମନ୍ତ୍ରୀ ସତର୍କ କରାଇଛନ୍ତି । ସବୁ ଜିଲ୍ଲାପାଳଙ୍କୁ ଆଲର୍ଟ କରିବା ସହ ଅଫିସରମାନଙ୍କୁ ଦାୟିତ୍ୱ ବଣ୍ଟାଯାଇଛି । ଅଶାନ୍ତ ହେଉଛି ଦକ୍ଷିଣ ଆଣ୍ଡାମାନ ସାଗର । ୨୪ରୁ ୪୮ ଘଣ୍ଟା ମଧ୍ୟରେ ନେବ ଲଘୁଚାପ ରୂପ । ୬ରୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆରମ୍ଭ ହେବ ବର୍ଷା । ଘଣ୍ଟା ପ୍ରତି ୬୦ରୁ ୭୦ କିଲୋମିଟର ବେଗରେ ବହିବ ପବନ । ମତ୍ସଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କଲା ଭାରତୀୟ ପାଣିପାଗ ବିଭାଗ । ବାତ୍ୟା ସୃଷ୍ଟି ନେଇ ଏବେ ବି ଚିତ୍ର ଅସ୍ପଷ୍ଟ ରହିଛି । ଶୁକ୍ରବାର ଜଣା ପଡ଼ିବ ବାତ୍ୟାର ତୀବ୍ରତା ଏବଂ କେଉଁଠି ଛୁଇଁବ ସ୍ଥଳଭାଗ । ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଧିରେ ଧିରେ ଘନୀଭୂତ ହେବାରେ ଲାଗିଛି । ୬ ତାରିଖ ବେଳକୁ ଏହା ଲଘୁଚାପରେ ପରିଣତ ହୋଇ ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଗଭୀର ଅବପାତର ରୂପ ନେବ ବୋଲି ଆଇଏମଡି ଡିଜି କହିଛନ୍ତି ।

ବାତ୍ୟା ଭୟ : ଅଜଥାରେ କିଣନ୍ତୁ ନାହିଁ ଅତ୍ୟାବଶ୍ୟକ ସାମଗ୍ରୀ
ବାତ୍ୟା ଭୟ : ଅଜଥାରେ କିଣନ୍ତୁ ନାହିଁ ଅତ୍ୟାବଶ୍ୟକ ସାମଗ୍ରୀ