fa
Feedback
Sukant Tutorial

Sukant Tutorial

رفتن به کانال در Telegram

Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial

نمایش بیشتر

📈 تحلیل کانال تلگرام Sukant Tutorial

کانال Sukant Tutorial (@sukanttutorial) بازیگری فعال است. در حال حاضر جامعه شامل 12 303 مشترک است و جایگاه 16 359 را در دسته آموزش و رتبه 33 385 را در منطقه الهند دارد.

📊 شاخص‌های مخاطب و پویایی

از زمان ایجاد در невідомо، پروژه رشد سریعی داشته و 12 303 مشترک جذب کرده است.

بر اساس آخرین داده‌ها در تاریخ 30 ژوئن, 2026، کانال فعالیت پایداری دارد. در ۳۰ روز گذشته تغییر اعضا برابر -233 و در ۲۴ ساعت گذشته برابر -8 بوده و همچنان دسترسی گسترده‌ای حفظ شده است.

  • وضعیت تأیید: تأیید نشده
  • نرخ تعامل (ER): میانگین تعامل مخاطب 20.23% است و در ۲۴ ساعت نخست پس از انتشار، محتوا معمولاً 4.00% واکنش نسبت به کل مشترکان کسب می‌کند.
  • دسترسی پست‌ها: هر پست به طور میانگین 2 490 بازدید دریافت می‌کند. در اولین روز معمولاً 493 بازدید جمع‌آوری می‌شود.
  • واکنش‌ها و تعامل: مخاطبان به‌طور فعال حمایت می‌کنند؛ میانگین واکنش به هر پست 1 است.

📝 توضیح و سیاست محتوایی

نویسنده این فضا را محل بیان دیدگاه‌های شخصی توصیف می‌کند:
Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial

به لطف به‌روزرسانی‌های پرتکرار (آخرین داده در تاریخ 01 ژوئیه, 2026)، کانال همواره به‌روز و دارای دسترسی بالاست. تحلیل‌ها نشان می‌دهد مخاطبان به‌طور فعال با محتوا تعامل دارند و آن را به نقطه اثرگذاری مهم در دسته آموزش تبدیل کرده‌اند.

12 303
مشترکین
-824 ساعت
-607 روز
-23330 روز
آرشیو پست ها
🔴ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ💫💫 ◆ଇମ୍ଫା ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ ◆୨୦୨୨ ପାଇଁ ଘୋଷଣା ହେଲା ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ ◆ଅନ୍ତର୍ଜାତିକ ଖ୍ୟାତିସଂପନ୍ନ ଚିତ୍ରକର ପ୍ରଫୁଲ୍ଲ ମହାନ୍ତି ପାଇବେ ସମ୍ମାନ ◆ ଓଡ଼ିଶୀ ସଂଗୀତ ସାଧକ ଗୁରୁ ଘନଶ୍ୟାମ ପଣ୍ଡା ପାଇବେ ସମ୍ମାନ ◆ଉଭୟଙ୍କୁ ଦେଢ଼ ଲକ୍ଷ ଟଙ୍କାର ଅର୍ଥରାଶି, ମାନପତ୍ର ପ୍ରଦାନ କରାଯିବ

🔴ଶାରଳା ପୁରସ୍କାର 💫💫 • ବିଶିଷ୍ଟ କଥାକାର ଗୌରହରି ଦାସ ପାଇବେ ଶାରଳା ପୁରସ୍କାର •‘ବାଘ ଓ ଅନ୍ୟାନ୍ୟ ଗଳ୍ପ’ ପାଇଁ ଶାରଳା ପୁରସ୍କାର ପାଇବେ ଗୌରହରି •ଇମ୍ଫା ଚାରିଟେବଲ ଟ୍ରଷ୍ଟ ପ୍ରଦତଃ ମର୍ଯ୍ୟାଦାଜନକ ଶାରଳା ପୁରସ୍କାର •ଅକ୍ଟୋବର ୨୬ରେ ଏକ ବର୍ଣ୍ଣାଢ଼୍ୟ ସମାରୋହରେ ପୁରସ୍କୃତ ହେବେ •ଉତ୍ତରୀୟ, ସମ୍ମାନପତ୍ର, ଫଳକ ସହ ୫ ଲକ୍ଷ ଟଙ୍କା ଅର୍ଥରାଶି ପାଇବେ

ବର୍ତ୍ତମାନ, ପୋଲିସର ନୂତନ ଜରୁରୀକାଳୀନ ନମ୍ବର ହେଉଛି ୧୧୨
ବର୍ତ୍ତମାନ, ପୋଲିସର ନୂତନ ଜରୁରୀକାଳୀନ ନମ୍ବର ହେଉଛି ୧୧୨

ଔଷଧ ସଞ୍ଜିବନୀ ସଦୃଶ୍ୟ । ଏହା ମଣିଷକୁ ମୃତ୍ୟୁ ମୁଖରୁ ରକ୍ଷା କରିଥାଏ । କିଛି ଲାଭଖୋର ବ୍ୟବସାୟୀ ଓଡ଼ିଶାର ପ୍ରମୁଖ ସହରମାନଙ୍କରେ ନକଲି ଔଷଧର କାରବାର
ଔଷଧ ସଞ୍ଜିବନୀ ସଦୃଶ୍ୟ । ଏହା ମଣିଷକୁ ମୃତ୍ୟୁ ମୁଖରୁ ରକ୍ଷା କରିଥାଏ । କିଛି ଲାଭଖୋର ବ୍ୟବସାୟୀ ଓଡ଼ିଶାର ପ୍ରମୁଖ ସହରମାନଙ୍କରେ ନକଲି ଔଷଧର କାରବାର କରି ମନୁଷ୍ୟର ଜୀବନ ସହ ଖେଳୁଛନ୍ତି । ଯଦି କୌଣସି ବ୍ୟବସାୟୀ ନକଲି ଔଷଧ କାରବାର ସହ ସଂପୃକ୍ତ ଥିବାର ପ୍ରମାଣ ମିଳେ, ତେବେ ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ।

✅ରାଜ୍ୟର କୃଷି କ୍ଷେତ୍ରକୁ ଆହୁରି ସୁଦୃଢ କରିବା ପାଇଁ "କୃଷକ ପୋର୍ଟାଲ" ମାଧ୍ୟମରେ ଚାଷୀଙ୍କ ମାଗଣା ପଞ୍ଜିକରଣ କରାଯାଉଛି। ନିକଟସ୍ଥ ମୋ ସେବା କେନ୍ଦ୍
✅ରାଜ୍ୟର କୃଷି କ୍ଷେତ୍ରକୁ ଆହୁରି ସୁଦୃଢ କରିବା ପାଇଁ "କୃଷକ ପୋର୍ଟାଲ" ମାଧ୍ୟମରେ ଚାଷୀଙ୍କ ମାଗଣା ପଞ୍ଜିକରଣ କରାଯାଉଛି। ନିକଟସ୍ଥ ମୋ ସେବା କେନ୍ଦ୍ରରେ ନାମ ତଥା ନିଜ ଜମିଜମା ସଂକ୍ରାନ୍ତ ତଥ୍ଯ ପଞ୍ଜିକରଣ କରନ୍ତୁ ଏବଂ ଫଳଚାଷ, ଫୁଲଚାଷ, ମତ୍ସ୍ଯଚାଷ ଓ ପ୍ରାଣୀଧନ ପାଳନ ଆଦି ଯୋଜନାର ସୁଫଳ ପାଆନ୍ତୁ। ➡️ Link- http://krushak.odisha.gov.in

#BreakingNews ରାଜ୍ୟ ସରକରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ତିନି ପ୍ରତିଶତ ବୃଦ୍ଧି କରାଯାଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏ
#BreakingNews ରାଜ୍ୟ ସରକରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ତିନି ପ୍ରତିଶତ ବୃଦ୍ଧି କରାଯାଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଏହା ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩୧ ପ୍ରତିଶତରୁ ୩୪ ପ୍ରତିଶତକୁ ବୃଦ୍ଧି ପାଇଲା। ଏହା ୧.୧.୨୦୨୨ରୁ ପିଚ୍ଛିଲା ଭାବରେ ଲାଗୁ କରାଯାଇଛି। ସଂଶୋଧିତ ହାରରେ ପେନ୍‌ସନ ପାଉଥିବା ପେନ୍‌ସନଭୋଗୀମାନଙ୍କ ଟି.ଆଇ ରେ ମଧ୍ୟ ତିନି ପ୍ରତିଶତ ବୃଦ୍ଧି କରାଯାଇଛି। ଚଳିତ ମାସ ଦରମାରେ ବର୍ଦ୍ଧିତ ଭତ୍ତା ପାଇବା ସହିତ ୨୦୨୨ ଜାନୁଆରୀରୁ ଅଗଷ୍ଟ ପର୍ଯ୍ୟନ୍ତ ବକେୟା ଭତ୍ତା ଅଲଗା ଭାବେ ପ୍ରଦାନ କରାଯିବ।

୧୯୨୭ ମସିହା ଡିସେମ୍ବର ୧୨ ତାରିଖରେ ଗାନ୍ଧିଜୀ ମୌନବ୍ରତ ପାଳନ କରିଥିଲେ। ଖୋର୍ଦ୍ଧା ଓ ଜଟଣୀ ବାଟ ଦେଇ ଗାନ୍ଧିଜୀ ସାକ୍ଷିଗୋପାଳରେ ପହଞ୍ଚିଥିଲେ। ସେଠା
୧୯୨୭ ମସିହା ଡିସେମ୍ବର ୧୨ ତାରିଖରେ ଗାନ୍ଧିଜୀ ମୌନବ୍ରତ ପାଳନ କରିଥିଲେ। ଖୋର୍ଦ୍ଧା ଓ ଜଟଣୀ ବାଟ ଦେଇ ଗାନ୍ଧିଜୀ ସାକ୍ଷିଗୋପାଳରେ ପହଞ୍ଚିଥିଲେ। ସେଠାରୁ ସେ ପୁରୀ ଗସ୍ତ କରିଥିଲେ।

Sukant Tutorial YouTube Channel & Telegram Channel ❤️ Group Benefit :- 1. ପ୍ରତ୍ୟେକ ଦିନ Odis News Paper Update At 8:00 ( ବେଳେ ବେଳେ ଶୀଘ୍ର ହୋଇପାରେ କିମ୍ବା ବିଳମ୍ବ) 2.+2 Science/Arts/Commerce all Subject Syllabus , Note , important Question, Board Exam Selection Questions 3. Admission Update (+2,+3,Of, ITI, Diploma , Nursing etc.) 4.Scholarship Update (State & National & Private) , 5. Jobs Update (State & Central) 6. Doubts Clear (ପ୍ରତ୍ୟେକ ଦିନ .... Evening Time) 🔴 Sukant Tutorial Discussion Join ହୋଇକି ପଚାରି ପାରିବେ👇 ➡️ Link- https://t.me/Sukant_Tutorial ଏହା ଛାଡ଼ ଆଉ ଯାହା କିଛି ରହିଲା ସବୁ Update ପାଇଯିବେ .... ଆପଣ ମାନେ ଏବେ ହିଁ ନିଜ ସାନ ବଡ଼ ଭାଇ ଭଉଣୀ ,ସାଙ୍ଗ ସାଥି ମାନଙ୍କୁ Telegram Channel Link Share କରିଦିଅନ୍ତୁ 🔴 Sukant Tutorial Telegram Channel Link - https://t.me/SukantTutorial 🔴Plz🙏 Share YouTube Channel - https://m.youtube.com/c/SukantTutorial ଆପଣ ଯେତେ Support କରିବେ ସେତେ ଭଲ ଭଲ Update ପାଇଯିବେ ଧନ୍ୟବାଦ❤️

✅ SCS(A) COLLEGE , PURI ✅ 4 YEAR INTEGRATED BSC B.ED 1ST SELECTION MERIT LIST PUBLISHED 2022-23 ♡ ㅤ  ❍ㅤ    ⎙ㅤ  ⌲ ˡᶦᵏᵉ  ᶜᵒᵐᵐᵉⁿᵗ  ˢᵃᵛᵉ  ˢʰᵃʳᵉ 👁‍🗨MUST SHARE & SUPPORT🤝 ♥️ Join : @SukantTutorial

✅ SCS(A) COLLEGE , PURI ✅ 4 YEAR INTEGRATED BSC B.ED 1ST SELECTION MERIT LIST PUBLISHED 2022-23

https://youtu.be/4K4EcESgpVE SCS (A) College, Puri 4 Year Integrated BA/BSc B.Ed 1st Selection Merit List Out 2022-23 Must Watch & Share👆👆

Regional 2Yr BEd Result Out . Check Your Score Card Now https://cee.ncert.gov.in/LogIn/Public/ssLogin.aspx

‼️ ATTENTION‼️ UPCOMING OSSC & OSSSC 2023-24 VACANCY 😍😍 1) AUDITOR - 200+ Vacancy ( OSSC) 2) ASO - 200+ vacancy (OPSC) 3) RI - 500+ ( OSSSC) 4) JUNIOR CLERK : 1500+ ( OSSSC) 6) PEO : 1500+ ( OSSSC) 7) JUNIOR TYPIST : 200+ ( OSSSC) 8) SI & ASI - 500+ POST ( OPB) 9) CIVIL CONSTABLE : 500+ ( OPB) 10) GROUP B post : 500+ ( ossc) All Are Tentatively Vacancy Position of The Year 2023-2024 Keep Studying ☀️ Regards @SukantTutorial Team

✅ +3 SECOND SELECTION 2022 ✅ LAST DATE FOR ADMISSION ⭐ 19-Sep-2022(5:00 PM)

💫💫💫💫💫💫💫💫💫 ଏଥର ସ୍ୱସ୍ତି ପାଇବେ ଏକଲବ୍ୟ ପୁରସ୍କାର
💫💫💫💫💫💫💫💫💫 ଏଥର ସ୍ୱସ୍ତି ପାଇବେ ଏକଲବ୍ୟ ପୁରସ୍କାର

ପଛୁଆ , SC/ST ପିଲା ସାମ୍ବିଧାନିକ ଅଧିକାରରୁ ବଞ୍ଚିତ 😔😔
ପଛୁଆ , SC/ST ପିଲା ସାମ୍ବିଧାନିକ ଅଧିକାରରୁ ବଞ୍ଚିତ 😔😔

💫💫💫💫💫💫 ଗୁଣାତ୍ମକ ଶିକ୍ଷା ପ୍ରଦାନ କରୁଛି ଓଡିଶା ଆଦର୍ଶ ବିଦ୍ୟାଳୟ
💫💫💫💫💫💫 ଗୁଣାତ୍ମକ ଶିକ୍ଷା ପ୍ରଦାନ କରୁଛି ଓଡିଶା ଆଦର୍ଶ ବିଦ୍ୟାଳୟ

💫💫💫💫💫 ଦେଶର ପ୍ରଥମ କିଟ୍ ର ୬ ଇ ଇଞ୍ଜିନିୟରିଂ ପାଠ୍ୟକ୍ରମକୁ ଆମେରିକାର ଆବେଟ୍ ସ୍ବୀକୃତି
💫💫💫💫💫 ଦେଶର ପ୍ରଥମ କିଟ୍ ର ୬ ଇ ଇଞ୍ଜିନିୟରିଂ ପାଠ୍ୟକ୍ରମକୁ ଆମେରିକାର ଆବେଟ୍ ସ୍ବୀକୃତି