fa
Feedback

فریب کلاهبرداران را نخورید! تل‌متریو این کانال‌ها را شناسایی و برچسب‌گذاری می‌کند 👉 برای مشاهده برچسب، اشتراک تهیه کنید 👈

Technical Parme

Technical Parme

رفتن به کانال در Telegram

I Am Provide Job Related Update Daily Join Now My Youtube Family

نمایش بیشتر

📈 تحلیل کانال تلگرام Technical Parme

کانال Technical Parme (@technicalparme2u) در بخش زبانی انگلیسی بازیگری فعال است. در حال حاضر جامعه شامل 23 700 مشترک است و جایگاه 1 659 را در دسته حرفه و رتبه 17 199 را در منطقه الهند دارد.

📊 شاخص‌های مخاطب و پویایی

از زمان ایجاد در невідомо، پروژه رشد سریعی داشته و 23 700 مشترک جذب کرده است.

بر اساس آخرین داده‌ها در تاریخ 12 اکتبر, 2026، کانال فعالیت پایداری دارد. در ۳۰ روز گذشته تغییر اعضا برابر -306 و در ۲۴ ساعت گذشته برابر 0 بوده و همچنان دسترسی گسترده‌ای حفظ شده است.

  • وضعیت تأیید: تأیید نشده
  • نرخ تعامل (ER): میانگین تعامل مخاطب 9.51% است و در ۲۴ ساعت نخست پس از انتشار، محتوا معمولاً 2.52% واکنش نسبت به کل مشترکان کسب می‌کند.
  • دسترسی پست‌ها: هر پست به طور میانگین 2 258 بازدید دریافت می‌کند. در اولین روز معمولاً 597 بازدید جمع‌آوری می‌شود.
  • واکنش‌ها و تعامل: مخاطبان به‌طور فعال حمایت می‌کنند؛ میانگین واکنش به هر پست 3 است.
  • علایق موضوعی: محتوا بر موضوعات کلیدی مانند ହେବ, ଶୁଭ, ପଦ୍ଧତି, ଆଜି, ତାରିଖ تمرکز دارد.

📝 توضیح و سیاست محتوایی

نویسنده این فضا را محل بیان دیدگاه‌های شخصی توصیف می‌کند:
“I Am Provide Job Related Update Daily Join Now My Youtube Family”

به لطف به‌روزرسانی‌های پرتکرار (آخرین داده در تاریخ 13 اکتبر, 2026)، کانال همواره به‌روز و دارای دسترسی بالاست. تحلیل‌ها نشان می‌دهد مخاطبان به‌طور فعال با محتوا تعامل دارند و آن را به نقطه اثرگذاری مهم در دسته حرفه تبدیل کرده‌اند.

23 700
مشترکین
اطلاعاتی وجود ندارد24 ساعت
-907 روز
-30630 روز
آرشیو پست ها
All Apply Link & Notice - Click Here / Click Here / Click Here / Click Here

*ଖବର ଆଜିର* ତାରିଖ ୦୮-୧୦-୨୦୨୬ ଗୁରୁବାର ୧- ପ୍ରଖ୍ୟାତ ଅଭିନେତା ନାନା ପାଟେକରଙ୍କ ୭୫ ବର୍ଷ ବୟସରେ ନିଧନ! ଗୋଆରେ ଥିବା ବାସ ଭବନରେ ହଠାତ୍ ହୃଦଘାତ ହେବା ପରେ ଚିକିତ୍ସାଳୟରେ ନିଧନ। ୨- ଆଜି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ: ବିରୋଧୀଙ୍କ ଆହ୍ୱାନ, ପ୍ରଶାସନର ପ୍ରସ୍ତୁତି। ଲୋକସେବା ଭବନ ପାଇଁ କଡ଼ା SOP, ୯.୩୦ ସୁଦ୍ଧା ଅଫିସ୍‌ରେ ପହଞ୍ଚିବେ କର୍ମଚାରୀ। ୩- ଆଜି ଗଡିବନି ଅନଲାଇନ୍ କିମ୍ବା ଅଫଲାଇନ୍ ଅଟୋ,  ସକାଳ ୬ ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ବନ୍ଦ। ଚାଲିବ ବସ୍, ଓଡ଼ିଶା ବନ୍ଦକୁ ସମର୍ଥନ କରୁନି ରାଜ୍ୟ ବସ୍ ମାଲିକ ସଂଘ। ୪- ବନ୍ଦ ଡାକରା ସତ୍ତ୍ବେ ସ୍ଥଗିତ ହେବନି D.El.Ed ପରୀକ୍ଷା, ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା। ୫- ଭୁବନେଶ୍ୱର: ୯ରୁ ନାମାଙ୍କନ, ୧୫ରେ ମତଦାନ; ରାଜ୍ୟର ୧୩ ବିଶ୍ୱବିଦ୍ୟାଳୟ ଓ ୩୨୮ କଲେଜରେ ଛାତ୍ର ସଂସଦ ନିର୍ବାଚନ ହେବ, ଆଉ ୨୦୫ ଶିକ୍ଷାନୁଷ୍ଠାନରେ ଛାତ୍ରନେତା ମନୋନୀତ ହେବେ। ୬- ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗର ନାଗରିକମାନଙ୍କ ପାଇଁ ବଡ଼ ଘୋଷଣା, SEBCଙ୍କ ପାଇଁ ଗଠନ ହେଲା କମିଶନ।ଜଷ୍ଟିସ୍ ପ୍ରମଥ ପଟ୍ଟନାୟକ ଏହି କମିଶନର ଅଧ୍ୟକ୍ଷ। ୭- ମୌସୁମୀ ବିଦାୟ ବେଳେ ବଦଳିଲା ପାଣିପାଗ; ୩ ଦିନ ଝଡ଼-ବର୍ଷା, ବଜ୍ରପାତ ଆଶଙ୍କା, ଏକାଧିକ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି। ୮- ହବିଷିଆଳି ପଞ୍ଜୀକରଣ ଆରମ୍ଭ; ୨୫ ଶହ ମହିଳାଙ୍କୁ ମିଳିବ ସୁଯୋଗ। ଅସୁସ୍ଥ ଥିଲେ ମନୋନୀତ କରାଯିବ ନାହିଁ। ୯- ପୂଜା ପାଇଁ କମିଶନରେଟ୍ ପୋଲିସର କଡ଼ା ସୁରକ୍ଷା, ରାଜଧାନୀରେ  ଏ ବର୍ଷ ୧୯୮ ପୂଜା ପେଣ୍ଡାଲ। ୧୦- ଚାଉଳ ଗ୍ରହଣ ବନ୍ଦ କରିଦେଇଛି ରାଜ୍ୟ ଖାଦ୍ୟଶସ୍ୟ ଭଣ୍ଡାର। ୧୦.୧୫ ଲକ୍ଷ ଟନ୍‌ କ୍ରୟ ହୋଇଛି। ୧୧- ଭୁବନେଶ୍ୱର: ଅସ୍ୱାସ୍ଥ୍ୟକର ପରିବେଶରେ ଗୁପଚୁପର ପ୍ରସ୍ତୁତି, BMCର ୮ ଜଣିଆ ଟିମ୍‌ର ଚଢ଼ାଉ। ଖଟା ପାଣିରେ ମିଶୁଥିଲା ଶୌଚାଳୟ ପାଣି! ଅତ୍ୟନ୍ତ ଅପରିଷ୍କାର ଓ ଦୁର୍ଗନ୍ଧ ପରିବେଶ। ୧୨- କଟକ: ସୌମ୍ୟରଞ୍ଜନ ମୃତ୍ୟୁ ମାମଲା; ଗିରଫ ଭୟରେ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ ବିଦ୍ୟାଭାରତୀ। ୧୩- କଟକ ସିଟି କଲେଜ ସାମ୍ନା କାଠଯୋଡ଼ି ନଦୀପଠା: ଦଶହରା ପୂର୍ବରୁ ଚାଞ୍ଚଲ୍ୟ, ଯୁବତୀଙ୍କ ଦୁଇ ଆଖି ତାଢି ମୂହଁକୁ ପଥରରେ ଛେଚି ନିର୍ମମ ହତ୍ୟା। ୧୪- ଓଡ଼ିଆ DGP ଚୟନ ପ୍ରକିୟା ମାମଲା: ଆଜି ଆସିପାରେ ସୁପ୍ରିମକୋର୍ଟଙ୍କ ରାୟ। ୧୫- ବନ୍ଦୀ ସ୍ଥାନାନ୍ତରଣ ମାମଲାରେ ନିୟମ ଉଲ୍ଲଂଘନ ଯୋଗୁଁ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନୋଟିସ। ୧୬- ସେନାରେ କାର୍ଯ୍ୟରତ ଅବସ୍ଥାରେ ନାଗାଲାଣ୍ଡରେ ସହିଦ ହୋଇଥିବା ଭି.ତେଜାଙ୍କୁ ତାଙ୍କ ରାୟଗଡା ବାସଭବନରେ ଗାର୍ଡ ଅଫ୍‌ ଅନର ପ୍ରଦାନ। ୧୭- ଯାଜପୁରରେ ୫ ଶହରୁ ଊର୍ଦ୍ଧ୍ବ ଇଟାଭାଟି, ଶୋଷୁଛନ୍ତି ଲକ୍ଷଲକ୍ଷ କ୍ୟୁସେକ୍‌ ଭୂତଳ ଜଳ। ଲୋକଙ୍କୁ ପିଇବାକୁ ପାଣି ମିଳୁନି। ୧୮- ସୁନ୍ଦରଗଡ଼ ଜିଲ୍ଲାରେ ବଢ଼ୁଛି ଶିଶୁ ମୃତ୍ୟୁହାର। କାରଣ ଜଣ୍ଡିସ, ମ୍ୟାଲେରିଆ, ଯକ୍ଷ୍ମା, ନିମୋନିଆ, ରକ୍ତହୀନତା, ପୁଷ୍ଟିହୀନତା। ୧୯- ମୟୂରଭଞ୍ଜ ଜିଲ୍ଲାରେ କାୟା ମେଲାଉଛି ଯକ୍ଷ୍ମା। ବାସନ୍ଦ ଭୟରେ ଲୋକେ ରୋଗ ଲୁଚାଉଛନ୍ତି। ୨୦- ପଶ୍ଚିମବଙ୍ଗ ସରକାରଙ୍କ ଉପଦେଷ୍ଟା ନିଯୁକ୍ତ ହେଲେ ମିଥୁନ ଚକ୍ରବର୍ତ୍ତୀ। ୨୧- ଆସାମରେ ଡାକ୍ତରୀ ପଢ଼ା ହେଲା ମହଙ୍ଗା, ପରିବାରର ବାର୍ଷିକ ଆୟ ଆଧାରରେ ନିର୍ଦ୍ଧାରିତ ହେବ ଫି'। ୨୨- ପୈତୃକ ସମ୍ପତ୍ତି ବିକ୍ରୟ କରିବେ ରାଜପାଲ ଯାଦବ, କୋର୍ଟରେ ଦାଖଲ କଲେ ‌୧ କୋଟି ୧୫ ଲକ୍ଷର ଡ୍ରାଫ୍ଟ। ୨୩- ମୁଦ୍ରାସ୍ଫୀତି ବୃଦ୍ଧି ମଧ୍ୟରେ ରେପୋ ହାର ୨୫ ବେସିସ୍ ପଏଣ୍ଟ ବୃଦ୍ଧି କରି ୫.୫% କଲା ଆରବିଆଇ। ରିଜର୍ଭ ବ୍ୟାଙ୍କ ନିଷ୍ପତ୍ତି ପୂର୍ବରୁ ଷ୍ଟକ୍ ବଜାର ଭୁଶୁଡ଼ିଲା, ସେନସେକ୍ସ ୪୬୨ ପଏଣ୍ଟ ହ୍ରାସ, ନିଫ୍ଟି ୨୨,୬୦୦ରେ ଛୁଇଁଲା। ୨୪- ପୂର୍ବ ଦିଲ୍ଲୀରେ ଭୁଶୁଡିଲା ୪ ମହଲା କୋଠା, ଭଙ୍ଗା ଘର ତଳେ ଲୋକେ ଦବି ରହିଥିବା ଆଶଙ୍କା। ୨୫- ପାକିସ୍ତାନ କେପି, ବଲୁଚିସ୍ତାନରେ ୧୮ ବିଦ୍ରୋହୀଙ୍କୁ ହତ୍ୟା କଲା ପାକ୍‌ ସେନା। ୨୬- ପୋଲାଣ୍ଡରେ ହାଇ ସ୍କୁଲ୍‌ ପରିସରରେ ଛୁରୀମାଡ଼, ୮ ଛାତ୍ର ଓ ଶିକ୍ଷକ ଆହତ। ୧୭- ରୁଷ୍‌ରେ ସନ୍ଦିଗ୍ଧ ପ୍ଲେଗ୍‌ ସଂକ୍ରମଣ ନେଇ ବଢୁଛି ବିଶ୍ୱ ଚିନ୍ତା। ୨୮- ୱାଶିଂଟନ: କ୍ୟାପଟେନ ସ୍ମିତଙ୍କ ସମ୍ମାନରେ ଆମେରିକା ସଂସଦରେ ପ୍ରସ୍ତାବ ପାରିତ। ୨୯- ରସାୟନ ବିଜ୍ଞାନରେ ନୋବେଲ୍: ହେନେରୀ ବି. କାଗନ ଓ କେନ୍ସୋ ସୋଆଇଙ୍କୁ ମିଳିବ ସମ୍ମାନ। ୩୦- ଇରାନ ସହ ଚୁକ୍ତି ପାଇଁ ବଡ଼ ସର୍ତ୍ତରୁ ପଛକୁ ହଟିଲା ଆମେରିକା, କହିଲା ୟୁରାନିୟମ ସମୃଦ୍ଧି କ୍ଷମତା ହ୍ରାସ ଜରୁରୀ। ୩୧- ରାଜ୍ୟସ୍ତରୀୟ ସ୍କୁଲ ବକ୍ସିଂରେ ସୁନ୍ଦରଗଡ଼ ଖେଳାଳି ୪ ସ୍ୱର୍ଣ୍ଣ, ୧୧ ରୌପ୍ୟ ଓ ୧୬ କାଂସ୍ୟ ପଦକ ଜିତି ଜାତୀୟସ୍ତର ପାଇଁ ଚୟନ ହୋଇଛନ୍ତି। ୩୨- ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ବିଜେତା ହକି ତାରକା ଶୀଳାନନ୍ଦ ଲାକ୍ରାଙ୍କୁ ରାଉରକେଲାରେ ଭବ୍ୟ ସ୍ୱାଗତ, କିନ୍ତୁ ପ୍ରଶାସନ ଭୁଲିଗଲା। ୩୩- ଭାରତୀୟ ଟେବଲ ଟେନିସ ଯୋଡ଼ି ମାନବ ଓ ମନୁଷ ଡବ୍‌ଲ୍ୟୁଟିଟି ଚାଇନା ସ୍ମାସ୍‌ର କ୍ବାର୍ଟରରେ ପ୍ରବେଶ। ୩୪- ୧୯ ବର୍ଷରୁ କମ୍‌ ଦ୍ବିତୀୟ ଟେଷ୍ଟ୍‌ରେ ଅଷ୍ଟ୍ରେଲିଆକୁ ହରାଇଲା ଭାରତ। ୩୫- ICC ଟି୨୦ ମାନ୍ୟତା: ୭ମ ସ୍ଥାନକୁ ଉଠିଲେ ଶ୍ରେୟସ ଆୟର। *ଶୁଭ ସକାଳ* ଆଜି ଆଶ୍ୱିନ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀ, ଭାରତୀୟ ବାୟୁସେନା ଦିବସ, ବିଶ୍ୱ ଅକ୍ଟୋପସ ଦିବସ, ମୁନସୀ ପ୍ରେମଚନ୍ଦଙ୍କ ତିରୋଧାନ,

*ଖବର ଆଜିର* ତାରିଖ ୦୬-୧୦-୨୦୨୬ ମଙ୍ଗଳବାର ୧- ଭୁବନେଶ୍ୱର: ଶରତରେ ଅସହ୍ୟ ତାତି, ପାରଦ ୩୬ ପାର୍,  ସ୍ବାଭାବିକ ଠାରୁ ୪.୩ ଡିଗ୍ରୀ ଅଧିକ। ୨- ଆଠ ବର୍ଷ ପରେ କ୍ୟାମ୍ପସରେ ଛାତ୍ର ସଂସଦ ନିର୍ବାଚନ, ଅକ୍ଟୋବର ୧୫ରେ ହେବ ଭୋଟ୍। ଆସନ୍ତା କାଲି ଆସିବ ଅଫିସିଆଲ ନୋଟିଫିକେସନ୍‌ । ୩- କ୍ୟାମ୍ପସ୍ ନିର୍ବାଚନରେ ସୋସିଆଲ ମିଡିଆ ପାଇଁ କଡ଼ା ନିୟମ, AI ଫେକ୍‌କୁ ରୋକ୍। ଅପମାନଜନକ ଭାଷା, ବ୍ୟକ୍ତିଗତ ଆକ୍ରମଣ, ଭିତ୍ତିହୀନ ଅଭିଯୋଗ ଏବଂ ମିଥ୍ୟା କିମ୍ବା ବିଭ୍ରାନ୍ତିକର ତଥ୍ୟ ପ୍ରଚାର ଉପରେ କଟକଣା ଲାଗିଛି। ୪- ଭୁବନେଶ୍ୱର: OAS ସ୍ତରରେ ବଡ଼ ଧରଣର ଅଦଳବଦଳ, ଗୋଟିଏ ଦିନରେ ୨୭ ଜଣ ବରିଷ୍ଠ ଓଏଏସ୍‌ ଅଧିକାରୀଙ୍କ ବଦଳି କଲେ ସରକାର। ୫- କଟକ: ୩୧ ସୁଦ୍ଧା ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ମାର୍କ ଅପଲୋଡ଼ ପାଇଁ ନିର୍ଦ୍ଦେଶ। ୬- ଓଡ଼ିଆ ସିନେମାର ସ୍ମୃତି ଗବେଷଣା କେନ୍ଦ୍ର ହେବ କଳିଙ୍ଗ ଷ୍ଟୁଡିଓ: ମୁଖ୍ୟମନ୍ତ୍ରୀ ୭- ପ୍ରଣବଙ୍କ ଉପରେ ଆକ୍ରମଣ ଘଟଣା: ୪୮ ଘଣ୍ଟାରେ ଗିରଫ ହେବେ ଅଭିଯୁକ୍ତ, ପ୍ରତିଶ୍ରୁତି ଦେଲେ ଯାଜପୁର ଏସପି। ୮- ଖଲିକୋଟ ବିଶ୍ୱବିଦ୍ୟାଳୟରେ ଛାତ୍ର ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ; ଥାନାରେ ୯ ଅଟକ। ୯- ଫାଇଲ ମିସିଂ: କନ୍ଧମାଳ ଦଙ୍ଗା କମିଶନ ଫାଇଲ ଘଟଣାରେ ୩ ଜଣଙ୍କ ବୟାନ ରେକର୍ଡ। ୧୦- ରାଜ୍ୟରେ ଆରମ୍ଭ ହେଲା ସିକଲସେଲ୍‌ ଟିକାକରଣ, ଅନୁଗୋଳରୁ ଶୁଭାରମ୍ଭ। ୧୧- ଭୁବନେଶ୍ୱର: ପୂଜା ମଣ୍ଡପରେ ସୁଦୃଢ଼ ହେବ ଅଗ୍ନି ନିରାପତ୍ତା ବ୍ୟବସ୍ଥା, ଯାଞ୍ଚ ହେବ ବାଣୁଆଙ୍କ ପରିଚୟପତ୍ର। ୧୨- କଟକରେ ନିଆଳି ଅପମିଶ୍ରିତ ପନିର ଜବତ ଘଟଣା: ଜଣେ ବ୍ୟବସାୟୀ ଗିରଫ। ୧୩- ଭିଜିଲାନ୍ସ ଜାଲରେ ମୟୂରଭଞ୍ଜ ବେତନଟୀ ଆର୍‌ ଆଣ୍ଡ ବି ସହକାରୀ କାର୍ଯ୍ୟନିର୍ବାହୀ ଇଂଜିନିୟର ଅରବିନ୍ଦ ମହାନ୍ତି, ସକାଳୁ ସକାଳୁ ୧୦ଟି ସ୍ଥାନରେ ଏକକାଳୀନ ତଲାସୀ ଜାରି। ୧୪- ଆଜି ସୁନାବେଡ଼ା ଆସିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ।ସୁଖୋଇ-୩୦ MKI ଇଞ୍ଜିନ ସହ ଜଡ଼ିତ କାର୍ଯ୍ୟ, ବିଶେଷକରି ଇଞ୍ଜିନ ନମ୍ବର ୨୦୦୦ ସମ୍ପର୍କିତ କାର୍ଯ୍ୟର ମଧ୍ୟ ସମୀକ୍ଷା କରିବେ। ୧୫- ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଞ୍ଚଳ) ୨.୦ କାର୍ଯ୍ୟାନ୍ବୟନରେ ଜାତୀୟ ସ୍ତରରେ ଓଡ଼ିଶା ପୁରସ୍କୃତ ହେଲା। ୧୬- ରାଜଧାନୀରେ ପୁନଃବିକଶିତ ଅତ୍ୟାଧୁନିକ ‘କଳିଙ୍ଗ ଷ୍ଟୁଡିଓ’ ଲୋକାର୍ପିତ ହୋଇଛି। ୧୭- ପୂର୍ବତନ ଆୟୁଷ ନିର୍ଦ୍ଦେଶକଙ୍କୁ ବାଧ୍ୟତାମୂଳକ ଅବସର ନିର୍ଦ୍ଦେଶକୁ ରଦ୍ଦ କଲେ ହାଇକୋର୍ଟ। ୧୯- ରାଜଧାନୀରେ ନାବାଳକ ଗାଡ଼ି ଚାଳନା ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ, ଆରମ୍ଭ ହେଲା ସ୍ପେଶାଲ୍ ଡ୍ରାଇଭ୍। ୧୯- ରାଜଧାନୀର ଏକ ହୋଟେଲରୁ ଓଡ଼ିଆ ଫିଲ୍ମ ନିର୍ଦ୍ଦେଶକ ମୁରଲୀଧରନଙ୍କ ମୃତଦେହ ସନ୍ଦେହଜନକ ଭାବେ ଉଦ୍ଧାର। ୨୦- ଭଦ୍ରକ ତିହିଡ଼ିରେ ଜାଲ୍‌ ତଥ୍ୟରେ ୯ଟି ସିମ୍‌ କାର୍ଡ ଜାରି ଅଭିଯୋଗରେ ପିଓଏସ୍‌ ଏଜେଣ୍ଟଙ୍କ ବିରୋଧରେ ମାମଲା। ୨୧- ମୟୁରଭଞ୍ଜ ରାଇରଙ୍ଗପୁରରେ ଗୁଣିଗାରେଡ଼ି ଆଳରେ ନବବିବାହିତାଙ୍କୁ ଦୁଷ୍କର୍ମ ଅଭିଯୋଗ। ୨୨- ଝାରସୁଗୁଡ଼ା ଜିଲ୍ଲା ଲଖନପୁରରେ ଜମିବାଡ଼ି ବିବାଦରୁ କାଠ ଫାଳିଆରେ ପିଟି ବଡ଼ ଭାଇକୁ ହତ୍ୟା କଲା ସାନ। ୨୩- କୁଲଡିହା ଅଭୟାରଣ୍ୟରେ ଦେଶୀ ବନ୍ଧୁକ ସହ ବାରୁଦ, ଲୁହା ବଲ୍‌ ଓ ଫାଶ ଜବତ, ୬ ଶିକାରୀ ଗିରଫ। ୨୪- ଭୋପାଳ: କୁନୋରୁ ଆସିଲା ଖୁସି ଖବର, ୫ ଶାବକ ଜନ୍ମ ଦେଲା ଭାରତରେ ଜନ୍ମିତ ଚିତା, ମୋଟ୍‌ ସଂଖ୍ୟା ୬୦କୁ ବୃଦ୍ଧି। ୨୫- 'ଆପଣଙ୍କ ସ୍ଥାନ ଜେଲରେ’, ଚେକ୍ ବାଉନ୍ସ ମାମଲାରେ ରାଜପାଲ ଯାଦବଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ତାଗିଦ୍। ୨୬- ୧୦ ଲକ୍ଷ ନିଯୁକ୍ତି ଏବଂ ୧୦୦ ବିଲିୟନ୍ ଡଲାର ନିବେଶ; ସ୍ୱିଜରଲ୍ୟାଣ୍ଡ ସହ ଭାରତର ବଡ଼ ଚୁକ୍ତି। ୨୭- ଏସ୍‌ଆଇଆର୍‌ ବିବାଦରେ ସୁପ୍ରିମକୋର୍ଟଙ୍କ କଡ଼ା ଟିପ୍ପଣୀ: ଫର୍ମ-୬ ପରିବର୍ତ୍ତନକୁ ମଞ୍ଜୁର କରିନାହାନ୍ତି କୋର୍ଟ। ୨୮- ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ବିରୋଧରେ ଦୁର୍ନୀତି ଅଭିଯୋଗ, ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଲେ ହାଇକୋର୍ଟ। ୨୯- ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ନୋଟିସ ଆଣିଲେ ପୂର୍ବତନ ଆଇଏଏସ୍‌ ନେତୃତ୍ବାଧୀନ ପ୍ରତିନିଧି ଦଳ। ୩୦- ଭାରତୀୟ ଜାତୀୟ ପାରିବାରିକ ଯାତ୍ରା ସର୍ଭେ: କର୍ମକ୍ଷେତ୍ରକୁ ଯିବାଲାଗି ଲୋକଙ୍କ ଅଧିକ ପସନ୍ଦ ଦୁଇ ଚକିଆ। ୩୧- ବିମାନ ଇନ୍ଧନ ଦର ବଢ଼ିବା ପରେ ଏୟାରଲାଇନ୍‌ ଇଣ୍ଡିଗୋ ଏହାର ବିମାନର ଇନ୍ଧନ ସର୍‌ଚାର୍ଜ ବଢ଼ାଇଛି। ୩୨- ଭାରତ ଓ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ଦ୍ବିପାକ୍ଷିକ ବାଣିଜ୍ୟ ରାଜିନାମାର ଅଗ୍ରଗତି ଅଟକି ଯାଇଛି। ୩୩- ଭାରତୀୟ ଧନୀ ବିଦେଶମୁହାଁ: ବିଦେଶରେ ରହୁଛନ୍ତି ୧୫୬ ଜଣ, ଆମେରିକାରେ ସର୍ବାଧିକ ୯୦ ଜଣ। ୩୪- ଫ୍ଲାଏଦୁବାଇ ବିମାନର ଆକ୍ରମଣକାରୀ ସହ-ପାଇଲଟ୍‌କୁ ମୃତ୍ୟୁଦଣ୍ଡ ଦେବା ପାଇଁ ୟୁଏଇ ପ୍ରୟାସ କରୁଛି। ୩୫- ଟ୍ରମ୍ପ ସେନାକୁ ଚକ୍‌ମା ଦେବେ ଇରାନ୍‌ର ମହିଳା, ଆରମ୍ଭ ହେଲା ଜୋରଦାର ଟ୍ରେନିଂ। ୩୬- ମେଡିସିନ୍‌ରେ ନୋବଲ୍ ପୁରସ୍କାର ପାଇଁ ମିଳିତ ଭାବେ ୩ ବୈଜ୍ଞାନିକ: ଆମେରିକା ବୈଜ୍ଞାନିକ କାର୍ଲ ଡେସେରୋଥ୍‌, ଜର୍ମାନୀ ବୈଜ୍ଞାନିକ ପିଟର ହେଗେମ୍ୟାନ୍ ଏବଂ ଜର୍ଜ ନାଗେଲ୍ ଯୁଗ୍ମ  ମନୋନୀତ। ୩୭- ଆଜି ଭାରତ - ଓ୍ବେଷ୍ଟ ଇଣ୍ଡିଜ୍ ମଧ୍ୟରେ ପ୍ରଥମ ଟି୨୦, ଏକାନ୍ନାରେ ହେବ ବ୍ୟାଟିଂ ବିସ୍ଫୋରଣ। *ଶୁଭ ସକାଳ* ଆଜି ଆଶ୍ୱିନ ମାସ କୃଷ୍ଣ ପକ୍ଷ ଏକାଦଶୀ, ଇନ୍ଦିରା ଏକାଦଶୀ, ବିଶ୍ୱ ସେରେବ୍ରାଲ ପାଲସି ଦିବସ

Apply Link & Notification Download - Click Here /Click Here/ Click Here / Click Here

ଆଜିର ପରିଶ୍ରମ, କାଲିର ସଫଳତା! 🔥 ସ୍ୱପ୍ନ ସମସ୍ତେ ଦେଖନ୍ତି, କିନ୍ତୁ ସ୍ୱପ୍ନକୁ ସତ କରିବା ପାଇଁ ପ୍ରତିଦିନ ପରିଶ୍ରମ କରୁଥିବା ଲୋକ ହିଁ ସଫଳ ହୁଅନ୍ତି। 📚 ଆଜି ପଢ଼ିବାକୁ ମନ ହେଉନି? ମନେ ରଖନ୍ତୁ—ଆପଣଙ୍କ ପ୍ରତିଦ୍ୱନ୍ଦୀ ଏବେ ପଢ଼ୁଥାଇପାରେ! ⏰ ସମୟ ନଷ୍ଟ କରନ୍ତୁ ନାହିଁ। 📖 ପ୍ରତିଦିନ ଅଳ୍ପ ଅଳ୍ପ କରି ପଢ଼ନ୍ତୁ। ✍️ MCQ practice କରନ୍ତୁ। 🔄 ଭୁଲ୍ ହୋଇଥିବା ପ୍ରଶ୍ନକୁ ପୁଣି ପଢ଼ନ୍ତୁ। 💪 ହାର ମାନନ୍ତୁ ନାହିଁ। ଆପଣଙ୍କ ଲକ୍ଷ୍ୟ କେବଳ ଏକ ଚାକିରି ନୁହେଁ— ଆପଣଙ୍କ ପରିବାରର ଗର୍ବ ହେବା! ❤️ ଆଜି କଷ୍ଟ କରନ୍ତୁ, ଯେପରିକି କାଲି ନିଜକୁ କହିପାରିବେ— 🔥 “ମୁଁ ଚେଷ୍ଟା ଛାଡ଼ି ନଥିଲି, ସେଥିପାଇଁ ମୁଁ ସଫଳ ହେଲି।” 🎯 ଲକ୍ଷ୍ୟ ଧରନ୍ତୁ | ପରିଶ୍ରମ କରନ୍ତୁ | ସଫଳତା ନିଶ୍ଚିତ!

All District Link Full Details - Click Here/Click Here / Click Here / Click Here

Full Details - Click Here।/ Click here। /Click here

100. ‘ପୃଥିବୀ’ର ପ୍ରତିଶବ୍ଦ— A) ଗଗନ B) ଧରିତ୍ରୀ C) ନୀର D) ପାବକ ଉତ୍ତର: B 101. ‘ଅନଳ’ର ଅର୍ଥ— A) ପାଣି B) ପବନ C) ଅଗ୍ନି D) ଆକାଶ ଉତ୍ତର: C 102. ‘ପାବକ’ର ଅର୍ଥ— A) ଅଗ୍ନି B) ଚନ୍ଦ୍ର C) ସୂର୍ଯ୍ୟ D) ବାୟୁ ଉତ୍ତର: A 103. ‘ନୀର’ର ଅର୍ଥ— A) ଅଗ୍ନି B) ଜଳ C) ବାୟୁ D) ମାଟି ଉତ୍ତର: B 104. ‘ଅମ୍ବର’ର ଅର୍ଥ— A) ପୃଥିବୀ B) ଆକାଶ C) ସମୁଦ୍ର D) ଅଗ୍ନି ଉତ୍ତର: B 105. ‘ଅନ୍ଧକାର’ର ବିପରୀତ— A) ରାତ୍ରି B) ଆଲୋକ C) ଛାୟା D) ତମ ଉତ୍ତର: B 106. ‘ଆଦି’ର ବିପରୀତ— A) ଆରମ୍ଭ B) ଅନ୍ତ C) ପ୍ରଥମ D) ମୂଳ ଉତ୍ତର: B 107. ‘ଉତ୍ଥାନ’ର ବିପରୀତ— A) ବିକାଶ B) ପତନ C) ଉନ୍ନତି D) ଆରୋହଣ ଉତ୍ତର: B 108. ‘ନିନ୍ଦା’ର ବିପରୀତ— A) ଅପମାନ B) ପ୍ରଶଂସା C) ଦୋଷ D) ଅଭିଯୋଗ ଉତ୍ତର: B 109. ‘ସ୍ଥାୟୀ’ର ବିପରୀତ— A) ଚିରସ୍ଥାୟୀ B) ଅସ୍ଥାୟୀ C) ଦୀର୍ଘ D) ନିତ୍ୟ ଉତ୍ତର: B 110. ‘ସ୍ୱାଧୀନ’ର ବିପରୀତ— A) ମୁକ୍ତ B) ପରାଧୀନ C) ସ୍ୱତନ୍ତ୍ର D) ସ୍ୱୟଂଶାସିତ ଉତ୍ତର: B 111. ‘ଲାଭ’ର ବିପରୀତ— A) ଉପକାର B) କ୍ଷତି C) ଆୟ D) ଧନ ଉତ୍ତର: B 112. ‘ସୁଖ’ର ବିପରୀତ— A) ଆନନ୍ଦ B) ଦୁଃଖ C) ଶାନ୍ତି D) ହର୍ଷ ଉତ୍ତର: B 113. ‘ସତ୍ୟ’ର ବିପରୀତ— A) ମିଥ୍ୟା B) ନ୍ୟାୟ C) ଧର୍ମ D) ନୀତି ଉତ୍ତର: A 114. ‘କଠିନ’ର ବିପରୀତ— A) ଦୃଢ଼ B) ସହଜ C) ଶକ୍ତ D) ଭାରୀ ଉତ୍ତର: B 115. ‘ନବୀନ’ର ବିପରୀତ— A) ଆଧୁନିକ B) ପୁରାତନ C) ନୂଆ D) ତାଜା ଉତ୍ତର: B 116. ‘ଉଦାର’ର ବିପରୀତ— A) ଦାନୀ B) କୃପଣ C) ସରଳ D) ମହାନ ଉତ୍ତର: B 117. ‘ଜୟ’ର ବିପରୀତ— A) ବିଜୟ B) ପରାଜୟ C) ସଫଳତା D) ଉନ୍ନତି ଉତ୍ତର: B 118. ‘ନିର୍ଭୟ’ର ବିପରୀତ— A) ସାହସୀ B) ଭୀରୁ C) ନିର୍ଭୀକ D) ଦୃଢ଼ ଉତ୍ତର: B 119. ‘ଆଶା’ର ବିପରୀତ— A) ଆକାଙ୍କ୍ଷା B) ନିରାଶା C) ଇଚ୍ଛା D) ଆଶୀର୍ବାଦ ଉତ୍ତର: B 120. ‘ମିତ୍ର’ର ବିପରୀତ— A) ସହଚର B) ଶତ୍ରୁ C) ବନ୍ଧୁ D) ସାଥୀ ଉତ୍ତର: B --- 121–150 : ରୂଢ଼ି, ଲୋକୋକ୍ତି, ଛନ୍ଦ ଓ ଉଚ୍ଚସ୍ତରୀୟ ପ୍ରଶ୍ନ 121. ‘ଆଖିରେ ଧୂଳି ଦେବା’ର ଅର୍ଥ— A) ଧୂଳି ପକାଇବା B) ପ୍ରତାରଣା କରିବା C) ରାଗିବା D) କାନ୍ଦିବା ଉତ୍ତର: B 122. ‘ନାକରେ ଦମ ଦେବା’ର ଅର୍ଥ— A) ଶ୍ୱାସ ନେବା B) ବହୁତ ହଇରାଣ କରିବା C) ଚୁପ୍ ରହିବା D) ଭୟ କରିବା ଉତ୍ତର: B 123. ‘ହାତ ଟେକିଦେବା’ର ଅର୍ଥ— A) ପ୍ରାର୍ଥନା କରିବା B) ହାର ମାନିବା C) କାମ କରିବା D) ସାହାଯ୍ୟ କରିବା ଉତ୍ତର: B 124. ‘ମୁଣ୍ଡରେ ହାତ ଦେବା’ର ଅର୍ଥ— A) ଆଶୀର୍ବାଦ କରିବା B) ଦୁଃଖ କରିବା C) ଖୁସି ହେବା D) ରାଗିବା ଉତ୍ତର: B 125. ‘ପାଣିରେ ଗାର’ ରୂଢ଼ିର ଅର୍ଥ— A) ସ୍ଥାୟୀ କାମ B) ଅସ୍ଥାୟୀ କଥା C) ଅତ୍ୟନ୍ତ ସହଜ କାମ D) ଗୁପ୍ତ କଥା ଉତ୍ତର: B 126. ‘କାନରେ ତେଲ ଦେଇ ଶୋଇବା’ର ଅର୍ଥ— A) ଆରାମ କରିବା B) ଉଦାସୀନ ରହିବା C) ରୋଗୀ ହେବା D) ଶୋଇବା ଉତ୍ତର: B 127. ‘ଗୋଡ଼ ଟାଣିବା’ର ଅର୍ଥ— A) ଦୌଡ଼ିବା B) ଉନ୍ନତିରେ ବାଧା ଦେବା C) ପଡ଼ିଯିବା D) ସାହାଯ୍ୟ କରିବା ଉତ୍ତର: B 128. ‘ମୁହଁରେ ଚୂନ ଲଗାଇବା’ର ଅର୍ଥ— A) ସଜିବା B) ଲଜ୍ଜିତ କରିବା C) ହସିବା D) ଅସୁସ୍ଥ ହେବା ଉତ୍ତର: B 129. ‘ଚକ୍ଷୁର ତାରା’ର ଅର୍ଥ— A) ଆକାଶର ତାରା B) ଅତି ପ୍ରିୟ ବ୍ୟକ୍ତି C) ଧନୀ ବ୍ୟକ୍ତି D) ଜ୍ଞାନୀ ବ୍ୟକ୍ତି ଉତ୍ତର: B 130. ‘ଅକଲ ଗୁଡୁମ’ର ଅର୍ଥ— A) ବୁଦ୍ଧି ହଜିଯିବା B) ଖୁସି ହେବା C) ଧନୀ ହେବା D) ରାଗିବା ଉତ୍ତର: A 131. ‘ଅତି ଲୋଭରେ ତାତି ମରେ’—ଏହା— A) ରୂଢ଼ି B) ଲୋକୋକ୍ତି C) ସମାସ D) ସନ୍ଧି ଉତ୍ତର: B 132. ‘ଯେମିତି କର୍ମ ସେମିତି ଫଳ’—ଏହାର ମୁଖ୍ୟ ଭାବ— A) ପରିଶ୍ରମ B) କର୍ମାନୁସାରେ ଫଳ C) ଭାଗ୍ୟ D) ଧନ ଉତ୍ତର: B 133. ‘ନାଚି ନଜାଣି ଅଗଣା ବଙ୍କା’ର ଅର୍ଥ— A) ନାଚିବା ଜାଣିବା B) ନିଜ ଦୋଷ ପାଇଁ ଅନ୍ୟକୁ ଦୋଷ ଦେବା C) ଅନ୍ୟକୁ ସାହାଯ୍ୟ କରିବା D) ଭୁଲ୍ ସ୍ୱୀକାର କରିବା ଉତ୍ତର: B 134. ‘ଅଳ୍ପ ବିଦ୍ୟା ଭୟଙ୍କରୀ’ର ଅର୍ଥ— A) ଅଧିକ ଜ୍ଞାନ ଖରାପ B) ଅସମ୍ପୂର୍ଣ୍ଣ ଜ୍ଞାନ ବିପଦଜନକ C) ବିଦ୍ୟା ଅନାବଶ୍ୟକ D) ଶିକ୍ଷା କଠିନ ଉତ୍ତର: B 135. ‘ବାର ହାତରେ କେରା, ତେର ହାତରେ ବିଚାର’ର ଭାବ— A) ଅତ୍ୟଧିକ ଜଟିଳତା B) ସରଳତା C) ନ୍ୟାୟ D) ଦାନ ଉତ୍ତର: A 136. ‘ରାମଚନ୍ଦ୍ର’ ଶବ୍ଦରେ କେଉଁ ସମାସ? A) ଦ୍ୱନ୍ଦ୍ୱ B) କର୍ମଧାରୟ C) ଦ୍ୱିଗୁ D) ଅବ୍ୟୟୀଭାବ ଉତ୍ତର: B 137. ‘ନୀଳାକାଶ’ର ସମାସ ବିଗ୍ରହ— A) ନୀଳ ଓ ଆକାଶ B) ନୀଳ ଯେ ଆକାଶ C) ନୀଳର ଆକାଶ D) ନୀଳ ପାଇଁ ଆକାଶ ଉତ୍ତର: B 138. ‘ରାଜର୍ଷି’ର ସନ୍ଧି ବିଚ୍ଛେଦ— A) ରାଜ + ଋଷି B) ରାଜା + ଋଷି C) ରାଜ + ର୍ଷି D) ରାଜି + ଋଷି ଉତ୍ତର: A 139. ‘ମହର୍ଷି’ର ସନ୍ଧି ବିଚ୍ଛେଦ— A) ମହା + ଋଷି B) ମହ + ଋଷି C) ମହା + ର୍ଷି D) ମହୀ + ଋଷି ଉତ୍ତର: A 140. ‘ଦେବାଳୟ’ର ସନ୍ଧି ବିଚ୍ଛେଦ— A) ଦେବ + ଆଳୟ B) ଦେବା + ଲୟ C) ଦେବ + ଲୟ D) ଦେବୀ + ଆଳୟ ଉତ୍ତର: A 141. ‘ବିଦ୍ୟାଳୟ’ରେ କେଉଁ ସନ୍ଧି? A) ଗୁଣ B) ବୃଦ୍ଧି C) ଦୀର୍ଘ D) ବିସର୍ଗ ଉତ୍ତର: C 142. ‘ହିମାଳୟ’ର ସନ୍ଧି ବିଚ୍ଛେଦ— A) ହିମ + ଆଳୟ B) ହିମା + ଲୟ C) ହିମ + ଲୟ D) ହିମୀ + ଆଳୟ ଉତ୍ତର: A 143. ‘ସ୍ୱାଗତ’ ଶବ୍ଦରେ କେଉଁ ସନ୍ଧି? A) ଗୁଣ B) ବୃଦ୍ଧି C) ଯଣ୍ D) ବିସର୍ଗ ଉତ୍ତର: C 144. ‘ଅତିଥି’ ଶବ୍ଦର ଅର୍ଥ— A) ନିର୍ଦ୍ଦିଷ୍ଟ ଦିନରେ ଆସୁଥିବା B) ଯାହାର ଆସିବାର ନିର୍ଦ୍ଦିଷ୍ଟ ତିଥି ନାହିଁ C) ନିତ୍ୟ ଆସୁଥିବା D) ଘରର ଲୋକ ଉତ୍ତର: B 145. ‘ଚତୁର୍ଭୁଜ’ କେଉଁ ସମାସ? A) ଦ୍ୱିଗୁ B) ବହୁବ୍ରୀହି C) ଦ୍ୱନ୍ଦ୍ୱ D) ଅବ୍ୟୟୀଭାବ ଉତ୍ତର: B 146. ‘ପଞ୍ଚବଟୀ’ କେଉଁ ସମାସର ଉଦାହରଣ? A) ଦ୍ୱିଗୁ B) କର୍ମଧାରୟ C) ତତ୍ପୁରୁଷ D) ଦ୍ୱନ୍ଦ୍ୱ ଉତ୍ତର: A

Apply Link & Official Website- Click Here / Click Here / Click Here

ଆଜିର ପରିଶ୍ରମ, କାଲିର ସଫଳତା! 🔥 ସ୍ୱପ୍ନ ସମସ୍ତେ ଦେଖନ୍ତି, କିନ୍ତୁ ସ୍ୱପ୍ନକୁ ସତ କରିବା ପାଇଁ ପ୍ରତିଦିନ ପରିଶ୍ରମ କରୁଥିବା ଲୋକ ହିଁ ସଫଳ ହୁଅନ୍ତି। 📚 ଆଜି ପଢ଼ିବାକୁ ମନ ହେଉନି? ମନେ ରଖନ୍ତୁ—ଆପଣଙ୍କ ପ୍ରତିଦ୍ୱନ୍ଦୀ ଏବେ ପଢ଼ୁଥାଇପାରେ! ⏰ ସମୟ ନଷ୍ଟ କରନ୍ତୁ ନାହିଁ। 📖 ପ୍ରତିଦିନ ଅଳ୍ପ ଅଳ୍ପ କରି ପଢ଼ନ୍ତୁ। ✍️ MCQ practice କରନ୍ତୁ। 🔄 ଭୁଲ୍ ହୋଇଥିବା ପ୍ରଶ୍ନକୁ ପୁଣି ପଢ଼ନ୍ତୁ। 💪 ହାର ମାନନ୍ତୁ ନାହିଁ। ଆପଣଙ୍କ ଲକ୍ଷ୍ୟ କେବଳ ଏକ ଚାକିରି ନୁହେଁ— ଆପଣଙ୍କ ପରିବାରର ଗର୍ବ ହେବା! ❤️ ଆଜି କଷ୍ଟ କରନ୍ତୁ, ଯେପରିକି କାଲି ନିଜକୁ କହିପାରିବେ— 🔥 “ମୁଁ ଚେଷ୍ଟା ଛାଡ଼ି ନଥିଲି, ସେଥିପାଇଁ ମୁଁ ସଫଳ ହେଲି।” 🎯 ଲକ୍ଷ୍ୟ ଧରନ୍ତୁ | ପରିଶ୍ରମ କରନ୍ତୁ | ସଫଳତା ନିଶ୍ଚିତ!

All District Link Full Details - Click Here/Click Here / Click Here / Click Here

*ଖବର ଆଜିର* ତାରିଖ ୨୩-୦୯-୨୦୨୬ ବୁଧବାର ୧- ଟୋକିଓ: ଭାରତକୁ ପ୍ରଥମ ସ୍ଵର୍ଣ୍ଣ, ଫାଇନାଲ୍‌ରେ ଶ୍ରୀଲଙ୍କାକୁ ୧୪୭ ରନରେ ହରାଇଲା ହର୍ମନପ୍ରୀତ ବାହିନୀ। ୨- ପୁରୀ: ଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି ଆଜି, ଅପରାହ୍ନ ୫ଟାରୁ ରାତି ୧୧ ଯାଏଁ ବନ୍ଦ ରହିବ ସାଧାରଣ ଦର୍ଶନ। ୩- ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ୭ ଜିଲ୍ଲାରେ ସ୍କୁଲ ଛୁଟି। ଖୋର୍ଦ୍ଧା, ଗଜପତି, ଗଞ୍ଜାମ , ଜଗତସିଂହପୁର , ନବରଙ୍ଗପୁର, ମାଲକାନଗିରି ଏବଂ କୋରାପୁଟ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା। ୪- କଟକ: ୨୪ରେ ହେବନି ଉଚ୍ଚ ପ୍ରାଥମିକ ମେଧାବୃତ୍ତି ପରୀକ୍ଷା, ଅକ୍ଟୋବର ୩ରେ ହେବ। ୫- କଟକ: ଶିକ୍ଷାନୁଷ୍ଠାନରେ ମାନସିକ ସ୍ଵାସ୍ଥ୍ୟ ସଚେତନତା, ସତ୍ୟପାଠ ଦାଖଲ ପାଇଁ ସରକାରଙ୍କୁ ନିର୍ଦ୍ଦେଶ। ୬- ଆଜି ରାତିରେ ଉପକୂଳ ଛୁଇଁବ ଅବପାତ, ଦକ୍ଷିଣ ଓଡ଼ିଶାରେ ଅଧିକାଂଶ ସ୍ଥାନରେ ଅତି ପ୍ରବଳ ବର୍ଷା ହେବ। ସମ୍ଭାବ୍ୟ ବାତ୍ୟାକୁ ନେଇ ସରକାରଙ୍କ ବଡ଼ ପଦକ୍ଷେପ, ବାତିଲ ହେଲା ଅଧିକାରୀଙ୍କ ଛୁଟି। ୭- ପ୍ରଥମ ଦିନରେ ଚାଲିପାରିଲାନି ବିଧାନସଭା; MMDR ଓ ପାଠ୍ୟପୁସ୍ତକ ତ୍ରୁଟିକୁ ନେଇ ପ୍ରବଳ ହଙ୍ଗାମା,୯ ଦିନିଆ ଅଧିବେଶନରୁ ଉଡିଗଲା ପ୍ରଥମ ଦିନ। ୮- ଭୁବନେଶ୍ୱର: ଆବାସ ଯୋଜନାରେ ବଡ଼ ତଥ୍ୟ; ୨୮ ଲକ୍ଷ ୪୨ ହଜାର ଯୋଗ୍ୟ ହିତାଧିକାରୀ ପାଇବେ ପକ୍କା ଘର। ୯- ଗଞ୍ଜାମ ବରହମପୁର ଡିସିପି ଥିବା ସରବଣା ବିବେକ ଏମଙ୍କୁ ଭୁବନେଶ୍ୱର ଡିସିପି ଦାୟିତ୍ଵ, ବ୍ରହ୍ମପୁର ଏସପି ଭାବେ ଅଭିନବ ସୋନକରଙ୍କୁ ଦାୟିତ୍ୱ ଦିଆଯାଇଛି। ୧୦- ଭୁବନେଶ୍ୱର: ମାସେ ପରେ ଝାରପଡ଼ା ଜେଲରୁ ବାହାରିଲେ ଅଟୋ ଚାଳକ, ୩୩ ଦିନ ପରେ ୨୭ଜଣକୁ ମିଳିଲା ଜାମିନ। ୧୧- କଟକ: ବର୍ଷା ସାଜିଲା ବାଧକ, କଟକ ପାନ୍ଥରସ୍‌-ପୁରୀ ଟାଇଟନ୍‌ ମ୍ୟାଚ୍‌ ବାତିଲ। ୧୨- ଡିଜେ ଓ ସାଉଣ୍ଡ ସିଷ୍ଟମ୍ ବ୍ୟବହାରକୁ ନେଇ ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି, ୬ ସପ୍ତାହରେ ଆସିବ ଗାଇଡଲାଇନ୍। ୧୩- ନୂଆପଡ଼ାରେ ଭିଜିଲାନ୍ସ ରେଡ୍‌, ଜବତ ହେଲା କଲରାପତରିଆ ଚମଡ଼ା; ଶିକାରୀ ଗିରଫ। ୧୪- ଇନଫୋସିଟି ଛକରେ ସିରିଜ ଦୁର୍ଘଟଣା, ଏକାସାଙ୍ଗେ ୫ ଗାଡ଼ିକୁ ଧକ୍କା ଦେଲା ୪ଚକିଆ  ମିନି ଟ୍ରକ। ୧୫- ରେଙ୍ଗାଲି କ୍ୟାମ୍ପ: ପିକଅପ୍ ଧକ୍କାରେ ଗୁପଚୁପ୍ ବେପାରୀ ମୃତ, ୨ କିମି ଘୋଷାଡ଼ି ନେଲା ଗାଡ଼ି; କ୍ଷତିପୂରଣ ଦାବିରେ ରାସ୍ତାରୋକ। ୧୬- ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ; ସୂଚନା ଦେଲେ ସାଂସଦ ନବଚରଣ ମାଝୀ। ଅକ୍ଟୋବର ୨୭ରେ ରାଇରଙ୍ଗପୁର ଗସ୍ତରେ ଆସି ମେଗା ଚକ୍ଷୁ ଚିକିତ୍ସା ଶିବିରରେ ଯୋଗଦେବେ ୧୭- ନବରଙ୍ଗପୁର ଇନ୍ଦ୍ରାବତୀ ନିକଟରେ ପରମାଣୁ ରିଆକ୍ଟର କେନ୍ଦ୍ର ପ୍ରସ୍ତାବ, ଆଶଙ୍କାରେ ଅଧିବାସୀ। ୧୮- ଫୁଲବାଣୀ କଳିଙ୍ଗା ଘାଟିରେ ପୁଣି ଭୂସ୍ଖଳନ ଭୟ, ଦୁଇ ଦିନ ଯାତାୟତ ବନ୍ଦ ନିର୍ଦ୍ଦେଶ। ୧୯- ଜଗତସିଂହପୁର କୋର୍ଟ ଛକରେ ୪ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ, ‌ଜଣେ ଗିରଫ। ୨୦- ଭୁବନେଶ୍ୱର ପଟିଆ ଷ୍ଟେସନ ନିକଟରୁ ଦନ୍ତ ଚିକିତ୍ସକଙ୍କ ମୃତଦେହ ଉଦ୍ଧାର। ୨୧- ନୂଆଦିଲ୍ଲୀ: ସ୍ମାର୍ଟ୍ ଫୋନ୍ ସ୍କ୍ରିନ ଗାର୍ଡ ପାଇଁ BIS ପଞ୍ଜିକରଣ ଜରୁରୀ। ୨୨- ଜାତୀୟ ଚଳଚ୍ଚିତ୍ର ପୁରସ୍କାର: ଅନନ୍ତ ନାଗଙ୍କୁ ମିଳିଲା ଦାଦାସାହେବ ଫାଲକେ ଆୱାର୍ଡ, କାର୍ତ୍ତିକ, ମାମୁଟି, ୟାମୀ ଶ୍ରେଷ୍ଠ ଅଭିନେତା-ଅଭିନେତ୍ରୀ। ‘ଲହରୀ’କୁ ମିଳିଲା ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର। ୨୩- ପଶ୍ଚିମବଙ୍ଗରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ୯୩୩ ସରକାରୀ ସ୍କୁଲ ବନ୍ଦ ହେଲା। ବିନା ଛାତ୍ର ରେ ସ୍କୁଲ ଚାଲିଥିଲା। ୨୪- ୨୮ ରୁ ୩୦ ତାରିଖ ପର୍ଯ୍ୟନ୍ତ ୩ ଦିନିଆ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ଡାକରାରୁ ବ୍ୟାଙ୍କ ୟୁନିୟନ୍ ଓହରିବ ନାହିଁ। ୨୫- ରାଜ୍ୟସଭା ନିର୍ବାଚନ: ଅକ୍ଟୋବର ୧୬ରେ ୟୁପି, ଉତ୍ତରାଖଣ୍ଡ ଓ ପଶ୍ଚିମବଙ୍ଗର ୧୨ ଆସନରେ ହେବ ଭୋଟ। ୨୬- ଆମେରିକାରେ ୯୦ ଫୁଟ ଉଚ୍ଚ ହନୁମାନଙ୍କ ମୂର୍ତ୍ତିକୁ ନେଇ ବିବାଦ। ଆମେ ଜିତିଲେ ଭାଙ୍ଗିବୁ ବୋଲି କହିଲେ ୟୁଟ୍ୟୁବର। ୨୭- ଜାତିସଂଘ ସୁରକ୍ଷା ପରିଷଦରେ ସ୍ଥାୟୀ ଆସନ ପାଇଁ ଭାରତକୁ ୪ ୟୁରୋପୀୟ ଦେଶର ସମର୍ଥନ। ୨୮- ରୁଷ୍‌ରୁ ତେଲ କିଣିବାକୁ ଭାରତକୁ ମନା କରୁଥିବା ଆମେରିକା ବେଲାରୁଷ୍‌ରୁ ସାର କିଣିବ। ୨୯- ଇରାନକୁ ଟ୍ରମ୍ପଙ୍କ ଚରମବାଣୀ: ଚୁକ୍ତି, ନ ହେଲେ ସମୂଳେ ବିନାଶ! ୩୦- ଭାରତୀୟ ମହିଳା ମୁଷ୍ଟିଯୋଦ୍ଧା ସାକ୍ଷୀ ଚୌଧୁରୀ ପ୍ୟାରିସ୍‌ ଅଲିମ୍ପିକ୍ସ କାଂସ୍ୟ ବିଜୟିନୀ ଆଇରା ଭିଲେଗାସ୍‌ଙ୍କୁ ହରାଇଲେ। ୩୧- ନାଗୋୟା: ପୁରୁଷ ହକିରେ ଭାରତର ଦ୍ଵିତୀୟ ବିଜୟ, ଶ୍ରୀଲଙ୍କା ୧୬-୧ଗୋଲରେ ପରାସ୍ତ। ୩୨- ଆୟୋଜକ ଜାପାନ ସହ ଖେଳିଥିବା ଏକମାତ୍ର ଟି20 କ୍ରିକେଟ ମ୍ୟାଚ୍‌କୁ ମାତ୍ର ୨ ରନ୍‌ରେ ଜିତିଲା ଭାରତ। ଟି୨୦ କ୍ରିକେଟରେ ଟିମ୍ ଇଣ୍ଡିଆର ବିଶ୍ୱ ରେକର୍ଡ: ୨୦୦ଟି ମ୍ୟାଚ୍ ଜିତିବାରେ ଦୁନିଆର ପ୍ରଥମ ଦେଶ। *ଶୁଭ ସକାଳ* ଆଜି ଭାଦ୍ରବ ମାସ ଶୁକ୍ଳ ପକ୍ଷ ଦ୍ୱାଦଶୀ, ବାମନ ଜନ୍ମ, ସନ ୧୪୩୪ ସାଲ ୭୧ଙ୍କ ପ୍ରବେଶ, ଗରୁଡ଼ ପାର୍ଶ୍ୱ ପରିବର୍ତ୍ତନ, ଇନ୍ଦ୍ରଧ୍ଵଜ ପୂଜା, ଅନ୍ତର୍ଜାତୀୟ ସାଙ୍କେତିକ ଭାଷା ଦିବସ, ଆୟୁର୍ବେଦ ଦିବସ