fa
Feedback
Sukant Tutorial

Sukant Tutorial

رفتن به کانال در Telegram

Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial

نمایش بیشتر

📈 تحلیل کانال تلگرام Sukant Tutorial

کانال Sukant Tutorial (@sukanttutorial) بازیگری فعال است. در حال حاضر جامعه شامل 12 295 مشترک است و جایگاه 16 359 را در دسته آموزش و رتبه 33 380 را در منطقه الهند دارد.

📊 شاخص‌های مخاطب و پویایی

از زمان ایجاد در невідомо، پروژه رشد سریعی داشته و 12 295 مشترک جذب کرده است.

بر اساس آخرین داده‌ها در تاریخ 01 ژوئیه, 2026، کانال فعالیت پایداری دارد. در ۳۰ روز گذشته تغییر اعضا برابر -227 و در ۲۴ ساعت گذشته برابر -8 بوده و همچنان دسترسی گسترده‌ای حفظ شده است.

  • وضعیت تأیید: تأیید نشده
  • نرخ تعامل (ER): میانگین تعامل مخاطب 20.76% است و در ۲۴ ساعت نخست پس از انتشار، محتوا معمولاً 4.01% واکنش نسبت به کل مشترکان کسب می‌کند.
  • دسترسی پست‌ها: هر پست به طور میانگین 2 554 بازدید دریافت می‌کند. در اولین روز معمولاً 493 بازدید جمع‌آوری می‌شود.
  • واکنش‌ها و تعامل: مخاطبان به‌طور فعال حمایت می‌کنند؛ میانگین واکنش به هر پست 1 است.

📝 توضیح و سیاست محتوایی

نویسنده این فضا را محل بیان دیدگاه‌های شخصی توصیف می‌کند:
Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial

به لطف به‌روزرسانی‌های پرتکرار (آخرین داده در تاریخ 02 ژوئیه, 2026)، کانال همواره به‌روز و دارای دسترسی بالاست. تحلیل‌ها نشان می‌دهد مخاطبان به‌طور فعال با محتوا تعامل دارند و آن را به نقطه اثرگذاری مهم در دسته آموزش تبدیل کرده‌اند.

12 295
مشترکین
-824 ساعت
-657 روز
-22730 روز
آرشیو پست ها
🔴ନୂ‌ଆଖାଇରେ ଚାଷୀଙ୍କୁ କାଳିଆ ଟଙ୍କା -ନୂଆଖାଇ ଅବସରରେ ଚାଷୀଙ୍କୁ ମିଳିବ କାଳିଆ ଟଙ୍କା -ପ୍ରତ୍ୟେକ ଚାଷୀଙ୍କୁ ମିଳିବ ୨ ହଜାର ଟଙ୍କା ଲେଖାଏଁ -ରାଜ୍ୟର ୪୧ ଲକ୍ଷ ଚାଷୀ ପାଇବେ କାଳିଆ ଟଙ୍କା -କାଳିଆ ଟଙ୍କା ବାବଦରେ ଖର୍ଚ୍ଚ ହେବ ୮୬୯ କୋଟି ଟଙ୍କା -ପୂର୍ବରୁ ବର୍ଷକୁ ଦୁଇ ଥର କାଳିଆ ଟଙ୍କା ଦେବାକୁ ସରକାର ଘୋଷଣା କରିଥିଲେ -ଅକ୍ଷୟ ତୃତୀୟା ଓ ନୂଆଖାଇରେ କାଳିଆ ଟଙ୍କା ଦେବାକୁ ଘୋଷଣା କରିଥିଲେ

ଚାଷୀଙ୍କୁ ନୂଆଁଖାଇ ଭେଟି । ଚାଷୀଙ୍କ ଆକାଉଣ୍ଟକୁ ଆସିବ ‘କାଳିଆ’ ସହାୟତା, ୪୧ ଲକ୍ଷ ଚାଷୀ ହେବେ ଉପକୃତ ।
ଚାଷୀଙ୍କୁ ନୂଆଁଖାଇ ଭେଟି । ଚାଷୀଙ୍କ ଆକାଉଣ୍ଟକୁ ଆସିବ ‘କାଳିଆ’ ସହାୟତା, ୪୧ ଲକ୍ଷ ଚାଷୀ ହେବେ ଉପକୃତ ।

https://youtu.be/cbz87dyUdro ✅ଆସିଗଲା +2 Board Certificate .....ଏହି ତାରିଖରେ ମିଳିବ Certificate ✅କେତୋଟି Certificate ଏବଂକେଉଁ କେଉଁ Certificate ମିଳିବ Must Watch & Share👆👆

photo content

✅TATA SCHOLARSHIP 2022 ✅ TATA SCHOLARSHIP କୁ ବହୁତ ପିଲା ଭାବୁଛନ୍ତି FAKE❌ ବୋଲି ✅ TATA SCHOLARSHIP FAKE ନୁହେଁ .... 👍 ✅ TATA SCHO
TATA SCHOLARSHIP 2022 ✅ TATA SCHOLARSHIP କୁ ବହୁତ ପିଲା ଭାବୁଛନ୍ତି FAKE❌ ବୋଲି ✅ TATA SCHOLARSHIP FAKE ନୁହେଁ .... 👍 ✅ TATA SCHOLARSHIP FULL DETAILS LINK ➡️ https://bit.ly/3CG8N4a ✅ TATA SCHOLARSHIP ONLINE APPLY FULL PROCESS LINK ➡️ https://bit.ly/3Tt9NyK

✅ +2 RE-CHECKING/ RE-ADDITION 2022 ✅STREAM- SCIENCE,ARTS, COMMERCE, VOCATIONAL ✅ APPLY LINK ➡️ https://cutt.ly/3X4vQt5

ITI ADMISSION 2022 ➡️Institute Wise and Category Wise Women reservation List ➡️https://bit.ly/3dYm0uN

ତୁମେ ଆରମ୍ଭ, ତୁମେ ହିଁ ଶେଷ ତୁମେ ଆଦି, ତୁମେ ହିଁ ଅନ୍ତ... ହେ କଳାକହ୍ନେଇ, କଳା ସାଆନ୍ତ ତୁମ କୃପା ଚାହେଁ ସାରା ଜଗତ । 🙏
ତୁମେ ଆରମ୍ଭ, ତୁମେ ହିଁ ଶେଷ ତୁମେ ଆଦି, ତୁମେ ହିଁ ଅନ୍ତ... ହେ କଳାକହ୍ନେଇ, କଳା ସାଆନ୍ତ ତୁମ କୃପା ଚାହେଁ ସାରା ଜଗତ । 🙏

An Orientation Programme for State Selection Board sponsored 274nos. of lecturers in the subjects of PoliticalScience, Englis
An Orientation Programme for State Selection Board sponsored 274nos. of lecturers in the subjects of PoliticalScience, English and Mathematics in different Non-Govt.Aided Colleges under Higher Education Department will be held at ConventionCentre,Lokseva Bhawan5.30PM on30.08.2022 The Hon’ble Chief Minister has given his kind consent to address the newly recruited employees through Video conferencing in the presence of Sri Rohit Pujari, Hon'ble Minister, Higher Education, Development Commissioner, Principal Secretary, Higher Education.

⭐ ଅଗ୍ନିଶମବାହିନୀରେ ଗଢାହେବ ଷ୍ଟ୍ରାଇକିଂ ଫାୟାର ଫୋର୍ସ ⭐ ତ୍ବରିତ ଉଦ୍ଧାର କାର୍ଯ୍ୟ ପାଇଁ ହେବେ ନିୟୋଜିତ ⭐ କଟକ, ସମ୍ବଲପୁର ଓ ବ୍ରହ୍ମପୁରରେ ରହିବ
ଅଗ୍ନିଶମବାହିନୀରେ ଗଢାହେବ ଷ୍ଟ୍ରାଇକିଂ ଫାୟାର ଫୋର୍ସ ⭐ ତ୍ବରିତ ଉଦ୍ଧାର କାର୍ଯ୍ୟ ପାଇଁ ହେବେ ନିୟୋଜିତ ⭐ କଟକ, ସମ୍ବଲପୁର ଓ ବ୍ରହ୍ମପୁରରେ ରହିବ ୩ଟି ୟୁନିଟ୍ ⭐ ପ୍ରତ୍ୟେକ ରେଞ୍ଜ୍ ହେଡକ୍ୱାଟର ପାଇଁ ୪୮ଟି ପଦବୀ ସୃଷ୍ଟି କରାଯାଇ ସମୁଦାୟ ୧୪୪ଟି ପଦବୀ ସୃଷ୍ଟି ହେବ। ⭐ ଆସିଷ୍ଟାଣ୍ଟ ଫାୟାର ଅଫିସର, ଷ୍ଟେସନ ଅଫିସର, ଆସିଷ୍ଟାଣ୍ଟ ଷ୍ଟେସନ ଅଫିସର, ହାବିଲଦାର ମେଜର, ଡ୍ରାଇଭର ହାବିଲଦାର, ହାବିଲଦାର ମେକାନିକ୍, ଲିଡିଂ ଫାୟାରମ୍ୟାନ, ଫାୟାରମ୍ୟାନ ଡ୍ରାଇଭର ଓ ଫାୟାରମ୍ୟାନ ଆଦି ପଦବୀ ରହିବ।

ଜିଓ ୫ଜିକୁ ନେଇ ବଡ଼ ଘୋଷଣା କଲେ ମୁକେଶ ଅମ୍ବାନୀ, ଜାଣନ୍ତୁ କେବେଠୁ ଆରମ୍ଭ ହେବ ସେବା ୫ଜି ଇଣ୍ଟରନେଟକୁ ଅପେକ୍ଷା କରୁଥିବା ଉପଭୋକ୍ତାମାନଙ୍କ ପାଇଁ ଖ
ଜିଓ ୫ଜିକୁ ନେଇ ବଡ଼ ଘୋଷଣା କଲେ ମୁକେଶ ଅମ୍ବାନୀ, ଜାଣନ୍ତୁ କେବେଠୁ ଆରମ୍ଭ ହେବ ସେବା ୫ଜି ଇଣ୍ଟରନେଟକୁ ଅପେକ୍ଷା କରୁଥିବା ଉପଭୋକ୍ତାମାନଙ୍କ ପାଇଁ ଖୁସି ଖବର। ଆଜି ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ବାର୍ଷିକ ସାଧାରଣ ବୈଠକ (ଏଜିଏମ)ରେ ୫ଜି ସେବା ଆରମ୍ଭ ବିଷୟରେ ମୁକେଶ ଅମ୍ବାନୀ ଏକ ବଡ ଘୋଷଣା କରିଛନ୍ତି। ମୁକେଶ ଅମ୍ବାନୀ କହିଛନ୍ତି ଯେ ଚଳିତ ବର୍ଷ ଦୀପାବଳୀଠାରୁ ଦେଶରେ ଜିଓ ୫ଜି ସେବା ଆରମ୍ଭ ହେବ। ପ୍ରାରମ୍ଭରେ କମ୍ପାନି ଦିଲ୍ଲୀ, ମୁମ୍ବାଇ, କୋଲକାତା ଏବଂ ଚେନ୍ନାଇରେ ଜିଓ ୫ଜି ସେବା ଆରମ୍ଭ କରିବ। ଡିସେମ୍ବର ୨୦୨୩ସୁଦ୍ଧା ସାରା ଦେଶରେ ଜିଓ ୫ଜି ଇଣ୍ଟରନେଟ୍ ସେବା ଆରମ୍ଭ କରିବାକୁ କମ୍ପାନି ଲକ୍ଷ୍ୟ ରଖିଥିବା କହିଛନ୍ତି ମୁକେଶ ଅମ୍ବାନୀ। ମୁକେଶ ଅମ୍ବାନୀ କହିଛନ୍ତି ଯେ ଜିଓ ୫ଜି ଅତି ସୁଲଭ ମୂଲ୍ୟରେ ବହୁତ ଭଲ ଗୁଣର ଇଣ୍ଟରନେଟ୍ ସଂଯୋଗ ଯୋଗାଇବ । ଜିଓ ୫ଜି ଦୁନିଆର ସବୁଠାରୁ ବଡ ଏବଂ ଉନ୍ନତ ୫ଜି ନେଟୱାର୍କ ହେବ। ଅନ୍ୟ ଅପରେଟର୍ସମାନେ ନନ୍-ଷ୍ଟାଣ୍ଡ୍ ଏଲୋନ ୫ଜି ସେବା ଦେଉଥିବାା ବେଳେ ଜିଓ ଉପଭୋକ୍ତାମାନଙ୍କୁ ସର୍ବୋତ୍ତମ ୫ଜି ଅଭିଜ୍ଞତା ଦେବା ପାଇଁ ଅତ୍ୟାଧୁନିକ ଷ୍ଟାଣ୍ଡ ଏଲୋନ ୫ଜି ସେବା ପ୍ରଦାନ କରିବାକୁ ଯାଉଛି। ଏହି ଇଭେଣ୍ଟରେ ଉପଭୋକ୍ତା ଏବଂ ଅଂଶୀଦାରମାନଙ୍କୁ ସମ୍ବୋଧିତ କରି ମୁକେଶ ଅମ୍ବାନୀ ଜିଓ ୫ଜିକୁ ଟ୍ରୁ ୫ଜି ବୋଲି କହିଥିଲେ।

✅ସେପ୍ଟେମ୍ବର ୧ରେ ନୂଆଖାଇ । ରାଜ୍ୟରେ ବ୍ୟାଙ୍କ ବନ୍ଦ ରଖିବାକୁ ରାଜସ୍ୱ ବିଭାଗର ଘୋଷଣା । ବ୍ୟାଙ୍କ ସହିତ ଅନ୍ୟ ବିତ୍ତୀୟ ସଂସ୍ଥା ବନ୍ଦ ରଖିବାକୁ ସରକ
✅ସେପ୍ଟେମ୍ବର ୧ରେ ନୂଆଖାଇ । ରାଜ୍ୟରେ ବ୍ୟାଙ୍କ ବନ୍ଦ ରଖିବାକୁ ରାଜସ୍ୱ ବିଭାଗର ଘୋଷଣା । ବ୍ୟାଙ୍କ ସହିତ ଅନ୍ୟ ବିତ୍ତୀୟ ସଂସ୍ଥା ବନ୍ଦ ରଖିବାକୁ ସରକାରଙ୍କ ନିର୍ଦ୍ଦେଶ ଜାରି । ✅ Official Notice

ନୂଆଁଖାଇ ପାଇଁ ସେପ୍ଟେମ୍ବର ୧ରେ ବନ୍ଦ ରହିବ ରାଜ୍ୟର ସବୁ ବ୍ୟାଙ୍କ ଓ ବିତ୍ତୀୟ ସଂସ୍ଥା ଆସନ୍ତା ସେପ୍ଟେମ୍ବର ୧ ତାରିଖରେ ପଶ୍ଚିମ ଓଡ଼ିଶାର ଗଣପର୍ବ ‘ନୂଆଁଖାଇ’ ପାଳନ ହେବ। ଏହି ଅବସରରେ ରାଜ୍ୟରେ ସମସ୍ତ ସରକାରୀ ଓ ଘରୋଇ ବ୍ୟାଙ୍କଗୁଡ଼ିକ ବନ୍ଦ ରଖିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ସୋମବାର ରାଜସ୍ୱ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି। ବ୍ୟାଙ୍କ ସହିତ ଅନ୍ୟ ସମସ୍ତ ବିତ୍ତୀୟ ସଂସ୍ଥା ଗୁଡ଼ିକୁ ନୂଆଁଖାଇ ଦିନ ବନ୍ଦ ରଖିବାକୁ ରାଜସ୍ୱ ବିଭାଗ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ନୂଆଁଖାଇ ଅବସରରେ ରାଜ୍ୟ ସରକାର ସେପ୍ଟେମ୍ବର ୧, ୨୦୨୨ (ଗୁରୁବାର)କୁ ଛୁଟି ଘୋଷଣା କରିଛନ୍ତି। କିନ୍ତୁ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ନୂଆଁଖାଇ ଉପଲକ୍ଷେ ଦୁଇ ଦିନ ସ୍ଥାନୀୟ ଛୁଟି ଘୋଷଣା କରିବାକୁ ଦାବି କରିଥିଲେ। ତେବେ ଦୁଇ ଦିନ ସ୍ଥାନୀୟ ଛୁଟି ଘୋଷଣା ନେଇ ଏଯାବତ୍ ସରକାରଙ୍କ ପକ୍ଷରୁ କିଛି କୁହାଯାଇ ନାହିଁ। ନୂଆଁଖାଇ ପାଇଁ ଏବେ ପୂରା ପଶ୍ଚିମ ଓଡ଼ିଶା ଉତ୍ସବମୁଖର ହୋଇଉଠିଛି। ବିଗତ ୨ ଥର କୋଭିଡ ପାଇଁ ନୂଆଁଖାଇ ଘର ଭିତରେ ସୀମିତ ଥିଲା। ନୂଆଁଖାାଇ ଭେଟ୍‌ଘାଟ କାର୍ଯ୍ୟକ୍ରମ ଉପରେ ବାରଣ ଥିଲା। ଘରଠାରୁ ବହୁଦୂରରେ ରହୁଥିବା ପଶ୍ଚିମ ଓଡ଼ିଶାର ଅନେକ ଲୋକ ଜନ୍ମମାଟିକୁ ପହଞ୍ଚି ପାରି ନଥିଲେ। ଏଥର କିନ୍ତୁ କୋଭିଡ କଟକଣା ନ ଥିବାରୁ ନୂଆଁଖାଇ ପାଇଁ ପଶ୍ଚିମ ଓଡ଼ିଶାର ଲୋକେ ଘରକୁ ଆସିବା ଆରମ୍ଭ କରିଦେଇଛନ୍ତି।

Govt of Odisha have been pleased to announce that: Banks and other Banking Institutions in Odisha shall remain closed on 1st
Govt of Odisha have been pleased to announce that: Banks and other Banking Institutions in Odisha shall remain closed on 1st September, 2022 on the occasion of Nuakhai.

OTET ପ୍ରଶ୍ନର ଉତ୍ତର ସିଟ୍ ଭାଇରାଲ ! -ମାଲକାନଗିରିରେ OTET ପ୍ରଶ୍ନର ଉତ୍ତର ସିଟ୍ ଭାଇରାଲ ନେଇ ଚର୍ଚ୍ଚା -ସଂକ୍ଷିପ୍ତ ପ୍ରଶ୍ନ ସୂଚକ ୩ ସେଟ୍‌ରେ ଉତ
OTET ପ୍ରଶ୍ନର ଉତ୍ତର ସିଟ୍ ଭାଇରାଲ ! -ମାଲକାନଗିରିରେ OTET ପ୍ରଶ୍ନର ଉତ୍ତର ସିଟ୍ ଭାଇରାଲ ନେଇ ଚର୍ଚ୍ଚା -ସଂକ୍ଷିପ୍ତ ପ୍ରଶ୍ନ ସୂଚକ ୩ ସେଟ୍‌ରେ ଉତ୍ତର ସିଟ୍ ଭାଇରାଲ ନେଇ ଚର୍ଚ୍ଚା -ଭାଇରାଲ ହେଉଥିବା ଉତ୍ତର ସିଟ୍ ଚାଲିଥିବା ପରୀକ୍ଷାର କି ନୁହେଁ ଅସ୍ପଷ୍ଟ -ଭାଇରାଲ ଉତ୍ତର ସିଟ୍ ନେଇ ମାଲକାନଗିରି DEO ମାନସ ଜେନାଙ୍କ ପ୍ରତିକ୍ରିୟା -ଭାଇରାଲ ଉତ୍ତର ସିଟ୍‌ରେ ବାସ୍ତବତାକୁ ନେଇ ତଦନ୍ତ ଚାଲିଛି- DEO -ଶିକ୍ଷକ ନିଯୁକ୍ତି ନେଇ ଆଜି ରାଜ୍ୟ ବ୍ୟାପି ଚାଲିଛି OTET ପରୀକ୍ଷା

🔥ROY TUTORIAL🔥 🎯🎯🎯🎯🎯🎯 Join 10th Math Class Live On 7.00 p.m ⏰️⏰️⏰️⏰️⏰️⏰️ Most Important Class For Summative Assessment-1 ⬇️⬇️⬇️⬇️⬇️⬇️ 👇👇MUST JOIN👇👇 👇👇👇👇👇👇👇 https://youtu.be/NvfRuTY4oD8

Sukant Tutorial❤️ ତରଫରୁ .... ଆପଣଙ୍କୁ ଜନ୍ମ ଦିନର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା🎂 ଆମେ ସମସ୍ତେ ଜୟ ଜଗନ୍ନାଥଙ୍କୁ🙏ପ୍ରାର୍ଥନା କରୁଛି....
Sukant Tutorial❤️ ତରଫରୁ .... ଆପଣଙ୍କୁ ଜନ୍ମ ଦିନର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା🎂 ଆମେ ସମସ୍ତେ ଜୟ ଜଗନ୍ନାଥଙ୍କୁ🙏ପ୍ରାର୍ଥନା କରୁଛି.... ଆପଣଙ୍କର ଚାଲ ବାଟ କୁସୁମୀତ କରନ୍ତୁ .... ଆଜିର ଦିନ ନୁହେଁ ସବୁ ଦିନ ଆପଣଙ୍କ ଖୁସିରେ କଟୁ👍 Happy Birthday Pratap Sir❤️

https://youtu.be/MQxbZnOje3c ବିଜୁ ଯୁବ ସଶକ୍ତିକରଣ ଯୋଜନା ୨୦୨୨-୨୩ ମାଗଣା ଲାପଟପ୍ ଯୋଜନା ଉଚ୍ଚଶିକ୍ଷା ବିଭାଗ କେତେ ପିଲାଙ୍କ ଲିଷ୍ଟ ମାଗିଛି ? Stream: Arts,Science,Com., Vocational,Sanskrit & Category : General ,OBC/SEBC, EBC ,SC, ST Must Watch & Share👆👆

photo content

https://youtu.be/-ISGLm-tZh4 ସମ୍ବାଦ ରାଜ୍ୟସ୍ତରୀୟ ବାର୍ଷିକ ପ୍ରତିଯୋଗିତା ୨୦୨୨ Class : 1st to 10th, +2,+3, PG ପିଲାମାନଙ୍କ ପାଇଁ 1st Prize- 10,000/- 2nd Prize- 7,500/- 3rd Prize- 5,000/- Must Watch & Share👆👆