fa
Feedback
Sukant Tutorial

Sukant Tutorial

رفتن به کانال در Telegram

Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial

نمایش بیشتر

📈 تحلیل کانال تلگرام Sukant Tutorial

کانال Sukant Tutorial (@sukanttutorial) بازیگری فعال است. در حال حاضر جامعه شامل 12 275 مشترک است و جایگاه 16 341 را در دسته آموزش و رتبه 33 207 را در منطقه الهند دارد.

📊 شاخص‌های مخاطب و پویایی

از زمان ایجاد در невідомо، پروژه رشد سریعی داشته و 12 275 مشترک جذب کرده است.

بر اساس آخرین داده‌ها در تاریخ 09 ژوئیه, 2026، کانال فعالیت پایداری دارد. در ۳۰ روز گذشته تغییر اعضا برابر -192 و در ۲۴ ساعت گذشته برابر 19 بوده و همچنان دسترسی گسترده‌ای حفظ شده است.

  • وضعیت تأیید: تأیید نشده
  • نرخ تعامل (ER): میانگین تعامل مخاطب 16.44% است و در ۲۴ ساعت نخست پس از انتشار، محتوا معمولاً 4.22% واکنش نسبت به کل مشترکان کسب می‌کند.
  • دسترسی پست‌ها: هر پست به طور میانگین 2 016 بازدید دریافت می‌کند. در اولین روز معمولاً 517 بازدید جمع‌آوری می‌شود.
  • واکنش‌ها و تعامل: مخاطبان به‌طور فعال حمایت می‌کنند؛ میانگین واکنش به هر پست 3 است.

📝 توضیح و سیاست محتوایی

نویسنده این فضا را محل بیان دیدگاه‌های شخصی توصیف می‌کند:
Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial

به لطف به‌روزرسانی‌های پرتکرار (آخرین داده در تاریخ 10 ژوئیه, 2026)، کانال همواره به‌روز و دارای دسترسی بالاست. تحلیل‌ها نشان می‌دهد مخاطبان به‌طور فعال با محتوا تعامل دارند و آن را به نقطه اثرگذاری مهم در دسته آموزش تبدیل کرده‌اند.

12 275
مشترکین
+1924 ساعت
-307 روز
-19230 روز
آرشیو پست ها
ସମସ୍ତଙ୍କ ପାଇଁ ଖୁସି ଖବର Sudaksya For Girls Child Scholarship ର Online Apply Last Date Extended ହେଇଛି up to 15 - January-2022

Important achhi most watch.....👍👍👍

🛑କୋଭିଡ ପଜିଟିଭ ରିପୋର୍ଟ (ଓଡ଼ିଶା) ସଂକ୍ରମଣ ଟେଷ୍ଟ ଜାନୁଆରୀ ୮ : ୩୬୭୯----- ୭୧୪୩୨ ଜାନୁଆରୀ ୭ : ୨୭୦୩-----୬୮୯୭୦ ଜାନୁଆରୀ ୬ : ୧୮୯୭-----୭୨୩୭୦ ଜାନୁଆରୀ ୫ : ୧୨୧୬---- ୬୮୮୭୮ ଜାନୁଆରୀ ୪: ୬୮୦------୫୧୭୪୫ ଜାନୁଆରୀ ୩: ୪୨୪------୫୪୭୯୩ ଜାନୁଆରୀ ୨ : ୪୨୪---- ୬୧୬୫୨ ଜାନୁଆରୀ ୧ : ୨୯୮---- ୬୨୨୧୪ ଡିସେମ୍ବର ୩୧: ୨୨୮---- ୬୧୨୭୭ ଡିସେମ୍ବର ୩୦: ୨୨୫---- ୬୨୧୯୨ ଡିସେମ୍ବର ୨୯: ୨୨୧---- ୬୩୨୯୦ ଡିସେମ୍ବର ୨୮: ୧୫୬---- ୫୧୮୪୨

⭐ଖାଲିଥିବା ସ୍ନାତକୋତ୍ତର ଆସନରେ ହେବ ନାମଲେଖା⭐ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ଖାଲିଥିବା ସ୍ନାତକୋତ୍ତର(ପିଜି) ଆସନରେ ସ୍ପଟ୍‌(ତତ୍କାଳ) ନାମଲେଖା ଅନୁଷ୍ଠିତ ହେବ। ଏନେଇ ଶିକ୍ଷାନୁଷ୍ଠାନ ସ୍ତରରେ ନାମଲେଖା ପ୍ରକ୍ରିୟା ହେବ। ବିଭାଗ ପକ୍ଷରୁ ସମସ୍ତ ବିଶ୍ୱବିଦ୍ୟାଳୟର ପିଜି କାଉନସିଲ ଅଧ୍ୟକ୍ଷ ଓ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଚିଠି ଲେଖି ଅବଗତ କରାଯାଇଛି। ଏକକ ପିଜି ପ୍ରବେଶିକା ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ କିମ୍ବା ଆବଶ୍ୟକ ସ୍ଥଳରେ ଓଜେଇଇ ଓ ଜାତୀୟ ସ୍ତରର ପ୍ରବେଶିକା ଦେଇଥିବା ମେଧାବୀ ଛାତ୍ରଛାତ୍ରୀଙ୍କୁ ନାମଲେଖା ସୁଯୋଗ ମିଳିବ। ଏହି ପର୍ଯ୍ୟାୟରେ ସଂରକ୍ଷଣ ମିଳିବ ନାହିଁ। ମେଧା ଭିତ୍ତିରେ ଖାଲିଥିବା ଆସନରେ ନାମଲେଖା ସୁଯୋଗ ମିଳିବ। ଆସନ୍ତା ୧୧ ତାରିଖ ଅପରାହ୍ଣ ୨ଟାରୁ ଆବେଦନ ଆରମ୍ଭ ହେବ। କରୋନା କଟକଣା ମଧ୍ୟରେ ନାମଲେଖାଯିବ। ୨୫ ତାରିଖ ସୁଦ୍ଧା ସମସ୍ତ ନାମଲେଖା ପ୍ରକ୍ରିୟା ଶେଷ କରିବାକୁ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି

🛑ଫ୍ରାନ୍ସରେ ଚିହ୍ନଟ ହେଲା ‘ଇହୁ’, ଓମିକ୍ରନ୍ ଠାରୁ ଅଧିକ ଶକ୍ତିଶାଳୀ🛑 ଫ୍ରାନ୍ସର ବୈଜ୍ଞାନିକ ଏବଂ ବିଶେଷଜ୍ଞମାନେ କୋଭିଡ-୧୯ର ଏକ ନୂତନ ପ୍ରକାର ଚିହ୍ନଟ କରିଛନ୍ତି। ଏହି ନୂତନ ପ୍ରକାରକୁ ‘ଇହୁ’ (IHU) ବୋଲି ନାମକରଣ କରାଯାଇଛି। କରୋନାର ଏହି ନୂତନ ପ୍ରକାରଟି ଓମିକ୍ରନ୍ ଅପେକ୍ଷା ଅଧିକ ପରିବର୍ତ୍ତନ ହୋଇଥିବା ଷ୍ଟ୍ରେନ୍ ବୋଲି କୁହାଯାଇଛି। ଫ୍ରାନ୍ସର ମାର୍ସେଲ୍ସରେ ଇହୁ ସଂକ୍ରମଣ ହୋଇଥିବା ୧୨ ଜଣ ଚିହ୍ନଟ ହୋଇଥିବା ଜଣାପଡିଛି। ଏହା ଆଫ୍ରିକୀୟ ଦେଶ କାମେରୁନ ସହ ସମ୍ପର୍କିତ ଥିବା କୁହାଯାଇଛି। ପରୀକ୍ଷାରୁ ଜଣାପଡିଛି ଯେ ଏଥିରେ ୪୬ଟି ମ୍ୟୁଟେସନ୍ ରହିଛି, ଯାହା ଓମିକ୍ରନ୍ ଠାରୁ ଅଧିକ ଶକ୍ତିଶାଳୀ। ଫରାସୀ ଅନୁସନ୍ଧାନକାରୀମାନେ କହିଛନ୍ତି, କରୋନା ସଂକ୍ରମଣ ଆରମ୍ଭ ହେବା ପରଠାରୁ ଇହୁ ଅଧିକ ଶକ୍ତିଶାଳୀ। ସେଠାକାର କିଛି ଲୋକଙ୍କ ଠାରେ କାମେରୁନ୍ ଯାତ୍ରା ପରେ ଏହି ଲକ୍ଷଣ ଦେଖାଯାଇଛି।

Most Watch ..

ହେ ମହାବାହୁ ଏ ଓମିକନ କବଳରୁ ସାରା ଓଡ଼ିଶା ବାସୀ ଙ୍କୁ ଘଣ୍ଟ ଘୋଡାଇ ରଖିଥାଓ.....🙏🙏🙏🙏
ହେ ମହାବାହୁ ଏ ଓମିକନ କବଳରୁ ସାରା ଓଡ଼ିଶା ବାସୀ ଙ୍କୁ ଘଣ୍ଟ ଘୋଡାଇ ରଖିଥାଓ.....🙏🙏🙏🙏

✅ କଲେଜ୍ ବନ୍ଦର ପୁରା ସୂଚନା ✅ ⚪ ଆସନ୍ତା ୧୦ ତାରିଖ ଠାରୁ ରାଜ୍ୟର ସମସ୍ତ ମହାବିଦ୍ୟାଳୟ, ବିଶ୍ବବିଦ୍ୟାଳୟ ଓ ବୈଷୟିକ ଶିକ୍ଷାନୁଷ୍ଠାନ ଗୁଡ଼ିକ ବନ୍ଦ ରହିବ। ⚪ ୧୦ ତାରିଖ ପରେ କେବଳ ମେଡିକାଲ କଲେଜ ଓ ନର୍ସିଂ କଲେଜ ଗୁଡ଼ିକ ଖୋଲା ରହିବ। ⚪ ଏନେଇ ଏସ୍ଆ‌ରସି ଏକ ଗାଇଡଲାଇନ ଜାରି କରିଛନ୍ତି ⚪ ତେବେ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ଗୁଡ଼ିକ ଅଫ୍‌ଲାଇନ୍‌ କ୍ଲାସ ବନ୍ଦ ହୋଇଯିବା ପରେ ପିଲାଙ୍କ କ୍ଲାସ ପାଇଁ କର୍ତ୍ତୃପକ୍ଷ ଅନ୍‌ଲାଇନ୍‌ କ୍ଲାସ ବ୍ୟବସ୍ଥା କରିବେ। ⚪ ସ୍ବାସ୍ଥ୍ୟ ବିଭାଗ ଅଧିନରେ ଥିବା ସମସ୍ତ ଶିକ୍ଷାନୁୁଷ୍ଠାନ ଖୋଲା ରହିବ ⚪ କଲେଜ, ବିଶ୍ବବିଦ୍ୟାଳୟ, ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକ ଅନଲାଇନ୍, ଭର୍ଚୁଆଲ୍, ଭିଡିଓ, ଶିକ୍ଷଣ ମୋଡ଼୍‌ର ଅନ୍ୟ ବିକଳ୍ପ ପଦ୍ଧତି ମାଧ୍ୟମରେ କ୍ଲାସ୍ କରିବା ପାଇଁ ସମସ୍ତ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବେ ⚪ ଏହିପରି ଏକାଡେମିକ୍ ଅନୁଷ୍ଠାନଗୁଡିକର ସମସ୍ତ ହଷ୍ଟେଲଗୁଡିକ ମଧ୍ୟ ଜାନୁଆରି ୧୦ ତାରିଖ ଠାରୁ ବନ୍ଦ ରହିବ ⚪ ଛାତ୍ରମାନଙ୍କୁ ସେମାନଙ୍କର ବ୍ୟକ୍ତିଗତ ସ୍ବାସ୍ଥ୍ୟ ଦୃଷ୍ଟିରୁ ହଷ୍ଟେଲରେ ନ ରହିବାକୁ ପରାମର୍ଶ ଦିଆଯାଇଛି ⚪ ଗବେଷକ ଏବଂ ଛାତ୍ର, ଯେଉଁମାନେ ଗବେଷଣା, ପ୍ରୋଜେକ୍ଟ କାର୍ଯ୍ୟ କିମ୍ବା ଅନ୍ୟାନ୍ୟ ଶିକ୍ଷାଗତ କାର୍ଯ୍ୟକଳାପ ପାଇଁ ହଷ୍ଟେଲରେ ରହିବାକୁ ଇଚ୍ଛା କରନ୍ତି, ତେବେ ଅଣ୍ଡରଟେକିଂ ଦେଇ ରହିପାରିବେ ⚪ ସେହି ସଂପର୍କରେ ସଂପୃକ୍ତ ଅନୁଷ୍ଠାନଗୁଡ଼ିକର ଉପଯୁକ୍ତ କର୍ତ୍ତୃପକ୍ଷଙ୍କୁ ସେହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁମତି ଦିଆଯାଇପାରେ ⚪ ସଂପୃକ୍ତ ବିଭାଗଗୁଡିକ ଏହି ପ୍ରସଙ୍ଗରେ ବିସ୍ତୃତ ଏସ୍ଓ‌ପି,ନିର୍ଦ୍ଦେଶାବଳୀ, ସର୍କୁଲାର ଆଣିବେ ⚪ ସମସ୍ତ ଚାଲୁଥିବା ଅଫଲାଇନ୍ ପରୀକ୍ଷଣଗୁଡିକ କୋଭିଡ୍ ଉପଯୁକ୍ତ ଆଚରଣକୁ ଅନୁକରଣ କରି ପ୍ରୋଗ୍ରାମ ଅନୁଯାୟୀ ଜାରି ରଖିବାକୁ ଅନୁମତି ଦିଆଯିବ। ⚪ କଲେଜ, ବିଶ୍ବବିଦ୍ୟାଳୟ ଓ ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକର ଶିକ୍ଷାଦାନ ଏବଂ ଅଣଶିକ୍ଷକ କର୍ମଚାରୀମାନେ ସରକାରୀ କର୍ମଚାରୀଙ୍କ ପାଇଁ ପ୍ରଚଳିତ ନିର୍ଦ୍ଦେଶାବଳୀ ଅନୁଯାୟୀ କାର୍ଯ୍ୟ କରିବେ ଏବଂ କର୍ତ୍ତୃପକ୍ଷଙ୍କ ଦ୍ୱାରା ଦିଆଯାଇଥିବା ଅନଲାଇନ୍ କ୍ଲାସ୍, ଏକାଡେମିକ୍, ସେମି ଏକାଡେମିକ୍ ଏବଂ ପ୍ରଶାସନିକ କାର୍ଯ୍ୟ ଇତ୍ୟାଦି ଦାୟିତ୍ ତୁଲାଇବେ ⚪ କୋଭିଡ-୧୯ କାରଣରୁ ଶିକ୍ଷାନୁୁଷ୍ଠାନରେ ଛାତ୍ରଛାତ୍ରୀ, ଶିକ୍ଷକ ଓ କର୍ମଚାରୀଙ୍କ ବାଓମେଟ୍ରିକ୍‌ ଉପସ୍ଥାନ ବନ୍ଦ

କରୋନା ସଂକ୍ରମଣ ବଢୁଥିବାରୁ କଟକଣା କଡ଼ା କଲେ ସରକାର। ଆସନ୍ତା ୧୦ରୁ ରାଜ୍ୟର ସମସ୍ତ କଲେଜ, ୟୁନିଭର୍ସିଟି ବନ୍ଦ। ମେଡିକାଲ କଲେଜ, ନର୍ସିଂ କଲେଜ ବ୍ୟତ
କରୋନା ସଂକ୍ରମଣ ବଢୁଥିବାରୁ କଟକଣା କଡ଼ା କଲେ ସରକାର। ଆସନ୍ତା ୧୦ରୁ ରାଜ୍ୟର ସମସ୍ତ କଲେଜ, ୟୁନିଭର୍ସିଟି ବନ୍ଦ। ମେଡିକାଲ କଲେଜ, ନର୍ସିଂ କଲେଜ ବ୍ୟତୀତ ସବୁ କଲେଜ ବନ୍ଦ ହୋଇଛି। କଲେଜ, ୟୁନିଭର୍ସିଟି ବନ୍ଦ ନେଇ SRCଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି।  କଲେଜ, ୟୁନିଭର୍ସିଟି, ବୈଷୟିକ ଶିକ୍ଷାନୁଷ୍ଠାନ ଅନଲାଇନ୍ କ୍ଲାସ୍ କରିବେ। କଲେଜ, ୟୁନିଭର୍ସିଟିର ସମସ୍ତ ହଷ୍ଟେଲ ମଧ୍ୟ ୧୦ରୁ ବନ୍ଦ ହେବ।

All colleges, Universities, Technical Institutions (other than Medical/ Nursing Colleges and institutions under H& FW,Odisha)
+1
All colleges, Universities, Technical Institutions (other than Medical/ Nursing Colleges and institutions under H& FW,Odisha) shall remain closed till 5 am of 1st Feb, 2022 wef: 10th Jan, 2022. All hostels of concerned institutions shall also remain closed.

🛑 ଜାନୁଆରୀ ୧୦ରୁ ପ୍ରତ୍ୟେକ କଲେଜ,ବିଶ୍ୱବିଦ୍ୟାଳୟ ବନ୍ଦ ରଖିବାକୁ ନିର୍ଦ୍ଦେଶ 🛑 ଫେବୃଆରୀ୧ ଯାଏଁ ନିର୍ଦ୍ଦେଶନାମା ଜାରୀ 🛑 ମେଡ଼ିକାଲ କଲେଜ ଏବଂ ନର୍ସିଂ କଲେଜ ଖୋଲା ରହିବ 🛑ସମସ୍ତ ହଷ୍ଟେଲ ବନ୍ଦ ରଖିବାକୁ ନିର୍ଦ୍ଦେଶ 🛑ଅନଲାଇନ ପାଠପଢ଼ାକୁ ଅନୁମତି 🛑 ଚାଲିଥିବା ଅଫଲାଇନ ପରୀକ୍ଷାଗୁଡିକ ଚାଲୁ ରହିବ।

photo content

ଆସନ୍ତା ୧୦ରୁ ରାଜ୍ୟର ସମସ୍ତ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ବନ୍ଦ

photo content

✅ରାଜ୍ୟରେ ଆଜିଠୁ ସ୍କୁଲ ବନ୍ଦ, ଛାତ୍ରଛାତ୍ରୀଙ୍କ ଅନଲାଇନ୍‌ ପାଠପଢ଼ା ରୀତିମତ ଚାଲିବ✅ ଗଣଶିକ୍ଷା ବିଭାଗ ଅଧୀନ ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ଘରୋଇ ବିଦ୍ୟାଳୟଗୁଡ଼ିକରେ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍‌ ପାଠପଢ଼ା ଶୁକ୍ରବାରଠାରୁ ବନ୍ଦ ରହିବ। ତେବେ ଉକ୍ତ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ଅନଲାଇନ୍‌ ପାଠପଢ଼ା ରୀତିମତ ଚାଲିବ। ଶିକ୍ଷାନୁଷ୍ଠାନଗୁଡ଼ିକ ଛାତ୍ରଛାତ୍ରୀଙ୍କ ଛୋଟ ଛୋଟ ବ୍ୟାଚ୍‌ କରି ସେମାନଙ୍କ ଦ୍ବନ୍ଦ୍ବ ଦୂର ଲାଗି କ୍ଲାସ୍‌ କରିପାରିବେ। ଏହି ସମୟରେ ଯେପରି କୋଭିଡ୍‌ କଟକଣା ନିୟମ ଠିକ୍‌ ଭାବେ ପାଳନ ହୁଏ, ସେଥିପ୍ରତି କର୍ତ୍ତୃପକ୍ଷ ଦୃଷ୍ଟି ଦେବା ଆବଶ୍ୟକ। ଦ୍ବନ୍ଦ୍ବ ଦୂର କ୍ଲାସ୍‌ରେ ଭାଗନେବା ପାଇଁ ଛାତ୍ରଛାତ୍ରୀଙ୍କୁ ଅଭିଭାବକଙ୍କ ଲିଖିତ ଅନୁମତି ଆଣିବାକୁ ହେବ। ଷଷ୍ଠରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ କ୍ଲାସ ରୁମ୍‌ ପାଠପଢ଼ା ବନ୍ଦ ରହୁଥିଲେ ମଧ୍ୟ ମାଟ୍ରିକ୍‌ ସମିଟିଭ ପରୀକ୍ଷା ସମେତ ସମସ୍ତ ପରୀକ୍ଷା କୋଭିଡ୍‌ କଟକଣା ମଧ୍ୟରେ ଜାରି ରହିବ। ମାଧ୍ୟମିକ ଶିକ୍ଷା ପରିଷଦ(ବିଏସଇ), ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ), ସିବିଏସ୍‌ଇ, ଆଇସିଏସ୍‌ଇ ବୋର୍ଡ ଅଧୀନ ବିଦ୍ୟାଳୟ ଏହାକୁ ଲାଗୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏସ୍‌ଆର୍‌ସିଙ୍କ ନିର୍ଦ୍ଦେଶାବଳୀକୁ ଆଧାର କରି ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ବିଜ୍ଞପ୍ତି ଜାରି କରିଛନ୍ତି l

ଭୋକିଲା ପେଟ କୁ ଆହାର ଦେବା ଠାରୁ ବଡ଼ ପୁଣ୍ୟ କିଛି ନାହିଁ ...🙏🙏
ଭୋକିଲା ପେଟ କୁ ଆହାର ଦେବା ଠାରୁ ବଡ଼ ପୁଣ୍ୟ କିଛି ନାହିଁ ...🙏🙏

Important Update ..... For all students
Important Update ..... For all students

Most Watch Important video