fa
Feedback
Sukant Tutorial

Sukant Tutorial

رفتن به کانال در Telegram

Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial

نمایش بیشتر

📈 تحلیل کانال تلگرام Sukant Tutorial

کانال Sukant Tutorial (@sukanttutorial) بازیگری فعال است. در حال حاضر جامعه شامل 12 268 مشترک است و جایگاه 16 344 را در دسته آموزش و رتبه 33 229 را در منطقه الهند دارد.

📊 شاخص‌های مخاطب و پویایی

از زمان ایجاد در невідомо، پروژه رشد سریعی داشته و 12 268 مشترک جذب کرده است.

بر اساس آخرین داده‌ها در تاریخ 05 ژوئیه, 2026، کانال فعالیت پایداری دارد. در ۳۰ روز گذشته تغییر اعضا برابر -222 و در ۲۴ ساعت گذشته برابر -5 بوده و همچنان دسترسی گسترده‌ای حفظ شده است.

  • وضعیت تأیید: تأیید نشده
  • نرخ تعامل (ER): میانگین تعامل مخاطب 15.87% است و در ۲۴ ساعت نخست پس از انتشار، محتوا معمولاً 4.30% واکنش نسبت به کل مشترکان کسب می‌کند.
  • دسترسی پست‌ها: هر پست به طور میانگین 1 948 بازدید دریافت می‌کند. در اولین روز معمولاً 528 بازدید جمع‌آوری می‌شود.
  • واکنش‌ها و تعامل: مخاطبان به‌طور فعال حمایت می‌کنند؛ میانگین واکنش به هر پست 4 است.

📝 توضیح و سیاست محتوایی

نویسنده این فضا را محل بیان دیدگاه‌های شخصی توصیف می‌کند:
Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial

به لطف به‌روزرسانی‌های پرتکرار (آخرین داده در تاریخ 06 ژوئیه, 2026)، کانال همواره به‌روز و دارای دسترسی بالاست. تحلیل‌ها نشان می‌دهد مخاطبان به‌طور فعال با محتوا تعامل دارند و آن را به نقطه اثرگذاری مهم در دسته آموزش تبدیل کرده‌اند.

12 268
مشترکین
-524 ساعت
-567 روز
-22230 روز
آرشیو پست ها
https://youtu.be/SV2nZKBbNtc Mathematics Selection Questions 2022 ପରୀକ୍ଷାରେ ନିଶ୍ଚିତ ପଡ଼ିବ Must Watch & Share👆👆

ଭକ୍ତଙ୍କ ଗହଣରେ ହେବ ମହାପ୍ରଭୁଙ୍କ ସ୍ନାନଯାତ୍ରା । ସ୍ନାନବେଦୀରେ ସାଆନ୍ତେଙ୍କୁ ଦର୍ଶନ କରିବେ ଭକ୍ତ, କିନ୍ତୁ ସ୍ପର୍ଶ କରିପାରିବେ ନାହିଁ ।
ଭକ୍ତଙ୍କ ଗହଣରେ ହେବ ମହାପ୍ରଭୁଙ୍କ ସ୍ନାନଯାତ୍ରା ।  ସ୍ନାନବେଦୀରେ ସାଆନ୍ତେଙ୍କୁ ଦର୍ଶନ କରିବେ ଭକ୍ତ, କିନ୍ତୁ ସ୍ପର୍ଶ କରିପାରିବେ ନାହିଁ ।

ପିଲାମାନେ ସମସ୍ତେ Video ଦେଖ ... Science MIL (O) Exam ପାଇଁ Art's Questions Paper 2022 Most Important ସମସ୍ତେ ନିଜ ନିଜ ସାଙ୍ଗ ମାନଙ୍କୁ Share କର👆👆 ଉତ୍ତର ଅପେକ୍ଷା ରେ ରହିଲି❤️

https://youtu.be/oHYMsJ16cDA CHSE Science MIL (O) Exam Questions paper Discussion Art's Questions Important For Science MIL (O) Exam 2022 Must Watch & Share👆👆

Puri Dist ର କିଏ ଅଛ ....??? Massage Channel ର Owner କୁ massage କର I'd - @Sukant_Badal

ଆମେ ଭାବିଥାଉ ପଇସା ଆସିଲେ ମୁଁ ସବୁ କିଛି କରିଦେବି କିନ୍ତୁ ..... ପଇସା କୁହେ ତୁମେ କିଛି ଗୋଟେ କର ମୁଁ ଆପେ ଆପେ ଆସିଯିବି 💸 କଣ ଠିକ୍ କଥା ତ ପିଲାମାନେ .....

ମା' କୁ ରଖିବା ପାଇଁ ବଡ଼ଘର ନୁହେଁ , ବଡ଼ ହୃଦୟ ଦରକାର : ସୁପ୍ରିମକୋର୍ଟ ❤️❤️
ମା' କୁ ରଖିବା ପାଇଁ ବଡ଼ଘର ନୁହେଁ , ବଡ଼ ହୃଦୟ ଦରକାର : ସୁପ୍ରିମକୋର୍ଟ ❤️❤️

ପିଲାମାନେ ଆଜି କିଛି କାମରେ ବ୍ୟସ୍ତ ଥିଲି .... ଏ ପର୍ଯ୍ୟନ୍ତ Biology Questions Paper ଦେଖିନି ..... ଏବଂ Answer Video ବି କରିପାରିନାହିଁ ... ତେଣୁ Sorry🙏 ଯଦି ଆପଣମାନେ Answer ଚେକ୍ କରି ସାରିଲେଣି ....35 ରୁ କେତେ ମାର୍କ ରହିଲା ଯଦି Answer Check କରିନାହାନ୍ତି .... Video Upload କରିବା କି ..... Video Upload କଲେ Support କରିବେ କି ? ଉତ୍ତର ଅପେକ୍ଷା ରେ ରହିଲି❤️

ଆଜିର Biology Exam କେମିତି ହେଲା ପିଲାମାନେ ....... Selection Questions ପଡ଼ିଥିଲା କି ... ଆପଣମାନଙ୍କ ଉତ୍ତର ଅପେକ୍ଷାରେ👍👍

If you believe in yourself, you do not have to fear any challenge. I wish you all the success for your exam!.. ❤️

ପିଲାମାନେ କେହି ବ୍ୟସ୍ତ ହୁଅନ୍ତୁ ନାହିଁ ..... ସବୁ Selection Questions ଭିତରୁ ହିଁ ଆସିବ ...ଆଉ ଥରେ ଖାଲି MCQ Questions Zoology & Botany ଦେଖିନିଆନ୍ତୁ ..... All the best👍 🙏କାଳିଆ ଠାକୁର🙏

🙏ଜୟ ଜଗନ୍ନାଥ🙏 Best of luck to CHSE students for their Biology exams😊
🙏ଜୟ ଜଗନ୍ନାଥ🙏 Best of luck to CHSE students for their Biology exams😊

ଆପଣମାନଙ୍କ ଭଲ ପାଇବା ପାଇଁ ଆଜି 900 Members ପହଞ୍ଚି ପାରିଛି ଏତିକି Support ନୁହେଁ ଆଉ Support କରନ୍ତୁ 1K କରିଦିଅନ୍ତୁ Link- https://t.me/SukantTutorial

sticker.webp0.26 KB

🛑ଜୁଲାଇ ପ୍ରଥମ ସପ୍ତାହରେ ଯୁକ୍ତ୨ ଫଳ🛑 ଯୁକ୍ତ୨ ପରୀକ୍ଷାର ପ୍ରଥମ ପର୍ଯ୍ୟାୟ ସରିଥିବାବେଳେ ୨ୟ ପର୍ଯ୍ୟାୟ ଗତ ୧୧ ତାରିଖରୁ ଆରମ୍ଭ ହୋଇଛି। ଏହା ୩୧ ତାରିଖ ଯାଏ ଚାଲିବ। ତେବେ ଏହା ପୂର୍ବରୁ ପ୍ରଥମ ପର୍ଯ୍ୟାୟ ପରୀକ୍ଷାର ମୂଲ୍ୟାୟନ ପ୍ରକ୍ରିୟା ଆସନ୍ତା ୨୨ ତାରିଖ ପରିବର୍ତ୍ତେ ୨୫ ତାରିଖରୁ ଆରମ୍ଭ ହେବ । ଖାତାଦେଖା ପ୍ରାୟ ୨୪ରୁ ୨୬ ଦିନ ଲାଗିବ । ଅନ୍ୟାନ୍ୟ ପ୍ରକ୍ରିୟା ଶେଷ ହେବା ପରେ ଜୁଲାଇ ପ୍ରଥମ ସପ୍ତାହରେ ଫଳ ପ୍ରକାଶ କରାଯିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ପକ୍ଷରୁ ସୂଚନା ଦିଆଯାଇଛି। ଖାତାଦେଖା ଲାଗି ଏଥର ୬୪ଟି ଅଫ୍‌ଲାଇନ ଓ ୩୭ଟି ଇ-ମୂଲ୍ୟାୟନ କେନ୍ଦ୍ର ପ୍ରସ୍ତୁତ ହୋଇଛି। ବିଜ୍ଞାନ ଓ ବାଣିଜ୍ୟର ସମସ୍ତ ଉତ୍ତର ଖାତା ଇ-ମୂଲ୍ୟାୟନ ପଦ୍ଧତିରେ କରାଯିବ। ୪ଟି ଜୋନ୍ ଯଥା ବ୍ରହ୍ମପୁର,ସମ୍ବଲପୁର, ବାରିପଦା ଏବଂ ସେଣ୍ଟ୍ରାଲ ଜୋନରେ ମୋଟ ୩୭ଟି ଇ-ମୂଲ୍ୟାୟନ କେନ୍ଦ୍ରର ବ୍ୟବସ୍ଥା ହୋଇଛି। ସେହିପରି କଳା ଓ ଧନ୍ଦାମୂଳକ ଶିକ୍ଷାର ମୂଲ୍ୟାୟନ ୬୪ଟି କେନ୍ଦ୍ରରେ କରାଯିବ। ଏଥିପାଇଁ ୧୦ହଜାର ଅଧ୍ୟାପକଙ୍କୁ ନିୟୋଜିତ କରାଯିବ। ଅଫ୍‌ଲାଇନ କେନ୍ଦ୍ରରେ ଖାତାଦେଖା ଲାଗି ପ୍ରତ୍ୟେକ ଟେବୁଲରେ ୩ଜଣ ଅଧ୍ୟାପକ ରହିବେ । ସେମାନଙ୍କ ମଧ୍ୟରୁ ୨ଜଣ ଖାତା ଦେଖୁବେ ଏବଂ ଜଣେ ପୁନଃଯାଞ୍ଚ କରିବେ। ମୂଲ୍ୟାୟନରେ ସ୍ବଚ୍ଛତା ଓ ନିର୍ଭୁଲ ଲାଗି ଅଧିକ ଗୁରୁତ୍ବ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ରସାୟନ ବିଜ୍ଞାନରେ ସିଲାବସ୍ ବାହାରୁ ପ୍ରଶ୍ନ ଆସିଥିବା ନେଇ ହୋଇଥିବା ଅଭିଯୋଗ ଓ ଉକ୍ତ ପ୍ରଶ୍ନ ବାବଦକୁ ଗ୍ରେସ୍‌ମାର୍କ ପ୍ରସଙ୍ଗରେ ମଧ୍ୟ ପରିଷଦ ପକ୍ଷରୁ ଯାଞ୍ଚ କରାଯାଇଛି। ପ୍ରଶ୍ନପତ୍ରରେ ଗୋଟିଏ ପ୍ରଶ୍ନ ଜଟିଳ ରହିଛି। ତେବେ ଆଉଟ୍ ଅଫ୍ ସିଲାବସ୍‌ରୁ କୌଣସି ପ୍ରଶ୍ନ ଆସି ନ ଥିବା ପରିଷଦ ପକ୍ଷରୁ ସୃଷ୍ଟି କରାଯାଇଛି। ତେବେ ମୂଲ୍ୟାଙ୍କନ ସମୟରେ ବିଶେଷଜ୍ଞଙ୍କ ନିଷ୍ପତ୍ତି ଅନୁସାରେ ଗ୍ରେସ୍‌ମାର୍କ ଦିଆଯିବ କି ନାହିଁ ତାହା ପରେ ସୃଷ୍ଟି ହେବ ବୋଲି ପରିଷଦ କହିଛି। @SukantTutorial ସୂଚନାଯୋଗ୍ୟ, ଚଳିତବର୍ଷ ରାଜ୍ୟର ୧,୧୩୩ଟି ପରୀକ୍ଷା କେନ୍ଦ୍ରରେ ମୋଟ୍‌ ୩ଲକ୍ଷ ୨୧ହଜାର ୫୦୮ ଛାତ୍ରୀଛାତ୍ର ପରୀକ୍ଷା ଦେଉଛନ୍ତି। କଳାରେ ୨ଲକ୍ଷ ୧୩ହଜାର ୪୩୨ଜଣ ଥିବାବେଳେ ବିଜ୍ଞାନରେ ୭୮ହଜାର ୭୭, ବାଣିଜ୍ୟରେ ୨୪ହଜାର ୧୩୬ ଏବଂ ଧନ୍ଦାମୂଳକ ଶିକ୍ଷାରେ ୫ହଜାର ୮୬୩ଜଣ ଛାତ୍ରୀଛାତ୍ର ରହିଛନ୍ତି। ପ୍ରଶ୍ନପତ୍ରରେ ୫୦% ମଲ୍ଟିପୁଲ ଚଏସ୍‌ ପ୍ରଶ୍ନ, ୨ ଓ ୩ମାର୍କର ପ୍ରଶ୍ନ ୩୦% ଏବଂ ୬ମାର୍କ ବିଶିଷ୍ଟ ପ୍ରଶ୍ନ ୨୦% ରହିଛି। ଅପରପକ୍ଷେ ମୂଲ୍ୟାୟନ ପାଇଁ ଦୁଇ ପ୍ରକାରର ପଦ୍ଧତି ଗ୍ରହଣ କରାଯିବ। ଦୁଇଟି ପଦ୍ଧତି ମଧ୍ୟରୁ ଯେଉଁଥିରେ ଅଧିକ ମାର୍କ ରହିବ ତାହାକୁ ସମ୍ପୃକ୍ତ ବିଷୟରେ ମାର୍କ ଭାବେ ବିଚାର କରାଯିବ ବୋଲି ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ♡ ㅤ  ❍ㅤ    ⎙ㅤ  ⌲ ˡᶦᵏᵉ ᶜᵒᵐᵐᵉⁿᵗ ˢᵃᵛᵉ ˢʰᵃʳᵉ 👁‍🗨MUST SHARE & SUPPORT✅ ♥️ Join : @SukantTutorial

ଏବେ Biology Exam ପାଇଁ ପାଠ ପଢ଼ା କେମିତି ଚାଲିଛି
Anonymous voting

CHSE BIOLOGY EXAM MOST IMPORTANT QUESTION 2022
CHSE BIOLOGY EXAM MOST IMPORTANT QUESTION 2022

CHSE IT Selection Questions 2022

ମାର୍ଚ୍ଚ ୨୦୨୩ ସୁଦ୍ଧା ୫ଜି ଫୋନ୍ ୧୦,୦୦୦ ଟଙ୍କାରେ ମିଳିବ⭐ ୫ଜି ଫୋନ୍ ବ୍ୟବହାର କରିବାକୁ ଆଗ୍ରହୀ ଗ୍ରାହକଙ୍କ ପାଇଁ ଭଲ ଖବର। କାରଣ ମାର୍ଚ୍ଚ ୨୦୨୩ ସୁଦ୍ଧା ଗ୍ରାହକମାନଙ୍କୁ ୫ଜି ଫୋନ୍ ୧୦,୦୦୦ ଟଙ୍କାରେ ମିଳିଯିବ। ମାର୍ଚ୍ଚ ସୁଦ୍ଧା ମୋବାଇଲ୍‌ ଡିଭାଇସ୍ କମ୍ପାନୀ ଏବଂ ଗ୍ଲୋବାଲ୍ ଚିପ୍‌ସେଟ ଉତ୍ପାଦନକାରୀମାନେ ୫ଜି ମୋବାଇଲ୍ ହ୍ୟାଣ୍ଡସେଟ୍ ପ୍ରାୟ ୧୦,୦୦୦ ଟଙ୍କା ପ୍ରଦାନ କରିବା ପାଇଁ ମିଳିତ ଭାବରେ କାର୍ଯ୍ୟ କରୁଛନ୍ତି, ସେହି ସମୟରେ ଟେଲ୍‌କୋ ବଜାରରେ ୫ଜି ସେବା ଆରମ୍ଭ କରିବ ବୋଲି ଆଶା କରାଯାଉଛି। ଏ ନେଇ ମୋବାଇଲ୍ ଡିଭାଇସ୍ କମ୍ପାନୀଗୁଡିକ ଚିପ୍‌ ନିର୍ମାତାଙ୍କ ସହ କାମ କରୁଥÒବା କ୍ବାଲ୍‌କମ୍‌ କହିଛି। ୫ଜି ଡିଭାଇସ୍ ଜଗର୍‌ନଟ୍‌ର ନେତୃତ୍ୱ କ୍ୱାଲକମ୍ ନେଉଛି।

ଏବେ ଆପଣମାନେ ଖୁସି ତ ....❤️❤️❤️❤️ ଆପଣଙ୍କୁ Zoology & Botany Most important MCQ Questions with Answer Share କରିଛି ପୁଣି ବହୁତ କମ୍ ଏବେ ଆପଣ ମାନେ ଆମ Channel କୁ Share କରନ୍ତୁ Link- https://m.youtube.com/c/SukantTutorial