fa
Feedback
Sukant Tutorial

Sukant Tutorial

رفتن به کانال در Telegram

Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial

نمایش بیشتر

📈 تحلیل کانال تلگرام Sukant Tutorial

کانال Sukant Tutorial (@sukanttutorial) بازیگری فعال است. در حال حاضر جامعه شامل 12 284 مشترک است و جایگاه 16 363 را در دسته آموزش و رتبه 33 365 را در منطقه الهند دارد.

📊 شاخص‌های مخاطب و پویایی

از زمان ایجاد در невідомо، پروژه رشد سریعی داشته و 12 284 مشترک جذب کرده است.

بر اساس آخرین داده‌ها در تاریخ 03 ژوئیه, 2026، کانال فعالیت پایداری دارد. در ۳۰ روز گذشته تغییر اعضا برابر -223 و در ۲۴ ساعت گذشته برابر -11 بوده و همچنان دسترسی گسترده‌ای حفظ شده است.

  • وضعیت تأیید: تأیید نشده
  • نرخ تعامل (ER): میانگین تعامل مخاطب 18.91% است و در ۲۴ ساعت نخست پس از انتشار، محتوا معمولاً 4.37% واکنش نسبت به کل مشترکان کسب می‌کند.
  • دسترسی پست‌ها: هر پست به طور میانگین 2 323 بازدید دریافت می‌کند. در اولین روز معمولاً 537 بازدید جمع‌آوری می‌شود.
  • واکنش‌ها و تعامل: مخاطبان به‌طور فعال حمایت می‌کنند؛ میانگین واکنش به هر پست 4 است.

📝 توضیح و سیاست محتوایی

نویسنده این فضا را محل بیان دیدگاه‌های شخصی توصیف می‌کند:
Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial

به لطف به‌روزرسانی‌های پرتکرار (آخرین داده در تاریخ 04 ژوئیه, 2026)، کانال همواره به‌روز و دارای دسترسی بالاست. تحلیل‌ها نشان می‌دهد مخاطبان به‌طور فعال با محتوا تعامل دارند و آن را به نقطه اثرگذاری مهم در دسته آموزش تبدیل کرده‌اند.

12 284
مشترکین
-1124 ساعت
-637 روز
-22330 روز
آرشیو پست ها
କାଲି ପ୍ରକାଶ ପାଇବ CBSE ଦ୍ୱାଦଶ ରେଜଲ୍ଟ ଆସନ୍ତାକାଲି ପ୍ରକାଶ ପାଇବ CBSE ଦ୍ୱାଦଶ ବୋର୍ଡ ରେଜଲ୍ଟ। ଦିନ ସାଢ଼େ ୧୨ଟାରେ ରେଜଲ୍ଟ ପ୍ରକାଶ ପାଇବା ନେଇ
କାଲି ପ୍ରକାଶ ପାଇବ CBSE ଦ୍ୱାଦଶ ରେଜଲ୍ଟ ଆସନ୍ତାକାଲି ପ୍ରକାଶ ପାଇବ CBSE ଦ୍ୱାଦଶ ବୋର୍ଡ ରେଜଲ୍ଟ। ଦିନ ସାଢ଼େ ୧୨ଟାରେ ରେଜଲ୍ଟ ପ୍ରକାଶ ପାଇବା ନେଇ ସୂଚନା। www.cbseresults.nic.inରେ ରେଜଲ୍ଟ ଉପଲବ୍ଧ ହେବ। ଜାଣନ୍ତୁ, କେମିତି ଚେକ୍‌ କରିବେ ରେଜଲ୍ଟ...👇👇👇👇 ଛାତ୍ରଛାତ୍ରୀମାନେ ଅଫିସିଆଲ୍‌ ୱେବ୍‌ସାଇଟ୍‌ cbse.gov.in, cbseresults.nic.in କୁ ଯାଇ ରେଜଲ୍ଟ ଚେକ୍‌ କରିପାରିବେ ଏହାପରେ CBSE ଦ୍ୱାଦଶ ବୋର୍ଡ ରେଜଲ୍ଟ ୨୦୨୨ ଲିଙ୍କ୍‌ ଉପରେ କ୍ଲିକ୍‌ କରିବେ ଲିଙ୍କ୍‌ ଖୋଲିବା ପରେ ଆବଶ୍ୟକୀୟ ତଥ୍ୟ ଓ ରୋଲ୍‌ ନମ୍ବର ଦେବେ ଏହାପରେ ରେଜଲ୍ଟ ଡାଉନ୍‌ଲୋଡ୍‌ କରି ଏହାର ପ୍ରିଣ୍ଟ ଆଉଟ୍ ବାହାରି କରିପାରିବେ ସୂଚନାଥାଉ କି, ନିକଟରେ ICSE ବୋର୍ଡର ଦଶମ ଶ୍ରେଣୀ ରେଜଲ୍ଟ ପ୍ରକାଶ ପାଇଥିଲା। ଛାତ୍ରଙ୍କ ପାସ୍ ହାର ୯୯. ୯୭ ପ୍ରତିଶତ ଥିବାବଳେ ଛାତ୍ରୀଙ୍କ ପାସ୍ ହାର ୯୯. ୯୮ ପ୍ରତିଶତ ଥିଲା। ସେହିପରି ମୋଟ ପାସ୍‌ ହାର ୯୯. ୯୭ ଥିଲା। @SukantTutorial

✅ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । ଆସନ୍ତାକାଲି ପ୍ରକାଶ ପାଇଁ ସିବିଏସଇ ଦଶମ ଓ ଦ୍ୱାଦଶ ରେଜଲ୍ଟ ଆସନ୍ତାକାଲି ପ୍ରକାଶ ପାଇବ ସିବିଏସଇ ରେଜଲ୍ଟ । ଆସନ୍ତାକାଲି ସାଢ଼େ ୧୨ଟାରେ ପରୀକ୍ଷାଫଳ ପ୍ରକାଶ ପାଇବ । ସିବିଏସଇର ଦଶମ ଓ ଦ୍ୱାଦଶ ସହିତ ଟର୍ମ-୨ର ରେଜଲ୍ଟ ବୋର୍ଡର ଅଫିସିଆଲ ୱେବସାଇଟ୍ www.cbse.nic.in ବ୍ୟତୀତ ଡିଜି ଲକର, ଉମଙ୍ଗ ଆପ୍ରେ ମଧ୍ୟ ଉପଲବ୍ଧ ହେବ । ସିବିଏସଇ ରେଜଲ୍ଟ ନିର୍ଦ୍ଧାରିତ ସମୟରେ ପ୍ରକାଶ ପାଇବ ବୋଲି ଶନିବାର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ । ହେଲେ ରେଜଲ୍ଟ କେବେ ଜାରି ହେବ, ସେନେଇ କୌଣସି ସୂଚନା ନେଇନଥିଲେ । ଏପରିକି ଆଜି ରେଜଲ୍ଟ ପ୍ରକାଶ ପାଇବା ନେଇ ବୋର୍ଡ ତରଫରୁ କୌଣସି ଅଫିସିଆଲ୍ ସୂଚନା ମଧ୍ୟ ପ୍ରଦାନ କରାଯାଇନାହିଁ । ଏପ୍ରିଲ ୨୬ ତାରିଖରେ ଆରମ୍ଭ ହୋଇଥିବା ସିବିଏସଇ ପରୀକ୍ଷା ଜୁନ୍ ୧୫ରେ ଶେଷ ହୋଇଥିଲା । ସମଗ୍ର ଦେଶରୁ ପ୍ରାୟ ୩୫ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିବାବେଳେ ଓଡ଼ିଶାରୁ ଦଶମ ଶ୍ରେଣୀରେ ୩୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ଏବଂ ଦ୍ୱାଦଶରେ ୧୮ ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । @SukantTutorial

IMPORTANT UPDATE ଆସନ୍ତାକାଲି ପ୍ରକାଶ ପାଇଁ ସିବିଏସଇ ଦଶମ ଓ ଦ୍ୱାଦଶ ରେଜଲ୍ଟ । ଦିନ ସାଢେ ୧୨ଟାରେ ରେଜଲ୍ଟ ପ୍ରକାଶ ପାଇବ । ପରୀକ୍ଷାର୍ଥୀମାନେ http://cbse.nic.in ୱେବ୍‌ସାଇଟ୍‌ରୁ ଜାଣିପାରିବେ ସେମାନଙ୍କ ‌ରେଜଲ୍ଟ ।

2022 +2 Online CAF Available from dated 20th July(11:00 AM) Last Date:- 10th of August(11:45 AM)

ଆଜି ଠାରୁ ୨ ନାମଲେଖା ପାଇଁ ଆବେଦନ ଆଜିଠୁ ଯୁକ୍ତ ୨ରେ ନାମ ଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ଅଗଷ୍ଟ ୧୦ ପର୍ଯ୍ୟନ୍ତ ସାମ୍ସ ପୋର୍ଟାଲରେ ଛାତ୍ରଛାତ୍ରୀ ମାନେ ଆବେଦନ କରିପାରିବେ। ଚଳିତଥର ମାଟ୍ରିକ ପାସ୍ ହାର ବଢିଛି। ତେଣୁ ଭଲ ମହାବିଦ୍ୟାଳୟରେ ଆସନ ମିଳିବ ନା ନାହିଁ, ସେନେଇ ଛାତ୍ରଛାତ୍ରୀଙ୍କୁ ଆଶଙ୍କା ଘାରିଛି। କାରଣ କଟ୍ ଅଫ୍ ମାର୍କ ଏଥର ଅଧିକ ଯାଇପାରେ। ଚଳିତ ବର୍ଷ ମାଟ୍ରିକ ପାସ୍ ହାର ୯୦.୫୫ ପ୍ରତିଶତ। ୯୦ ପ୍ରତିଶତ ଉପରେ ମାର୍କ ରଖିଛନ୍ତି ରାଜ୍ୟର ୮ହଜାର ୧୧୯ ଜଣ ଛାତ୍ରଛାତ୍ରୀ । ଯାହାକି ବିଗତ ବର୍ଷଗୁଡିକ ଠାରୁ ଯଥେଷ୍ଟ ଅଧିକ। ଏହାବାଦ୍ ସିବିଏସ୍ଇ ଓ ଆଇସିଏସ୍ଇ ବୋର୍ଡରୁ ପ୍ରାୟ ୧୫ ହଜାର ଛାତ୍ରଛାତ୍ରୀ ରାଜ୍ୟ ବୋର୍ଡ ଅଧୀନରେ ଥିବା କଲେଜରେ ନାମ ଲେଖାଇବେ।

photo content

photo content

photo content

photo content

photo content

photo content

photo content

photo content
+2

photo content

photo content
+6

🟣 ଯୁକ୍ତ ଦୁଇ ଆବେଦନ କୁ ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି 🟣 ଜାଣନ୍ତୁ କଣ ରହିଲା SCHEDULE❓
🟣 ଯୁକ୍ତ ଦୁଇ ଆବେଦନ କୁ ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି 🟣 ଜାଣନ୍ତୁ କଣ ରହିଲା SCHEDULE❓

https://youtu.be/37aJtNy6iQA ❌ଆଜି ଓଡ଼ିଶା ବନ୍ଦ ❌ ଆଜି ସ୍କୁଲ ଓ କଲେଜ୍ ଖୋଲା ନା ଛୁଟି ? Must Watch & Share👆👆

photo content

photo content

✅ ସୋସିଆଲ ମିଡିଆରେ ଅତି ମାତ୍ରା ରେ ଭାଇରାଲ ହେଉଥିବା ଏକ ନୋଟିସ୍ ❌ ଆଜି ଯାଏ CT/D.EL.ED ପ୍ରକାଶ ପାଇବାର ସରକାରୀ ସୂଚନା କିମ୍ବା ନୋଟିସ୍ ଆସି ନାହ
ସୋସିଆଲ ମିଡିଆରେ ଅତି ମାତ୍ରା ରେ ଭାଇରାଲ ହେଉଥିବା ଏକ ନୋଟିସ୍ ❌ ଆଜି ଯାଏ CT/D.EL.ED ପ୍ରକାଶ ପାଇବାର ସରକାରୀ ସୂଚନା କିମ୍ବା ନୋଟିସ୍ ଆସି ନାହିଁ ❌ ଏ ଭଳି ନୋଟିସ୍ କୁ ସବୁ ବେଳେ ସତ୍ୟ ବୋଲି ଗ୍ରହଣ କରନ୍ତୁ ନାହିଁ ❌ ସରକାରୀ ସୂଚନା ଆସିବା ଯାଏ ଅପେକ୍ଷା କରନ୍ତୁ।ଅଧିକ ଜାଣିବା ପାଇଁ @SukantTutorial ସହ ଯୋଡି ହୋଇ ରୁହନ୍ତୁ