fa
Feedback
Creative Educational Idea

Creative Educational Idea

رفتن به کانال در Telegram

📈 تحلیل کانال تلگرام Creative Educational Idea

کانال Creative Educational Idea (@creativeeducationalidea) در بخش زبانی انگلیسی بازیگری فعال است. در حال حاضر جامعه شامل 36 924 مشترک است و جایگاه 5 137 را در دسته آموزش و رتبه 11 131 را در منطقه الهند دارد.

📊 شاخص‌های مخاطب و پویایی

از زمان ایجاد در невідомо، پروژه رشد سریعی داشته و 36 924 مشترک جذب کرده است.

بر اساس آخرین داده‌ها در تاریخ 17 ژوئن, 2026، کانال فعالیت پایداری دارد. در ۳۰ روز گذشته تغییر اعضا برابر 44 و در ۲۴ ساعت گذشته برابر -8 بوده و همچنان دسترسی گسترده‌ای حفظ شده است.

  • وضعیت تأیید: تأیید نشده
  • نرخ تعامل (ER): میانگین تعامل مخاطب 26.46% است و در ۲۴ ساعت نخست پس از انتشار، محتوا معمولاً 15.83% واکنش نسبت به کل مشترکان کسب می‌کند.
  • دسترسی پست‌ها: هر پست به طور میانگین 9 771 بازدید دریافت می‌کند. در اولین روز معمولاً 5 846 بازدید جمع‌آوری می‌شود.
  • واکنش‌ها و تعامل: مخاطبان به‌طور فعال حمایت می‌کنند؛ میانگین واکنش به هر پست 17 است.
  • علایق موضوعی: محتوا بر موضوعات کلیدی مانند creativeeducationalidea, tgt, bed, 2025-26.pdf, jts تمرکز دارد.

📝 توضیح و سیاست محتوایی

نویسنده این فضا را محل بیان دیدگاه‌های شخصی توصیف می‌کند:
www.youtube.com/creativeeducationalidea.com

به لطف به‌روزرسانی‌های پرتکرار (آخرین داده در تاریخ 18 ژوئن, 2026)، کانال همواره به‌روز و دارای دسترسی بالاست. تحلیل‌ها نشان می‌دهد مخاطبان به‌طور فعال با محتوا تعامل دارند و آن را به نقطه اثرگذاری مهم در دسته آموزش تبدیل کرده‌اند.

36 924
مشترکین
-824 ساعت
-187 روز
+4430 روز
آرشیو پست ها
Document from Creativeeducationalidea

052526_OCS-2025_PrelimWrittenExam_AnsKeys (1).pdf

New Books Error Rectifications.pdf

ଗୁରୁତ୍ୱପୂର୍ଣ୍ଣ ସୂଚନା :- ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ବ୍ୟସ୍ତ କାର୍ଯ୍ୟସୂଚୀ ଏବଂ କମିଶନରେଟ୍ ପୋଲିସ ପକ୍ଷରୁ ସୁରକ୍ଷାଜନିତ କାରଣ ଦର୍ଶାଯାଇ କୌଣସ
+1
ଗୁରୁତ୍ୱପୂର୍ଣ୍ଣ ସୂଚନା :- ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ବ୍ୟସ୍ତ କାର୍ଯ୍ୟସୂଚୀ ଏବଂ କମିଶନରେଟ୍ ପୋଲିସ ପକ୍ଷରୁ ସୁରକ୍ଷାଜନିତ କାରଣ ଦର୍ଶାଯାଇ କୌଣସି ସଂଗଠନକୁ ଧାରଣା ପାଇଁ ଅନୁମତି ପ୍ରଦାନ କରାଯାଉ ନଥିବାରୁ, ଦୁଃଖର ସହିତ ଜଣାଉଛୁ ଯେ ଆସନ୍ତା ୨୨ ଜୁନ୍ ରେ ନିର୍ଦ୍ଧାରିତ ଆମର ଆନ୍ଦୋଳନ/ଧାରଣା କାର୍ଯ୍ୟକ୍ରମକୁ ୨୫ ଜୁନ୍ ପର୍ଯ୍ୟନ୍ତ ସ୍ଥଗିତ (Extend) କରାଯାଇଛି। ଏହି ପରିସ୍ଥିତିକୁ ସମସ୍ତେ ସଚୋଟତାର ସହ ବୁଝିବେ ଏବଂ ପରିସ୍ଥିତିକୁ ସମ୍ମାନ ଦେଇ ନିଜ ହକ୍ ଓ ଅଧିକାର ପାଇଁ ପୂର୍ବପରି ଏକତାବଦ୍ଧ ଭାବେ ସଂଘର୍ଷ ଜାରି ରଖିବେ ବୋଲି ଆଶା କରୁଛୁ। ଏକ ହିଁ ନାରା, ଏକ ହିଁ ନାମ ୨୫ ଜୁନ୍ ଆସ, ଦେଖାଇବା ଦମ୍। ହକ୍ ଆମର, ଲଢ଼େଇ ଆମର ବିଜୟ ମଧ୍ୟ ହେବ ଆମର। 🤝

Again Center Fixing with Coaching Centers Involvement 🙄
Again Center Fixing with Coaching Centers Involvement 🙄

Document from Creativeeducationalidea

🧑‍💼ଶିକ୍ଷକ ଆଶାୟୀ ମାନେ ପ୍ରମାଣ ପାଇଗଲେ ତ !! ଆଇନ୍ ମନ୍ତ୍ରୀ ପୃଥିରାଜ ହରିଚନ୍ଦନ କହିଥିବା ୨୬,୦୦୦ ଶିକ୍ଷକ ନିଯୁକ୍ତି ଆଗାମୀ ଦିନ ପାଇଁ ନଥିଲା।�
🧑‍💼ଶିକ୍ଷକ ଆଶାୟୀ ମାନେ ପ୍ରମାଣ ପାଇଗଲେ ତ !! ଆଇନ୍ ମନ୍ତ୍ରୀ ପୃଥିରାଜ ହରିଚନ୍ଦନ କହିଥିବା ୨୬,୦୦୦ ଶିକ୍ଷକ ନିଯୁକ୍ତି ଆଗାମୀ ଦିନ ପାଇଁ ନଥିଲା।😡 ଅଦ୍ୟାବଧି ୨୬,୬୧୫ ଜଣଙ୍କୁ ନିଯୁକ୍ତି ଦେଇସାରିଛନ୍ତି ବୋଲି ଖୋଦ୍ ମୁଖ୍ୟମନ୍ତ୍ରୀ ଆଜି ସ୍ପଷ୍ଟ କରିଛନ୍ତି।📜 📢 ତେବେ ଆଉ ନିଯୁକ୍ତି ବିଜ୍ଞାପନ ପ୍ରକାଶ ପାଇଁ ୨୨ଜୁନ୍ PMG ଆସିବେ ନା ପୁଣି ମିଛ ପ୍ରରୋଚନାର ଶିକାର ହେବେ 🙄

Edit, Sign and Share PDF files on the go. Download the Acrobat Reader app: https://adobeacrobat.app.link/Mhhs4GmNsxb

OSSC Teacher Educator Rejection list.pdf

🎓ସ୍ନାତକ ଡିଗ୍ରୀ (Graduation Degree) ଓ ରାଷ୍ଟ୍ରଭାଷା ରତ୍ନ (Rashtrabhasha Ratna) ଉପାଧିର ସମକକ୍ଷତା" ସମ୍ପର୍କରେ ସ୍ପଷ୍ଟୀକରଣ। 📝ପତ୍ରର ମ
🎓ସ୍ନାତକ ଡିଗ୍ରୀ (Graduation Degree) ଓ ରାଷ୍ଟ୍ରଭାଷା ରତ୍ନ (Rashtrabhasha Ratna) ଉପାଧିର ସମକକ୍ଷତା" ସମ୍ପର୍କରେ ସ୍ପଷ୍ଟୀକରଣ। 📝ପତ୍ରର ମୁଖ୍ୟ ବିଷୟବସ୍ତୁ ରାଷ୍ଟ୍ରଭାଷା ରତ୍ନ ପାଠ୍ୟକ୍ରମ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟର ଅଧିସୂଚନା ଅନୁସାରେ ପରିଚାଳିତ ହୁଏ। ଏହା ଏକ ପ୍ରଚାରାତ୍ମକ (Promotional) ହିନ୍ଦୀ ଶିକ୍ଷା ପାଠ୍ୟକ୍ରମ, ନିୟମିତ ବିଶ୍ୱବିଦ୍ୟାଳୟ ସ୍ନାତକ ଡିଗ୍ରୀ ପାଠ୍ୟକ୍ରମ ନୁହେଁ। ପ୍ରାର୍ଥୀମାନେ ନିଜର ସ୍ନାତକ କିମ୍ବା ଅନ୍ୟ ଡିଗ୍ରୀ ସହିତ ରାଷ୍ଟ୍ରଭାଷା ରତ୍ନ ପାଠ୍ୟକ୍ରମ କରିପାରିବେ। କେତେକ ଛାତ୍ରଛାତ୍ରୀ ହିନ୍ଦୀକୁ ମୁଖ୍ୟ ବିଷୟ ଭାବେ ନେଇ ସ୍ନାତକ ଡିଗ୍ରୀ ପାଇଥିବାରୁ ସେମାନେ ରାଷ୍ଟ୍ରଭାଷା ରତ୍ନ ପାଠ୍ୟକ୍ରମରେ ଭର୍ତ୍ତି ହୋଇଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା, ପତ୍ରରେ ସ୍ପଷ୍ଟ ଭାବେ ଉଲ୍ଲେଖ ଅଛି ଯେ: ରାଷ୍ଟ୍ରଭାଷା ରତ୍ନ ପ୍ରମାଣପତ୍ର ଏକ ପ୍ରଚାରାତ୍ମକ ପାଠ୍ୟକ୍ରମର ପ୍ରମାଣପତ୍ର ଅଟେ ଏବଂ ଏହା ନିୟମିତ ସ୍ନାତକ (Graduation) ଡିଗ୍ରୀ ସହ ସମକକ୍ଷ ନୁହେଁ। 📌ନିଷ୍କର୍ଷ ଏହି ପତ୍ର ଅନୁସାରେ "ରାଷ୍ଟ୍ରଭାଷା ରତ୍ନ" କୁ ନିୟମିତ BA କିମ୍ବା ଅନ୍ୟ କୌଣସି ସ୍ନାତକ ଡିଗ୍ରୀର ସମକକ୍ଷ (Equivalent) ଭାବେ ମାନ୍ୟତା ଦିଆଯାଇନାହିଁ। ଏହାକୁ କେବଳ ଏକ ହିନ୍ଦୀ ପ୍ରଚାରାତ୍ମକ ପାଠ୍ୟକ୍ରମ ଭାବେ ଦର୍ଶାଯାଇଛି।

ପ୍ରେସ ବିଜ୍ଞପ୍ତି ଜୁନ ୨୦ ମଧ୍ୟରେ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ନହେଲେ ରାଜ୍ୟବ୍ୟାପୀ ଆନ୍ଦୋଳନ: ଅଲ୍ ଓଡ଼ିଶା ଟିଚର ଆପ୍ଲିକାଣ୍ଟ ଆସୋସିଏସନ୍ ଭୁବନେଶ୍ୱର | ଜୁନ ୨୦୨୬ ଅଲ୍ ଓଡ଼ିଶା ଟିଚର ଆପ୍ଲିକାଣ୍ଟ ଆସୋସିଏସନ୍ (AOTAA) ପକ୍ଷରୁ ରାଜ୍ୟ ସରକାରଙ୍କୁ ଜୁନ ୨୦ ସୁଦ୍ଧା ସମସ୍ତ ଖାଲି ଶିକ୍ଷକ ପଦବୀ ପାଇଁ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିବାକୁ ଚରମବାଣୀ (Ultimatum) ଦିଆଯାଇଛି। ଦାବି ପୂରଣ ନହେଲେ ରାଜ୍ୟବ୍ୟାପୀ ଗଣଆନ୍ଦୋଳନ ଓ ପ୍ରତିବାଦ କାର୍ଯ୍ୟକ୍ରମ ଆରମ୍ଭ କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ଉପଲବ୍ଧ ତଥ୍ୟ ଅନୁଯାୟୀ ରାଜ୍ୟରେ— ସମ୍ପୂର୍ଣ୍ଣ ଅନୁଦାନପ୍ରାପ୍ତ ହାଇସ୍କୁଲରେ ୧,୬୫୨ ପଦବୀ ନୂତନ ଅନୁଦାନପ୍ରାପ୍ତ ହାଇସ୍କୁଲରେ ୫,୫୩୮ ପଦବୀ ସରକାରୀ ହାଇସ୍କୁଲରେ ୫,୫୬୫ ପଦବୀ ସହକାରୀ ଶିକ୍ଷକ (Assistant Teacher) ୧୫,୦୦୦ ପଦବୀ OAVS (Odisha Adarsha Vidyalaya Sangathan) ରେ ୧,୮୩୧ ପଦବୀ ଖାଲି ରହିଛି। ଏହିପରି ମୋଟ ୨୯,୫୮୬ରୁ ଅଧିକ ଶିକ୍ଷକ ପଦବୀ ତୁରନ୍ତ ପୂରଣ କରିବା ଆବଶ୍ୟକ। ରାଜ୍ୟର ୧,୨୦,୦୦୦ରୁ ଅଧିକ B.Ed. ଓ D.El.Ed. ପାସ୍ ପ୍ରାର୍ଥୀ, ଯେଉଁମାନେ OTET ଏବଂ OSSTET ଯୋଗ୍ୟତା ହାସଲ କରିଛନ୍ତି, ସେମାନେ ଦୀର୍ଘଦିନ ଧରି ନିଯୁକ୍ତିକୁ ଅପେକ୍ଷା କରି ରହିଛନ୍ତି। ନିଯୁକ୍ତିରେ ବିଳମ୍ବ ହେତୁ ଅନେକ ପ୍ରାର୍ଥୀ ବୟସ ସୀମା ଅତିକ୍ରମ କରୁଛନ୍ତି। ମୁଖ୍ୟ ଦାବି ✅ ସମସ୍ତ ଖାଲି ଶିକ୍ଷକ ପଦବୀର ତୁରନ୍ତ ବିଜ୍ଞପ୍ତି ପ୍ରକାଶ ✅ ୧୫,୦୦୦ ସହକାରୀ ଶିକ୍ଷକ ଓ ୧,୮୩୧ OAVS ପଦବୀର ତୁରନ୍ତ ନିଯୁକ୍ତି ✅ ସରକାରୀ, ଅନୁଦାନପ୍ରାପ୍ତ ଏବଂ OAVS ବିଦ୍ୟାଳୟର ସମସ୍ତ ଖାଲି ପଦବୀ ପୂରଣ ✅ ସ୍ୱଚ୍ଛ ଓ ସମୟବଦ୍ଧ ନିଯୁକ୍ତି ପ୍ରକ୍ରିୟା ✅ ବିଳମ୍ବ ଯୋଗୁଁ ପ୍ରଭାବିତ ପ୍ରାର୍ଥୀଙ୍କୁ ବୟସ ସୀମାରେ ରିହାତି ଚେତାବନୀ ଜୁନ ୨୦ ସୁଦ୍ଧା ସରକାର ପକ୍ଷରୁ ସକାରାତ୍ମକ ପଦକ୍ଷେପ ଗ୍ରହଣ ନହେଲେ, ରାଜ୍ୟର ୧,୨୦,୦୦୦ରୁ ଅଧିକ ଯୋଗ୍ୟ ଶିକ୍ଷକ ପ୍ରାର୍ଥୀ ଆନ୍ଦୋଳନକୁ ତୀବ୍ରତର କରିବେ। "ଖାଲି ପଦବୀ ପୂରଣ କର – ଶିକ୍ଷାକୁ ବଞ୍ଚାଅ – ଯୋଗ୍ୟ ପ୍ରାର୍ଥୀଙ୍କୁ ନ୍ୟାୟ ଦିଅ" ଜାରିକର୍ତ୍ତା: ଅଲ୍ ଓଡ଼ିଶା ଟିଚର ଅସ୍ପିରାଣ୍ଟ ଆସୋସିଏସନ୍ (AOTAA) ଭୁବନେଶ୍ୱର, ଓଡ଼ିଶା ✊📚