fa
Feedback

فریب کلاهبرداران را نخورید! تل‌متریو این کانال‌ها را شناسایی و برچسب‌گذاری می‌کند 👉 برای مشاهده برچسب، اشتراک تهیه کنید

Sukant Tutorial

Sukant Tutorial

رفتن به کانال در Telegram

Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial

نمایش بیشتر

📈 تحلیل کانال تلگرام Sukant Tutorial

کانال Sukant Tutorial (@sukanttutorial) بازیگری فعال است. در حال حاضر جامعه شامل 12 730 مشترک است و جایگاه 16 028 را در دسته آموزش و رتبه 30 252 را در منطقه الهند دارد.

📊 شاخص‌های مخاطب و پویایی

از زمان ایجاد در невідомо، پروژه رشد سریعی داشته و 12 730 مشترک جذب کرده است.

بر اساس آخرین داده‌ها در تاریخ 24 نوامبر, 2026، کانال فعالیت پایداری دارد. در ۳۰ روز گذشته تغییر اعضا برابر 1 095 و در ۲۴ ساعت گذشته برابر -1 بوده و همچنان دسترسی گسترده‌ای حفظ شده است.

  • وضعیت تأیید: تأیید نشده
  • نرخ تعامل (ER): میانگین تعامل مخاطب 17.80% است و در ۲۴ ساعت نخست پس از انتشار، محتوا معمولاً 4.86% واکنش نسبت به کل مشترکان کسب می‌کند.
  • دسترسی پست‌ها: هر پست به طور میانگین 2 266 بازدید دریافت می‌کند. در اولین روز معمولاً 619 بازدید جمع‌آوری می‌شود.
  • واکنش‌ها و تعامل: مخاطبان به‌طور فعال حمایت می‌کنند؛ میانگین واکنش به هر پست 16 است.

📝 توضیح و سیاست محتوایی

نویسنده این فضا را محل بیان دیدگاه‌های شخصی توصیف می‌کند:
“Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial”

به لطف به‌روزرسانی‌های پرتکرار (آخرین داده در تاریخ 25 نوامبر, 2026)، کانال همواره به‌روز و دارای دسترسی بالاست. تحلیل‌ها نشان می‌دهد مخاطبان به‌طور فعال با محتوا تعامل دارند و آن را به نقطه اثرگذاری مهم در دسته آموزش تبدیل کرده‌اند.

12 730
مشترکین
-124 ساعت
-547 روز
+1 09530 روز
آرشیو پست ها
https://youtu.be/jzPrO2c5ESg +2 Art's & Vocational Results Date , Time & Grace Marks Update Must Watch & Share👆👆
07 اوت 2022, 00:16

+2 Art's & Vocational Results Update👆👆
+2 Art's & Vocational Results Update👆👆
06 اوت 2022, 22:41

✅+2 Admission Breaking News ପସନ୍ଦର କଲେଜ୍ ପାଇଁ ଚିନ୍ତାରେ ଛାତ୍ରଛାତ୍ରୀ🤔
✅+2 Admission Breaking News ପସନ୍ଦର କଲେଜ୍ ପାଇଁ ଚିନ୍ତାରେ ଛାତ୍ରଛାତ୍ରୀ🤔
06 اوت 2022, 22:39

✅୮ତାରିଖ ୪ଟାରେ ଯୁକ୍ତଦୁଇ କଳା ରେଜଲ୍ଟ ➡️୮ ତାରିଖ ଅପରାହ୍ନ ୪ଟା ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ରେଜଲ୍ଟ ➡️ଯୁକ୍ତ ଦୁଇ କଳା ସହ ଧନ୍ଦାମୂଳକ ପରୀକ୍ଷାଫଳ ମଧ୍ୟ ପ୍ରକାଶ ପାଇବ ➡️www.odisharesults.nic.inରେ ଉପଲବ୍ଧ ହେବ ରେଜଲ୍ଟ ➡️ରେଜଲ୍ଟ ଘୋଷଣା ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା @SukantTutorial
06 اوت 2022, 10:28

#BreakingNews ‼️ ସବୁ ଅପେକ୍ଷାର ଘଟିଲା.... State Scholarship 2022 ତାରିଖ ଆସିଗଲା କେବେ ମିଳିବ Scholarship 1st & 2nd Phase ଟଙ୍କା (Official Update) Live ଆସିବା ଆପଣଙ୍କ Doubts Clear କରିବା ନା Video Upload କରିବା 👇👇👇👇👇👇👇👇👇👇👇 Comments I'd - @SukantTutorial
06 اوت 2022, 01:07

🔴 ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ନିଯୁକ୍ତି ସୁଯୋଗ 🔴 ବ୍ୟାଙ୍କରେ ନିଯୁକ୍ତି ପାଇଁ ଆଶାୟୀଥିବା ଯୁବକ/ଯୁବତୀଙ୍କ ପାଇଁ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ନିଯୁକ୍ତି ସୁଯୋଗ । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ୧୦୩ ପଦରେ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB) ଅଫିସର(Fire-safety)ରେ ୨୩ ପଦ ଏବଂ ମ୍ୟାନେଜର (Security) ୮୦ ପଦରେ ନିଯୁକ୍ତି ସୁଯୋଗ ରହିଛି। ଯେଉଁମାନେ ଏହି ପଦଗୁଡ଼ିକରେ ଆବେଦନ କରିବାକୁ ଚାହୁଁଛନ୍ତି, ସେମାନେ (PNB) ଅଫିସିଆଲ ୱେବ୍‌ସାଇଟ pnbindia.in କୁ ଯାଇ ଏହି ନିଯୁକ୍ତି ପରୀକ୍ଷା ପାଇଁ ଆବେଦନ କରି ପାରିବେ। ଏହି ୧୦୩ ପଦବୀ ପାଇଁ ଆବେଦନ କରିବାର ଶେଷ ତାରିଖ ହେଉଛି ଅଗଷ୍ଟ ୩୦, ୨୦୨୨। ✅ଖାଲିଥିବା ପଦବୀ ବିବରଣୀ ୨୩ ଟି ଅଫିସର୍ (ଅଗ୍ନି ନିରାପତ୍ତା) Officer (Fire-safety) ୮୦ ଟି ମ୍ୟାନେଜର (ସୁରକ୍ଷା) Manager (Security) ✅ଶିକ୍ଷାଗତ ଯୋଗ୍ୟତା ଏହି ନିଯୁକ୍ତି ଡ୍ରାଇଭ୍ ମାଧ୍ୟମରେ ଅଧିକାରୀ (ଅଗ୍ନି ନିରାପତ୍ତା) ପଦ ପାଇଁ ଆବେଦନ କରୁଥିବା ପ୍ରାର୍ଥୀମାନେ ଯେକୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସମ୍ପୃକ୍ତ ବିଷୟ ଉପରେ ଡିଗ୍ରୀ ହାସଲ କରିବା ଆବଶ୍ୟକ । ଏଥି ସହିତ, ମ୍ୟାନେଜର ପଦ ପାଇଁ ଆବେଦନ କରିବାକୁ, ପ୍ରାର୍ଥୀ ଯେକୌଣସି ଷ୍ଟ୍ରିମରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ଆବଶ୍ୟକ । ✅ବୟସ ସୀମା ବିଜ୍ଞପ୍ତି ଅନୁଯାୟୀ, ଏହି ନିଯୁକ୍ତି ଡ୍ରାଇଭ ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ବୟସ ୨୧ ବର୍ଷରୁ ୩୫ ବର୍ଷ ମଧ୍ୟରେ ହେବା ଉଚିତ । ଯେଉଁଠାରେ ସଂରକ୍ଷିତ ବର୍ଗ ପ୍ରାର୍ଥୀଙ୍କୁ ସରକାରୀ ନିର୍ଦ୍ଦେଶାବଳୀ ଅନୁଯାୟୀ ବୟସ କୋହଳ ପ୍ରଦାନ କରାଯିବ ।
05 اوت 2022, 22:24

✅ଖାଲିଥିବା ବିଭିନ୍ନ ପଦବି ପାଇଁ ନିଯୁକ୍ତି ପ୍ରକ୍ରିୟା ତ୍ବରାନ୍ବିତ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ; ଦରଖାସ୍ତ ଏବଂ ପରୀକ୍ଷା ଫି’ ଛାଡ଼ 🔴୨୦୨୧ରୁ ୨୦୨୩ ବର୍ଷ ନିମନ୍ତେ ବୟସ ସୀମା ୩୮କୁ ବୃଦ୍ଧି🔴 ରାଜ୍ୟ ସରକାରଙ୍କ ଅଧିନ ବିଭିନ୍ନ କ୍ୟାଡରରେ ଖାଲିଥିବା ପଦବି ପୂରଣ ପାଇଁ ନିଯୁକ୍ତି ପ୍ରକ୍ରିୟା ତ୍ବରାନ୍ବିତ କରିବାକୁ ମୁଖ୍ୟ ଶାସନ ସଚିବ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଏ ସମ୍ବନ୍ଧରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ସେ ନିର୍ଦ୍ଦେଶ ଦେଇଛନ୍ତି। ଲୋକସେବା ଭବନ ସଭାଗୃହରେ ଅନୁଷ୍ଠିତ ଏହି ବୈଠକରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପ୍ରମୁଖ ଶାସନ ସଚିବ ସୁରେନ୍ଦ୍ର କୁମାର ବିଭିନ୍ନ ସରକାରୀ ପଦବି ନିମନ୍ତେ କମିସନମାନଙ୍କ ମାଧ୍ୟମରେ ହେଉଥିବା ଚୟନ ଓ ନିଯୁକ୍ତି ପ୍ରକ୍ରିୟା ସମ୍ବନ୍ଧିତ ବିଷୟ ଆଲୋଚନା ପାଇଁ ଉପସ୍ଥାପନ କରିଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ଏ ଦିଗରେ ହୋଇଥିବା ଅଗ୍ରଗତିର ସମୀକ୍ଷା କରି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଚୟନ ପ୍ରକ୍ରିୟା ତ୍ବରାନ୍ବିତ କରିବା ନିମନ୍ତେ ଓଡ଼ିଶା ପବ୍ଲିକ୍ ସର୍ଭିସ୍ କମିସନ, ଷ୍ଟାପ୍ ସିଲେକ୍‌ସନ୍ କମିସନ, ସବ-ଅଡିନେଟ୍ ଷ୍ଟାପ୍ ସିଲେକ୍‌ସନ୍ କମିସନ, ପୁଲିସ୍ ରିକୁମେଣ୍ଟ ବୋର୍ଡ ଆଦିଙ୍କୁ ପରାମର୍ଶ ଦେଇଥିଲେ । ଯେଉଁ ପଦବିମାନଙ୍କ ପାଇଁ ପରୀକ୍ଷା ଓ ମୂଲ୍ୟାୟନ ସରିଛି ସେସବୁର ଚୟନ ତାଲିକା ନିଯୁକ୍ତି ନିମନ୍ତେ ତୁରନ୍ତ ସଂପୃକ୍ତ ବିଭାଗମାନଙ୍କୁ ସୁପାରିଶ କରିବା ପାଇଁ ମଧ୍ୟ ଶ୍ରୀ ମହାପାତ୍ର ପରାମର୍ଶ ଦେଇଥିଲେ । ବୈଠକର ଆଲୋଚନାରୁ ଜଣାପଡ଼ିଥିଲା ଯେ କୋଭିଡ୍‌-ପରବର୍ତ୍ତୀ ସ୍ଥିତିରେ ରାଜ୍ୟ ସରକାର ବିଭିନ୍ନ ପଦବି ନିମନ୍ତେ ଦରଖାସ୍ତ ଓ ପରୀକ୍ଷା ଫିସ୍ ଛାଡ କରିଛନ୍ତି । ୨୦୨୧, ୨୦୨୨ ଏବଂ ୨୦୨୩ ଏହି ତିନି ବର୍ଷ ପାଇଁ ସରକାରୀ ଚାକିରି ପ୍ରବେଶ ବୟସ ସୀମା ମଧ୍ୟ ୩ ୨ରୁ ୩୮କୁ ବୃଦ୍ଧି କରିଛନ୍ତି । ତଦନୁଯାୟୀ ସଂରକ୍ଷିତ ଶ୍ରେଣୀ ଅନ୍ତର୍ଭୁକ୍ତ ବର୍ଗମାନଙ୍କ ପାଇଁ ମଧ୍ୟ ନିୟମ ଅନୁସାରେ ବୟସସୀମା କୋହଳ କରାଯାଇଛି । ସମୀକ୍ଷାରୁ ଜଣାପଡିଥିଲା ଯେ ୨୦୨୧-୨୨ ଏବଂ ଚଳିତ ୨୦୨୨-୨୩ ବର୍ଷରେ ବର୍ତ୍ତମାନ ପର୍ଯ୍ୟନ୍ତ ଓଡ଼ିଶା ପବ୍ଲିକ୍ ସର୍ଭିସ୍ କମିସନ ମାଧ୍ୟମରେ ୨୮୪୮ ପଦବି, ଓଡ଼ିଶା ଷ୍ଟାଫ୍ ସିଲେସନ୍ କମିସନ ମାଧ୍ୟମରେ ୨୫୫୫ ପଦବି ଏବଂ ସବ୍-ଅଡିନେଟ୍ ଷ୍ଟାଫ୍ ସିଲେନ୍ସନ୍ କମିସନ ମାଧ୍ୟମରେ ୧୦୩୫୫ ପଦବି ପାଇଁ ପାର୍ଥ ଚୟନ କରାଯାଇଛି । ସେମାନଙ୍କୁ ମଧ୍ୟ ସରକାରୀ ବିଭାଗମାନେ ପର୍ଯ୍ୟାୟକ୍ରମେ ନିଯୁକ୍ତି ଦେଉଛନ୍ତି । ଏତଦ୍‌ବ୍ୟତୀତ ବର୍ତ୍ତମାନ ଓଡ଼ିଶା ପବ୍ଲିକ୍ ସର୍ଭିସ୍ କମିସନ ୫୮୯୩ ଗୁପ-ଏ ଓ ଗ୍ରୁପ୍‌-ବି (ଦରମା ସ୍ତର-୧୦ରୁ ଅଧିକ ) ପଦବି ପାଇଁ ଚୟନ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଷ୍ଟାପ୍ ସିଲେସନ୍ କମିସନ ୨୩୭୬ ଗ୍ରୁପ୍‌-ବି(ଦରମାସ୍ତର-୯) ଏବଂ ଗ୍ରୁପ୍‌-ସି ପଦବି ପାଇଁ ମଧ୍ୟ ଚୟନ ପ୍ରକ୍ରିୟା ତ୍ବରାନ୍ବିତ କରିଛନ୍ତି । ଏମାନେ ସମସ୍ତେ ଷ୍ଟେଟ୍ କ୍ୟାଡର୍ ଅନ୍ତର୍ଭୁକ୍ତ ହେବେ । ସେହିପରି ସବ୍-ଅଡିନେଟ୍ ଷ୍ଟାପ୍ ସିଲେକ୍‌ସନ୍ କମିସନ ଜିଲ୍ଲା-କ୍ୟାଡର ଅନ୍ତର୍ଭୁକ୍ତ ଗ୍ରୁପ୍‌-ବି ଏବଂ ଗ୍ରୁପ୍‌-ସି ପଦବୀ ପାଇଁ ମଧ୍ୟ ବିଜ୍ଞାପନ, ପରୀକ୍ଷା ଓ ଚୟନ ପ୍ରକ୍ରିୟା ଚାଲୁ ରଖୁଛନ୍ତି । ଏହିସବୁ ପଦବିରେ ଚୟନ ଓ ନିଯୁକ୍ତି ପ୍ରକ୍ରିୟାକୁ ତ୍ବରାନ୍ବିତ କରାଯାଇଛି । ମୁଖ୍ୟତଃ ବେଶି ସଂଖ୍ୟାରେ କୁନିଅର ଇଞ୍ଜିନିୟର, ଷ୍ଟେନୋଗ୍ରାଫର, ଅବକାରୀ ଏସ୍.ଆଇ, ଡାଟା ଏଣ୍ଡି ଅପରେଟର, ବ୍ଲକ୍ ସାମାଜିକ ସୁରକ୍ଷା ଅଫିସର, ଅଡିଟର, ଆର. ଆଇ, ଅମିନ, ଫରେଷ୍ଟ ଗାର୍ଡ, ଅବକାରୀ କନେଷ୍ଟବଳ, ନର୍ସ ଅଫିସର, ପ୍ରାଣୀ-ଧନ ନିରୀକ୍ଷକମାନଙ୍କୁ ଚୟନ କରାଯିବ । ଏହାଛଡ଼ା ଓଡ଼ିଶା ସିଭିଲ୍ ସର୍ଭିସେସ୍ ଅନ୍ତର୍ଭୁକ୍ତ ବିଭିନ୍ନ ପଦବି, ମେଡିକାଲ୍ କଲେଜ୍ ପାଇଁ ଅତିରିକ୍ତ – ପ୍ରଫେସର, କୃଷି ଅଧିକାରୀ, ସ୍ନାତକଭୋର ଶିକ୍ଷକ, ଭୁତତ୍ତ୍ବବିତ୍, ବିଭିନ୍ନ ସରକରୀ ମହାବିଦ୍ୟାଳୟ ନିମନ୍ତେ ଅତିରିକ୍ତ-ପ୍ରଫେସର ଆଦି ପଦବୀ ପାଇଁ ଚୟନ ଓ ନିଯୁକ୍ତି ପ୍ରକ୍ରିୟାକୁ ତ୍ବରାନ୍ବିତ କରାଯାଇଛି । ପୋଲିସ୍‌ ମହାନିର୍ଦ୍ଦେଶକ ସୁନିଲ୍ କୁମାର ବଂଶଲ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପ୍ରମୁଖ ଶାସନ ସଚିବ ସୁରେନ୍ଦ୍ର କୁମାର, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ବିଶାଲ କୁମାର ଦେବ, ପ୍ରମୁଖ ଶାସନ ସଚିବ ଓ ସବ୍ଅଡିନେଟ ଷ୍ଟାପ୍ ସିଲେକସନ୍ କମିଶନ ଅଧ୍ୟକ୍ଷ ଶାଶ୍ବତ ମିଶ୍ର, ଷ୍ଟାପ୍ ସିଲେକସନ୍ କମିସନ ଅଧ୍ୟକ୍ଷ ଅଭୟ, ପବ୍ଲିକ୍ ସର୍ଭିସ୍ କମିସନ ସେକ୍ରେଟେରୀ ପ୍ରମୋଦ ମିଶ୍ରଙ୍କ ସମେତ ସଂପୃକ୍ତ କମିସନମାନଙ୍କର ସେକ୍ରେଟେରୀ ଓ ବିଭାଗୀୟ ବରିଷ୍ଠ ଅଧୁକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
05 اوت 2022, 22:19

✅Indicative advertisement for recruitment of various posts such as Sr Cameraman, Photographer, Indexer and Asst Operator in t
✅Indicative advertisement for recruitment of various posts such as Sr Cameraman, Photographer, Indexer and Asst Operator in the @IPR_Odisha Details of recruitment including qualifications, terms and conditions will be available from 10th Aug 2022 at http://ossc.gov.in
05 اوت 2022, 22:07

#BreakingNews ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରତିଶ୍ରୁତି ଦେଲେ କେନ୍ଦ୍ରମନ୍ତ୍ରୀ, ଓଡ଼ିଶାର ଯୋଗ୍ୟ ହିତାଧିକାରୀଙ୍କ ପାଇଁ ଖୋଲିବ କି ଆବାସ ପ୍ଲସ ପ
#BreakingNews ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରତିଶ୍ରୁତି ଦେଲେ କେନ୍ଦ୍ରମନ୍ତ୍ରୀ, ଓଡ଼ିଶାର ଯୋଗ୍ୟ ହିତାଧିକାରୀଙ୍କ ପାଇଁ ଖୋଲିବ କି ଆବାସ ପ୍ଲସ ପୋର୍ଟାଲ? କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ଆଲୋଚନା କଲେ ଧର୍ମେନ୍ଦ୍ର ।
05 اوت 2022, 22:04

ପାଠ ପଢ଼ା ପାଇଁ ମା' ର କୋହଭରା ନିବେଦନ😔
ପାଠ ପଢ଼ା ପାଇଁ ମା' ର କୋହଭରା ନିବେଦନ😔
05 اوت 2022, 22:01

✅ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ,ଦ୍ୱିତୀୟ ପର୍ଯ୍ୟାୟ +୨ ନାମଲେଖା ବିଜ୍ଞାପନ ✅ Official Notice
✅ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ,ଦ୍ୱିତୀୟ ପର୍ଯ୍ୟାୟ +୨ ନାମଲେଖା ବିଜ୍ଞାପନ ✅ Official Notice
05 اوت 2022, 21:59

✅୧୭ବର୍ଷ ହୋଇଥିଲେ ଭୋଟର ତାଲିକାରେ ନିଜ ନାମ ପଞ୍ଜିକରଣ ପାଇଁ ଆଗୁଆ ଆବେଦନ କରିପାରିବେ ....୧୮ ବର୍ଷ ପୂରଣ ହେଲେ ଭୋଟର ତାଲିକାରେ ନାମ ସାମିଲ ହେବ
✅୧୭ବର୍ଷ ହୋଇଥିଲେ ଭୋଟର ତାଲିକାରେ ନିଜ ନାମ ପଞ୍ଜିକରଣ ପାଇଁ ଆଗୁଆ ଆବେଦନ କରିପାରିବେ ....୧୮ ବର୍ଷ ପୂରଣ ହେଲେ ଭୋଟର ତାଲିକାରେ ନାମ ସାମିଲ ହେବ
05 اوت 2022, 21:55

✅ସରକାରୀ ଆଶାୟୀଙ୍କ ପାଇଁ ଖୁସି ଖବର ✅ ଏକାଥରକେ ପୂରଣ ହେବ ବହୁ ସରକାରୀ ପଦବୀ
✅ସରକାରୀ ଆଶାୟୀଙ୍କ ପାଇଁ ଖୁସି ଖବର ✅ ଏକାଥରକେ ପୂରଣ ହେବ ବହୁ ସରକାରୀ ପଦବୀ
05 اوت 2022, 20:32

✅ଶିକ୍ଷାନୁଷ୍ଠାନରୁ ୬ ମାସ ଅର୍ଥାତ ୧୮୦ ଦିନ ମଧ୍ୟରେ ମିଳିବ ସ୍ନାତକ , ସ୍ନାତକୋତ୍ତର ଓ ପିଏଚଡ଼ି ସାର୍ଟିଫିକେଟ୍ ଓ ମାର୍କସିଟ୍...... ୟୁଜିସି ସମସ୍ତ
✅ଶିକ୍ଷାନୁଷ୍ଠାନରୁ ୬ ମାସ ଅର୍ଥାତ ୧୮୦ ଦିନ ମଧ୍ୟରେ ମିଳିବ ସ୍ନାତକ , ସ୍ନାତକୋତ୍ତର ଓ ପିଏଚଡ଼ି ସାର୍ଟିଫିକେଟ୍ ଓ ମାର୍କସିଟ୍...... ୟୁଜିସି ସମସ୍ତ ବିଶ୍ୱବିଦ୍ୟାଳୟ କୁଳପତି ଓ ଡ଼ିଗ୍ରି କଲେଜ୍ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛି
05 اوت 2022, 20:29

✅ଆଗକୁ ଆସୁଛି ବହୁତ ବଡ଼ ନିଯୁକ୍ତି ସୁଯୋଗ 😜
+1
✅ଆଗକୁ ଆସୁଛି ବହୁତ ବଡ଼ ନିଯୁକ୍ତି ସୁଯୋଗ 😜
05 اوت 2022, 20:14

photo content
+3
05 اوت 2022, 20:14

https://youtu.be/y2uNDpcbCHc Gopabandhu Sikhya Sahayata Scholarship 2022
05 اوت 2022, 09:55

photo content
05 اوت 2022, 09:54

✅National Scholarship 2022-23 ➡️National Scholarship Official Notification ➡️Pre-Matric & Post-Matric Scholarship Apply Start
✅National Scholarship 2022-23 ➡️National Scholarship Official Notification ➡️Pre-Matric & Post-Matric Scholarship Apply Start & NSP Full Details
04 اوت 2022, 22:06

photo content
04 اوت 2022, 22:01