State Topper (9th,10th)
Ir al canal en Telegram
Hello Friends Welcome to Our Telegram Channel. ଆପଣମାନେ ଏହି Channel ରେ10th &,9thର Previous Year Question Paper, I.M.P QUESTIONS PAPER & Practice Question ପାଇପାରିବେ। ତେଣୁ ସମସ୍ତେ ଆମ Telegram Channel କୁ Subscribe କରି ଆମକୁ Support କରନ୍ତୁ ଧନ୍ୟବାଦ୍🙏🙏.
Mostrar más1 496
Suscriptores
Sin datos24 horas
-47 días
-5930 días
Archivo de publicaciones
ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ଶିକ୍ଷାର ସ୍ୱପ୍ନକୁ ସାକାର କରିବା ପାଇଁ "ବାଣୀଶ୍ରୀ ବୃତ୍ତି" ଯୋଜନା ସେମାନଙ୍କୁ ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦେଉଛି। ପ୍ରାଥମିକରୁ ସ୍ନାତକୋତ୍ତର ଓ ବୈଷୟିକ ଶିକ୍ଷା ପର୍ଯ୍ୟନ୍ତ ଏହି ଯୋଜନାରେ ମାସିକ ୪୦୦ ରୁ ୭୦୦ ଟଙ୍କା ପର୍ଯ୍ୟନ୍ତ ବୃତ୍ତି ରାଶି ପ୍ରଦାନ କରାଯାଉଛି। ଏହା ସହିତ ଦୃଷ୍ଟିହୀନ ଏବଂ ୭୫% ରୁ ଅଧିକ ଅସ୍ଥିଶଲ୍ୟ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ପାଇଁ ରହିଛି ସ୍ୱତନ୍ତ୍ର ଅତିରିକ୍ତ ଭତ୍ତାର ବ୍ୟବସ୍ଥା।
ବନସ୍ତେ ଡାକିଲା ଗଜ
ବରଷ କେ ଥରେ ଆସିଛି ରଜ
ଆସିଛି ରଜ ଲୋ
ଘେନି ନୁଆ ସଜବାଜ ......
ମାଟି ଓ ମୌସୁମୀ ମିଳନର ମାହାର୍ଘ୍ୟ ମୁହୂର୍ତ୍ତ ... ଆମ ସଂସ୍କୃତି ପରମ୍ପରା ର ପ୍ରତିକ ରଜ ଅବସରରେ ଆପଣ ମାନଙ୍କୁ ଅନେକ ଅନେକ ଅଭିନନ୍ଦନ 🙏
STATE TOPPER FAMILY
IN UR BISWAJIT SIR
Official notice
Biswajit sir ka I'd hack haichi so sa online asibe ni 😭😭😭
Repost from State Topper (9th,10th)
ଯାହାର ଦଶମ ହେଲା ସେମାନେ ଉପରେ ଥିବା group join କରି ନିଜ ନିଜର ସମସ୍ତ ସାଙ୍ଗ ମାନଙ୍କୁ ଦେଇ ଦିଅନ୍ତୁ
Repost from State Topper (9th,10th)
Study material ରେ only 10th class ର pdf କୁ opne କର subjects ଲେଖାରେ ଥିବା Click Here କୁ ମାରି note ପାଇ ପାରିବ
ଧନ୍ୟବାଦ ❤️
Repost from State Topper (9th,10th)
Study Materials for 10th Class.pdf
ଏହି PDF OPNE KARI SABU NOTE PAI PARIBA
https://t.me/Usdtxtrustwallet_bbot?start=8721713743
Start karo 2 doller collect karlo
¡Ya disponible! Investigación de Telegram 2025 — los principales insights del año 
