fa
Feedback
Sukant Tutorial

Sukant Tutorial

رفتن به کانال در Telegram

Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial

نمایش بیشتر

📈 تحلیل کانال تلگرام Sukant Tutorial

کانال Sukant Tutorial (@sukanttutorial) بازیگری فعال است. در حال حاضر جامعه شامل 12 273 مشترک است و جایگاه 16 341 را در دسته آموزش و رتبه 33 207 را در منطقه الهند دارد.

📊 شاخص‌های مخاطب و پویایی

از زمان ایجاد در невідомо، پروژه رشد سریعی داشته و 12 273 مشترک جذب کرده است.

بر اساس آخرین داده‌ها در تاریخ 09 ژوئیه, 2026، کانال فعالیت پایداری دارد. در ۳۰ روز گذشته تغییر اعضا برابر -192 و در ۲۴ ساعت گذشته برابر 19 بوده و همچنان دسترسی گسترده‌ای حفظ شده است.

  • وضعیت تأیید: تأیید نشده
  • نرخ تعامل (ER): میانگین تعامل مخاطب 16.44% است و در ۲۴ ساعت نخست پس از انتشار، محتوا معمولاً 4.22% واکنش نسبت به کل مشترکان کسب می‌کند.
  • دسترسی پست‌ها: هر پست به طور میانگین 2 016 بازدید دریافت می‌کند. در اولین روز معمولاً 517 بازدید جمع‌آوری می‌شود.
  • واکنش‌ها و تعامل: مخاطبان به‌طور فعال حمایت می‌کنند؛ میانگین واکنش به هر پست 3 است.

📝 توضیح و سیاست محتوایی

نویسنده این فضا را محل بیان دیدگاه‌های شخصی توصیف می‌کند:
Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial

به لطف به‌روزرسانی‌های پرتکرار (آخرین داده در تاریخ 10 ژوئیه, 2026)، کانال همواره به‌روز و دارای دسترسی بالاست. تحلیل‌ها نشان می‌دهد مخاطبان به‌طور فعال با محتوا تعامل دارند و آن را به نقطه اثرگذاری مهم در دسته آموزش تبدیل کرده‌اند.

12 273
مشترکین
+1924 ساعت
-307 روز
-19230 روز
آرشیو پست ها
ସଫଳତାର ଚାବିକାଠି .....🎯🎯 " Sukant Tutorial " Date -06.03.2022
ସଫଳତାର ଚାବିକାଠି .....🎯🎯 " Sukant Tutorial " Date -06.03.2022

⚪ କାଲି STATE SCHOLARSHIP କୁ ନେଇ IMPORTANT UPDATE ଦିଆ ଯିବ

➡️ +2 Board Exam Big Update ➡️ଅଫଲାଇନ୍ ପରୀକ୍ଷା ସପକ୍ଷରେ ୯୬℅ ମତାମତ
➡️ +2 Board Exam Big Update ➡️ଅଫଲାଇନ୍ ପରୀକ୍ଷା ସପକ୍ଷରେ ୯୬℅ ମତାମତ

https://youtu.be/h3ju7fY1M-0 +2 ପିଲାଙ୍କ ପାଇଁ ଖୁସି ଖବର 👇 ➡️ଆସିଲା ସବୁ ବର୍ଗଙ୍କ ମତାମତ ➡️50 mark ର Multiple Choice Questions ବୋର୍ଡ ପରୀକ୍ଷାରେ ଆସିବ ...... ➡️ଶୀଘ୍ର Video ଦେଖନ୍ତୁ କଣ ସେହି ଖୁସି ଖବର👆👆👆

Osepa Youtube Live Streaming Classes 🔥🔥🔥🔥🔥🔥 Date:-04.03.2022 🔥🔥🔥🔥🔥🔥 👇👇👇👇👇👇 https://youtu.be/imAfrGQHDTc

ଜୀବନରେ ସଫଳ ହେବାକୁ ହେଲେ ପ୍ରଥମେ ନିଜ କାମ ପ୍ରତି ଧ୍ୟାନ ଦିଅନ୍ତୁ । ଆଜି କାମ ବର୍ତ୍ତମାନ କରନ୍ତୁ । ସବୁବେଳେ ଭଲ କାମ ପ୍ରତି ମନ ଦିଅନ୍ତୁ । କମ୍ ଅଭିଯୋଗ କରନ୍ତୁ । ଅଯଥା ଯୁକ୍ତି ଲଗାନ୍ତୁ ନାହିଁ । ସବୁବେଳେ ସକାରାତ୍ମକ ବିଚାର ଓ ଭଲ ଲୋକଙ୍କ ସହିତ ସମ୍ପର୍କ ସ୍ଥାପନା କରନ୍ତୁ ଆଉ ସବୁବେଳେ ମୁହଁ ହସ ହସ ରଖନ୍ତୁ । ଦେଖିବେ କେବେ ବି ଦୁଃଖ ଆପଣଙ୍କ ପାଖ ଛୁଇଁବ ନାହିଁ ।। ସମସ୍ତଙ୍କ ଜୀବନରେ ଦୁଃସମୟ ଆସେ ଆପଣଙ୍କୁ ଦୁର୍ବଳ କରିବା ପାଇଁ ନୁହେଁ, "ବରଂ" ଆପଣଙ୍କ ଦୁର୍ବଳ ମନୋବଳକୁ ସବଳ କରିବା ପାଇଁ । 🌞ଶୁଭ ସକାଳ🌞 ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ

https://youtu.be/I1vL9E_n02E +2 ପିଲାଙ୍କ ପାଇଁ ଖୁସି ଖବର 😂😂 +2 ମୁଖ୍ୟ ପରୀକ୍ଷା ସହ Quarter End ମାର୍କ ମିଶାଯାଇ .... +2 ଚୂଡାନ୍ତ ପରୀକ୍ଷା ଫଳ ପ୍ରକାଶ ପାଇବ +2 ମୁଖ୍ୟ ପରୀକ୍ଷା + Last Quarter End = +2 Board Exam Results Video ଦେଖନ୍ତୁ ଜାଣି ପାରିବେ ...👆👆👆

ରାତ୍ରିକର ଉଜାଗରେ କିସ ପ୍ରୟୋଜନ, ନିଦ୍ରା ବିମୋହିତ ମୋର ସମସ୍ତ ଜୀବନ! -ଶିବରାତ୍ରି 🌼ମହା ଶିବରାତ୍ରୀ ର ଢେର୍ ସାରା ଶୁଭେଚ୍ଛା 🌼

ସମସ୍ତ ଙ୍କୁ ଜାଗର ର ଅଭିନନ୍ଦ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଏବଂ ପ୍ରଭୁ ମହାଦେବ ଙ୍କ ଆଶୀର୍ବାଦ ସବୁବେଳେ ରହୁଥାଉ ଜୟ ଜଗନ୍ନାଥ ହର ହର ମହାଦେବ🙏
ସମସ୍ତ ଙ୍କୁ ଜାଗର ର ଅଭିନନ୍ଦ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଏବଂ ପ୍ରଭୁ ମହାଦେବ ଙ୍କ ଆଶୀର୍ବାଦ ସବୁବେଳେ ରହୁଥାଉ ଜୟ ଜଗନ୍ନାଥ ହର ହର ମହାଦେବ🙏

ଖବର ଆଜିର ତାରିଖ ୨୮-୦୨-୨୦୨୨/ସୋମବାର ୧-ଆଜିଠାରୁ କ୍ଲାସରୁମରେ ପାଠ ପଢିବେ ପ୍ରଥମରୁ ସପ୍ତମ ଶ୍ରେଣୀ ପିଲା, ସ୍ଵତନ୍ତ୍ର ପୁସ୍ତିକା କୋର୍ସରେ ସାମିଲ କରିବାକୁ ଯୋଜନା । ୨-ଆଶା ଅନୁସାରେ ବିଶ୍ବର ୧୦ନଂ ଦଳ ଶ୍ରୀଲଙ୍କା ବିପକ୍ଷରେ ୧ନଂ ଦଳ ଭାରତ ୩ ମ୍ୟାଚ୍‌ର ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ୩-୦ରେ ପୋଛି ନେଇଛି। ୩ଟି ଯାକ ମ୍ୟାଚ୍‌କୁ ଭାରତ ସହଜରେ ଜିତିପାରିଛି। ରବିବାର ୩ୟ ତଥା ଅନ୍ତିମ ଟ୍ବେଣ୍ଟି-୨୦ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ୬ ୱିକେଟରେ ଭାରତ ପରାସ୍ତ କରିଛି । ୩-ରୁଷ ଘନ ଘନ ଆକ୍ରମଣ କରି ୟୁକ୍ରେନର ରାଜଧାନୀ କିଭ ନିକଟତର ହେଲାଣି। ତେବେ ଏହି ଯୁଦ୍ଧ ଉପରେ ବିରାମ ଲାଗିବ ନା ଆହୁରି ଭୟଙ୍କର ହେବା ତାହା କହିବା ମୁସ୍କିଲ। ଏହା ମଧ୍ୟରେ ୟୁକ୍ରେନର ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଏକ ପ୍ରତିନିଧିମଣ୍ଡଳ ରୁଷ ଅଧିକାରୀଙ୍କୁ ଭେଟିବେ। ୟୁକ୍ରେନର ରାଷ୍ଟ୍ରପତି ଭୋଲଡିମିର ଜେଲେନସ୍କିଙ୍କ କାର୍ଯ୍ୟାଳୟ କହିଛନ୍ତି, ଉଭୟ ପକ୍ଷ ବେଲାରୁସ ସୀମାରେ ଏକ ଅନିର୍ଦ୍ଦିଷ୍ଟ ସ୍ଥାନରେ ସାକ୍ଷାତ କରିବେ। ତେବେ ବୈଠକର କୌଣସି ନିର୍ଦ୍ଧାରିତ ସମୟ ଜଣାଇ ନାହିଁ ରାଷ୍ଟ୍ରପତି କାର୍ଯ୍ୟାଳୟ। ୪-ରୁଷିଆ ବିମାନ ପାଇଁ ୟୁରୋପିୟ ଦେଶ ଓ କାନାଡା ତାଙ୍କର ଏୟାରସ୍ପେସ୍‌ ବନ୍ଦ କରି ଦେଇଛନ୍ତି। ୟୁକ୍ରେନ ଉପରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କ ସାମରିକ କାର୍ଯ୍ୟାନୁଷ୍ଠାନକୁ ରୋକିବା ଲାଗି ଏଭଳି ଅପ୍ରତ୍ୟାଶିତ ପଦକ୍ଷେପ ନିଆଯାଇଛି। ୫-ୟୁକ୍ରେନ୍‌ ସହ ଶାନ୍ତି ଆଲୋଚନା ଆରମ୍ଭ ପୂର୍ବରୁ ଋଷ ପରମାଣୁ ବାହିନୀକୁ ‘ହାଇଆଲର୍ଟ’ରେ ରଖିଲେ ରାଷ୍ଟ୍ରପତି ପୁଟିନ୍‌ । ୬-ୟୁକ୍ରେନରେ ଭାରତୀୟ ଛାତ୍ରମାନେ ଭାରତ ଫେରିବା ପାଇଁ ପୋଲାଣ୍ଡ ସୀମାକୁ ଆସୁଥିବା ବେଳେ ସେମାନଙ୍କ ପାଇଁ ୟୁକ୍ରେନ୍‌ ସୈନିକ ନାନା ସମସ୍ୟା ସୃଷ୍ଟି କରିଛନ୍ତି। ଦୁଇ ଦିନ ତଳେ କିଛି ୟୁକ୍ରେନ୍‌ ସୈନିକ ଭାରତୀୟ ଛାତ୍ରଙ୍କ ଏକ ଗୋଷ୍ଠୀକୁ ଜବରଦସ୍ତ ଅଟକାଇବା ସହ ସେମାନଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ୭-ରାଷ୍ଟ୍ରପତି ଜେଲେନସ୍କିଙ୍କ ଭାଷଣ ଟ୍ରାନ୍ସଲେଟ୍ ସମୟରେ କାନ୍ଦିବାକୁ ଲାଗିଲେ ଅନୁବାଦକ, ଭିଡିଓ ଭାଇରାଲ୍ । ୮--‘ବୋମା ଶବ୍ଦ ଶୁଣି ଭୟରେ କାନ୍ଦୁଛି ମୋ କୁକୁର, ତା’ବିନା ମୁଁ ୟୁକ୍ରେନ ଛାଡ଼ି ପାରିବି ନାହିଁ’: ବଙ୍କରରେ ଫସିଥିବା ଭାରତୀୟ ଛାତ୍ର ୯-ପଶ୍ଚିମ ଓଡିଶାରେ ବିଜେଡିର ଦବଦବା: ବଡ ଚେହେରା ଥାଇ ବି ଗଡ଼ ରକ୍ଷା କରିପାରିଲାନି ବିଜେପି । ୧୦-ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ କ୍ରିକେଟ୍ ଖେଳାଳି ବିନୋଦ କାମ୍ବଲିଙ୍କୁ ମୁମ୍ବାଇ ପୋଲିସ ରବିବାର ଗିରଫ କରିଛି। ମୁମ୍ବାଇର ବାନ୍ଦ୍ରାରେ ବିନୋଦ କାମ୍ବଲି ନିଶାରେ ଗାଡି ଚଳାଇ ଏକ କାରକୁ ଧକ୍କା ଦେଇଛନ୍ତି। ଏହା ପରେ ପୋଲିସ କାର୍ଯ୍ୟାନୁଷ୍ଠାନସ୍ଵରୂପ କାମ୍ବଲିଙ୍କୁ ଗିରଫ କରିଛି। ତେବେ ପରବର୍ତ୍ତୀ ସମୟରେ କାମ୍ବଲିଙ୍କୁ ଜାମିନ ମିଳି ଯାଇଛି। ୧୧-ଫଳାଫଳକୁ ନେଇ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ବୟାନ: କହିଲେ, ଏଭଳି ଟ୍ରେଣ୍ଡ ଗଣତନ୍ତ୍ର ପ୍ରତି ଶୁଭଙ୍କର ନୁହେଁ । ୧୨-କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି: ମନରେଗାରେ ଲୋକପାଳ ନିଯୁକ୍ତ କରିନଥିବା ରାଜ୍ୟକୁ ଝଟକା, ଆସନ୍ତା ବର୍ଷ ମିଳିବନି ପାଣ୍ଠି । ୧୩-ଏଫ୍‍ଆଇଏଚ୍‍ ମହିଳା ପ୍ରୋ ଲିଗ୍‍ ହକିରେ ପଦାର୍ପଣ କରିଥିବା ଭାରତ ପ୍ରଥମ ପରାଜୟ ବରଣ କରିଛି। କଳିଙ୍ଗ ଷ୍ଟାଡ଼ିୟମରେ ରବିବାର ଖେଳା ଯାଇଥିବା ମ୍ୟାଚରେ ଭାରତକୁ ୪-୩ ଗୋଲ୍‌ରେ ସ୍ପେନ୍‌ ପରାସ୍ତ କରିଛି। ୧୪-ଏଫ୍‍ଆଇଏଚ୍‍ ପ୍ରୋ ଲିଗ୍‍ ପୁରୁଷ ହକି ପ୍ରତିଯୋଗିତାରେ ଭାରତ ୨ୟ ପରାଜୟ ବରଣ କରିଥିବା ବେଳେ ସ୍ପେନ୍‌ ପ୍ରଥମ ବିଜୟ ହାସଲ କରିଛି। କଳିଙ୍ଗ ଷ୍ଟାଡିୟମରେ ରବିବାର ସନ୍ଧ୍ୟାରେ ଖେଳା ଯାଇଥିବା ଉତ୍କଣ୍ଠାପୂର୍ଣ୍ଣ ମ୍ୟାଚରେ ସ୍ପେନ୍‌ ୫-୩ ଗୋଲରେ ଭାରତକୁ ପରାସ୍ତ କରିଛି । ୧୫-ୟୁକ୍ରେନରେ ଅଟକି ରହିଥିବା ଭାରତୀୟ ନାଗରିକଙ୍କୁ ଆଣିବା ପାଇଁ ‘ଅପରେସନ୍ ଗଙ୍ଗା’ରେ ଯୋଗଦେଲା ଇଣ୍ଡିଗୋ । ୧୬-ୟୁକ୍ରେନ ସଂକଟ ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଭାରତୀୟ ନାଗରିକଙ୍କ ପାଇଁ MEA ଖୋଲିଲା ନୂଆ ଟ୍ୱିଟର ହ୍ୟାଣ୍ଡେଲ । ଶୁଭ ସକାଳ,ସୁପ୍ରଭାତ

https://youtu.be/5SUY0xGDZmM ବୋର୍ଡ଼ ପରୀକ୍ଷାକୁ ନେଇ କ'ଣ କହିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ..... ଜଣାନ୍ତୁ 👆👆

⚪ସୋମବାରଠୁ ଖୋଲିବ ପ୍ରଥମରୁ ସପ୍ତମ ଶ୍ରେଣୀ, ବିଦ୍ୟାଳୟରେ ବ୍ୟାପକ ବ୍ୟବସ୍ଥା⚪ ଆସନ୍ତାକାଲିଠୁ ଖୋଲିବ ପ୍ରାଥମିକ ସ୍କୁଲ । ଦୁଇ ବର୍ଷ ପରେ କୁନି କୁନି ପିଲା ସ୍କୁଲ ଯାଉଥିବାରୁ ବ୍ୟାପକ ବ୍ୟବସ୍ଥା ହୋଇଛି। ସେମାନଙ୍କୁ ମାନସିକସ୍ତରରେ ଚାପମୁକ୍ତ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ରୋଡମ୍ୟାପ ପ୍ରସ୍ତୁତ କରିଛି। ପ୍ରଥମ ସପ୍ତାହରେ ପାଠ ପଢାଯିବ ନାହିଁ ବୋଲି ସମସ୍ତ ବିଇଓ ଓ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଚିଠି କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ପ୍ରଥମ ୬ ଦିନ ପିଲାଙ୍କର ସାମାଜିକ ଭାବାବେଗ ଶିକ୍ଷା(ସୋସିଓ ଇମୋସନାଲ୍‍ ଲଣ୍ଣିଂ) ଉପରେ ଗୁରୁତ୍ୱ ଦିଆଯିବ। ପ୍ରଥମ ୬ ଦିନ ପିଲମାନଙ୍କୁ ଖେଳ, ନାଚ, ଗୀତ ଓ ବିଭିନ୍ନ ପ୍ରତିଯୋଗିତାମୂଳକ କାର୍ଯ୍ୟରେ ନିଯୋଜିତ କରାଯିବ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ପିଲାମାନେ ଦୁଇ ବର୍ଷ ହେବ ସ୍କୁଲରେ ପାଠ ପଢି ନାହାଁନ୍ତି । ଏଥିପାଇଁ ସ୍ୱତନ୍ତ୍ର ପୁସ୍ତିକା ପ୍ରକାଶ କରାଯାଇ ପିଲାଙ୍କ କୋର୍ସରେ ମିଶ୍ରଣ କରାଯିବ। ଯାହାଫଳରେ ପିଲାମାନେ ପଛେଇ ଯିବେ ନାହିଁ। ମାର୍ଚ୍ଚ ୯ରୁ ତିନି ଧରି ସାହିତ୍ୟ, ଗଣିତ ଓ ଇଂରାଜୀରେ ଦକ୍ଷତା ପରୀକ୍ଷା କରାଯାଇ ଛାତ୍ରଛାତ୍ରୀଙ୍କ ଗତ ଦୁଇ ବର୍ଷର ଶୈକ୍ଷିକ କ୍ଷତିକୁ ଭରଣା କରିବାକୁ ସ୍କୁଲ ଏଭଳି ପ୍ରୟାସ କରିବ । ଦ୍ବିତୀୟ ଶ୍ରେଣୀକୁ ଯାଉଥିବା ଛାତ୍ରଛାତ୍ରୀଙ୍କ ପାଇଁ କ୍ଲାସରୁମ୍ ଅନୁଭବ ନୂଆ ହେବାକୁ ଯାଉଛି । ପ୍ରତ୍ୟକ୍ଷ ଶିକ୍ଷାଗ୍ରହଣରୁ ଦୂରରେ ରହି ସେମାନଙ୍କ ମୌଳିକ ଜ୍ଞାନ ହ୍ରାସ ପାଇଥିବା ସ୍ବାଭାବିକ । ଶ୍ରେଣୀ ଅନୁସାରେ ପାଠ୍ୟକ୍ରମକୁ ପ୍ଲାନ-ଏ ଓ ପ୍ଲାନ-ବି ରେ ବିଭକ୍ତ କରାଯାଇଛି । ପ୍ଲାନ-ଏ ଏପ୍ରିଲରୁ ଜୁଲାଇ ଓ ପ୍ଲାନ-ବି ଅଗଷ୍ଟରୁ ମାର୍ଚ୍ଚ ଯାଏ ଚାଲିବ । ପାଠପଢା ନର୍ଦ୍ଧାରିତ ସମୟସୀମା ଓ ବିଷୟବସ୍ତୁ ଆଧାରରେ ହି ପଠାଯିବ ଶିକ୍ଷା ଯେପରି ଅଧିକ ପ୍ରଭାବିତ ନ ହୁଏ, ସେଥିପାଇଁ ଖରା ଛୁଟିକୁ ମାତ୍ର ୧୫ ଦିନ କରାଯିବାର ବି ଚିନ୍ତା କରୁଛନ୍ତି ବିଭାଗୀୟ ଅଧିକାରୀ । ପ୍ରାଥମିକ ସ୍କୁଲ ସକାଳ ୯ଟାରୁ ୧ଟା ଯାଏ ଚାଲିବ । ଆସନ୍ତା ଫେବୃଆରୀ ୨୫ରୁ ୨୮ ଯାଏ ସ୍କୁଲ ମ୍ୟାନେଜମେଣ୍ଟ କମିଟି ପାଇଁ ଟ୍ରେନିଂର ବ୍ୟବସ୍ଥା କରାଯିବ । ସ୍କୁଲ ସୁରକ୍ଷା, ପରିମଳ, ପରିଚାଳନା ଓ ଅନ୍ୟାନ୍ୟ ବିଷୟ ଉପରେ ଏହି ଟ୍ରେନିଂ ଦିଆଯିବ ।

ଯେଉଁମାନେ State Scholarship Apply କରିଛନ୍ତି ସେମାନେ ଦେଖନ୍ତୁ Important achhi...👆👆👆

Coming Soon.... State Scholarship....Important Update👇👇👇👇👇

🟡🟡🟡🟡🟡 ଯେଉଁ ମାନେ ଆଜି ଯାଏ WHATSAPP ରେ ନିଜ ବନ୍ଧୁ ବାନ୍ଧବୀ ଏବଂ ସହପରିବାରବର୍ଗ ଙ୍କୁ CHANNEL LINK SHARE କରି ନାହାନ୍ତି ସେମାନେ ଜଲଦି SHARE କରି ଦିଅନ୍ତି ➡️https://youtube.com/c/SukantTutorial ଯଦି ମୋତେ କିଛି ପଚାରିବାକୁ ଥାଏ ତେବେ What's Group Link- https://chat.whatsapp.com/CXTRoavjCaa9UVj7ga3s39 Telegram Channel Link-https://t.me/SukantTutorial

⚪କ୍ଲାସରୁମ୍‌ ଶିକ୍ଷା ଆରମ୍ଭ ପୂର୍ବରୁ ଆଜି ସ୍କୁଲରେ ବସିବ ଅଭିଭାବକ-ଶିକ୍ଷକ ଶିକ୍ଷୟିତ୍ରୀ ବୈଠକ⚪ ପାଖାପାଖି ଦୁଇବର୍ଷ ପରେ ଆସନ୍ତା ୨୮ତାରିଖରୁ ଖୋଲିବାକୁ ଯାଉଛି ପ୍ରଥମରୁ ୫ମ ଶ୍ରେଣୀ। ଏଥିସହ ୬ଷ୍ଠ ଓ ୭ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଲାଗି ଦ୍ବିତୀୟ ପର୍ଯ୍ୟାୟ କ୍ଲାସରୁମ୍‌ ଶିକ୍ଷା ମଧ୍ୟ ଆରମ୍ଭ ହେବ। ତାହାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। କ୍ଲାସରୁମ୍‌ ଶିକ୍ଷା ଆରମ୍ଭ ପୂର୍ବରୁ ଆସନ୍ତା ୨୬ତାରିଖରେ ଅଭିଭାବକ-ଶିକ୍ଷକ ଶିକ୍ଷୟିତ୍ରୀ ବୈଠକ(ପିଟିଏମ୍‌) କରାଯାଇ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଉପରେ ବିଚାରବିମର୍ଶ କରାଯିବ। ଏଥିସହ ବିଦ୍ୟାଳୟ ଖୋଲିବା ଦିନ ଯେପରି ଶତପ୍ରତିଶତ ଉପସ୍ଥାନ ରୁହେ, ସେନେଇ ଅଭିଭାବକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଦିଗରେ ଗୁରୁତ୍ବ ଦିଆଯିବ। ଏହି ବୈଠକର ସମୟ ଅବଧି ଘଣ୍ଟାଏ ରହିବ। ବୈଠକ କେଉଁ ସମୟ‌ରେ ହେବ, ସେନେଇ ବିଦ୍ୟାଳୟ ପ୍ରଧାନଶିକ୍ଷକ ନିର୍ଧାରଣ କରିବେ। ସ୍କୁଲର ପରିବେଶ/ହଲ୍‌/କ୍ଲାସରୁମ୍‌ ଆଧାରରେ ପ୍ରଧାନଶିକ୍ଷକ କ୍ଲାସ ଅନୁଯାୟୀ ବୈଠକ କରିବେ। ଏଥିରେ କୋଭିଡ୍‌ ନିୟମ ଯଥା ମାସ୍କ ପରିଧାନ, ସାମାଜିକ ଦୂରତା ରକ୍ଷା, ସାନିଟାଇଜର୍‌ର ବ୍ୟବହାରକୁ କଡ଼ାକଡ଼ି କରାଯିବ। କେଉଁଭଳି ବୈଠକ ହେବ, ସେନେଇ ଏଜେଣ୍ଡା ପ୍ରସ୍ତୁତ କରାଯାଇଛି। ଡିଇଓ ଓ ଡିପିସିମାନେ ଜିଲ୍ଲା/ବ୍ଲକ ସ୍ତରରେ ମନିଟରିଂ ଟିମ୍‌ ଗଠନ କରିବେ। ଯେଉଁଥିରେ ଡିଆଇଇଟି ଅଧ୍ୟକ୍ଷ, ବରିଷ୍ଠ ଶିକ୍ଷକ/ଶିକ୍ଷୟିତ୍ରୀ, ଜିଲ୍ଲା/ବ୍ଲକସ୍ତରୀୟ ଅଫିସର୍‌, ଜିଲ୍ଲା ସାଥ୍‌ ଟିମ୍‌ର ସଦସ୍ୟ, ସିଆରସିସିମାନେ ରହିବେ। ରାଜ୍ୟର ସମସ୍ତ ସ୍କୁଲରେ ‌ଯେପରି ବୈଠକ ହୁଏ, ସେଥିପ୍ରତି ଗୁରୁତ୍ବ ଦେବେ। ବ୍ଲକ୍‌ ଅନୁଯାୟୀ, ପିଟିଏମ୍‌ ବୈଠକର ତଥ୍ୟ ୭ଦିନ ମଧ୍ୟରେ ଓସେପା ନିକଟରେ ଦାଖଲ କରିବାକୁ କୁହାଯାଇଛି

➡️Annexure- B, +2 2nd Year Students ..... Or Class-XII ➡️ଶିକ୍ଷା ଦର୍ପଣ ମାଧ୍ୟମରେ Class... ➡️Full Details Video Link -https://yo
➡️Annexure- B, +2 2nd Year Students ..... Or Class-XII ➡️ଶିକ୍ଷା ଦର୍ପଣ ମାଧ୍ୟମରେ Class... ➡️Full Details Video Link -https://youtu.be/6DEqPpuwwn8

➡️Annexure- A, +2 1st Year Students ..... Or Class-XI ➡️ଶିକ୍ଷା ଦର୍ପଣ ମାଧ୍ୟମରେ Class... ➡️Full Details Video Link -https://you
➡️Annexure- A, +2 1st Year Students ..... Or Class-XI ➡️ଶିକ୍ଷା ଦର୍ପଣ ମାଧ୍ୟମରେ Class... ➡️Full Details Video Link -https://youtu.be/6DEqPpuwwn8

https://youtu.be/6DEqPpuwwn8 ମାର୍ଚ୍ଚ ମାସରେ ହେବନି ବୋର୍ଡ଼ ପରୀକ୍ଷା ... ଚିଠି ଦେଖନ୍ତୁ କୈଣସି News Paper ନୁହେଁ ...... CHSE Notice👆👆👆